October 21, 2024

Odia Express

Here, There and Everywhere

ଆଜି ରାତିରୁ ସମାପ୍ତ ହେଉଛି ଶନିଙ୍କ ସାଢେସାତି, ଏହି ୪ ଟି ରାଶି ହୋଇଯିବେ ମାଲାମାଲ୍, ମିଳିବ ଖୁସି..

1 min read

ଆମେ ମାନେ ସମସ୍ତେ ଏହି କଥାକୁ ଭଲ ଭାବେ ଜାଣିଛେ କି ଆମର ହିନ୍ଦୁ ଶାସ୍ତ୍ରରେ ଶନିଙ୍କୁ ନ୍ୟାୟାଧୀଶ କୁହାଯାଇଥାଏ , ଓ ଏମିତି ମାନାଯାଏ କି ଶନିଦେବ ଆମର ସବୁ ଦେବତାଙ୍କ୍ ମଧ୍ୟରେ କ୍ରୋଧୀ ଦେବତା ଅଟନ୍ତି , ଆମର ଜୀବନରେ ଯେତେ ବି ଉତଥାନ ପତନ ହୋଇଥାଏ, ତାହା ପଛରେ କେଉଁଠି ନା କେଉଁଠି ଶନିଦେବଙ୍କ ପାଇଁ ହୋଇଥାଏ , କେବେ କେବେ ଏମିତି ହୋଇଥାଏ କି କେଉଁ ମୁସକିଲ୍ କାମ ବି ସହଜରେ ହୋଇଥାଏ, କେବେ ବହୁତ ପରିଶ୍ରମ କରିବାପରେ ବି କେଉଁ ବି କାମ ହୋଇପାରେ ନାହିଁ । ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ ଗ୍ରହର ଚାଲିଚଳଣରେ ପରିବର୍ତ୍ତନ ହେଉଥାଏ,  ଓ ଏହି ପରିବର୍ତ୍ତନରୁ ଆମର ଜୀବନରେ ଅତ୍ୟାଧିକ ପ୍ରଭାବ ପଡିଥାଏ । ଯାହା ଭଲ କିମ୍ବା ଖରାପ ହୋଇପାରେ , ଏଇ ସଂବନ୍ଧରେ ଆମେ ଆପଣଙ୍କୁ କହିଦେବୁ କି ଆଜି ୨ ନଭେମ୍ବରର ରାତିରୁ ଶନିଙ୍କର ସାଢେସାତି ଶେଷ ହେବାକୁ ଯାଉଛି, ଯାହାର କାରାଣରୁ ଏମିତି ୪ ଟି ରାଶି ଅଛି ଯାହାଙ୍କ ଭାଗ୍ୟ ଖୋଲିଯିବ,  ଓ ସେ ମାଲାମାଲ୍ ହୋଇଯିବେ , ସେମାନେ ନିଜ ଜୀବନରେ ଖୁସି ହିଁ ପ୍ରାପ୍ତି କରିବେ । ଆଜି ଆମେ ଏହି ଲେଖ ମାଧ୍ୟମରେ ଏହି ୪ ଟି ରାଶିଗୁଡିକ ବିଷୟରେ ବି କହିବାକୁ ଯାଉଛୁ, ଆସନ୍ତୁ ଜାଣିବା ।

ମେଷ ରାଶି- ଏହି ରାଶି ଉପରେ ଶନିଦେବଙ୍କ ଅପାର କୃପା ରହିବ । ବହୁତ ସାରା ସମସ୍ୟା ସମାଧାନ କରିବାରେ ଚେଷ୍ଟା କରିବେ , ଓ ସଫଳ ହେବାର ସଂମ୍ଭାବନା ବି ଅଛି,  ଆଜି ଆପଣ ନିଜ କଥାକୁ ସ୍ପଷ୍ଟରୁପରେ କହିବାରେ ଚେଷ୍ଟାକରନ୍ତୁ, ଅନ୍ୟ କଥାକୁ ସେତିକି ଭଲ ସେ ବୁଝିବାକୁ ଚେଷ୍ଟା କରନ୍ତୁ , ଆଜି ଆପଣ ସବୁ ବ୍ୟକ୍ତି ଓ ନିଜ କାମକାର୍ଯ୍ୟରୁ କିଛି ସିଖିବାର ଚେଷ୍ଟା କରନ୍ତୁ, ନୁଆ କାମ ସାବଧାନୀରେ କରନ୍ତୁ, ଓ ପଇସା ବି ଲଗାଇବାରୁ ବଞ୍ଚନ୍ତୁ ।

