October 20, 2024

Odia Express

Here, There and Everywhere

କେବଳ ଏହି କିଛି ଦାନା ଖାଇବା ଦ୍ୱାରା ଆପଣଙ୍କ ପେଟ ଆଉ କମର ର ଚର୍ବି ବରଫ ଭଳି ତରଳିଯିବ…

ନମସ୍କାର, ଆଜି ଆମେ ଆପଣଙ୍କ ଏକ ଏପରି ଉପାୟ କହିବାକୁ ଯାଉଛୁ ଯାହା ଜାଣିବା ପରେ ଆପଣ ନିଜ ଦାନ୍ତ ତଳେ ନିଜର ଆଙ୍ଗୁଳି ଚୋବେଇ ଦେବେ। କାରଣ ଏହି ଉପାୟ ତଥା ଏହାର ଫଳାଫଳ ଦେଖିବା ପରେ ଦୁନିଆ ର କିଛି ବଡ ବଡ ଡାକ୍ତର ବି ଆଶ୍ଚର୍ଯ୍ୟ ହେଇ ଯାଇଛନ୍ତି। ଏହାର ଖାସ କଥା ଏଇଆ କି ଏହି ଉପାୟ କରି ସାରିବା ପରେ ଆପଣଙ୍କୁ ନା ତ ଡାଇଟିଂ କରିବାର ଅଛି ଆଉ ନା ହି ଜିମ ଯିବାର ଅଛି ଆପଣ ବାସ ଏହାକୁ ଖାଇସାରି ନିଜର ଦିନର କାମ କରନ୍ତୁ ଆଉ ଏହି ଉପାୟ ରେ ବନିଥିବା ଖାଦ୍ୟ ଆପଣଙ୍କ ପେଟ ର ଚର୍ବି ଆପେ ଆପେ ତରଳାଇ ଦେବ। ଆଜିଯାଏ ବଡ ବଡ ଡକ୍ଟର ବି ଏହାର କାରଣ ଖୋଜିବାରେ ବ୍ୟସ୍ତ ଅଛନ୍ତି କି ଏହି ଉପାୟ କାମ କିପରି କରେ। ତ ଆଜି ଆମେ ଜାଣିବା କି ଏହା କାମ କିପରି କରେ ଆଉ ଏହି ଉପାୟ ଆଜି ଆମେ ଆପଣଙ୍କ କହିବାକୁ ଯାଉଛୁ। ତ ଆସନ୍ତୁ ସମୟ ନଷ୍ଟ ନ କରି ଜାଣିବା ଏହି ଉପାୟ ବାବଦରେ।

ଆପଣ ଏହି ଉପାୟ କୁ କରିବା ପାଇଁ ସର୍ବ ପ୍ରଥମେ ଆପଣ ସାତ ଦାନା ରସୁଣ ନିଅନ୍ତୁ। ତା ପରେ ଆପଣ ଏହି ରସୁଣ କୁ ଭଲ ଭାବେ ଭାଜି ଦିଅନ୍ତୁ। ଆପଣ ଏହାର ଏକ ଦାନା ବି ନେଇ ପାରିବେ କାରଣ ଏହାର ଗୋଟେ ଦାନା ଆପଣଙ୍କୁ ଗୋଟେ ଦିନରେ ଖାଇବାର ଅଛି। ଆପଣ ଏହାକୁ ଗ୍ୟାସ ଅନ କରି ଭଲ ଭାବେ ତାବା ରେ ଭାଜି ଦିଅନ୍ତୁ। କମ ସେ କମ ଆପଣ ତିନି କି ଚାରି ମିନିଟ ଯାଏ ଭାଜନ୍ତୁ।
ଆପଣ ସେହି ରସୁଣ ପୁରା ଭାଜି ହେଇଯିବା ପରେ ତାକୁ ଆଣି ଆପଣ ସେହି ଗ୍ୟାସ କୁ ବନ୍ଦ କରି ଦିଅନ୍ତୁ।

ଆପଣ ଗ୍ୟାସ ବନ୍ଦ କରି ସାରିବା ପରେ ଆପଣ ଗୋଟେ ଗ୍ଲାସ ରେ ଫୁଲ ପାଣି ନିଅନ୍ତୁ ଆଉ ଆପଣ ଅଧା ଚାମଚ ଜୀରା ପାଉଡର ପକାନ୍ତୁ। ଆପଣ ପାଉଡର ପକେଇ ସାରିବା ପରେ ସେହି ପାଣି କୁ ଭଲ ଭାବେ ଗୋଳାନ୍ତୁ ଆଉ ତାକୁ ଆପଣ ରଖି ଦିଅନ୍ତୁ। ଆପଣ ସକାଳୁ ଯେତେବେଳେ ଉଠୁଛନ୍ତି ତ ଆପଣ ଖାଲି ପେଟ ରେ ସେହି ରସୁଣ ର ଗୋଟେ ପାଖୁଡା ଭଲ ଭାବେ ଚୋବେଇ ଖାଆନ୍ତୁ। ତା ପରେ ଆପଣ ସେହି ଗ୍ଲାସ ପାଣି କୁ ପିଅନ୍ତୁ।

ଆପଣ ଏହା କରିସାରିବା ପରେ ନିଜର ସକାଳ ର ବ୍ରେକ ଫାଷ୍ଟ ନେଇ ପାରିବେ। ରସୁଣ ରେ ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ଥାଏ ଯାହା କି ଆମର ହାଡ଼ ମଜବୁତ କରାଏ ଆଉ ଏହାକୁ ଆପଣ ଲଗାତାର ସାତ ଦିନ ଯାଏ ନେବା ପରେ ଆପଣଙ୍କର ପ୍ରଭାବ ଦେଖିବାକୁ ମିଳିବ ଆଉ ଆପଣ ଏହାଠାରୁ ଫାଇଦା ପାଇ ପାରିବେ।

Leave a Reply

Your email address will not be published. Required fields are marked *