October 21, 2024

Odia Express

Here, There and Everywhere

ମଜାଦାର ଜୋକ୍ସ: ଗୋଟିଏ ପୁଅ ନୂଆ ଜ୍ଯାଗୁଆର କାର କିଣିଲା, ସେ ନିଜର ନୂଆ ଗାଡି ଦେଖାଇବାକୁ ନିଜର ଗାର୍ଲଫ୍ରେଣ୍ଡ ଘରକୁ ଗଲା – ତାପରେ ଯାହା ହେଲା ଜାଣିଲେ ହସି ହସି ଗଡ଼ିବେ ଆପଣ….

1 min read

ବ୍ୟସ୍ତତା ପୂର୍ଣ୍ଣ ଏହି ଜୀବନରେ କାହାକୁ ହସେଇବା ବହୁତ କଠିନ କାର୍ଯ୍ୟ ହୋଇଥାଏ। କାହାର ହୃଦୟ ତ ସହଜରେ ଦୁଃଖୀ କରାଯାଇପାରେ କିନ୍ତୁ କାହାକୁ ଖୁସି ଦେବା ବହୁତ କଷ୍ଟର କାମ ହୋଇଥାଏ। ଏଥିପାଇଁ ଆଜି ଆମେ ଆପଣଙ୍କ ନିମନ୍ତେ କିଛି ଏପରି ମଜାଦାର ଜୋକ୍ସ ନେଇ ଆସିଛୁ ଯାହା ଆଜିକାଲି ସୋସିଆଲ ମିଡିଆରେ ବହୁତ ପ୍ରଚଳିତ ଅଟେ। ଆମେ ଦାବି କରୁଛୁ ଯେ ଏହି ଜୋକ୍ସକୁ ପାଢୀ ଆପଣଙ୍କ ହସ ବନ୍ଦ ହେବ ନାହିଁ । ତେବେ ବିଳମ୍ବ କାହିଁକି, ଆସନ୍ତୁ ଆରମ୍ଭ କରିବା ହସି ହସେଇବାର ଏହି ପ୍ରକ୍ରିୟା ।

ଥରେ ଜଣେ ଇଂରେଜ ଭାରତ ଆସିଲେ। ସେ ଭାରତର କୌଣସି ହୋଟେଲର ମସଲାଯୁକ୍ତ ଖାଦ୍ୟ ଖାଇଲେ। ଆଗାମୀ ଦିନ ସକାଳେ ସେ ବିଚାରା ଟଏଲେଟରୁ ବାହାରିବା ମାତ୍ରେ କହିଲେ, “ଏବେ ବୁଝିଲି ଯେ ଏହି ଭାରତୀୟ ଲୋକମାନେ ପାଣିର ବ୍ୟବହାର କାହିଁକି କରନ୍ତି, ଯଦି ଟଏଲେଟ ପେପର ଥାଆନ୍ତା ତ ନିଆଁ ଲାଗିଯାଇଥାନ୍ତା ।

ଦିନେ ରଜନୀକାନ୍ତ ପପ୍ପୁକୁ ଫୋନ ଲଗେଇଲେ…. । ରଜନୀକାନ୍ତ- ହାଲୋ, ମୁଁ ରଜନୀକାନ୍ତ କହୁଛି । ପପ୍ପୁ- ହଁ ମୁଁ ଜାଣିଛି, କୁହନ୍ତୁ…. ରଜନୀକାନ୍ତ- ତୁମକୁ କିପରି ଜଣା ପଡିଲା? ପପ୍ପୁ- ମୋର ମୋବାଇଲ ସ୍ଵିଚ ଅଫ ଥିଲା ଭାଇ… ତ ରଜନୀକାନ୍ତ ହିଁ ହେଇଥିବେ ନା!!

