October 16, 2024

Odia Express

Here, There and Everywhere

ଆଜିର ମଜାଦାର ଓଡ଼ିଆ ଜୋକ୍ସ: ପତ୍ନୀ କ୍ରୋଧରେ ସ୍ଵାମୀଙ୍କୁ, ପତ୍ନୀ- ମୁଁ ପଚାରୁଛି ଯେ ତୁମେ ଘରେ ଏପରି ଚୋର ଚାକର ରଖିଛ କାହିଁକି? କାରଣ ସେ ସବୁବେଳେ…

1 min read

ମନୁଷ୍ୟ ସାରା ଦିନ ଅଫିସ କିମ୍ବା ଘରର କାମରେ ଲାଗିରହିଥାଏ। ସାରା ଦିନ ବ୍ୟସ୍ତ କାର୍ଯ୍ୟସୂଚୀ ପରେ ଯେବେ ଅଳ୍ପ ସମୟ ମିଳିଥାଏ ତ ସେ ନିଜର ପରିବାର ସହିତ ହସିଖେଳି ବିତାଇବାକୁ ଚାହେଁ । କିନ୍ତୁ ପରିବାର ସହିତ ସେ ଖୁସି ସେତେବେଳେ ରହିପାରିବ ଯେବେ ସେ ମନରୁ ଖୁସି ହେବ। ଏଥିପାଇଁ ଆଜିର ଏହି ପୋଷ୍ଟରେ ଆମେ ଆପଣଙ୍କ ନିମନ୍ତେ କିଛି ଏପରି ମଜାଦାର ହସକଥା ନେଇ ଆସିଛୁ ଯାହା ଆପଣଙ୍କ ସାରା ଦିନର କ୍ଳାନ୍ତି ଚୁଟୁକୀରେ ଦୂର କରିଦେବ। ଏହି ଜୋକ୍ସ ପଢିକି ଆପଣଙ୍କ ମନ ପ୍ରସନ୍ନତାରେ ପୂର୍ଣ୍ଣ ହୋଇଯିବ ଏବଂ ଆପଣ ନିଜର ପରିବାରକୁ ମଧ୍ୟ ଖୁସିରେ ରଖିପାରିବେ। ତେବେ ବିଳମ୍ବ କେଉଁ କଥା ପାଇଁ? ଆସନ୍ତୁ ଆରମ୍ଭ କରିବା ହସି ହସେଇବାର ଏହି ପ୍ରକ୍ରିୟା।

ପତ୍ନୀ କ୍ରୋଧରେ ସ୍ଵାମୀଙ୍କୁ, ପତ୍ନୀ- ମୁଁ ପଚାରୁଛି ଯେ ତୁମେ ଘରେ ଏପରି ଚୋର ଚାକର ରଖିଛ କାହିଁକି? ସ୍ଵାମୀ- କାହିଁକି କଣ ହେଲା କି? ପତ୍ନୀ- ଆପଣ ପରଦିନ ହୋଟେଲରୁ ଯେଉଁ ଚାନ୍ଦିର ପ୍ଳେଟ ଉଠେଇ ଆଣିଥିଲା, ତାହାକୁ ସେ ଗାୟବ କରିଦେଇଛି!

ପତ୍ନୀ- ତୁମେ ମୋର ଜନ୍ମଦିନ କିପରି ଭୁଲିଗଲ? ସ୍ଵାମୀ- ତୁମ ଜନ୍ମଦିନ କିଏ ମନେରଖିବ…. । ତୁମକୁ ଦେଖି କି ଟିକେ ବି ଲାଗୁନି ଯେ ତୁଆମର ବୟସ ବଢୁଛି… । ପତ୍ନୀ-ସତରେ…. ତୁମ ପାଇଁ ଖିରୀ ନେଇ ଆସୁଛି ।

