October 20, 2024

Odia Express

Here, There and Everywhere

IAS ଇଣ୍ଟରଭିଉରେ ପଚରାଗଲା ଧନୀ ଓ ଗରିବ ଦୁହିଁଙ୍କ ଘରେ ନିଆଁ ଲାଗିଛି,ପୋଲିସ କାହା ଘର ନିଆଁ ପ୍ରଥମେ ଲିଭାଇବ? ଆପଣ ଉତ୍ତର ଦେଇ ପାରିବେ କି…

1 min read

ଆମେ ସମସ୍ତେ ଜାଣୁ ଯେ ସିଭିଲ ସର୍ଭିସ ପରୀକ୍ଷା ବହୁତ କଠିନ ହୋଇଥାଏ। ଏଥିରେ ପ୍ରାର୍ଥୀଙ୍କୁ ଲିଖିତ ସହିତ ଇଣ୍ଟରଭିୟୁ ମଧ୍ୟ ଦେବାକୁ ପଡିଥାଏ ଏବଂ ସେଥିରେ ପାସ ହେଉଥିବା ବ୍ୟକ୍ତିଙ୍କର ହିଁ ଚୟନ କରାଯାଇଥାଏ। ସିଭିଲ ସର୍ଭିସରେ ଚୟନିତ ପରୀକ୍ଷାର୍ଥୀଙ୍କର ଅନୁଭବ ଆଧାରରେ ଆମେ ଆପଣଙ୍କ ନିମନ୍ତେ କିଛି ଏପରି ପ୍ରଶ୍ନ ଯାହା ଏହି ଭଳି ପରୀକ୍ଷା ମାନଙ୍କରେ ପଚରାଯାଇ ସାରିଛି। ଆସନ୍ତୁ ଜାଣିବା ସେହି ପ୍ରଶ୍ନ ଗୁଡିକ ବିଷୟରେ ।ସାଙ୍ଗ ମାନେ ଆପଣ ସମସ୍ତଙ୍କୁ ସ୍ୱାଗତ ।ଆଜି ଆମେ ଆପଣଙ୍କୁ IAS ଇଣ୍ଟରଭିଉ ରେ ପଚରାଯାଇଥିବା ୭ ଟି ପ୍ରଶ୍ନ ଓ ତାହାର ଉତ୍ତର କହିବୁ।ଆସନ୍ତୁ ଜାଣିବା ସେହି ସବୁ ପ୍ରଶ୍ନ ଓ ତାର ଉତ୍ତର।

ପ୍ରଶ୍ନ୧-କଣ କଣ ଅଟେ ଯାହା ବର୍ଷ ଓ ସୋମବାର ରେ ଥରେ ଆସିଥାଏ?

ଉତ୍ତର-ଏହାର ଉତ୍ତର ‘ବି’ କାରଣ ବର୍ଷ ରେ ଓ ସୋମବାର ରେ ଗୋଟେ ଗୋଟେ ବି ଅଛି।

ପ୍ରଶ୍ନ୨- ସୁନା ର କେଉଁ ଜିନିଷ ଯାହା ସୁନା ଦୋକାନ ରେ ମିଳିନଥାଏ?

ଉତ୍ତର-ଖଟ କାରଣ ଆମେ ସମସ୍ତେ ଜାଣିଛୁ ଏହାକୁ ଶୋଇବା ପାଈଁ ବ୍ୟବହାର କରଯାଇଥାଏ ଓ ଶୋଇବା କୁ ହିନ୍ଦୀ ରେ ସୋନା କୁହା ଯାଇଥାଏ କିନ୍ତୁ ଏହା ସୁନା ଦୋକାନରେ ମିଳିନଥାଏ।

ପ୍ରଶ୍ନ୩- ଏକ ଟେବୁଲ ପ୍ଲେଟ ରେ ୨ ଟି ସେଓ ଅଛି ଓ ଖାଇବା ଵାଲା ତିନି ଜଣ ଅଛନ୍ତି କିପରି ଖାଇବେ?

ଉତ୍ତର-ଏହାର ଉତ୍ତର ପ୍ରଶ୍ନ ରେ ରହିଛି।ଏକ ସେଓ ଟେବୁଲ ରେ ଓ ଅନ୍ୟ ଦୁଇ ପ୍ଲେଟ ରେ ଅଛି ମୋଟ ୩ଟି ସେଓ ଅଛି।

ପ୍ରଶ୍ନ୪-ମଣିଷଙ୍କ ଏକ ଆଖିର ଓଜନ କେତେ ହୋଇଥାଏ?

ଉତ୍ତର-ମଣିଷଙ୍କ ଏକ ଆଖିର ଓଜନ କେବଳ ୮ ଗ୍ରାମ ହୋଇଥାଏ

ପ୍ରଶ୍ନ୫-ରେଳ ଧାରଣାରେ ଲାଗିଥିବା W/L ର ଅର୍ଥ କଣ ହୋଇଥାଏ?

ଉତ୍ତର-ଏହାର ଅର୍ଥ ହର୍ନ ବଜାଇବା ଅଟେ।

ପ୍ରଶ୍ନ୬-କଣ କଣ ଅଟେ ଯାହା ପ୍ରତି ମାସ ରେ ଆପଣଙ୍କ ପାଖୁ ଆସେ ଓ ପୁରା ୨୪ ଘଣ୍ଟା ରହି ଚାଲିଯାଇଥାଏ?

