September 30, 2024

Odia Express

Here, There and Everywhere

ଜୁଲାଇରେ ଜନ୍ମ ହୋଇଥିବା ଲୋକ ଙ୍କ ସ୍ୱଭାବ ଓ ଏହି ବିଶେଷ ଗୁଣ ବିଷୟରେ ଜାଣିରଖନ୍ତୁ – ଯଦି ଆପଣଙ୍କ ଜନ୍ମ ଜୁଲାଇ କିମ୍ବା ଆପଣଙ୍କ ସାଙ୍ଗ କିଏ ଅଛନ୍ତି ନିଶ୍ଚୟ ପଢନ୍ତୁ…

ସାଙ୍ଗମାନେ ଆମେ ଆଜି ଆମେ ବହୁତ ଆଗ୍ରହପୁର୍ଣ୍ଣ ବିଷୟ ଉପରେ ଚର୍ଚ୍ଚା କରିବା ଆଜି ଆମେ ଜାଣିବା କି ଜୁଲାଇରେ ରେ ଜନ୍ମିତ ବ୍ୟକ୍ତିଙ୍କ ସ୍ଵଭାଵ କିପରି ଅଟେ। ତ ସାଙ୍ଗମାନେ ଅପଣଙ୍କ ଜନ୍ମ ଯଦି କୌଣସି ବର୍ଷରେ ଜୁଲାଇ ମାସରେ ରେ ଜନ୍ମିତ ବ୍ୟକ୍ତିଙ୍କ ଭାଗ୍ୟବାନ ନମ୍ବର୍ ହେଉଛି ଚାରି,ଦୁଇ,ନଅ ଅଟେ। ଏହି ତିନିଟି ନମ୍ବର ସେମାନଙ୍କ ପାଇଁ ବହୁତ ଭାଗ୍ୟଶାଳୀ ଅଟନ୍ତି। ତାପରେ ଆସିବ ଭାଗ୍ୟଶାଳୀ ରଂଗ ସେଗୁଡିକ ହେଲା ନାରଙ୍ଗୀ,ହଳଦୀ,ନେଳି ରଙ୍ଗ ଅଟେ। ଏହି ତିନୋଟି ରଙ୍ଗ ସେହି ବ୍ୟକ୍ତି ଙ୍କ ପାଇଁ ବହୁତ ଭାଗ୍ୟଶାଳୀ ଅଟନ୍ତି। ତାପରେ ଆସିବ ଭାଗ୍ୟଶାଳୀ ଦିନଗୁଡିକ ସେଗୁଡିକ ହେଲେ ସୋମବାର,ଶନିବାର,ଶୁକ୍ରବାର ଅଟେ। ଜୁଲାଇ ମାସରେ ଜନ୍ମିତ ବ୍ୟକ୍ତିଙ୍କ ଭାଗ୍ୟଶାଳୀ ପଥର ଡାଇମନଡ ଅଟେ। ଏବେ ଆସନ୍ତୁ ଜାଣିବା ଜୁଲାଇ ରେ ଜନ୍ମିତ ବ୍ୟକ୍ତି ମାନଙ୍କ ସ୍ଵଭାଵ କେମିତି ହୋଇଥିବ।

ଯଦି ଅପଣଙ୍କ ଜନ୍ମ କୌଣସି ବର୍ଷର ଜୁଲାଇ ମାସରେ ହୋଇଥାଏ ତାହେଲେ ଜ୍ୟୋତିଷ ବିଦ୍ୟା କହୁଛି କି ଅପଣଙ୍କୁ ବୁଝିବା ଭାରି କଷ୍ଟ ଆଉ ଆପଣଙ୍କ ମନକୁ ଯାହା ଆସେ ଆପଣ କରନ୍ତି ଆପଣଙ୍କ ସ୍ଵଭାଵ ଘଡି ଘଡି ବଦଳିଥାଏ ଆଉ ଆପଣ କେତେବେଳେ ଶାନ୍ତରୁ ରାଗି ହୋଇଯିବେ ଏଇଟା କେହି କହିପାରିବେ ନାହିଁ। ଆପଣଙ୍କ ଭିତରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଏହା ଅଟେ କି ଆପଣ ହୃଦୟରୁ ବହୁତ ନରମ ଅଟନ୍ତି। ଆପଣ ନିଜ ପରିବାରର କୂଳଦୀପ ଅଟନ୍ତି। ଆପଣଙ୍କ ଭିତରେ ପ୍ରତିଭା ଭରି ରହିଥାଏ କିନ୍ତୁ ଆପଣଙ୍କ ଅଳସୁଆମୀ ଆପଣଙ୍କ ଲକ୍ଷ୍ୟର ବାଧକ ସାଜିଥାଏ।

