ପବିତ୍ର ସ୍ତ୍ରୀଙ୍କର ଏହି ଲକ୍ଷଣକୁ ଜାଣିଯିବେ ତ ଜୀବନରେ କେବେ ଧୋକା ଖାଇବେ ନାହିଁ, ଥରେ ପଢନ୍ତୁ ନିଶ୍ଚୟ….

ଯେପରିକି ଆପଣ ଜାଣନ୍ତି ଯେ ଆଜିର ସମୟରେ ପ୍ରତ୍ୟେକଙ୍କୁ ବୁଝିପାରିବା ସହଜ ନୁହେଁ ସେଠାରେ ଏକଥା ମଧ୍ୟ ସତ ଯେ ଆଜିକାଲିର ଲୋକମାନେ ଆଗରେ କିଛି ଏବଂ ପଛରେ କିଛି ଭିନ୍ନ ସ୍ଵଭାବର ହୋଇଥାନ୍ତି । ପ୍ରତ୍ୟେକ ବ୍ୟକ୍ତିଙ୍କ ଭିତରେ କିଛି ଗୁଣ ଏବଂ କିଛି ଅବଗୁଣ ରହିଥାଏ ଏବଂ ଠିକ ସେହି ପ୍ରକାର ବିଚାର ମଧ୍ୟ ଭିନ୍ନ ହୋଇଥାଏ ଯେଉଁ କାରଣରୁ ଆମର ଚିନ୍ତନ ଏବଂ ବୁଝିବାର କ୍ଷମତା ମଧ୍ୟ ଭିନ୍ନ ହୋଇଥାଏ କିନ୍ତୁ କଣ ଆପଣଙ୍କୁ ଜଣା ଅଛି ଯେ ଅନେକ ସମୟରେ ଆପଣ ଯେଉଁ କାମ କରନ୍ତି ତାହା ଆପଣଙ୍କୁ ଠିକ ଲାଗେ କିନ୍ତୁ ଅନ୍ୟ କାହାକୁ ଏହା ଠିକ ଲାଗିନଥାଏ। ହଁ ଆଜ୍ଞା ଆପଣଙ୍କୁ ଜଣେଇଦେବୁ ଯେ ଏପରି ଅନେକ ସମୟରେ ହୋଇଥାଏ । ସେଠାରେ କିଛି ଏହି ପ୍ରକାରର ବିଚାର ସହିତ ମଧ୍ୟ ହୋଇଥାଏ ଯାହା ପ୍ରାୟତଃ ଲୋକଙ୍କୁ ପ୍ରଭାବିତ କରିଥାଏ ।
ଭାରତୀୟ ପରିବାର ମାନଙ୍କରେ ନାରୀ ଲକ୍ଷ୍ମୀଙ୍କର ସ୍ୱରୂପ ହୋଇଥାନ୍ତି। ମାଆ ଅନ୍ନପୂର୍ଣ୍ଣା ସେମାନଙ୍କୁ ପୋଷଣର ବରଦାନ ଦେଇଛନ୍ତି । ଏହା ବହୁତ ପୁରାତନ କଥା ଅଟେ ଯେ ଯେଉଁଠାରେ ନାରୀଙ୍କର ପୂଜା କରାଯାଏ ସେଠାରେ ଦେବତା ପ୍ରବାସ କରନ୍ତି। ଯେଉଁ ପ୍ରକାର ମହିଳା ମାନେ କୁଳ ଏବଂ ସମ୍ମାନ ରକ୍ଷା କରିବାର କର୍ମ କରନ୍ତି, ନିଜର ନୈତିକ ଏବଂ ସାମାଜିକ ଆଚାରନ୍ତ କୁ ପବିତ୍ର ରଖନ୍ତି ସେଠାରେ କିଛି ସ୍ତ୍ରୀ ଏପରି ଅଛନ୍ତି ଯେଉଁମାନଙ୍କର କର୍ମ କୁଳର ବିନାଶର କାରଣ ହୋଇଥାଏ। ଏମିତିରେ ଏବେ ଏହା ବଡ ପ୍ରଶ୍ନ ଅଟେ ଯେ କିପରି ଜାଣିହେବ ଯେ କେଉଁ ମହିଳା ପବିତ୍ର ଅଟନ୍ତି ।