ଫୁଲବାଲା- ସାହେବ ଏହି ଫୁଲ ନିଜର ଗାର୍ଲଫ୍ରେଣ୍ଡ ପାଇଁ ନିଅନ୍ତୁ । ମୋନୁ- ମୋର କୌଣସି ଗାର୍ଲଫ୍ରେଣ୍ଡ ନାହାନ୍ତି । ଫୁଲବାଲା- ତାହେଲେ ପୁଣି ନିଜର ଭାବୀ ପତ୍ନୀଙ୍କ ପାଇଁ ନିଅନ୍ତୁ । ମୋନୁ – ତାହା ବି ନାହିଁ । ଫୁଲବାଲା- ତାହେଲେ ପୁଣି ନିଜର ପତ୍ନୀ ପାଇଁ ନିଅନ୍ତୁ । ମୋନୁ- ମୋର ପତ୍ନୀ ବି ନାହିଁ । ଫୁଲବାଲା- ଏ ଦୁନିଆର ସବୁଠାରୁ ଭାଗ୍ୟବାନ ମନୁଷ୍ୟ, ମୋ ତରଫରୁ ଏହି ଫୁଲ ତୁମ ପାଇଁ ।

ଗୋଟିଏ ଝିଅର କଠୋର ତପସ୍ୟା ଦ୍ଵାରା ଭଗବାନ ଖୁସି ହେଲେ ଏବଂ ପ୍ରକଟ ହୋଇ କହିଲେ… “କୁହ ଦେବୀ କଣ ଚାହୁଁଚ?” ଝିଅ- ଛାଡନ୍ତୁ ଆପଣ ବୁଝିପାରିବେ ନାହିଁ ।

ନୂଆ ସାର କ୍ଳାସରେ ଗୋଟିଏ ଛାତ୍ରକୁ ପଚାରିଲେ…. । ସାର- ଜଣେ ମହାନ ବୈଜ୍ଞାନିକଙ୍କ ନାମ କୁହ?। ଛତ୍ର- ଆଲିଆ ଭଟ୍ଟ । ସାର ବାଡି ହାତରେ ନେଇ, ଏହା ଶିଖିଛ? ଅନ୍ୟ ଛତ୍ର- ସେ ଖନା ଅଟେ ସାର, ଆର୍ଯ୍ୟଭଟ୍ଟ କହୁଛି ।

ମାଡାମ- କାଲି ସକାଳେ ତୁମେ କୋଚିଙ୍ଗ ଆସିନଥିଲା, କେଉଁଠାରେ ଥିଲ? ଷ୍ଟୁଡେଣ୍ଟ- କାଲି ଆମର ଏଠାରେ ବ୍ୟୁଟିଫୁଲ ଟ୍ରାଜେଡି ଥିଲ ନା… ଏଥିପାଇଁ ଆସିପାରିଲି ନାହିଁ । ମାଡାମ- ବ୍ୟୁଟିଫୁଲ ଟ୍ରାଜେଡି ମାନେ? ଷ୍ଟୁଡେଣ୍ଟ- ଅର୍ଥ ସୁନ୍ଦର କାଣ୍ଡ ଥିଲା। ମାଡାମ ଏବେ ମଧ୍ୟ ଝଟକାରୁ ମୁକୁଳି ପାରିନାହାନ୍ତି ।

ଗୋଟିଏ ପୁଅ ନୂଆ ଜ୍ଯାଗୁଆର କାର କିଣିଲା । ସେ ନିଜର ନୂଆ ଗାଡି ଦେଖାଇବାକୁ ନିଜର ଗାର୍ଲଫ୍ରେଣ୍ଡ ପାଖକୁ ଗଲା । ଗାର୍ଲଫ୍ରେଣ୍ଡ ଗାଡି ଦେଖି ବହୁତ ଖୁସି ହୋଇଗଲା ଏବଂ ବୟଫ୍ରେଣ୍ଡକୁ ଚୁମ୍ବନ ଦେଇକି କହିଲା… ଗାର୍ଲଫ୍ରେଣ୍ଡ- ଆରେ ୱାଃ, ନୂଆ କାର ଏବଂ ତାହା ମଧ୍ୟ ପ୍ୟୁମାର! ବର୍ତ୍ତମାନ ପର୍ଯ୍ୟନ୍ତ ପୁଅ ଆଇସିୟୁରେ ଭର୍ତ୍ତି ଅଛି!!!!