ଉତ୍ତର-ଏହାର ଉତ୍ତର ହେଉଛି ତାରିଖ କାରଣ ତାରିଖ ପ୍ରତି ୨୪ ଘଣ୍ଟା ରେ ବଦଳିଥାଏ।

ପ୍ରଶ୍ନ୭- ଧନୀ ଓ ଗରିବ ଦୁହିଁ ଙ୍କ ଘରେ ନିଆଁ ଲାଗିଛି,ପୋଲିସ କାହା ଘର ନିଆଁ ପ୍ରଥମେ ଲିଭାଇବ?

ଉତ୍ତର-ଏହାର ଉତ୍ତର ଏହା କି ଏହି ପ୍ରଶ୍ନ ଭୁଲ ଅଟେ କାରଣ ପୋଲିସ କେଉଁ ଦିନରୁ ନିଆଁ ଲିଭାଇଲାଣି ଏହି କାମ ନିଆଁ ଲିଭା ଅଧିକାରୀ ଙ୍କର।

ପ୍ରଶ୍ନ 8- ଅଧା ସେଓ ଭଳି କଣ ଦେଖାଯାଏ? ଏହି ପ୍ରଶ୍ନ ପଢିକି ତ ଆପଣ ଏହାର ଉତ୍ତର ପାଇବା ନିମନ୍ତେ ମନର ଘୋଡା ଏହି ବ୍ରହ୍ମାଣ୍ଡର ସବୁ କୋଣକୁ ଦଉଡେଇ ଦେଇଥିବେ ଏବଂ ଆପଣ ଅନେକ ଜିନିଷ କଳ୍ପନା ମଧ୍ୟ କରିସାରିଥିବେ । କିନ୍ତୁ ଅଟକି ଯାଆନ୍ତୁ, ଏତେ ଦୂର ଯିବାର କୌଣସି ଆବଶ୍ୟକତା ମଧ୍ୟ ନାହିଁ, କେବଳ ତଳ ଲାଇନ ପଢନ୍ତୁ। ଆପଣଙ୍କୁ ନିଜର ଉତ୍ତର ମିଳିଯିବ ।

ଉତ୍ତର- ଅଧା ସେଓ ଭଳି ଅନ୍ୟ ଅଧା ସେଓ ଦେଖାଯାଏ ।

ପ୍ରଶ୍ନ ୯ – ବେ ଅଫ ବେଙ୍ଗଲ କେଉଁ ଷ୍ଟେଟରେ ରହିଛି? ଯଦି ଆପଣଙ୍କୁ ଅଳ୍ପ କିଛି ମଧ୍ୟ ସାମାନ୍ୟ ଜ୍ଞାନର ସୂଚନା ଥିବ ତ ଏହି ପ୍ରଶ୍ନକୁ ପଢିକି ହସି ହସି ତଳେ ଗଡିଯିବେ, ନୁହେଁ କି? ଆପଣ ମଧ୍ୟ ଚିନ୍ତା କରୁଥିବେ ଯେ ଏହା କିପରି ପ୍ରଶ୍ନ ଅଟେ। ଏହାର ଉତ୍ତର ତ ଛୋଟ ଛୁଆ ମଧ୍ୟ ଦେଇପାରିବେ। ଏମିତିରେ ଥରେ ଆମର ମଧ୍ୟ ଉତ୍ତର ପଢନ୍ତୁ। କିଏ ଜାଣେ, ଆମର ଉତ୍ତର କିଛି ଅନ୍ୟ ଥିବ ।
ଉତ୍ତର- ଲିକ୍ୟୁଇଡ ଷ୍ଟେଟରେ (ଆପଣ କଣ ଭାବିଥିଲେ?

ପ୍ରଶ୍ନ ୧୦ – ଆପଣ ଏକ କଞ୍ଚା ଅଣ୍ଡାକୁ କଠିନ ଚଟାଣ ଉପରେ କିପରି ଛାଡିବେ ଯେପରି ଏହା କ୍ରାକ ନହେବ। ଯଦି ଆପଣ ଅଣ୍ଡା ଖାଇବାର ସଉକିନ ଅଟନ୍ତି ତ ଆପଣଙ୍କୁ ଜଣା ଥିବ ଯେ ଅଣ୍ଡାର ଉପର ସିରା ମଜବୁତ ହୋଇଥାଏ ଏବଂ ସହଜରେ ଭାଙ୍ଗେ ନାହିଁ । ଏମିତିରେ ଯଦି ଆପଣ ଏହି ଉତ୍ତର ଚିନ୍ତା କରୁଛନ୍ତି ତ ମହାଶଯ ଆପଣ ଫେଲ ହୋଇସାରିଛନ୍ତି । ଉତ୍ତର ଏହି ପ୍ରଶ୍ନରେ ହିଁ ଲୁଚି ରହିଛି। ଯଦି ଜଣା ପଡେ ତ ନିଜ ପିଠି ଥାପୁଡେଇ ଦେବେ, ନହେଲେ ତଳ ଲାଇନ ପଢନ୍ତୁ ।

ଉତ୍ତର- କଠିନ ଚଟାଣ ଅଣ୍ଡା ଦ୍ଵାରା ଭାଙ୍ଗେ ନାହିଁ, ପଛକେ ଆପଣ ତାକୁ କିପରି ମଧ୍ୟ ଛାଡିବେ ।

ଯଦି ଆପଣଙ୍କୁ ଏହି ସବୁ ଉତ୍ତର ଆସୁଥିଲା ଆମକୁ କମେଣ୍ଟ କରି ଜଣାଇବେ। ଏହାକୁ ଲାଇକ ଓ ସେୟାର କରନ୍ତୁ ଧନ୍ୟବାଦ।

Leave a Reply

Your email address will not be published. Required fields are marked *