ଅଲଗା ଭାଷାରେ କହିବାକୁ ଗଲେ ଆପଣଙ୍କ ମନ ସବୁବେଳେ ପ୍ରଗତି ପାଇଁ ମୁହାଁଇ ନଥାଏ ଆଉ ଯେତେ ବେଳେ ବନାନ୍ତି ସେତେବେଳେ ସୁଫଳତା ଲାଭ କରନ୍ତି। ଯଦି ଆପଣଙ୍କୁ ଅପଣଙ୍କ କାମ କାହାଠାରୁ ବାହାର କରାଇ ବାର ଅଛି ତ ଆପଣ ସେଇଟା ବହୁତ ଭଲ ଭାବରେ ଜାଣିଛନ୍ତି ଆଉ ଅପଣଙ୍କ କହିବା ଢଙ୍ଗୀରେ ହିଁ ଆପଣ ନିଜ କାମ ହାସଲ କରାଇ ନିଅନ୍ତି। ସାଧାରଣ ଆପଣ ବହୁତ ଥଣ୍ଡା ମିଜାଜର ଅଟନ୍ତି କିନ୍ତୁ ଯେତେବେଳେ ରାଗ ଆସେ ଆପଣଙ୍କୁ ଥଣ୍ଡା କରିବା ବହୁତ କଷ୍ଟ ଅଟେ କିନ୍ତୁ କେବଳ ଅଧଘଣ୍ଟା ପରେ ଆପଣ ଏମିତି ହେଇ ଯାଆନ୍ତି କି ଯେମିତି କିଛି ହେଇନି ଆପଣ ବେସି ସମୟ ପର୍ଯ୍ୟନ୍ତ ରାଗି କରି ରହିପାରିବେନି।

ଆପଣ ଗଣିତରେ ଯେତେ ଖରାପ ହେଲେ କଣ ହେବ ସମସ୍ତଙ୍କୁ ଗୋଟେ ସୂତ୍ରରେ ବାନ୍ଧିବା ଆପଣଙ୍କୁ ବହୁତ ଭଲ ଭାବରେ ଜଣା। ଅପଣ ପଇସା କ୍ଷେତ୍ରରେ କେବେ ଚିନ୍ତା କରନ୍ତି ନାହିଁ ଆପଣଙ୍କ ପାଖରେ ପଇସା ଥାଉ ନଥାଉ।ଆପଣ ଯେଉଁ କାମରେ ହାତ ଦେବେ ତାକୁ ପୂରଣ କରିକି ହିଁ ଛାଡ଼ନ୍ତି ଆଉ ଅପଣଙ୍କୁ ଅପଣଙ୍କ କାମ ଅଲଗା ଲୋକଙ୍କ ଭରସାରେ ଛାଡିକି ଯିବା ଅନଙ୍କୁ ପସନ୍ଦ ନୁହେଁ। ବହୁତ ଝଗଡା ସଂଘର୍ଷ ପରେ ବି ଅପଣଙ୍କ ମୁହଁରେ ହସ ଥାଏ କିନ୍ତୁ ଅପଣଙ୍କ ଜୀବନରେ ଆପଣଙ୍କୁ ସବୁବେଳେ ହିଁ ଆଗରେ ରହିବାକୁ ତାର ପ୍ରବଳ ଇଛା ହୋଇଥାଏ। ଏହି କାରଣ ଅଟେ ଆପଣ ଡେରିରେ ହେଲେ ମଧ୍ୟ ସଫଳତା ପାଇଥାନ୍ତି ଆପଣ।

ଏବେ କଥା ହେବ ଜୁଲାଇ ରେ ଜନ୍ମିତ ବ୍ୟକ୍ତିଙ୍କ ଭଲପାଇବା ଜୀବନ କିପରି ହେବ। ଏ ସବୁ ବେଳେ ଗହିର ଓ ସମର୍ପିତ ଅଟନ୍ତି ନିଜ ସାଥୀପ୍ରତି। ଆପଣଙ୍କୁ ଏତେ ସହଜରେ କାହା ସହିତ ଭଲପାଇବା ହୋଇନଥାଏ ଆପଣ ବହୁତ କଷ୍ଟରେ କାହାପ୍ରତି ପ୍ରଭାବିତ ହୋଇଥାନ୍ତି। ଆଉ ଯେତେବେଳେ ହୋଇଥାନ୍ତି ତାହା ଏତେ ସହଜରେ ଛାଡ଼ନ୍ତି ନାହିଁ । ଭଲ ପାଇବା ରାସ୍ତାରେ ଆପଣ ବହୁତ ଭାବି ଚିନ୍ତି ହିଁ ଆଗକୁ ବଢ଼ନ୍ତି। ଆପଣ ଭଲ ଓ ସଚ୍ଚୋଟ ଲୋକଙ୍କୁ ସହଜରେ ବାଛି ନିଅନ୍ତି।

ଜୁଲାଇ ମାସରେ ଜନ୍ମ ନେଇଥିବା ବ୍ୟକ୍ତିଙ୍କୁ କୁହାଯାଏ କି ନିଜ ଚଞ୍ଚଳତା ଉପରେ ନିୟନ୍ତ୍ରଣ ରଖ ଓ ଭବିଷ୍ୟତ ପାଇଁ ଅଗ୍ରସର ହୁଅ ତ ଦୁନିଆ ଆପଣଙ୍କ ପାଦତଳେ ରହିବ।

Leave a Reply

Your email address will not be published. Required fields are marked *