October 24, 2024

Odia Express

Here, There and Everywhere

ଦୁଇ ମିନିଟ ରେ ହଳଦିଆ ଦାନ୍ତକୁ ମୋତି ଭଳି ଧଳା ଓ ଚମକଦାର କରିଦେବଏହି ଉପାୟ – ଏବେ କରିଦେଖନ୍ତୁ …

ସାଙ୍ଗମାନେ ଆପଣ ସମସ୍ତଙ୍କୁ ସ୍ୱାଗତ।ଆଜି ଆମେ ଆପଣଙ୍କ ପାଇଁ ଏକ ଏପରି ଉପାୟ ଆଣିକି ଆସିଛୁ ଯାହା ଦ୍ବାରା ଆପଣ ନିଜ ଦାନ୍ତ କୁ ସଫା କରିପାରିବେ ଏହା ଦ୍ବାରା ଆପଣଙ୍କ ଦାନ୍ତ ମୋତି ପରି ଚମକିବା। ପ୍ରାୟ ୭୦ % ଲୋକ ଦାନ୍ତ ହଳଦିଆ ଦ୍ବାରା ଚିନ୍ତିତ ଥାନ୍ତି ଏହା ଦ୍ବାରା ତାଙ୍କ ସୁନ୍ଦରତା ଉପରେ ପ୍ରଭାବ ପଡିଥାଏ।ଆପଣ ଯେବେ କୌଣସି ଅନ୍ୟ ବ୍ୟକ୍ତି ସହ କଥା ହେଲେ ସେ ଆପଣଙ୍କ ଏଭଳି ଦାନ୍ତ ଦେଖି ଭାବିଥିବ ଆପଣ ଖଇନି କିମ୍ବା ପାନ ଖାଉଥିବେ ଓ ତାର ଭାବିବା ବି ଠିକ କାରଣ ସବୁ କହିବା ଦ୍ବାରା ବି ଦାନ୍ତ ହଳଦିଆ ହୋଇଯାଇଥାଏ କିନ୍ତୁ ଆଜି ଆମେ ଆପଣଙ୍କ ପାଇଁ ଯେଉଁ ଉପାୟ ନେଇକି ଆସିଛୁ ସେ ଆପଣଙ୍କ ଦାନ୍ତ କୁ ମୋତି ପରି ଧଳା କରିଦେବ ଓ ଦାନ୍ତ ର ସବୁ ସମସ୍ୟା ଠୁ ମୁକ୍ତି ଦେବ।

ସର୍ବ ପ୍ରଥମେ ଆମକୁ ରସୁଣ ନେବାକୁ ହେବ ରସୁଣ ଆମ ଦାନ୍ତ ବିନ୍ଧା ଠିକ କରିଥାଏ ଓ ଦାନ୍ତ ରେ ଲାଗିଥିବା ପୋକ ଠୁ ବି ମୁକ୍ତି ଦେଇଥାଏ।ସାଙ୍ଗମାନେ ରଶୁଣ ର ବ୍ୟବହାର ବହୁ ଦିନରୁ ଦାନ୍ତ ପାଇଁ କରାଯାଉଛି।

ପ୍ରଥମେ କିଛି ରସୁଣ ନିଅନ୍ତୁ ତାକୁ ବାଟି କି ରଖନ୍ତୁ।ଏହା ପରେ ଏକ କପ ନେଇ ରସୁଣ ବଟା କୁ ସେଥିରେ ପୁରାନ୍ତୁ।ଏହା ପରେ ଏକ ଲେମ୍ବୁ ନିଅନ୍ତୁ ଲେମ୍ବୁ ଦାନ୍ତ ପାଇଁ ଅନେକ ଫାଇଦା ଦେଇଥାଏ ।ଏହି ଲେମ୍ବୁ କୁ ଅଳ୍ପ ସେହି ରସୁଣ ରେ ପକାନ୍ତୁ ଅଧିକ ପକାଇଲେ ଏହା ଆପଣଙ୍କ ଦାନ୍ତ କୁ ଖଟା କରିଦେବ।ଏହା ପରେ ଏହା ମଧ୍ୟରେ ଅଳ୍ପ କୋଲଗେଟ ପେଷ୍ଟ କୁ ମିଶାଇ ଦିଅନ୍ତୁ।ଏହା ପରେ ଏହା ମଧ୍ୟରେ କିଛି ହଳଦି ମିଶାଇ ଦିଅନ୍ତୁ।ହଳଦୀ ଏକ ଏପରି ଜିନିଷ ଯାହା ଶରୀର ପାଇଁ ବହୁତ ଲାଭ ଦାୟକ।ଏହା ପରେ ଏହି ସବୁକୁ ଭଲ ଭାବରେ ମିଶେଇ ଦିଅନ୍ତୁ। ଏହା ଭଲ ଭାବରେ ମିଶିବା ପରେ ପେଷ୍ଟ ଭଳି ହୋଇଯିବ।ଏହାକୁ ଏକ ବ୍ରସ ଦ୍ବାରା ୨ ମିନିଟ ଭଲ ଭାବରେ ଦାନ୍ତ ଘସନ୍ତୁ ଦେଖିବେ ଦାନ୍ତ ପୁରା ସଫା ହେବ ଓ ମୋତି ଭଳି ଚମକିବ।

ମନେ ରଖନ୍ତୁ ଏହାକୁ ସପ୍ତାହ ରେ କେବଳ ୨ ରୁ ୩ ଥର ଘସନ୍ତୁ।ଯଦି ଆପଣଙ୍କୁ ଏହି ଲେଖା ପସନ୍ଦ ଆସୁଛି ଏହାକୁ ଲାଇକ ଓ ସେୟାର କରନ୍ତୁ।

Leave a Reply

Your email address will not be published. Required fields are marked *