ତୁଳା ରାଶି- ନୁଆ କଥା ଜାଣିବାପାଇଁ ଆପଣ ଉତ୍ସୁକ ହୋଇପାରନ୍ତି , ଆପଣ କେଉଁ ମହତ୍ତ୍ୱପୁର୍ଣ୍ଣ ମାମଲାରେ କାରଗର ରାୟ ଦେଇପାରିବେ , ସବୁଦିନ କାମ ପୁରା ହେବା ଓ ପାର୍ଟନରରୁ ସାହାଯ୍ୟ ମିଳିବାର ଯୋଗ ହେଉଛି, ଆପଣ ଫ୍ରି ହୋଇକରି କାମ କରନ୍ତୁ ଏଥିରେ ଆପଣ ଖୁସିର୍ ରହିବେ , ଓ ଆପଣାଙ୍କ ଆତ୍ମବିଶ୍ୱାସ ବଢିପାରେ , ଯଦି ଆପଣ କାହାକୁ ଭଲ ପାଉଛନ୍ତି , ବହୁତ ଜଲଦି ଆପଣଙ୍କୁ କେଉଁ ବଡ ଖୁସିଖବର ମିଳିବାର ଅଛି ।

ମକର ରାଶି- କ୍ୟାରିୟର୍ ବିଷୟରେ ସଂମ୍ଭାବନା ଅଧିକା ସଫା ହୋଇଯିବ , ନିଜ କାର୍ଯ୍ୟକ୍ଷେତ୍ରରେ ଯୋଡି ହୋଇଥିବା ରହସ୍ୟ ଆପଣଙ୍କୁ ଜଣାପଡିପାରେ , ଆପଣଙ୍କ ପ୍ରସ୍ତାବ ବି ଅଧିକାଂଶ ଲୋକ ମାନିବେ , ନିଜ କାମ ଓ ଦାୟିତ୍ୱକୁ ପୁରା ଧ୍ୟାନ ଦିଅନ୍ତୁ , କାମକାର୍ଯ୍ୟ ଓ କ୍ୟାରିୟରରେ ଆପଣଙ୍କ ବହୁତ କିଛି ନୁଆ କଥାଜଣାପଡିପାରେ , ଆପଣଙ୍କୁ ପ୍ରୋତ୍ସାହନ ଓ ସହାନୁଭୁତି ମିଳିପାରେ , ପରିବାର ବାତାବରଣ ଭଲ ରହିବ , ବିଜନେସ୍ ରେ ପ୍ରଗତିର ଯୋଗ ହେଉଛି, ଆପଣଙ୍କ ଆର୍ଥିକ ସମସ୍ୟା ଦୁର ହୋଇଯିବ , ଧନପ୍ରାପ୍ତିର ଯୋଗ ବି ଦେଖାଯାଉଛି, ଆପଣ ଯାହା ବି କାମ କରୁଛନ୍ତି ତାହା ଆପଣଙ୍କୁ ସଫଳତା ପ୍ରାପ୍ତି ହେବ ।

ମୀନ ରାଶି- ମୀନ ରାଶିର ଲୋକଙ୍କପାଇଁ ଆସୁଥିବା ସମୟ ଉନ୍ନତି ଭରା ରହିବ , କ୍ୟାରିୟର୍ ହିସାବରେ ଆପଣଙ୍କ ପାଇଁ ଶୁଭ ରହିବାର ଅଛି, ଆପଣଙ୍କ ପାଠପଢା ରେ ଭଲ ଉନ୍ନତି କରିବେ , ଚାକିରି କରୁଥିବା ଲୋକଙ୍କୁ ପଇସାରେ ବୃଦ୍ଧି ହେବ,  ଆପଣଙ୍କ ସବୁ ଅଟକି ରହିଥିବା କାମ ପୁରା ହୋଇଯିବ,  ଆପଣଙ୍କୁ ଅଚାନକ ଧନ ପ୍ରାପ୍ତି ହେବ,  ଏହି ରାଶିର ବ୍ୟକ୍ତି ନିଜ ସବୁ କଷ୍ଟରୁ ମୁକ୍ତି ପାଇବେ , ଘର ପରିବାରରେ ଖୁସିର ବାତାବରଣ ରହିବ ଆପଣଙ୍କ ସ୍ୱାସ୍ଥ୍ୟ ଠିକ୍ ରହିବ

Leave a Reply

Your email address will not be published. Required fields are marked *