October 28, 2024

Odia Express

Here, There and Everywhere

ଶରୀରକୁ ପୁରା ଭାବେ ବର୍ବାଦ କରିଦେଇଥାଏ ଏହି ଭୁଲ୍ ଯାହା ଆପଣ ସବୁଦିନ ରାତିରେ କରିଥାନ୍ତି, ଥରେ ପଢନ୍ତୁ , ନହେଲେ ପରେ ହଇରାଣ ହୋଇପାରନ୍ତି

ଏମିତି ଆମେ ନିତ୍ୟଦିନ ଜୀବନରେ ନାନାଦି କାମ କରିଥାଉ, ହଁ ଆଜ୍ଞା ବହୁତ କାମ ଏମିତି ହୋଇଥାଏ, ଯାହା ବ୍ୟକ୍ତି ଜୀବନରେ ଏକ ଖାସ୍ ଭାଗ ହୋଇଯାଏ , କିନ୍ତୁ ଆଜି ଆମେ ଏମିତି ଏକ କାମ ବିଷୟରେ କହିବୁ ଯାହା ଏହି ଦୁନିଆଁରେ ସବୁ ବ୍ୟକ୍ତି କରିଥାଏ , ଓ ଏହି କାମ କାରଣରୁ ବହୁତ ଲୋକଙ୍କର ଜୀବନ ବର୍ବାଦ ହୋଇଯାଇଛି, ମାନେ ଯଦି ସିଧା ଶବ୍ଦରେ କହିବା ତେବେ ଏହି ଗୋଟେକାମ ପାଇଁ ଲୋକେ ନିଜକୁ ଭୁଲିଯାଉଛନ୍ତି , ଏବେ ଏଥିରେ କୌଣସି ସନ୍ଦେହନାହିଁ କି ଯେବେ ବ୍ୟକ୍ତି ଦିନସାରା କାମ କରି ଥକିଯାଏ , ତେବେ ସେ ଆରାମ ନେବାପାଇଁ ବିଛଣାକୁ ଚାଲିଯାଏ , ହଁ ଆଜ୍ଞା ଆରାମ କରିବାରେ ଯେଉଁ ଆନନ୍ଦ ଆସିଥାଏ,  ତାହା ଆଉ କେଉଁଠି ମିଳୀନଥାଏ । ଏମିତି ଏହି କଥା ଅଲଗା କି ଲୋକେ ଆଜି କାଲି ବିଛଣାକୁ ଶୋଇବା ବା ଆରାମ କରିବା ପରିବର୍ତ୍ତେ କିଛି ଅଲଗା କାମ କରିଥାନ୍ତି , କିଛି ଲୋକ ଏମିତି ହୋଇଥାନ୍ତି ଯିଏ ବିଛଣାରେ ପଶିଲେ କେବଳ ଶୋଇବା ପସନ୍ଦ କରନ୍ତି , ଓ ଏବେ ଜାହିର୍ କଥା ଏହା କି ଯେଉଁ ଜିନିଷରୁ ବ୍ୟକ୍ତିର ମନ ଓ ଦିମାଗ ଶାନ୍ତ ହୋଇଥାଏ , ସେହି ଜିନିଷକୁ କରିଲେ ଭଲ ଅନୁଭବ ହେବ

