October 20, 2024

Odia Express

Here, There and Everywhere

ପିଆଜ କୁ ଦ୍ୱାର କରନ୍ତୁ ଏହି ଉପାୟ – ମଶା ଆପଣଙ୍କ ଘର ଠୁ ୧୦୦ ମିଟର ଦୂର ରେ ରହିବେ – କେବ ଘରେ ମଶା ହେବେ ନାହିଁ…

ସାଙ୍ଗମାନେ ଖରା ଦିନ ଆଉ ବର୍ଷା ଦିନ ଆସିବା ମାତ୍ରକେ ସବୁଠୁ ବଡ଼ ଅସୁବିଧା ହୋଇଯାନ୍ତି ମଶା ମାନେ। ତାପରେ ମଶାମାନେ ସାଧାରଣତ ଅପରିଷ୍କାର ଓ ସନ୍ତସନ୍ତିଆ ଜାଗାରେ ଵଂଶ ବିସ୍ତାର କରନ୍ତି, ଆମେ ଯଦି ଆମ ଘର ଅଗଣାକୁ ଅପରିଷ୍କାର ନ କରି ପରିସ୍କାର ରଖିବା ଓ ଅଳିଆ ଆଦିକୁ ନିଜ ସ୍ଥାନରେ ପକାଇବା ଓ ଘର ଆଖପାଖରେ ଅଳିଆ ପକାଇବା ନାହିଁ। ଯଦି ମଶାମାନେ କାମୁଡି ଦିଅନ୍ତି କୁଣ୍ଡେଇତ ହୁଏ,ତା ସହିତ ମଶାମାନଙ୍କ ଦ୍ୱାରା ବ୍ୟାପୁଥିବା ରୋଗର ଆମେ ଶିକାର ହୋଇଥାଉ । ଯାହା ହେଲା ସାଧାରଣତ ମଶାମାନଙ୍କ ଦ୍ୱାରା ମ୍ୟାଲେରିଆ,ଚିକେନଗୁନିଆ,ଡେଙ୍ଗୁ ଭଳି ଭୟାନକ ରୋଗ। ମଶାମାନଙ୍କ ପାଖରୁ ରକ୍ଷା ପାଇବା ପାଇଁ ଆମେ ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କରିଥାଉ। ଯେଉଁଥିରେ ମଶା ଉଡାଇବା ବତୀ ଓ ମଶା ଘଉଡାଇବା ତେଲ ଆଦି ବ୍ୟବହାର କରିଥାଉ କିନ୍ତୁ ଏଥିରେ ଯେଉଁ ରାସାୟନିକ ପଦାର୍ଥ ମିଳେ ତାହା ଅତ୍ୟନ୍ତ କ୍ଷତି କାରକ ଅଟେ ଛୋଟ ଛୁଆଙ୍କ ସ୍ୱାସ୍ଥ୍ୟ ପାଇଁ ଏ ଜିନିଷ ଅତ୍ୟନ୍ତ ହାନିକାରକ ଅଟେ।

ସେଥିପାଇଁ ସାଙ୍ଗମାନେ ଏହା ବାହାର ଦେଶ ଓ ବିଦେଶ ମାନଙ୍କରେ ଏହାଉପରେ ପ୍ରତିରୋଧ ଲାଗିଅଛି। ସେଠିକାର ସରକାର ଚାହୁଁନାହାନ୍ତି କି ସେ ବିଶାକ୍ତ ବା ପ୍ରାଣଘାତି ଜିନିଷ ସେଠାକାର ଲୋକମାନଙ୍କ ପାଇଁ ହାନିକାରକ ପ୍ରମାଣିତ ହେଉ। ସେଥିପାଇଁ ସାଙ୍ଗମାନେ ଆଜି ଆମେ ଅପଣଙ୍କୁ ଏମିତି ଏକ ଉପାୟ କହିବୁ ଯାହାଦ୍ୱାରା କୌଣସି ବି ମଶା ଆପଣଙ୍କ ଆଖ ପାଖରେ ଦେଖାଯିବେ ନାହିଁ। ଯେଉଁଟାକୁ ବନେଇବା ଅତ୍ୟନ୍ତ ସହଜ ସମୟ ସାପେକ୍ଷ୍ୟ ଓ ପଇସା ମଧ୍ୟ ସ୍ୱଳ୍ପ ବିନିମୟରେ ଏହା ପ୍ରସ୍ତୁତ ହୋଇଥାଏ । ଏହାର ପ୍ରଯୋଗ ଦ୍ୱାରା ମଶା ଅପଣଙ୍କ ଘର ଭିତରକୁ ବି ପ୍ରବେଶ କରିବେ ନାହିଁ।

