October 22, 2024

Odia Express

Here, There and Everywhere

ଲକ ଡାଉନରେ ଖାଇବା ବାଣ୍ଟୁ ବାଣ୍ଟୁ ଭିକାରୀ ଝିଅ ସହ ପ୍ରେମ ହେଇଗଲା – ଆଉ ତାଙ୍କ ସହ ଏପରି ବିବାହ କଲେ – ଜାଣିଲେ ଆପଣ କହିବେ ସାବାସ…

ଆଜି ଆମେ ଯେଉଁ ଖବର କହିବାକୁ ଯାଉଛୁ ତାକୁ ଶୁଣି ଅପଣଙ୍କୁ ବହୁତ ଆଶ୍ଚର୍ଯ୍ୟ ଲାଗିବ କି ଆଜି କାଲି ଯୁଗରେ ଯେଉଁଠି କେହି କାହାର ସାହାଯ୍ୟ କରନ୍ତି ନାହିଁ ସେଠି କେଉଁ ମଣିଷ କୋଉଠି ବେସି ସାହାଯ୍ୟ କରିପାରିବ କି ନିଜ ଜୀବନରେ ତାକୁ ନେଇ ଆସିବ କି ଆମେ ଅପଣଙ୍କୁ ପୁରା ବିଷୟରେ ଜଣେଇବାକୁ ଯାଉଛୁ ଏଇଟା ବହୁତ ଆଗ୍ରହପୁର୍ଣ୍ଣ ଅଟେ।ସମାଜକୁ ଆଉ ସମାଜର ଯୋଉ ମାନସିକତା ଅଛି ତାକୁ ବଦଳେଇବା ଭଳିଆ ଏ କଥା ଅଟେ। ଆଜି ଏ ବିଷୟରେ ଆମେ ସମ୍ପୂର୍ଣ୍ଣ ଖୋଲି କି କହିବାକୁ ଯାଉଛୁ। ଏ ଯୋଉ କଥା ଅଟେ ଉତ୍ତରପ୍ରଦେଶର କାନପୁରର ଯେଉଁଠି ଗୋଟେ ପୁଅ ରହେ ଯାହାର ନାଁ ଅନୀଲ ଅଟେ।

ସେ ଫୁଟପାତ ରେ ନିଜ ମାଲିକ ଅଟେ ଯିଏ ପ୍ରସାଦ କହିବାକୁ ଗଲେ ସେ ଜଣେ ଜମି ଡ଼ିଲର ଅଟନ୍ତି ତାଙ୍କ ସହ ଫୁଟପାତ ରେ ଭିକାରୀମାନଙ୍କୁ ଖାଇବା ଦେବାପାଇଁ ସବୁ ଦିନ ଦେବାକୁ ଯାଇଥାଏ।ସେଠି ଲାଇନରେ ବହୁତ ଭିକାରୀ ବସିଥିଲେ କି ଲକଡାଉନ ଚାଲିଥିଲା ସେହି ସମୟରେ ବହୁତ ଲୋକଅଛନ୍ତି ଯେଉଁ ମାନଙ୍କର ନିଜର ଘର ହିଁ ନାହିଁ ତ ସେମାନେ କେଉଁଠାରେ ରହିବେ।

ଫୁଟପାତ ରେ ରୁହନ୍ତି କେହି ଆସି ଖାଇବା ଦେଇଯାନ୍ତି ଆଉ ସେମାନେ ଖାଆନ୍ତି।ସେଠାରେ ଗୋଟେ ଝିଅ ଥିଲା ନିଲମ।ସେ ତା ମା ସହିତ ସେଠାରେ ବସିଥିଲା ତାଙ୍କ ମା ଯିଏ ପାରାଲିସିସ ରୋଗରେ ପୀଡିତ ଥିଲେ ନିଲମଙ୍କ ଯୋଉ ଭାଇ ଓ ଭାଉଜ ଥିଲେ ତାଙ୍କ ମା ଙ୍କୁ ଘରୁ ଧକା ମାରି ଘରୁ ବାହାରକୁ ବାହାର କରିଦେଇଥିଲେ ସେ କାରଣରୁ ଲକଡାଉନ ସମୟରେ କୌଣସି କାମ ମିଳୁନି ସେବୀ ଏତେ ପାଠ ପଢିନି କଣ କରିବ ସେଥି ପାଇଁ ସେ ଭିକାରୀ ମାନଙ୍କ ସହ ଫୁଟପାତ ରେ ବସି ଭିକ ମାଗିବି ବୋଲି ସ୍ଥିର କଲା।ଆଉ ଭାବିଲା ଓ ବସିକି ସେଠାରେ ଭିକମାଗିବା ଆରମ୍ଭ କଲା।

