October 18, 2024

Odia Express

Here, There and Everywhere

ଦାରିଦ୍ରତାରେ କାର୍ ରେ ବଞ୍ଚିକରି ଜୀବନ ବିତାଉଥିଲେ ବୃଦ୍ଧ ଶିକ୍ଷକ, ଯେବେ ଛାତ୍ର ଦେଖିଲେ ତେବେ ଏମିତି Change ହେଇଗଲା Master ଙ୍କ ଜୀବନ

ଯେପରି ଆମେ ସମସ୍ତେ ଜାଣିଛନ୍ତି କି ଗତ ୧ ବର୍ଷରେ କୋରନା ମହାମାରୀ ଦେଶ ଓ ଦୁନିଆଁକୁ ପୁରା ଅସ୍ତବ୍ୟସ୍ତ କରିଦେଇଛି, ଏଥିରୁ ବଞ୍ଚାଇବା ପାଇଁ ଲକ୍ ଡାଉନ୍ ଘୋଷଣା କରାଯାଇଛି, ଏହି ଲକ୍ ଡାଉନ୍ ରେ ବହୁତ ଲୋକଙ୍କର ଜୀବନ ନଷ୍ଟ ହୋଇଯାଇଛି, ଓ ପୁରା ଦେଶର ଅର୍ଥବ୍ୟବସ୍ଥା ପୁରା ବିଗିଡିଯାଇଛି, ବହୁ ଲୋକ ବେଘର ହୋଇସାରିଛନ୍ତି, ଏହାର ଏକ ଉଦାହରଣ ଏବେ ଦେଖିବାକୁ ମିଳିଥିଲା ଯେଉଁଠି କାର୍ଲିଫର୍ଣ୍ଣିଆର ଜୋସ୍ ନାମକ ଜଣେ ଶିକ୍ଷକ କୋରନା କାଳ ଭାରିପଡିଲା, ଲକ୍ ଡାଉନ୍ ରେ ଲୋକଙ୍କର ଜୀବନ କିଛି ଏପରି ଅସ୍ତବ୍ୟସ୍ତ ହୋଇଗଲା କି ତାଙ୍କ ପାଖରେ ପଇସା କମାଇବାପାଇଁ କିଛି ଚାକିରି ରହିଲା ନାହିଁ ଓ ନା ହିଁ ରହିବା ପାଇଁ ଘର, ଦାରିଦ୍ରତା ଯୋଗୁଁ ଏହି ପ୍ରକାରର ଅସୁବିଧା ହେଲା କି ସେ ନିଜ କାର୍ ରେ ରହିବାକୁ ବାଧ୍ୟ ହୋଇଥିଲେ

ଜୋସ୍ କହନ୍ତି କି ତାଙ୍କ ପାଖରେ ଯେତେ ବି ପଇସା ଥିଲା ସେ ନିଜ ଘର ପାଇଁ ଖର୍ଚ୍ଚ କରିଦେଇଥିଲେ, ଏମିତିରେ ତାଙ୍କ ପାଖରେ କିଛି ପଇସା ବି ନଥିଲା । ଜୋସ୍ କହିଲେ କି ଯେବେ କୋରନା ମହାମାରୀକୁ ନେଇ ଲକଡାଉନ୍ ଲାଗିଲା ତେବେ ସହରର ସବୁ ସ୍କୁଲ୍ ବନ୍ଦ୍ କରିଦିଆଗଲା, ଏମିତିରେ ଆର୍ଥିକ ଅସୁବିଧାକୁ ନେଇ ତାଙ୍କ ଉପରେ କରଜ ଭାର ଅଧିକା ହୋଇଗଲା, ଏକ ଶିକ୍ଷକଙ୍କୁ ବିଦ୍ୟାର୍ଥିର୍ ଜିବନ ବନାଇବା ବାଲା ଗୁରୁ କୁହାଯାଏ, କିନ୍ତୁ ଏମିତି ପ୍ରଥମଥର୍ ହେଲା କି ଯେବେ ଜଣେ ବିଦ୍ୟାର୍ଥୀ ନିଜ ଗୁରୁଙ୍କ ଜୀବନକୁ ଠିକ୍ କରିଦେଇଥିଲା ହଁ ଆଜ୍ଞା ଆର୍ଥିକ ଅସୁବିଧାରେ କାଟୁଥିବା ଏହି ଶିକ୍ଷକଙ୍କ୍ ଜୀବନକୁ ସୁଧାରିବାପାଇଁ ତାଙ୍କ ଛାତ୍ର୍ ଷ୍ଟିଭେନ୍ ବହୁତ ସାହାଯ୍ୟ କରିଥିଲେ ।