ଆଜି ଆମେ ଆପଣଙ୍କୁ ମହିଳାଙ୍କ ବିଷୟରେ କିଛି ବିଶେଷ କଥା ଜଣେଇବାକୁ ଯାଉଛୁ ଯାହାର ଆଧାରରେ ଆମେ ଏହା ସ୍ଥିର କରିପାରିବା ଯେ କେଉଁ ମହିଳା ମାନେ ଅନ୍ୟ ମହିଳାଙ୍କ ଠାରୁ ଭିନ୍ନ ଅଟନ୍ତି ଏବଂ ସେମାନେ ସବୁବେଳେ ନିଜର ସ୍ଵାମୀଙ୍କୁ ପ୍ରେମ କରନ୍ତି , ପର ପୁରୁଷ ବିଷୟରେ ଚିନ୍ତା ମଧ୍ୟ କରନ୍ତି ନାହିଁ । ଏଥିପାଇଁ ଆଜି ଆମେ ଆପଣଙ୍କୁ ପବିତ୍ର ଏବଂ ପ୍ରତୀବ୍ରତା ସ୍ତ୍ରୀ ଙ୍କର କିଛି ଲକ୍ଷଣ ବିଷୟରେ ଜଣେଇବୁ । ଯେଉଁ ମାନେ କେବେ ମଧ୍ୟ ନିଜର ସ୍ଵାମୀଙ୍କୁ ଧୋକା ଦେଇପାରିବେ ନାହିଁ ।
ଲକ୍ଷଣ: ସର୍ବପ୍ରଥମେ ତ ଆପଣଙ୍କୁ ଜଣେଇ ଦେବୁ ଯେ ଯେଉଁ ଝିଅଙ୍କର ଶରୀର ଉପରେ ଅଳ୍ପ ଅଳ୍ପ ରୁମ ଥାଏ ସେମାନେ ସବୁବେଳେ ନିଜର ସ୍ଵାମୀଙ୍କ ନିମନ୍ତେ ସଚ୍ଚୋଟ ହୋଇଥାନ୍ତି। ଏତିକି ନୁହେଁ ଏମାନେ ସବୁବେଳେ ନିଜର ସ୍ଵାମୀଙ୍କ ନିମନ୍ତେ ସମର୍ପିତ ରହନ୍ତି। ଏମାନେ ନିଜର ସ୍ଵାମୀଙ୍କୁ ସଚ୍ଚା ପ୍ରେମ କରନ୍ତି। ଏହା ବ୍ୟତିତ ଏହା ମଧ୍ୟ ମାନ୍ୟତା ଅଛି ଯେ ଏହି ମହିଳାମାନେ ସମସ୍ତଙ୍କ ବିଷୟରେ ଉତ୍ତମ ଚିନ୍ତନ କରନ୍ତି। ଏମାନଙ୍କର ହୃଦୟ ସର୍ବଦା ନିର୍ମଳ ଥାଏ । ଏହା ସହିତ ଏହି ଝିଅମାନେ ବହୁତ ସଂସ୍କରି ହୋଇଥାନ୍ତି ।
ଜଣେଇଦେବୁ ଯେ କାହାର ମଧ୍ୟ ସ୍ତ୍ରୀଙ୍କର ମସ୍ତିସ୍କ କିମ୍ବା ମୁଣ୍ଡରେ ତିଳ ଥାଏ ସେମାନେ ତୀବ୍ର ବୁଦ୍ଧି ଏବଂ ଉଚ୍ଚ ଆତ୍ମବିଶ୍ଵାସ ବାଲା ମଣିଷ ହୋଇଥାନ୍ତି । ଏଭଳି ସ୍ତ୍ରୀଙ୍କ ଠାରେ ମାତା ସୀତାଙ୍କର ଗୁଣ ବିଦ୍ୟମାନ ହୋଇଥାଏ। ଏମାନଙ୍କର ହୃଦୟ ବହୁତ ବିଶାଳ ହୋଇଥାଏ ଏବଂ ଏମାନେ ନିଜ ଘର ପରିବାରର ସଙ୍କସରକୁ କେବେ ଭୁଲନ୍ତି ନାହିଁ । ନିଜର ସ୍ଵାମୀଙ୍କୁ ସଚ୍ଚା ପ୍ରେମ କରନ୍ତି ଏବଂ ନିଜର ସ୍ଵାମୀଙ୍କର ସମସ୍ତ କାର୍ଯ୍ୟରେ ତାଙ୍କର ସହାୟତା କରନ୍ତି ।
ଯେଉଁ ସ୍ତ୍ରୀ ମାନଙ୍କର ମୁହଁରେ ଅଳ୍ପ କେଶ ଥାଏ ସେମାନେ ନିଜର ଧର୍ମ ଏବଂ ଦାନ ପୂଣ୍ୟରେ ବିଶ୍ବାସ ରଖନ୍ତି। ଏମାନଙ୍କ ହୃଦୟରେ ସ୍ଵାମୀଙ୍କ ନିମନ୍ତେ ସବୁବେଳେ ପ୍ରେମ ରହିଥାଏ ଏବଂ ନିଜର ସ୍ଵାମୀଙ୍କୁ ସବୁବେଳେ ଖୁସିରେ ରଖନ୍ତି। ଏତିକି ନୁହେଁ ଏମାନଙ୍କ ଦ୍ଵାରା ଏମାନଙ୍କର ପୁରା ପରିବାର ମଧ୍ୟ ଖୁସିରେ ରହନ୍ତି ।