ମାମା- ତୋତେ ଏତେ ମାଡ କାହିଁକି ପଡିଲା? ଭଣଜା- ବରଯାତ୍ରୀରେ ଭୁଲ କଥା କହିଦେଲି । ମାମା- କଣ? ଭଣଜା- “ବାରି ବରସି ଖଟନ ଗ୍ୟାସୀ, ଖଟକେ ଲେ ଆନ୍ଦା ତାର। ଭାଙ୍ଗଡା ତଭି ସଜେଗା, ଜବ ନାଚେ କୁଡୀକି ୟାର….. ! ମାମା- ତାହେଲେ ତ ମାଡ ପଡିବା କଥା । ଭଣଜା- ମୋତେ ତ କେବଳ ମାଡ ପଡିଲା, ଯେଉଁ ଟୋକା ନାଚିଲା ତାହାର ପରଦିନ ତେରଦିନ ଅଟେ ।

ପତ୍ନୀ- କଣ ତୁମେ ମୋର ଭଳି ସବୁ ଜିନିଷ ମୋ ସହିତ ସେୟାର କରି ପାରିବ ନାହିଁ! ସ୍ଵାମୀ- ଏବେ କଣ ହେଲା? ପତ୍ନୀ- ତୁମେ ବହୁତ ସ୍ଵାର୍ଥୀ ଅଟ । ସ୍ଵାମୀ- ଭଗବାନଙ୍କ ପାଇଁ ଏବେ କୁହ ଯେ ହୋଇଛି କଣ? ପତ୍ନୀ- ସେଇ ଯେଉଁ ତୁମ ଲାପଟପରେ ଗୋଟେ ଫୋଲ୍ଡର ଅଛି ‘ମାଇଁ ଡକ୍ୟୁମେଣ୍ଟ’ ତୁମେ ତାର ନାମ ‘ଆୱାର ଡକ୍ୟୁମେଣ୍ଟ’ ମଧ୍ୟ ରଖିପାରିଥାନ୍ତ ନା… ସ୍ଵାମୀ ବେହୋଶ….

ଏତେ ରିସର୍ଚ କରିବା ପରେ ମଧ୍ୟ କେହି ଏହା କହିପାରିଲେ ନାହିଁ ଯେ …. ସମ୍ପର୍କୀୟ ମାନଙ୍କୁ ଚା ପାଇଁ ପଚାର ତ କେବଳ ଅଧା ‘କପ’ କାହିଁକି କୁହନ୍ତି?

ତରବାରୀ ଚାଳନାର ପ୍ରତିଯୋଗୀତା ଚାଲିଥିଲା । ଜଣେ ଚାଇନୀଜ କେଶର ଦୁଇ ଟୁକୁଡା କରିଦେଲା , ଜଣେ ଜାପାନୀ ଗୋଟିଏ ଉଡୁଥିବା ମାଛିର ବେକ କାଟିଦେଲା, ରଜନୀକାନ୍ତ ଗୋଟିଏ ମଶା ଉଡେଇଲେ, ତରବାରୀ ବୁଲେଇଲେ, କିନ୍ତୁ ମଶା ଉଡୁଥିଲା, ଜାପାନୀ କହିଲା- ମଶା ତ ଉଡୁଛି… । ରଜନୀକାନ୍ତ ହସିକି କହିଲେ- ଉଡୁଛି ତ, କିନ୍ତୁ କେବେ ବାପା ହେଇପାରିବ ନାହିଁ…!!

ପପ୍ପୁ- ତୁମେ ଯେଉଁ ଝିଅ ଦେଖିବାକୁ ଯାଇଥିଲ ତାର କଣ ହେଲା? ରାମୁ- ମୁଁ ମନା କରିଦେଲି କାରଣ ସେ ବହୁତ ଗୁଡିଏ ମେଡାଲ ଜିତିଛନ୍ତି । ପପ୍ପୁ- ବହୁତ ଭଲ କଥା ଯେ ସେ ମେଡାଲ ଜିତିଥିଲେ । ରାମୁ- କିନ୍ତୁ ସେ ସବୁ ମେଡାଲ ବକସିଙ୍ଗର ଥିଲା ।

