October 17, 2024

Odia Express

Here, There and Everywhere

ଏହି ତିନି ଗୋଲାପ ମାନଙ୍କ ଭିତରୁ ଆପଣ ଗୋଟେ ଗୋଲାପ ଚୟନ କରନ୍ତୁ ଆଉ ଦେଖନ୍ତୁ କି ଆପଣଙ୍କ ଜୀବନ ରେ କଣ ଲେଖା ଅଛି…

ଆଜି ଆମେ ଆପଣଙ୍କ କହିବାକୁ ଯାଉଛୁ ଏକ ଏପ୍ରକାର ପରୀକ୍ଷଣ ବାବଦରେ ଯାହା କି ଆପଣଙ୍କ ଜୀବନ ର ଆଗକୁ ହେବାକୁ ଥିବା ସମସ୍ତ କାର୍ଯ୍ୟକଳାପ ବାବଦରେ ବୟାନ କରିବ। ଆଜି ଆମେ ଆପଣଙ୍କ ପାଖରେ ତିନିଟି ଅଲଗା ଅଲଗା ରଙ୍ଗ ର ଗୋଲାପ ରଖିବାକୁ ଯାଉଛୁ ଯାହା ଭିତରୁ ଆପଣଙ୍କୁ ଗୋଟେ ରଙ୍ଗ ଚୟନ କରିବାକୁ ହେବ। ଆପଣଙ୍କୁ ଯେଉଁ ରଙ୍ଗ ବି ପସନ୍ଦ ଆସିବ ଆପଣ ସେହି ରଙ୍ଗ ଚୟନ କରନ୍ତୁ ଆଉ ତା ପରେ ଆପଣ ଜାଣିବେ କି ଆପଣଙ୍କ ଜୀବନ ରେ କଣ ହେବାକୁ ଯାଉଛି। ଆମେ ଆଜି ଲାଲ, ହଳଦିଆ ଆଉ ସବୁଜ ରଙ୍ଗର ଗୋଲାପ ତିନିଟି ରଖିଛୁ। ତ ଆସନ୍ତୁ ଜାଣିବା।

୧: ସର୍ବପ୍ରଥମେ ଆମେ ଲାଲ ରଙ୍ଗ ର ଗୋଲାପ କୁ ରଖିବାକୁ ଚେଷ୍ଟା କରିଛୁ। ଯଦି ଆପଣ ଲାଲ ରଙ୍ଗର ଗୋଲାପ ଚୟନ କରିଛନ୍ତି ତ ଆପଣଙ୍କ ଜୀବନ ରେ ଅନେକ ପ୍ରକାର ର ଖୁସି ଆସିବାକୁ ଯାଉଛି। ଅର୍ଥାତ ଆପଣ ଯେଉଁ ବି କାମ କରିବାକୁ ଯାଉଛନ୍ତି ସେଥିରେ ଆପଣଙ୍କୁ ସଫଳତା ମିଳିବାକୁ ଯାଉଛି। ଏହା କିଛି ଖୁସି ଖବର ରୁ କମ ନୁହଁ କି ଆପଣ ସମସ୍ତ କାର୍ଯ୍ୟ ରେ ସଫଳ ହେବାକୁ ଯାଉଛନ୍ତି। ଆପଣଙ୍କ ଜୀବନ ରେ ଭଗବାନ ଙ୍କର କୃପା ହି ଅଛି। ଆଉ ଆପଣଙ୍କ ସମସ୍ତ ସମସ୍ୟା ଦୂର ହେବାକୁ ଯାଉଛି। ଆପଣ ଅତ୍ୟନ୍ତ ଖୁସିରେ ଜୀବନ ଯାପନ କରିବାକୁ ଯାଉଛନ୍ତି କାରଣ ଆପଣ ବହୁତ ଭାଗ୍ୟବାନ ମଣିଷ ଅଟନ୍ତି।

୨: ଦ୍ୱିତୀୟ ରେ ଯଦି ଆପଣ ଦ୍ୱିତୀୟ ରଙ୍ଗର ଗୋଲାପ ଅର୍ଥାତ ସବୁଜ ରଙ୍ଗର ଗୋଲାପ ଚୟନ କରିଛନ୍ତି ତ ଆପଣଙ୍କୁ ଆମେ କହି ରଖୁଛୁ କି ଆପଣ ବହୁତ ଧନବାନ ହେବାକୁ ଯାଉଛନ୍ତି। ଅର୍ଥାତ ଆପଣଙ୍କ ଜୀବନ ରେ ଧନର ଅଭାବ କମିବାକୁ ଯାଉଛି। ଆପଣଙ୍କ ଉପରେ ମାତା ଲକ୍ଷ୍ମୀ ଙ୍କର କୃପା ବରାବର ଅଛି ତେଣୁ ଆପଣଙ୍କ ସମସ୍ତ ସମସ୍ୟା ହଟିଯିବାକୁ ଯାଉଛି। ଆପଣଙ୍କୁ ବାସ ଗୋଟେ ଉପଦେଶ କି ଆପଣ କାହାରି ଉପରେ ବି ବହୁତ ଜଲଦି ଭରସା କରନ୍ତୁ ନାହିଁ ନହେଲେ ଆପଣ ଧୋକା ଖାଇ ପାରନ୍ତି। ଆପଣଙ୍କ ସାଙ୍ଗ ହି ଆପଣଙ୍କୁ ଧୋକା ଦେଇ ପାରନ୍ତି ତେଣୁ ଭାବି ଚିଂନ୍ତି ଭରସା କରନ୍ତୁ। ପାଇଥିବା ଧନ କୁ ଭଲ ନିବେଶ ରେ ଲଗାନ୍ତୁ।

୩: ଆପଣ ଯଦି ତୃତୀୟ ରଙ୍ଗର ଗୋଲାପ ଅର୍ଥାତ ହଳଦିଆ ଗୋଲାପ ଚୟନ କରିଛନ୍ତି ତ ଆପଣଙ୍କ ମନରେ ଅନେକ ପ୍ରକାର ର ଇଛା ଅଛି। ଆପଣ ଗୋଟେ କାର୍ଯ୍ୟ କରିବାକୁ ଯଦି ଇଛୁକ ତ ତାହା ଜରୁରୀ ନୁହଁ କି ଆପଣଙ୍କୁ ସେହି କାର୍ଯ୍ୟ ରେ ସଫଳତା ମିଳିବ। ଆପଣଙ୍କୁ କିଛି କାଠିନତା ର ସାମ୍ନା କରିବାକୁ ପଡିପାରେ ମାତ୍ର ଆପଣଙ୍କୁ ସଫଳତା ନିଶ୍ଚୟ ମିଳିବାକୁ ଯାଉଛି।

Leave a Reply

Your email address will not be published. Required fields are marked *