October 22, 2024

Odia Express

Here, There and Everywhere

ଡୋନାଲଡ଼ ଟ୍ରମ୍ପ ଓ ନରେନ୍ଦ୍ର ମୋଦିଙ୍କ କାର ଭିତରେ ପାର୍ଥକ୍ୟତା ଓ ସବୁଠୁ ବେଶି ସୁରକ୍ଷିତ କିଏ…

ସାଙ୍ଗମାନେ କଣ ଆପଣ ଜାଣିଛନ୍ତି କି ଦୁନିଆର ସବୁଠୁ ଶକ୍ତିଶାଳୀ ଲୋକ ମାନେ ଆମେରିକା ରାଷ୍ଟ୍ରପତି ଡୋଲାଣ୍ଡ ଟ୍ରମ୍ପ ଓ ଭାରତର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଏ ଦୁଇ ଜଣଙ୍କ ବିଷୟରେ ପୁରା ଖାସିୟତ ବିଷୟରେ ବର୍ଣନା କରିବୁ।ମୋଦିଙ୍କ କାର ବିଏମଡବ୍ଲୁ ୭ ସିରିଜ ୭୬୦ ଏଲ ଆଇ ଭାରତର ସବୁଠୁ ସୁରକ୍ଷିତ ଗାଡି ବୋଲି ଆମେ ଜାଣିଥାଉ ସେଠି ଟ୍ରମ୍ପଙ୍କର ଲିମୋଜିନ ଦ ବିଷ୍ଟ ବହୁତ ଓଜନିଆ ଓ ସବୁଠୁ ହାଇଟେକ ଫିଚର୍ ବିଶିଷ୍ଟ କାର ହୋଇଥାଏ।ଦୁଇଜଣଙ୍କ କାରରେ ଅଲଗା ଅଲଗା କ୍ବାଲିଟି ଦେଖାଯାଏ କିନ୍ତୁ ଟ୍ରମ୍ପର କାର ତୁଳନାରେ ବହୁତ ଜୋରରେ ଚାଲିଥାଏ ଯେଉଁଠି ଟ୍ରମ୍ପ ୧୫ସେକେଣ୍ଡରେ ୧୦୦ ସ୍ପୀଡ ଛୁଇଁ ଥାଏ।ଏହି ଗାଡି ୬.୧ ସେକେଣ୍ଡରେ ୧୦୦ ର ସ୍ପୀଡ଼ ଧରିଥାଏ।ତାପରେ ଦୁନିଆରେ ଏ ଦୁଇଟି ଦିଗଗଜ ମହାନ ଶକ୍ତି ଆମେରିକା ରାଷ୍ଟ୍ରପତି ଡୋନାଲଡ଼ ଟ୍ରମ୍ପଙ୍କ କାର ବିଷୟରେ ଦ ବିଷ୍ଟ ଦୁନିଆର ସବୁଠୁ ସୁରଖିତ ଗାଡି ଅଟେ।

ଦୁନିଆରେ ଟ୍ରମ୍ପ ଯେଉଁଠି ଯେତେବେଳେ ବିଦେଶ ଯାତ୍ରା କରନ୍ତି ତାଙ୍କ ପୁର୍ବରୁ ତାଙ୍କ ଗାଡି ଯାଇଁ ସେଠାରେ ପହଂଚି ଯାଇ ଥାଏ।ଆକୁ ଦୁନିଆର ସବୁଠୁ ସୁରକ୍ଷିତ ଗାଡି ବୋଲି କୁହାଯାଏ।କୁହାଯାଏ କି ଦୁନିଆରେ କୌଣସି ରାଷ୍ଟ୍ର ପ୍ରମୂଖଙ୍କ ପାଖରେ ଏ ଭଳି ଗାଡି ନଥାଏ।ଏ କାରଟି ରାଷ୍ଟ୍ରପତିଙ୍କ ଦରକାରୀ ଭଳି ତିଆରି କରାଯାଇଛି।ଏ କାରଟି ବମ୍ବ ପ୍ରୁଫ,କେମିକାଲ ଆଟାକ ନ୍ୟୁକ୍ଲିଅର ଆଟାକ ପ୍ରୁଫ ସୁରକ୍ଷା ଦୃଷ୍ଟିରୁ ସମ୍ପୂର୍ଣ୍ଣ ରୂପେ ଠିକ ଅଟେ। ଏ କାରର ସବୁ ଅଙ୍ଗ ଅତି ଜରୁରି ଅଟେ।ଯିଏ ସମୟ ଆସିଲେ ଅଲଗା ଅଲଗା କାର୍ଯ୍ୟ କରିଥାନ୍ତି।ଡ୍ରାଇଭର ନିଜେ ବହୁତ ଖାସ ଅଟେ ସେ ନିଜେ ହିଁ ଗୋଟେ ଜାବାଜ କମାଣ୍ଡର ଅଟେ ସେ ଏମିତି ଡ୍ରାଇଭର ଅଟେ ଯେ କି କୌଣସି ପରିସ୍ଥିତିରେ ଗାଡି ଚଲେଆଇବାରେ ସକ୍ଷମ ହୋଇଥାଏ।ବହୁତ ଖାସ ଅଟେ ରାଷ୍ଟ୍ରପତି ଟ୍ରମ୍ପ ଙ୍କ ସିଟ ଯେଉଁଠି ସେ ବସନ୍ତି ତାଙ୍କ ପାଖରେ ସାତାଲାଇଟ ଫୋନ ରହିଥାଏ।ସେ ସିଧା ଉପରାଷ୍ଟ୍ରପତି ଙ୍କ ସହ କଥା ହୋଇପାରିବେ। ଅକ୍ସିଜେନର ବ୍ୟବସ୍ଥା ମଧ୍ୟ ହୋଇଥାଏ।ସେ ଗାଡିର କବାଟ ୮ ଇଂଚ ମୋଟା ଆଲୁମିନିୟମ,ଟ୍ରେଟେନିୟମ,ପୃଟେନିୟମ ମିଶ୍ରଣରେ ବନାଯାଇଥାଏ।କାରର କାଚ ୫ ଟି ଲେୟାର ରେ ତିଆରି ହୋଇଥାଏ।