ଏହା ପୁର୍ବରୁ ତା ବାହାଘର ସାରିଥିଲା କିନ୍ତୁ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଯାଇଥିଲା ଯାହା ଫଳରେ ସେ ଆସି ତାଙ୍କ ବାପଘରେ ରହୁଥିଲେ। ଆଉ ତା ପରେ ଏ କଥା ଅନୀଲ ଜାଣିବା ପରେ ସେ ବହୁତ ଭାବୁକ ହୋଇଗଲେ ଆଉ ଆମେ ଆପଣଙ୍କୁ କହିଦବୁ କି ଅନୀଲର ଯେଉଁ ମାଲିକ ଥିଲେ ତାଙ୍କର ସବୁଠୁ ବଡ଼ ହାତ ଅଛି ଏ ଭଲପାଇବା କାହାଣୀ ପଛରେ।

ଏ ଯେଉଁ ଭଲପାଇବା କାହାଣୀ ନିଜ ଭିତରେ ବହୁତ ନୂତନ ଅଟେ।ଜେବେବି ଅନୀଲ ଖାଇବା ଦେଇ ଆସେ ନିଜ ମାଲିକ ପ୍ରସାଦ ସହିତ ବହୁତ କଥା ହୁଏ।ତାପରେ ମାଲିକ କୁ ଜନା ପଡିଗଲା କି ନିଲମ କୁ ଅନୀଲ ଭଲପାଏ ବୋଲି।ତାପରେ ତା ମାଲିକ ତାକୁ ପଚାରିଲେ କି ତୁ ସେ ଝିଅ କୁ ଭଲ ପାଉଛୁ କି ସେ ଉତ୍ତର ଦେଇଥିଲା କି ହଁ ବୋଧେ ମୁଁ ଭଲପାଏ ତାକୁ ତାପରେ ମାଲିକ କହିଲା କଣ ବାହାହବୁ ତାକୁ ସେ ଗୋଟେ ଥରେ କହି ଦେଲା କି ହଁ ମୁ ବାହା ହେବି ବୋଲି ଆଉ ମୁଁ ତା ଜୀବନକୁ ବଦଳେଇବାକୁ ଚାହେଁ କିନ୍ତୁ ତା ମନରେ ଡର ଥିଲା ତା ଭାଇ,ଭଉଣୀ,ମା ବାପା ସବୁ ଥିଲେ କିନ୍ତୁ ଗୋଟେ ଭିକାରୀ କୁ ବହାହାବାକୁ ଗେଲେ ତା ଘରେ ରାଜି ହେବେ କି ନାହିଁ ତାପରେ ମାଲିକ କହିଲେ କି ଯଦି ଭଲପାଇବା ସଚୋଟ ଥାଏ ତାହେଲେ ସେ ସଫଳ ହୋଇଥାଏ।

ତାପରେ ସେ ଝିଅ କୁ ନେଇ ସେ ପୁଅର ବାପା ମା ସହ ଦେଖା କରାଇଲେ। ତାପରେ ତାଙ୍କ ବାହାଘର କରେଇଲେ ସେ ଦୁଇଜଣ ରାଣ ଖାଇଲେ ସାଥିରେ ବଂଚିବା ସାଥିରେ ମାରିବା ପାଇଁ ସେ ଝିଅ କେବେ ଭାବି ନଥିଲା କି ସେ ଆଉ କେବେ କାହାକୁ ବାହା ହବ ବୋଲି। ଆଉ ଏମିତି ଜାଗାରେ ଯିଏ ଆସି ତାକୁ ନେଇ ବାହା ହବ।

Leave a Reply

Your email address will not be published. Required fields are marked *