ପତ୍ନୀ ରସଗୋଲା ଖାଉଥିଲେ । ସ୍ଵାମୀ କହିଲେ ମୋତେ ବି ଚଖାଅ । ପତ୍ନୀ ଗୋଟେ ରସଗୋଲା ଦେଲେ । ସ୍ଵାମୀ- କେବଳ ଗୋଟିଏ? ପତ୍ନୀ- ହଁ, ବାକି ସମସ୍ତଙ୍କର ମଧ୍ୟ ଏହି ଏକା ସ୍ଵାଦ ଅଟେ ।

ଏକ ଭବ୍ୟ ପାର୍ଟି ଚାଲିଥିଲା। ସେତେବେଳେ ଗୋଟିଏ ସୁନ୍ଦରୀ ଝିଅ ପପ୍ପୁ ପାଖକୁ ଆସି କହିଲା, କ୍ଷମା କରିବେ,ମୋର ହାତରେ ଖାଦ୍ୟ ପ୍ଳେଟ ଅଛି ତ କଣ ଆପଣ ମୋର ଟିଶାର୍ଟରୁ ଗୋଟିଏ ଜିନିଷ ହଟେଇ ପାରିବେ? ପପ୍ପୁ(ଖୁସି ହୋଇ)- ହଁ କୁହ କଣ ହଟେଇବାର ଅଛି? ଝିଅ- ନିଜର କୁକୁର ଭଳି ଦ୍ରୁଷ୍ଟି ।

ସ୍ଵାମୀ ପତ୍ନୀଙ୍କୁ କହିଲେ, “ତୋର ବାପର ଘା ଉପରେ ଲୁଣ ଘଷିବାର ଅଭ୍ୟାସ ଯାଇନି” । ପତ୍ନୀ- କଣ ହେଲା? ସ୍ଵାମୀ- ଆଜି ପୁଣି ମୋତେ ପଚାରୁଥିଲେ ମୋର ଝିଅ ସହିତ ବାହା ହେଇ ଖୁସି ଅଛ ତ!!!

ଗୋଟିଏ ଜୀନ ବଣ୍ଡ ବୋତଲରୁ ମୁକ୍ତି ପାଇବା ପରେ ନିଜର ମାଲିକଙ୍କୁ କହିଲା । ଜୀନ- କଣ ହୁକୁମ ଅଛି ମୋର ମାଲିକ? ମାଲିକ- କିଛି ଏପରି କର ଯେ ମୋର ପତ୍ନୀ ମୋର କଥା ମାନିବାରେ ଲାଗିବ ଏବଂ ତା ହୃଦୟରେ ମୋର ପାଇଁ ଇଜ୍ଜତ ବଢିଯିବ । ଜୀନ ଆଉଥରେ ବୋତଲ ଭିତରକୁ ଚାଲିଗଲା ଏବଂ କହିଲା…. । “ମାଲିକ ଠିପି ଟିକେ ଭଲ ଭାବରେ ବନ୍ଦ କରିଦେବେ”

ପତ୍ନୀ କ୍ରୋଧରେ ସ୍ଵାମୀଙ୍କୁ, ପତ୍ନୀ- ମୁଁ ପଚାରୁଛି ଯେ ତୁମେ ଘରେ ଏପରି ଚୋର ଚାକର ରଖିଛ କାହିଁକି? ସ୍ୱାମୀ ପଚାରିଲେ କଣ ହେଲା କି ? ପତ୍ନୀ କହିଲେ ତମେ ପରଦିନ ହୋଟେଲ ରୁ ଯୋଉ ପ୍ଲେଟ ତା ଚୋରେଈକି ଆଣିଥିଲ ସେଇଟା ସେ ଆଜି ଚୋରେଇକି ନେଇ ଯାଇଛି .ତାମାନେ ମାଲିକ ସହ ସେ ସମାନ ହେବ ପାଇଁ ଚେଷ୍ଟା କରୁଛି

Leave a Reply

Your email address will not be published. Required fields are marked *