October 21, 2024

Odia Express

Here, There and Everywhere

ଚାଣକ୍ୟ ନୀତି: ମଣିଷଙ୍କୁ ଏହି ଗୁଣ ସିଂହ ଠୁ ନିଶ୍ଚୟ ଶିଖିବା ଆବଶ୍ୟକ – ଆପଣ ମଧ୍ୟ ଜାଣିରଖନ୍ତୁ…

ସାଙ୍ଗ ମାନେ ଆପଣ ସମସ୍ତ ଙ୍କୁ ସ୍ୱାଗତ। ଆଜିବି ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅନେକ କାମରେ ଆସିଥାଏ। ଏହା ର ସବୁଠୁ ଅଧିକ କାରଣ ଆଜି ବି ଚାଣକ୍ୟ ନୀତି ଅଧିକ ପଢ଼ାଯାଏ ଓ ଜୀବନରେ ଲଗାଯାଏ। ଆଜି ଆମେ ସେହିପରି କିଛି ତଥ୍ୟ ଦେବୁ।ଯେବେ ଭୟ ଆପଣଙ୍କ ପାଖକୁ ଆସୁଛି ତାକୁ ନଷ୍ଟ କରିଦିଅନ୍ତୁ।ସମସ୍ତଙ୍କୁ ଡର ଲାଗିଥାଏ ଯିଏ ଡରକୁ ଯେତେ ଡରେ ସେ ତାକୁ ସେତେ ଡ଼ରାଏ।କୌଣସି କାଯ୍ୟ କରିବା ପୂର୍ବରୁ ନିଜକୁ ଏହି ତିନି ପ୍ରଶ୍ନ ପଚାରନ୍ତୁ କି ମୁଁ ଏହି କାଯ୍ୟ କଣ ପାଇଁ କରିବାକୁ ଯାଉଛି, ଏହାର ପରିଣାମ କଣ ହେବ, ଓ କଣ ମୁଁ ସଫଳ ହେବି।ଯେବେ ଏହାର ଉତ୍ତର ମିଳିଯିବ ତେବେ ଆଗକୁ ବଢ଼ନ୍ତୁ।ଆଜି ଆମେ କହିବୁ ସହି ସବୁ ଗୁଣ ଯାହା ଆଚାର୍ଯ୍ୟ ଚାଣକ୍ୟ ସିଂହ ଠୁ ଶିଖିବାକୁ କହିଛନ୍ତି।

ସିଂହ ଯେବେ ବି ଶିକାର କରିଥାଏ ମନ ଦେଇ କରିଥାଏ।ତାର ଏହି ଗୁଣ ପାଇଁ ସେ ସଫଳତା ପ୍ରାପ୍ତ କରିଥାଏ।ଯଦି ଆମେ ସିଂହ ଠୁ ଏହି ଗୁଣ ଶିଖିବା କି ମନ ଦେଇ କାମ କଲେ ସବୁ ସମ୍ଭବ।ଲୋକ ପ୍ରୟାସ କରିଥାନ୍ତି କିନ୍ତୁ ସବୁବେଳେ ସଫଳ ହୋଇ ପାରି ନଥାନ୍ତି ଏହାର ମୁଖ୍ୟ କାରଣ ସହି କାମକୁ ଆମେ ପୁରା ମନ ଲଗାଇ କରି ନଥାଉ।ସବୁବେଳ ଖୁସି ରହିବା ନିଜ ଶତ୍ରୁ ଙ୍କ ପାଇଁ ସବୁଠି ବଡ ଦଣ୍ଡ କାରଣ ଶତ୍ରୁ ସବୁବେଳେ ଆପଣଙ୍କୁ ଦୁଖୀ ଦେଖିବାକୁ ଚାହେଁ।

ସାଙ୍ଗ ସବୁବେଳେ ବରାବରୀ ଲୋକଙ୍କ ସହିତ କରିବା ଉଚିତ କାରଣ ସେ ଯଦି ଆପଣଙ୍କ ଠୁ ଧନୀ ହେଲା ଆପଣ ସୁଖରେ ରହିପାରିବେନି ଓ ଯଦି ଆପଣଂକ ଠୁ ଗରିବ ହେଲା ଆପଣଙ୍କ ପ୍ରତି ଇର୍ଷ କରିବ ଯାହା ଦ୍ଵାରା ମଧ୍ୟ ଆପଣ ଖୁସିରେ ରହିପାରିବେନି।ଏକ ମୂର୍ଖ ବ୍ୟକ୍ତି ସମସ୍ତଙ୍କ ପ୍ରଶଂସା କରିଥାଏ କିନ୍ତୁ ଏକ ବୁଦ୍ଧିମାନ ବ୍ୟକ୍ତି ସଠିକ ଲୋକଙ୍କ ପ୍ରଶଂସା କରିଥାନ୍ତି। ବୁଦ୍ଧିମାନ ଲୋକଙ୍କ ଗାଳି ରେ ବି ଉପକାର ଥାଏ। ତେଣୁ ମୂର୍ଖ ଠୁ ପ୍ରଶଂସା ଶୁଣିବାଠୁ ଭଲ ବୁଦ୍ଧିମାନ ଠୁ ଗାଳି ଶୁଣିବା।

ଯେବେ ଆପଣ କୌଣସି କାମ କୁ ଆରମ୍ଭ କରୁଛନ୍ତି ସେହି କାମକୁ ଆଧା ରୁ ଛାଡ଼ନ୍ତୁ ନାହିଁ।କାରଣ କାମ ଆରମ୍ଭ ରେ ଅନେକ ସମସ୍ୟା ଆସିଥାଏ କିନ୍ତୁ ଏହାର ସମ୍ନା କରିବା ଉଚିତ।କୌଣସି ବ୍ୟକ୍ତି କୁ ନିଜ କମଜୋରି ବିଷୟରେ କେବେ କହିବେନି ସେ ଆପଣଙ୍କ ଯେତେ ନିଜର ହେଲେବି।ନହେଲେ ସେ ଆପଣଙ୍କ ଫାଇଦା ଉଠାଇପାରିବ। ଯଦି ଏହି ଲେଖା ଆପଣଙ୍କୁ ଭଲ ଲାଗିଛି ଏହାକୁ ଲାଇକ ଓ ସେୟାର କରନ୍ତୁ ଧନ୍ୟବାଦ।

Leave a Reply

Your email address will not be published. Required fields are marked *