ଏଥିରେ ଯେଉଁ ଇନ୍ଧନ ମିଶାଯାଏ ସେଥିରେ ଇନ୍ଧନ ସହ ସ୍ପେସିଆଲ ସଲ୍ୟୁସନ ମିଶାଯାଏ ଯାହାଫଳରେ ସେ ଗାଡ଼ିରେ ବିସ୍ପୋଟ ହୁଏ ନାହିଁ।ଏଥିରେ ଟୀୟର ଗ୍ୟାସ,ମେସିନଗନ ଚାମ୍ବର,ନାଇଟ ଭିଜନ କ୍ୟାମେରା ଥାଏ।ଗାଡି ଯଦି ଲିକବି ହେଇଯାଉଛି ତାହେଲେ କିଛି ହୁଏନାହିଁ ନା ଗତିରେ କୌଣସି ଫରକ ପଡେ।ଏ କାରର ଦାମ ୧୫ ମିଲିୟନ ଦଳର ଅଟେ ଇଣ୍ଡିଆନ ଟଙ୍କାରେ ୧୦ କୋଟି ଟଙ୍କା ଅଟେ ଏମିତିକି ଏ କାରର ବିଶେଷ୍ୟତ ଉପରେ କେବେ କୌଣସି ପ୍ରକାରର ତର୍କ ବିତର୍କ କରିନାହାନ୍ତି।ଏବେ ଆସିବା ନସରନ୍ଦ୍ର ମୋଦିଙ୍କ ଗାଡି ଉପରେ ଏ ଗାଡି ଆମେରିକାର ସବୁଠାରୁ ବଡ଼ କମ୍ପାନୀ ନିର୍ମାଣ କରିଥିଲେ ଓ ଏଥିରେ ବହୁତ ଅତ୍ୟାଧୁନିକ ଟେକନୋଲୋଜି ଅଛି ଯାହା ମୋଦିଙ୍କୁ ସୁରକ୍ଷା ଦେଇଥାଏ।

ପ୍ରଥମରୁ ହିଁ ହିନ୍ଦୁସ୍ତାନ ଆମ୍ବାସେଟର ଗାଡି କୁ ପରିବର୍ତ୍ତନ କରାଇ ବିଏମଡବ୍ଲୁ ଆଣିଥିଲେ ଏହା ହୋଇଥିଲା ମନମୋହନଙ୍କ ଶାସନ କାଳ ସମୟରେ।ଏ ଗାଡିର କୌଣସି ସଠିକ ଦାମ କେହି ଜାଣିନାହାନ୍ତି କିନ୍ତୁ ତଥାପି ଅନୁମାନ ଲଗାଯାଏ କି ଏଗାଡିର ଦାମ ୧୦ କୋଟି ଅଟେ।ଏ ଗାଡିର ଖାସିୟତ ଏହା ଏକ ବୁଲେଟ ପ୍ରୁଫ ଗାଡି ଅଟେ କୌଣସି ପ୍ରକାର ଆକ୍ରମଣ କୁ ସହଜରେ ସାହିଯିବ।କମ୍ପାନୀ ତ୍ରଫରୁ ଗାଡ଼ିରେ ୬ଲିଟର କ୍ଷମତାର ୧୨ ଟି ସିଲିଣ୍ଡର ଲଗାହୋଇଛି।

ଏ କାର ୮ସ୍ପୀଡ଼ ଅଟୋମାଟିକ ଟ୍ରାନ୍ସମିଶନ ଓ ଗିଅର ବକ୍ସ ଯୋଡ଼ାଯାଇଛି।ଏ ଗାଡି ୨୧୦ କି.ମି ପ୍ରତି ଘଣ୍ଟାରେ ଦୌଡ଼ି ପାରିବ।ଏ କାରର ଟାୟାର ପଅଞ୍ଚର ହେଲା ପରେ ୯୦କି.ମି ପ୍ରତି ଘଣ୍ଟାରେ ୩୨୦ କି.ମି ପର୍ଯ୍ୟନ୍ତ ଯାଇଥାଏ।ତା ଶରୀରରେ ବିଆର ୭ ଗ୍ରେଡ ବାଲାଷ୍ଟିକ ମାଟେରିଆଲରେ ତିଆରି ହୋଇଥାଏ।ଏ ଗାଡ଼ିରେ ଏମିତି ସେନ୍ସର ଥାଏ ଯାହା ବମ୍ବ ଓ ମିସାଇଲର ଜଣାପଡ଼ିଥାଏ।କୌଣସି ବି ଆକ୍ରମଣ ସମୟରେ ଭିତରେ ବସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କିଛି ହେବ ନାହିଁ।

Leave a Reply

Your email address will not be published. Required fields are marked *