ସେଥିପାଇଁ ଆପଣଙ୍କୁ ଗୋଟେ ପିଆଜ ନେଇ ତାର ଚୋପା ଛଡେ଼ଇବାକୁ ପଡିବ ଭଲ ଭାବରେ ଆପଣ ଚୋପା ଛଡେ଼ଇ ସରିବା ପରେ ଅପଣଙ୍କୁ ଗୋଟେ ବଡ ଛୁଞ୍ଚି ନେବେ ତା ଭିତରେ ସୂତା ପୁରାଇ ଦେବେ ସୂତା ଭଲ ଭାବରେ ପୁରେଇ ସାରିବା ପରେ ଆପଣଙ୍କୁ ସେ ଛୁଞ୍ଚିକୁ ପିଆଜର ମଝିରେ ଭର୍ତି କରି ଆରପଟେ ବାହାର କରି ସୂତାର ଗୋଟେ ପଟେ ଯେଉଁ ପଟେ ଛୁଞ୍ଚି ଲାଗିଛି ସୂତା କାଟି ଛୁଞ୍ଚିକୁ ଅଲଗା କରିଦେବାର ଅଛି। କାଟି ସରିବାପରେ ସେ ସୂତାରେ ଗୋଟେ ଗଣ୍ଠି ପକେଇଦେବା। ତାପରେ ନେବା ଲୋହବାନ ର ତେଲ।
ଏ ତେଲକୁ ଆପଣ ଚାହିଁଲେ ତୁଳା କିମ୍ବା ହାତରେ ସେ ପିଆଜରେ ଲଗାଇ ପାରିବେ।

ପ୍ରଥମେ ଆପଣ ସେ ତୁଳାକୁ ସେ ତେଲରେ ବୁଡାଇ ସେ ପିଆଜ ଉପରେ ଧୀରେ ଧୀରେ କରି ଚାରିଆଡେ ଭଲ ଭାବରେ ଉପରେ ତଳେ ଭଲଭାବରେ ଲଗାଇଦେବା।ଏବେ ସେ ପିଆଜକୁ ସେମିତି ଘର ଆଗରେ କିମ୍ବା ଯେକୌଣସି କକ୍ଷ୍ୟର ତା ଆଗରେ ଟାଙ୍ଗି ଦେବାର ଅଛି ଯେଉଁଠି ଆପଣ ଶୁଅନ୍ତି ବା ଯେଉଁଠାରେ ମଶାମାନେ ଆପଣଙ୍କୁ ହଇରାଣ କରନ୍ତି। ଏହି ପିଆଜକୁ ଟଙ୍ଗେଇବା ଦ୍ୱାରା ସେ ଲୁବାନର ଗନ୍ଧରେ ସେ ମଶାମାନେ ଘର ଭିତରକୁ ପଶିବାକୁ ସାହସ କରିବେ ନାହିଁ କାହିଁକି ନା ଏ ତେଲର ଗନ୍ଧ ବହୁତ କ୍ଷ୍ୟତି କାରକ ଅଟେ କିନ୍ତୁ ସେଇଟା ଆମ ପାଇଁ ନୁହେଁ ମଶାମାନଙ୍କ ପାଇଁ ବହୁତ କ୍ଷତି କାରକ ଅଟେ।

ଯାହାଫଳରେ ମଶାମାନେ ଘରକୁ ପ୍ରବେଶ କରିବାକୁ ସାହାସ କରନ୍ତି ନାହିଁ। ଏହା ହେଉଛି ସବୁଠୁ ସରଳ ଓ ଘରୋଇ ଉପାୟ ଅଟେ ଯାହା ଫଳରେ ବିନା ଖର୍ଚ୍ଚ,ବିନା ସ୍ଵାସ୍ତ୍ୟ କୁ ଖରାପ କରି ଆମେ ମଶାମାନଙ୍କ ଠାରୁ ରକ୍ଷା ପାଇପାରିବା।ତେବେ ଏହାକୁ ସେୟାର କରି ସମସ୍ତଙ୍କୁ ଜଣାନ୍ତୁ।

Leave a Reply

Your email address will not be published. Required fields are marked *