September 11, 2024

Odia Express

Here, There and Everywhere

ଏମାନଙ୍କ ମଧ୍ୟରୁ ଚୟନ କରନ୍ତୁ ଭଗବାନ ବୁଦ୍ଧଙ୍କର ଯେକୌଣସି ସ୍ୱରୂପ ଓ ଜାଣନ୍ତୁ ନିଜର ଭବିଷ୍ୟତର ଏକ ଝଲକ…

ବୌଦ୍ଧ ଧର୍ମ ଶାନ୍ତି ଏବଂ ସୌହାର୍ଦ୍ୟର ଏକ ସନ୍ଦେଶ ଦେଇଥାଏ। ଏହାର ପ୍ରବରତକ ମହାତ୍ମା ବୁଦ୍ଧ ଅଟନ୍ତି। ମହାତ୍ମା ବୁଦ୍ଧ ଜଣେ ରାଜାଙ୍କ ପୁତ୍ର ଥିଲେ। କିନ୍ତୁ ସେ ନିଜର ରାଜ ସିହାଂସନ ତ୍ୟାଗ କରି ଏକ ସନ୍ନ୍ୟାସୀ ହେବା ସ୍ଵୀକାର କରିଥିଲେ ଓ ସେ କଠିନ ତପସ୍ୟା ପରେ ଜ୍ଞାନ ପ୍ରାପ୍ତ କରିଥିଲେ। ଏହି ଜ୍ଞାନକୁ ସେ ନିଜର ମଧ୍ୟରେ ସୀମିତ ନରଖି ଅନ୍ୟ ଲୋକମାନଙ୍କ ମଧ୍ୟରେ ପ୍ରସାରିତ କରିହତିଳେ। ମହାତ୍ମା ବୁଦ୍ଧଙ୍କ ଜ୍ଞାନ କେବଳ ଭାରତ ଦେଶରେ ନୁହେଁ ବରଂ ତାଙ୍କର ଜ୍ଞାନକୁ ଦେଶ ବିଦେଶରେ ମଧ୍ୟ ପ୍ରସାରିତ କରଯାଇଥିଲା।

ଏପରି ମାନ୍ୟତା ରହିଛି ଯେ ମହାତ୍ମା ବୁଦ୍ଧଙ୍କ ଦ୍ଵାରା କୁହାଯାଇଥିବା ମାର୍ଗରେ ଯିଏ ଚାଲେ ତାହାଙ୍କୁ ନିଜ ଜୀବନରେ ଆଲୋକ ନିଶ୍ଚିତ ପ୍ରାପ୍ତ ହୋଇଥାଏ। ଦୁନିଆର ସବୁ ଦେଶରେ ମହାତ୍ମା ବୁଦ୍ଧଙ୍କର ଅନେକ ସ୍ୱରୂପର ପୂଜନ କରାଯାଇଥାଏ। ଏମିତିରେ ଆଜି ବୁଦ୍ଧଙ୍କର କିଛି ଛବି ଦେଖେଇବାକୁ ଯାଉଛୁ। ଯେଉଁଥିରେ ଆପଣ ଯେକୌଣସି ଗୋଟିଏ ଫଟୋ ଚୟନ କରନ୍ତୁ ଓ ଆମେ ଆପଣଙ୍କୁ ଜଣେଇବୁ ଯେ ଆପଣଙ୍କ ଭବିଷ୍ୟର ନିର୍ଦ୍ଧାରଣ କଣ କରାଯାଇଛି।

1 – ଯଦି ଆପଣ ପ୍ରଥମ ଫଟୋ ଚୟନ କରିଛନ୍ତି ତେବେ ଏହାର ଅର୍ଥ ଏହା ଯେ ଆପଣ ଭୂମି ସହିତ ଜଡିତ ବ୍ୟକ୍ତି ଅଟନ୍ତି। ଯଦି ଆପଣଙ୍କୁ କୌଣସି ଖାସ ସାଥିର ଆବଶ୍ୟକ ଅଟେ ତେବେ ସେ ଶୀଘ୍ର ମିଳିଯିବ ।

2 – ଯଦି ଆପଣ ଦ୍ଵିତୀୟ ଫଟୋ ଚୟନ କରିଛନ୍ତି ତେବେ ଏହାର ଅର୍ଥ ଏହା ଯେ ଆପଣ ବହୁତ ଶକ୍ତିଶାଳୀ ବ୍ୟକ୍ତିତ୍ଵର ମନୁଷ୍ୟ ଅଟନ୍ତି। ଆପଣଙ୍କୁ ନିଜର ସ୍ଵତନ୍ତ୍ରତା ବହୁତ ପ୍ରିୟ ଅଟେ। ଆପଣ ନିଜର ଜୀବନରେ ବିପଦ ମୁଣ୍ଡେଇବା ପସନ୍ଦ କରନ୍ତି ନାହିଁ ।

3 – ଯଦି ଆପଣ ତୃତୀୟ ଫଟୋ ଚୟନ କରିଛନ୍ତି ତେବେ ଆପଣ ବହୁତ ସଚୋଟ ଅଟନ୍ତି। ଏହା ସହିତ ଆପଣ ବହୁତ ଧୈର୍ଯ୍ୟବାନ ବ୍ୟକ୍ତି ଅଟନ୍ତି ଓ ଆପଣ କାହାର ମନ ଦୁଃଖ କରିବାକୁ ଚାହାନ୍ତି ନାହିଁ ।

4 – ଯଦି ଆପଣ ଚତୁର୍ଥ ଫଟୋ ଚୟନ କରିଛନ୍ତି ତେବେ ଆପଣ ନିଜ ପୂର୍ବରୁ ଅନ୍ୟର ହିତ ଚିନ୍ତା କରିଥାନ୍ତି। ଯଦି କାହାକୁ ସହାୟତା ଆବଶ୍ୟକ ହୋଇଥାଏ ତେବେ ଆପଣଙ୍କୁ ଆଗ ମାଗିଥାଏ।

5 – ଯଦି ଆପଣ ପଞ୍ଚମ ଫଟୋ ଚୟନ କରନ୍ତି ତେବେ ଆପଣ ବହୁତ ମହାତ୍ବାଆକାଙ୍କ୍ଷୀ ଅଟନ୍ତି । ଆପଣଙ୍କୁ ସ୍ଵପ୍ନ ଓ ଉଦ୍ଦେଶ୍ୟ ବହୁତ ବଡ ଅଟେ। ଆପଣଙ୍କୁ ନିଜ ଉପରେ ବିଶ୍ଵାସ ରହିବା ଉଚିତ କାରଣ ସଚୋଟତା ଦ୍ଵାରା କରାଯାଇଥିବା ପରିଶ୍ରମ ବେକାର ହୋଇନଥାଏ।

Leave a Reply

Your email address will not be published. Required fields are marked *