ମଦୁଆ ମଦ ପିଇବା ପରେ ନିଜର ପତ୍ନୀଙ୍କୁ- ଆପଣ କିଏ ଅଟନ୍ତି!? ପତ୍ନୀ- ପାଗଳ ହୋଇଯାଇଛ କି? ନିଜର ପତ୍ନୀକୁ ଭୁଲିଗଲ! ମଦୁଆ- ନିଶା ସବୁ ଦୁଃଖ ଭୁଲେଇ ଦେଇଥାଏ , ଭଉଣୀ!

ମୂଷା ଚାରିଟି ଭାଙ୍ଗ ରୁଟି ଖାଇ ମସ୍ତ ଥିଲ ଏବଂ “ଜୟ ଜୟ ଶିବଶଙ୍କର , କଣ୍ଟା ଲାଗେ ନା କଙ୍କର, କେ ପ୍ୟାଲା ତେରେ ନାମ କା ପିଆ….” ଗୀତରେ ନାଚୁଥିଲା… । ବିଲେଇ କହିଲା- ଯଦି ଏହି ଶିବ ଠାକୁରଙ୍କର ମେଳା ହୋଇନଥାନ୍ତା ତ ଆଜି ମୁଁ ତୋତେ ଖାଇ ଯାଇଥାନ୍ତି । ମୂଷା କହିଲା- ଅକାଳ ମୃତ୍ୟୁ ସେ ମରିବ ଯିଏ କର୍ମ କରିବ ଚାଣ୍ଡାଳର , କାଳ ବି ତାହାର କଣ କରିବେ ଯିଏ ଅଟେ ଭକ୍ତ ମହାଦେବଙ୍କର । ମୂଷା ପୁଣି କହିଲା- ଚାଲି ଜା, ଚାଲି ଜା, ନହେଲେ ଲୋକେ କହିବେ ଯେ ଭାଙ୍ଗ ନିଶାରେ ନାରୀ ଉପରେ ହାତ ଉଠେଇଦେଲା ।

ଅଧ୍ୟାପିକା- ନାରୀର ଅର୍ଥ କଣ ହୋଇଥାଏ? ପିଙ୍କି- ନାରୀର ଅର୍ଥ ଅଟେ ଶକ୍ତି । ଅଧ୍ୟାପିକା- ତାହେଲେ ପୁରସର ଅର୍ଥ କଣ ଅଟେ? ପପ୍ପୁ- ସହନଶକ୍ତି

ସାନ୍ତା ଘରକୁ ଆସିଲା ତ  ତାର ପତ୍ନୀ ପଚାରିଲା… । ପତ୍ନୀ- ଆପଣ ବନ୍ତା ସ୍ତ୍ରୀର ଶବଯାତ୍ରାରେ ଯାଇନଥିଲେ, ସେଠିକି ସମସ୍ତେ ଆସିଥିଲେ କେବଳ ଆପଣ ନଥିଲେ। ସାନ୍ତା (ଦୁଃଖୀ ହୋଇ)- ତୁମେ ବି ବହୁତ ମଜା କରୁଛ। ମୁଁ କେଉଁ  ମୁହଁ ନେଇ ଯିବି? ସେ ମୋତେ ତୃତୀୟ ଥର ସ୍ତ୍ରୀ ଶବ ଶୋଭାଯାତ୍ରାକୁ ଡ଼ାକିଥିଲା ଆଉ ମୁଁ ତାକୁ ଥରେ ବି ଏହି ସୁଯୋଗ ଦେଇପାରି ନାହିଁ ।

Leave a Reply

Your email address will not be published. Required fields are marked *