October 22, 2024

Odia Express

Here, There and Everywhere

ଝିଅ ମାନଙ୍କର ଚାଲିବା ର ପ୍ରକାର ରୁ ଆମେ ଜାଣିପାରିବା କି ସେମାନେ କିପରି ଅଟନ୍ତି -ଏବେ ଜାଣିରଖନ୍ତୁ ନିଜ ବିଷୟରେ..

ବନ୍ଧୁଗଣ ସମୁଦ୍ର ଆଉ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆମେ କେଉଁ ବ୍ୟକ୍ତିର ଚାଲିବା ପ୍ରକ୍ରିୟା ରୁ ହିଁ ତାର ସ୍ଵଭାଵ ବାବଦରେ ଜାଣି ପାରିବା। ବାରାହା ସେଣ୍ଟା ଅନୁସାରେ ଝିଅ ମାନଙ୍କର ଚାଲିବା ଦ୍ୱାରା ତାଙ୍କର ବ୍ୟବହାର ତଥା ଆଦତ ଜଣା ପଡ଼ିଯାଏ। ତ ଆସନ୍ତୁ ଆମେ କେତେ ଝିଅ ମାନଙ୍କର ଚାଲି ରୁ ତାଙ୍କର ଅଭ୍ୟାସ ବାବଦରେ ଜାଣିବା।

୧: ଶୀଘ୍ର ଚାଲୁଥିବା ଝିଅ:  ଶୀଘ୍ର ଶୀଘ୍ର ଚାଲୁଥିବା ଝିଅ ମାନଙ୍କ ପାଖରେ କେଉଁ ସ୍ଥାନ ରେ ପହଂଚିବାର ବହୁତ ଜଲଦି ଥାଏ। ଏମାନଙ୍କ ଭିତରେ ମଙ୍ଗଳ ପ୍ରଭାବ ରୁ ଅନେକ ଶକ୍ତି ତଥା କାମ କରିବାର ଇଛା ଭରି ରହିଥାଏ। ଏମାନେ ସମସ୍ତ କାର୍ଯ୍ୟ ରେ ପାରଙ୍ଗମ ହେଇଥାନ୍ତି ଆଉ ତାଙ୍କ ଉପରେ ମଙ୍ଗଳ ର ପ୍ରଭାବ ବହୁତ ପରିମାଣ ରେ ଥାଏ। ଏପରି ଝିଅ ମାନଙ୍କ ଭିତରେ ଆତ୍ମ ବିଶ୍ୱାସ ଭରା ଥାଏ । ଏପରି ଝିଅ ମାନେ ଜୀବନ ରେ କିଛି ବି ଆମସ୍ୟା ର ସାମ୍ନା ଆରାମ ସେ କରିପାରନ୍ତି।

୨: ଛୋଟ ଛୋଟ ପାଦ ଦେଇ ଚାଲୁଥିବା ଝିଅ: ଏହି ପ୍ରକାର ଚାଲୁଥିବା ଝିଅ ମାନଙ୍କ ଉପରେ ବୁଧ ଗ୍ରହ ର ପ୍ରଭାବ ଥାଏ । ଏମାନେ କାହାରି କିଛି ଫରକ କରନ୍ତି ନାହିଁ ଆଉ ନିଜ ଅନୁସାରେ ଜୀବନ ବଞ୍ଚିବାକୁ ଚେଷ୍ଟା କରନ୍ତି। ଏମାନେ ସବୁ କାମ କୁ ଶାନ୍ତ ତଥା ସରଳ ଭାବେ କରିବାକୁ ପସନ୍ଦ କରନ୍ତି।