ଏହାପରେ କିଛି ଲୋକ ଏମିତି ହୋଇଥାନ୍ତି , ଯିଏ ଦିନ ସାରା କାମ କରିବାପରେ ଥକି ତ ନିଶ୍ଚିତ ଯାଆନ୍ତି , କିନ୍ତୁ ସେ ଶୋଇବାପସନ୍ଦ କରନ୍ତି ନାହିଁ , ହଁ ଆଜ୍ଞା କିଛି ଲୋକ ବିଛଣାକୁ ଯିବାପରେ ଶୋଇବାପରିବର୍ତ୍ତେ ମୋବାଇଲ୍ ବ୍ୟବହାର କରିବା ଅଧିକା ପସନ୍ଦ କରନ୍ତି , ଏହା ଛଡା ଏମିତି ବହୁତ ଭୁଲ୍ ଅଛି ଯାହା ବ୍ୟକ୍ତି ଶୋଇବା ପୁର୍ବରୁ କରିଥାଏ , ଆଜି ଆମେ ସେହି ଭୁଲ୍ ଗୁଡୀକ ବିଷୟରେ କହିବୁ । ଏହି ଭୁଲ୍ ରୁ ନା କେବଳ ଆପଣଙ୍କ କ୍ଷତି ହେଉଛି ବର୍ଂ ଏଥିରେ ଆପଣଙ୍କ ଶରୀର ବି ଧୀରେ ଧୀରେ ବର୍ବାଦ ହେଉଛି, ଏଥିପାଇଁ ଏହି ଭୁଲ୍ ବିଷୟରେ ଆପଣଙ୍କୁ ଜଣାଥିବା ଦରକାର, ତେବେ ଆସନ୍ତୁ ଏହି ବିଷୟରେ ବିସ୍ତାରରେ କହିବୁ

ବହୁତ ଲୋକଙ୍କର ଏହି ଅଭ୍ୟାସ ହୋଇଥାଏ କି ସେମାନେ ବିଛଣାରେ ଘଣ୍ଟା ଘଣ୍ଟା ପର୍ଯ୍ୟନ୍ତ ମୋବାଇଲ୍ ର ବ୍ୟବହାର କରିଥାନ୍ତି , କହିଦେବୁ କି ମୋବାଇଲ୍ ବ୍ୟବହାର କରିବା ଭୁଲ୍ ନୁହେଁ , କିନ୍ତୁ ରାତିରେ ଶୋଇବାପୁର୍ବରୁ ଲୋକେ ଯେଉଁ ଭଳି ଭାବେ ମୋବାଇଲ୍ ବ୍ୟବହାର କରୁଛନ୍ତି , ସେହି ପରି ବ୍ୟବହାର କଲେ ତାହା ଶରୀର ପାଇଁ କ୍ଷତି ପହଞ୍ଚାଇଥାଏ । ହଁ ଆଜ୍ଞା ଆପଣଙ୍କୁ ଜଣେଇଦେବୁ କି ବିଛଣାରେ ଶୋଇକରି ମୋବାଇଲ୍ ର ବ୍ୟବହାର କରିଲେ ଆଖିକୁ କ୍ଷତି ପହଞ୍ଚାଇଥାଏ, ଏହା ଛଡା କିଛି ଲୋକ ଲାଇଟ୍ ବନ୍ଧ କରି ଘଣ୍ଟାଏ ପର୍ଯ୍ୟନ୍ତ ମୋବାଇଲ୍ ରେ ନଜର ଜମାଇ ବସନ୍ତି , ଓ ମେସେଜ୍ କରନ୍ତି, ଏହା ଦ୍ୱାରା ଆଖି ଖରାପ ହୋଇଯାଏ

କିଛି ଲୋକ ଏମିତି ହୋଇଥାନ୍ତି ଯେଉଁମାନେ ରାତିରେ ହିଁ ଫିଲ୍ମ ଦେଖିବାକୁ ପସନ୍ଦ୍ କରନ୍ତି , ଯେଉଁ ଲୋକଙ୍କର ଏହି ଅଭ୍ୟାସ ହୋଇଯାଏ , ସେମାନଙ୍କ ହର୍ମୋନ୍ ସ୍ତର ପରିବର୍ତ୍ତନ ହୋଇଯାଏ , ଓ ମାନସିକ ଓ ଶାରରିକ ଅସୁବିଧାର ସାମ୍ନା କରିବାକୁ ପଡିପାରେ,  ଏହା ଛଡା ଏଥିରେ ବ୍ୟକ୍ତିର ବ୍ୟବହାରରେ ପରିବର୍ତ୍ତନ ଦେଖିବାକୁ ମିଳିଥାଏ,  ଓ ବ୍ୟକ୍ତିର ସ୍ୱଭାବ ଚିଡଚିଡା ହେବାକୁ ଲାଗେ

Leave a Reply

Your email address will not be published. Required fields are marked *