October 20, 2024

Odia Express

Here, There and Everywhere

ଏହି ୪ ଭିତରୁ ବାଛନ୍ତୁ ଏକ ଫୋଟୋ ଆଉ ଜାଣନ୍ତୁ କି କେଉଁ ଜିନିଷ ର ଅଭାବ ଅଛି ଆପଣଙ୍କ ଜୀବନ ରେ…

କୁହାଯାଏ କି ଆମର ଚେତନ ମନ ଯେଉଁ ଜିନିଷ କୁ ବୁଝି ପାରି ନଥାଏ, ଆପଣ ତଥା ଆପଣଙ୍କର ଚେତନ ମନ ଏବଂ ଆପଣଙ୍କର ମସ୍ତିଷ୍କ ତାହାକୁ ଅନୁଭବ କରି ପାରେ। ଏହା ହି କାରଣ କି ସବୁ କିଛି ଠିକ ଥିବା ସତ୍ତ୍ୱେ ବି ଆମକୁ ବହୁତ ଖରାପ ଅନୁଭବ ହୁଏ ଆଉ ଆମର ସବୁକିଛି ଖରାପ ଚାଲୁଥିଲେ ବି ତଥା ଆମର ସମସ୍ତ ପରିସ୍ଥିତି ଆମ ବିପକ୍ଷ ରେ ହେଇ ଥିଲେ ବି ଆମକୁ ସେତେଟା ଆଉ ଖରାପ ଲାଗି ନଥାଏ। ଏହା ବହୁତ ଲୋକ ମାନଙ୍କ ପାଇଁ ଏକ ଅବୁଝା ଆଉ ବହୁତ ସମସ୍ୟାଗତ ଜିନିଷ ହେଇ ଥାଏ ମାତ୍ର ଯେଉଁ ଲୋକ ମାନେ ନିଜର ଅନ୍ତରାତ୍ମା କୁ ବୁଝନ୍ତି, ସେମାନଙ୍କ ପାଇଁ ଏହା ଅତ୍ୟନ୍ତ ଭଲ ହେଇଥାଏ। ଏହାଦ୍ୱାରା ଆପଣ ନିଜର ଅନ୍ତର୍ଚେତନା କୁ ଜାଣି ପାରିବେ। ମାତ୍ର ଏହା ବି ଠିକ କି ସଭିଙ୍କର ଅନ୍ତର୍ଚେତନା ଏତେ ଆଉ ଜାଗ୍ରତ ହେଇ ନଥାଏ। ମାତ୍ର ଆପଣ ଏହାକୁ କିଛି ବିଶେଷ ପ୍ରକ୍ରିୟା ଦ୍ୱାରା ଜାଣି ପାରିବେ।

ଆପଣଙ୍କୁ ବାସ କିଛି କାମ କରିବାର ଅଛି। ଆପଣଙ୍କୁ ବାସ କରିବାର ଏହା ଅଛି କି ଆପଣ କିଛି ଦୃଶ୍ୟ ଭିତରୁ ଗୋଟେ ଚୟନ କରିବାକୁ ହେବ। ଆପଣଙ୍କୁ ଏହା ପାଇଁ ବେସି ଭାବିବାର ନାହିଁ। ଆପଣ ବାସ ନିଜର ଆତ୍ମା ଦ୍ୱାରା ହି ଏହାକୁ ଚୟନ କରିପାରିବେ। ତେଣୁ ଚାଲନ୍ତୁ ଜାଣିବା ।

୧: ଆପଣ ଯଦି ପ୍ରଥମ ଚିତ୍ର ଚୟନ କରିଛନ୍ତି ତ ଏହାର ଅର୍ଥ କି ଆପଣଙ୍କ ଆତ୍ମବିଶ୍ୱାସ ବହୁତ ମଜବୁତ ଅଛି। ଆପଣଙ୍କୁ ଏହା ଜଣା କି ଆପଣ ଯାହା ବି କରୁଛନ୍ତି ତାହା ସମ୍ପୂର୍ଣ ଠିକ ଅଟେ। ଆପଣ ଆତ୍ମବିଶ୍ୱାସୀ ହେବା ସହ ନିଜର କଳା ସହ ନିଜର ଅନ୍ୟ ଦୋଷ ମାନଙ୍କୁ ବି ଭଲ ଭାବେ ଚିହ୍ନନ୍ତି।

୨: ଏହି ଦୃଶ୍ୟ କୁ ଚୟନ କରିଥିବା ବ୍ୟକ୍ତି, ଆପଣ ନିଜ ଜୀବନ ରେ କିଛି ଜିନିଷ ର ଅଭାବ ଅନୁଭବ କରୁଛନ୍ତି ମାତ୍ର ଆପଣ ଏହାର କାରଣ ଜାଣି ପାରୁନାହାନ୍ତି। ଏହା ଆପଣଙ୍କୁ ଅଧୁରା ଅନୁଭବ କରାଉଛି। ମାତ୍ର ଏହି ଅଧୁରାପଣ ର କାରଣ ଆପଣ ଜାଣି ପାରୁନାହାନ୍ତି।ଆପଣ ସବୁବେଳେ ଅନ୍ୟର ସାହାଯ୍ୟ ପାଇଁ ରହିଥାନ୍ତି କିନ୍ତୁ ଆପଣକୁ ସାହାଯ୍ୟ କରିବା ପାଇଁ ପ୍ରାୟ କାମ ଲୋକ ଅଛନ୍ତି

୩: ଏହି ଦୃଶ୍ୟ ଏହା କହୁଛି କି ଆପଣ ନିଜକୁ ସର୍ବଦା ଦୋଷ ଦିଅନ୍ତି। ଆପଣ ବ୍ୟକ୍ତିଗତ ଭାବେ ଏକ ବହୁତ ହି ଭଲ ମଣିଷ ଅଟନ୍ତି ଆଉ ଆପଣଙ୍କ ଭିତରେ କଳା ବି ଅଛି ମାତ୍ର ଆପଣ ପ୍ରୟାସ କରୁ ନାହାନ୍ତି।ତେବେ ଯଦି ଆପଣ ନିଜେ କୌଣସି ବଡ କାମ କରିବା ପାଇଁ ଚାଁହୁଚନ୍ତି ତେବେ ଆପଣ ଠିକ ସମୟରେ ଏହା କଲେ ଆପଣ ଏଥିରେ ସଫଳ ହେଇପାରିବେ

୪: ଦୁନିଆ ସାମ୍ନା ରେ ଆପଣ କିଛି ବି ଦେଖାନ୍ତୁ ମାତ୍ର ଆପଣଙ୍କର ଭିତରର କଳା ଅଥବା କମି ର କିଛି ମହତ୍ତ୍ୱ ହି ନାହିଁ। ଏହା ହୁଏତ ଦୁଇଟି କାରଣ ରୁ ହେଇପାରେ। ହୁଏତ ଆପଣ ଜଣେ ଆଧ୍ୟାତ୍ମିକ ଆଉ ବୁଦ୍ଧିମାନ ମଣିଷ ଅଟନ୍ତି ନହେଲେ ଆପଣ ଗୋଟେ ନିଷ୍ପତ୍ତିହୀନ ଜୀବନ ବଞ୍ଚୁଛନ୍ତି।

Leave a Reply

Your email address will not be published. Required fields are marked *