୩:ପାଦ ଘୋଷାରି ଚାଲୁଥିବା ଝିଅ: ଯେଉଁ ଝିଅ ମାନେ ପାଦ ଘୋଷାରି ଘୋଷାରି ଚାଲନ୍ତି ସେଇଭଳି ଝିଅ ମାନଙ୍କ ଉପରେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ରାହୁ ଆଉ ଶନି ର ପ୍ରଭାବ ଅଧିକ ଥାଏ। ଏପରି ଝିଅ ମାନେ ଜୀବନ ରେ ରାହୁ ଆଉ ଶନି ପ୍ରଭାବ ରୁ ଅଧିକତ୍ତର ଦୁଖୀ ହି ଥାଆନ୍ତି। ବହୁତ କନ୍ଫୟୁଜ ବି ହୁଅନ୍ତି।

୪: ଧୀରେ ଚାଲୁଥିବା ଝିଅ: ଯେଉଁ ଝିଅ ମାନେ ଧୀରେ ଧୀରେ ଚାଲିବାକୁ ପସନ୍ଦ କରନ୍ତି,ଜ୍ୟୋତିଶଶାସ୍ତ୍ରାନୁସାରେ ସେମାନଙ୍କ ଉପରେ ଶନି ଙ୍କର ପ୍ରଭାବ ଅଧିକ ଥାଏ। ଏପରି ଝିଅ ଶାନ୍ତ ଆଉ ସରଳ ଥାଆନ୍ତି ଆଉ ସେମାନେ ସବୁ କାମ ସାବଧାନତା ର ସହ କରିବାକୁ ପସନ୍ଦ କରନ୍ତି।

୫: ଭୂମି ରେ ଗୋଡ଼ କଚାଡି କଚାଡି ଚାଲୁଥିବା ଝିଅ: ଏହି ପ୍ରକାର ଚାଲୁଥିବା ଲୋକମାନେ ବହୁତ ରାଗି ହେଇଥାନ୍ତି। ଜୀବନ ରେ ମିଳିଥିବା ଠୋକର ରୁ ସେମାନଙ୍କ ସ୍ଵଭାଵ ସେପରି ହେଇଯାଏ।

୬: ଲମ୍ବା ଲମ୍ବା ପାଦ ପକେଇ ଚାଲୁଥିବା : ଶାସ୍ତ୍ରାନୁସାରେ ଏହି ପ୍ରକାର ଲମ୍ବା ଲମ୍ବା ପାଦ ପକେଇ ଚାଲୁଥିବା ଝିଅ ମାନେ ବହୁତ ବୁଝା ସୁଝା ଝିଅ ହେଇଥାନ୍ତି। ସେମାନେ କେଉଁ ବି ସମସ୍ୟା କୁ ଆରାମ ସେ ସମାଧାନ କରନ୍ତି।

୭: କାନ୍ଧ ତଳକୁ କରି ଚାଲୁଥିବା: ଏହିପରି ଚାଲୁଥିବା ଲୋକମାନେ ଟିକେ ଅଳସୁଆ ସ୍ଵଭାଵ ର ହେଇଥାନ୍ତି। କାମ ସେମାନେ ଟିକେ ଡେରି ରେ କରନ୍ତି:

୮: ହାତ ହଲେଇ ଚାଲୁଥିବା ଲୋକ: ଏପରି ଲୋକମାନେ ଆତ୍ମବିଶ୍ୱାସୀ ହେଇଥାନ୍ତି।

୯: ମୁଣ୍ଡ ଉପରକୁ କରି ଚାଲୁଥିବା ଲୋକ: ଏପରି ଚାଲୁଥିବା ଲୋକମାନେ ତଥା ଝିଅ ମାନେ ବହୁତ ସାମାଜିକ ହେଇଥାନ୍ତି।

୧୦: ଚାଲୁଥିବା ସମୟରେ ହାତ କ୍ରସ କରୁଥିବା ଲୋକ: ଯଦି ଆପଣମାନେ ବି ଚାଲୁଥିବା ସମୟରେ ନିଜର ହାତ କୁ କ୍ରସ କରନ୍ତି ତ ଆପଣଙ୍କ ଭିତରେ ସମୟ ସହ ନିଜକୁ ବଦଳେଇବା ର ପ୍ରକୃତି ଥାଏ।

Leave a Reply

Your email address will not be published. Required fields are marked *