October 24, 2024

Odia Express

Here, There and Everywhere

ନିଜ ସ୍ତ୍ରୀ ଓ ଛୁଆଙ୍କୁ ଛାଡି ନିଜ ଝିଅ ବୟସର ଝିଅକୁ Prakash Raj କରିଥିଲେ ବିବାହ, ଦେଖନ୍ତୁ ତାଙ୍କ ଫ୍ୟାମିଲି ଫଟୋ

ବଲିଉଡ୍ ସହ ସାଉଥ୍ ଫିଲ୍ମରେ ଭିଲେନ୍ ରୋଲ୍ ନିଭାଉଥିବା ଅଭିନେତା ପ୍ରକାଶ ରାଜ୍ ନିଜ ଅଲଗା ପରିଚୟ ବନାଇନେଇଥିଲେ, ସେ ଅଧିକାଂଶ ଫିଲ୍ମରେ ଭିଲେନ୍ ରୋଲ୍ ନିଭାଇଥିଲେ, ଯାହାର୍ କାରଣରୁ ଇଣ୍ତଷ୍ଟ୍ରିରେ ଦମଦାର୍ ଭିଲେନ୍ ରୋଲ୍ ରେ ଜଣାଯାଆନ୍ତି, ସେ ନିଜ କ୍ୟାରିୟରର ଆରମ୍ଭରୁ ଗୋଟେ ଥିଏଟରରେ ଅଭିନୟ କରିଥିଲେ, କିନ୍ତୁ ପରେ ପ୍ରକାଶ ରାଜ୍ ନିଜ ଜବରଦସ୍ତ ଲୁକ୍ ଓ ଅଭିନୟର ବଳରେ ଏକ ଅଲଗା ସଫଳତା ହାସିଲ୍ କରିଥିଲେ, ଆଜି ସେ ଲକ୍ଷାଧିକ ଫ୍ୟାନ୍ସଙ୍କ ହୃଦୟରେ ରାଜ୍ କରନ୍ତି ।

ପ୍ରକାଶ ରାଜଙ୍କ କ୍ୟାରିୟର ଉପରେ ନଜର ପକାଇଲେ ସେ ସିଙ୍ଘମ୍, ହିରୋପନ୍ତି, ଜଞ୍ଜିର୍, ପୋଲିସଗିରି, ଓ ଦବଙ୍ଗ ୨ ପରି ହିଟ୍ ମୁଭିଜ୍ ରେ ଦମଦାର୍ ଭିଲେନ୍ ରୋଲ୍ ନିଭାଇଥିଲେ , ତାଙ୍କର କହିବାର ଅନ୍ଦାଜ ଫ୍ୟାନଙ୍କ ପସନ୍ଦ ଆସିଥାଏ, ଆପଣଙ୍କୁ କହିଦେବୁ କି ପ୍ରକାଶ ରାଜ୍ ୨୦୦୯ ରେ ସଲମାନ୍ ଖାନ୍ ଙ୍କ ସୁପରହିଟ୍ ଫିଲ୍ମ ୱାଣ୍ତେଡ୍ ଦ୍ୱାରା ବଲିଉଡ୍ ରେ ନିଜ ସଫଳ ଡେବ୍ୟୁ କରିଥିଲେ, ସେ ବଲିଉଡ୍ ରୁ ସେମିତି ପରିଚୟ ବନାଇଦେଇଥିଲେ ।