ପିପୁଲ୍ ଡଟ୍ କମ୍ ରେ ଲେଖାହୋଇଥିବା ଏକ ରିପୋର୍ଟ ଅନୁସାରେ ଷ୍ଟିଭେନ୍ ନାମକ ଏକ ଛାତ୍ର ନିଜ ଗୁରୁ ଜୋସ୍ ଙ୍କୁ ସାହାଯ୍ୟ କରିଥିଲେ ଷ୍ଟିଭେନ୍ ଙ୍କ ଅନୁସାରେ ଯେବେ ସେ ଘର ବାହାର କାମ କରିବାକୁ ଗଲେ ତେବେ ଶିକ୍ଷକଙ୍କୁ ବାହାରେ ଠିଆ ହୋଇଥିବ୍ କାର୍ ରେ ଦେଖିଲେ ତେବେ ସେ ନିଜ ଗୁରୁଙ୍କ ପାଇଁ କିଛି ନା କିଛି କରିବାକୁ ନିଷ୍ପତ୍ତି ନେଲେ ଷ୍ଟିଭେନ୍ ଏକ ଫଣ୍ତରାଇଜିଙ୍ଗ୍ ଏକାଉଣ୍ଟ୍ କରାଇଲେ ଓ ଏକାଠି ପଇସାକୁ ରଖିବାକୁ କାମ ଆରମ୍ଭ କରିଦେଲେ ।

ଷ୍ଟିଭେନ୍ ମିଡିଆ ସହ କଥାବାର୍ତ୍ତାରେ କହିଲେ କି ତାଙ୍କ ପ୍ରାରମ୍ଭିକ ଲକ୍ଷ୍ୟ ୫ହଜାର ଡଲାର୍ ଏକାଠି କରିବାର ଥିଲା କିନ୍ତୁ ଲୋକେ ଏହି ଫଣ୍ତରାଇଜିଙ୍ଗ୍ ରୁ ବହୁତ ସକରାତ୍ମକ ପ୍ରଭାବ ପକାଇଲା, ଓ ତାଙ୍କୁ ୬ ଗୁଣା ପଇସା ମିଳିଲା , ଏହାପରେ ଯେବେ ଗତ ଗୁରୁବାରକୁ ଜୋସ୍ ଙ୍କ ୭୭ ତମ ଜନ୍ମଦିନ ଆସିଲା ତେବେ ସେ ସ୍ୱପ୍ନରେ ଭାବିନଥିଲେ କି ଷ୍ଟିଭେନ୍ ଙ୍କ ତରଫରୁ ତାଙ୍କୁ ଏକ ବଡ୍ ଗିଫ୍ଟ ମିଳିବ ବୋଲି, ଷ୍ଟିଭେନ୍ ନିଜ ଗୁରୁ ଜୋସ୍ ଙ୍କୁ ଜନ୍ମଦିନ ଶୁଭେଚ୍ଛା ଦେଲେ, ଓ ଗିଫ୍ଟ୍ ହିସାବରେ ୨୭ ହଜାରର ଡଲାରର ଏକ ଚେକ୍ ଦେଇଥିଲେ ।

ସେମିତି ଏହି ବିଷୟରେ ଜୋସ୍ କହନ୍ତି କି ଏବେ ତାଙ୍କୁ ବିଶ୍ୱାସ ହେଉନାହିଁ କି ଷ୍ଟିଭେନ୍ ତାଙ୍କ ପାଇଁ ଏମିତି କରିଛନ୍ତି, ଏହା ସତରେ ଏକ ଚକିତ କଲାଭଳି କାର୍ଯ୍ୟ ଥିଲା । ଜୋସ୍ କହିଲେ କି ମୁଁ ଏମିତି ସରପ୍ରାଇଜ୍ ବିଷୟରେ ସ୍ୱପ୍ନରେ ଭାବିନଥିଲି, ଯେବେ କି ଷ୍ଟିଭେନ୍ ଙ୍କ ଅନୁସାରେ ନିଜ ଗୁରୁଙ୍କ୍ ସାହାଯ୍ୟ କରିବାପାଇଁ ତାଙ୍କୁ କେଉଁ ସମ୍ମାନରୁ କମ୍ ନଥିଲା, ଗୁରୁ ଛୁଆଙ୍କ ଜୀବନକୁ ଭଲ କରିବାରେ ସାହାଯ୍ୟ କରନ୍ତି, ଓ ନିସ୍ୱାର୍ଥ ଭାବରେ କାମ କରନ୍ତି , ଏମିତିରେ ଛୁଆଙ୍କର୍ ବି ଏହା ଫର୍ଜ ରୁହେ କି ସେ ନିଜ ଗୁରୁଙ୍କୁ ବୁଝନ୍ତୁ, ଓ ତାଙ୍କ ସାହାଯ୍ୟ କରିବା ନିଜ କର୍ତ୍ତବ୍ୟ ବୋଲି ଭାବନ୍ତୁ ।

Leave a Reply

Your email address will not be published. Required fields are marked *