October 22, 2024

Odia Express

Here, There and Everywhere

ବର୍ତମାନ ର ଶୋକ ଖବର – ଏହି ୨୭ ବର୍ଷୀୟ ଅଭିନେତା ଙ୍କ ହଟାତ ମୃତ୍ୟୁ ହେଇଗଲା – ସଲମାନ ଖାନ ଶୋକ ପ୍ରକାଶ କଲେ…

ଏବେ ଏବେ ଆମକୁ ଆଉ ଏକ ବହୁତ ହି ଦୁଃଖଦ ଖବର ସାମ୍ନା କୁ ଆସି ସାରିଛି। ଆପଣଙ୍କୁ ଆମେ କହି ରଖୁଛୁ କି ସଲମାନ ଖାନ ଙ୍କର ଫିଲ୍ମ ରେଡି ରେ କାମ କରୁଥିବା ଛୋଟ ଅମର ଚୌଧୁରୀ ଙ୍କର ଏବେ ଦେହାନ୍ତ ହେଇ ସାରିଛି। ତାଙ୍କର ବୟସ ମାତ୍ର ୨୭ ବର୍ଷ ଥିଲା। ତାଙ୍କର ଅସଲି ନାମ ଥିଲା ମୋହିତ ବାଗେ ଆଉ ସେ ମଥୁରା ରେ ରହୁଥିଲେ।ମାତ୍ର ୨୭ ବର୍ଷରେ ହି ଦେହାନ୍ତ ହେଇଗଲା। ଏତେ କମ ବୟସ ରେ ଯଦି କେହି ଆମକୁ ସବୁଦିନ ପାଇଁ ଛାଡି ଚାଲି ଯାଏ ତ ଆମକୁ କେତେ ଦୁଃଖ ର ସାମ୍ନା କରିବାକୁ ପଡିଥାଏ। ସେହି ସମୟରେ ଏହି ଲୋକପ୍ରିୟ ହସ୍ତୀ ଯାହାଙ୍କର କ୍ୟାରିଅର ଏବେ ହି ଆରମ୍ଭ ହେଇ ଥିଲା। ଆଉ ଯିଏ କି ନୂଆ ନୂଆ ହି ପାଦ ରଖିଥିଲେ ଫିଲ୍ମ ରେ ଆଉ ସଲମାନ ଙ୍କର ରେଡି ଫିଲ୍ମ ରୁ ନିଜର କ୍ୟାରିଅର ଆରମ୍ଭ କରିଥିଲେ ତାଙ୍କର ଦେହାନ୍ତ ହେଇ ଯାଇଛି।

ସେ କିଛି ବର୍ଷରୁ କ୍ୟାନ୍ସର ସହ ଲଢେ଼ଇ କରୁଥିଲେ ଆଉ ତାଙ୍କର ୨୩ ତାରିଖ ୧୦.୦୦ ରେ ହି ଦେହାନ୍ତ ହେଇଗଲା। ସେ ବହୁତ ଛୋଟ ବୟସ ରେ ହି ଅନେକ କିଛି ସଫଳତା ପାଇ ସାରିଥିଲେ। ଉତ୍ତର ପ୍ରଦେଶ ର ଛୋଟ ସହର ମଥୁରା ର ହି ସେ ଏକ ବାସିନ୍ଦା ଯିଏ କି ମାୟାନଗରୀ ମୁମ୍ବାଇ କୁ ଆସିଥିଲେ ନିଜର କ୍ୟାରିଅର ର ଚରମ ସୀମାରେ କୁ ପ୍ରାପ୍ତ କରିବା ପାଇଁ। ତାଙ୍କ ପରିବାର ଵାଲା ଙ୍କର କହିବା କଥା କି ତାଙ୍କୁ ଏହି ବେମାରି ହି ଭିତରୁ ଫମ୍ପା କରିବାରେ ଲାଗିଥିଲା। ତେଣୁ ଏହା ଭିତରେ ସେ ନିଜର ମିତ୍ର ଙ୍କ ସହ ବି କଥା ହେଇ ଥିଲେ। ମାତ୍ର ତାଙ୍କର ଅବସ୍ଥା ଠିକ ନଥିଲା।

ଏବେ ସାରା ମଥୁରା ସହର ହି ଏକ ସଦମା ଭିତରେ ଅଛି। ସେମାନଙ୍କର କହିବା କଥା କି ତାଙ୍କର ସହର କୁ ଲୋକପ୍ରିୟ କରେଇ ଥିବା ଏହି ମୋହିତ ସବୁ ଲୋକଙ୍କର ହୃଦୟ ରେ ରାଜ କରୁଥିଲେ ମାତ୍ର ଏବେ ଲକଡାଉନ ଭିତରେ ସେମାନେ ତାଙ୍କୁ ଅନ୍ତିମ ଯାତ୍ରା ବି ଦେଇ ପାରୁ ନାହାନ୍ତି। ସେମାନେ ଅତ୍ୟନ୍ତ ଦୁଃଖୀ ଅଛନ୍ତି। ତାଙ୍କର ଦେହ ସକାଳ ୧୦.୦୦ ଆଗରୁ ହି ଖରାପ ହେଇ ଯାଇଥିଲା ଯାହା ଦ୍ୱାରା କି ତାଙ୍କୁ ନୋଇଦା ର ହସ୍ପିଟାଲ କୁ ପଠା ଯାଇଥିଲା ଆଉ ସେଠାରେ ହି ତାଙ୍କର ଚିକିତ୍ସା ଚାଲି ଥିଲା। ତା ପରେ ତାଙ୍କୁ ତାଙ୍କ ଘରକୁ ଲକଡାଉନ ରେ ପଠେଇ ଦିଆ ଗଲା। ଯାହା ଦ୍ୱାରା କି ତାଙ୍କର ଚିକିତ୍ସା ଠିକ ସେ ହେଇ ପାରିଲା ନାହିଁ ଆଉ ଆଜି ସକାଳେ ହି ତାଙ୍କର ମୃତ୍ୟୁ ହେଇ ଯାଇ ଥିଲା।

Leave a Reply

Your email address will not be published. Required fields are marked *