ଜଣାଇଦେବୁ କି ଅଧିକା ସଫଳତାପାଇଥିବା ଅଭିନେତା ବି ନିଜ ଜୀବନରେ କେବେ ପରଫେକ୍ଟ ହୋଇନଥାଏ, ସମସ୍ତଙ୍କୁ ନିଜ ଜୀବନରେ କିଛି ଉତଥାନ ପତନ ଦେଇ ଗତିକରିବାକୁ ପଡିଥାଏ, ଠିକ୍ ସେମିତି ନିଜ ପରିଚୟକୁ ଅଲଗା ଶିଖରରେ ପହଞ୍ଚାଇବାପରେ ପ୍ରକାଶ ରାଜ୍ ଙ୍କ ପର୍ସନାଲ୍ ଲାଇଫ୍ ବହୁତ ଚୁନୋତିପୁର୍ଣ୍ଣ ହୋଇଥିଲା, ୧୯୯୪ ରେ ପ୍ରକାଶ ରାଓ ତାମିଲ୍ ଓ ଅଭିନେତ୍ରୀ ଲଳିତା କୁମାରୀ ସହ ବିବାହ କରିଥିଲେ, ଏହି ଦୁହେଁଙ୍କ ଏହି ବିବାହରୁ ତିନୋଟିଛୁଆ ହୋଇଥିଲା, ଯେଉଁଠି ତାଙ୍କର ଦୁଇଟି ଝିଅ ମେଘା ଓ ପୁଜାଙ୍କ ସହ ପୁଅ ସିନ୍ଧୁ ସାମିଲ୍ ଅଛି ।

ଏମାନଙ୍କ ବୈବାହିକ ଜୀବନରେ ସବୁ କିଛି ଠିକ୍ ଚାଲୁଥିଲା କିନ୍ତୁ ୨୦୦୪ ରେ ଯେବେ ସିନ୍ଧୁ କେବଳ ୫ ବର୍ଷର ଥିଲା ତେବେ ତାର ନିଧନ ହୋଇଗଲା, ନିଧନ ପରେ ରାଜ୍ ପୁରା ଭାଙ୍ଗିପଡିଲେ ଯାହାର କାରଣରୁ ତାଙ୍କର ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ କିଛିଟା ପରିବର୍ତ୍ତନ ଦେଖାଯାଇଥିଲା, ଯେପରି ସେପରି ସମୟ ବିତିବାକୁ ଲାଗିଲା ଏହି ଦୁହେଁଙ୍କ ସଂମ୍ପର୍କରେ ଦୁରତା ହୋଇଗଲା, ଏହାପରେ ପ୍ରକାଶ ଓ ଲଳିତା ଦୁହେଁ ସଂମ୍ପର୍କକୁ ବଞ୍ଚାଇବାକୁ ବହୁତ ପ୍ରୟାସ କଲେ କିନ୍ତୁ ୨୦୦୯ ରେ ଦୁହେଁ ପରସ୍ପରକୁ ଛାଡପତ୍ର ଦେଇଥିଲେ ।

ପ୍ରଥମ ସ୍ତ୍ରିକୁ ଛାଡପତ୍ର ଦେବାପରେ ପ୍ରକାଶ ୨୦୧୦ ରେ ପୋନି ବର୍ମାଙ୍କୁ ଦ୍ୱିତୀୟ ବିବାହ କରିନେଲେ, ଏହି ବିବାହର ଖାସ୍ କଥା ଏହା କି ପୋନି ବର୍ମା ଫିଲ୍ମ ଇଣ୍ତଷ୍ଟ୍ରିରେ କୋରିଓଗ୍ରାଫର୍ ଭାବେ ଜଣାଯାଉଥିଲେ, ସେମିତି ଏମାନଙ୍କ ବୟସ କହିବାକୁ ଗଲେ ଦୁହେଁଙ୍କବୟସରେ ୧୨ ବର୍ଷର ଅନ୍ତର ଅଛି, ପୋନି ବର୍ମା ପ୍ରକାଶରାଜ ଙ୍କ ଠାରୁ ୧୨ ବର୍ଷର ଛୋଟ ଅଛନ୍ତି, ଏବେତାଙ୍କର ଗୋଟିଏ ପୁଅ ଅଛି ଯାହାର ନାଁ ବେଦାନ୍ତ ଅଟେ, ନିଜ ନୁଆ ଫ୍ୟାମିଲି ସହ ପ୍ରକାଶ ରାଜ୍ ଏକ ପରଫେକ୍ଟ ଲାଇଫ୍ କଟାଉଛନ୍ତି ।

Leave a Reply

Your email address will not be published. Required fields are marked *