October 26, 2024

Odia Express

Here, There and Everywhere

ଆଇଏଏସ୍ ଇଣ୍ଟରଭ୍ୟୁରେ ପ୍ରଶ୍ନ- ଏମିତି କେଉଁ ପକ୍ଷୀ ଅଛି ଯିଏ ମାଟିରେ କେବେ ପାଦ ରଖେ ନାହିଁ ?Perfect ଉତ୍ତର 80 ପ୍ରତିଶତ ଲୋକ ଦେଇ ପାରିବେ ନାହିଁ

1 min read

ଆଇଏଏସ୍ କିମ୍ବା ଆଇପିଏସ୍ ହେବାପାଇଁ ଆମ ଦେଶର ଯୁବାଙ୍କ ମଧ୍ୟରେ ଏକ ଅଲଗା କ୍ରେଜ୍ ଦେଖିବାକୁ ମିଳିଯାଏ , ଓ ନିଜ ଏହି ସ୍ୱପ୍ନକୁ ସାକାର୍ କରିବାପାଇଁ ସବୁ ବର୍ଷ ଲକ୍ଷାଧିକ ସଂଖ୍ୟାରେ ଯୁବା ୟୁପିଏସସି ସିଭିଲ୍ ସେବା ପରୀକ୍ଷାରେ ସାମିଲ୍ ହୋଇଥାନ୍ତି, ଓ ଏହା ୩ ଟି ଚରଣରେ ହୋଇଥାଏ, ଏହି ପରୀକ୍ଷାର ଇଣ୍ଟରଭ୍ୟୁ ରାଉଣ୍ତ ସବୁଠାରୁ ଅଧିକା ଚର୍ଚ୍ଚାରେ ରହିଥାଏ, ଏହି ଇଣ୍ଟରଭ୍ୟୁରେ ଏମିତି ବହୁତ ଟ୍ରିକି ପ୍ରଶ୍ନ ପଚାରାଯାଇଥାଏ ଓ ଆଜି ଆମେ ଆପଣଙ୍କୁ ଏମିତି କିଛି ମହତ୍ତ୍ୱପୁର୍ଣ୍ଣ ପ୍ରଶ୍ନଗୁଡିକ ନେଇକରି ଆସିଛୁ, ଯାହାକି ଆପଣଙ୍କ ୟୁପିଏସସି ପରୀକ୍ଷାରେ ବହୁତ କାମରେ ଆସିବ । ଆସନ୍ତୁ ପକାଇବା ତାଉପରେ ନଜର

୧) ବିଶ୍ୱ ବ୍ୟାଙ୍କ୍ ସମୁହର ବର୍ତ୍ତମାନ ପ୍ରମୁଖ କିଏ ଅଛନ୍ତି ? ଉତ୍ତର- ଡେଭିଡ୍ ମାଲପାସର ବର୍ତ୍ତମାନ ପ୍ରମୁଖ ଅଛନ୍ତି ।

୨) ବର୍ତ୍ତମାନ ଭାରତରେ ସାର୍ବଜନିକ କ୍ଷେତ୍ରରେ କେତୋଟି ବ୍ୟାଙ୍କ୍ ଅଛି ? ଉତ୍ତର- ଏବେ ୧୨ ଟି ଅଛି ପୁର୍ବରୁ ୨୭ ଟି ଥିଲା ।

୩) ଆମ ଶରୀରରେ ଅନୈତିକ କାର୍ଯ୍ୟ କୁ କାହାଦ୍ୱାରା ନିୟନ୍ତ୍ରିତ କରାଯାଏ ? ଉତ୍ତର- ମେଡୁଲା ଇନ୍ ହିନ୍ଦବ୍ରେନ୍ ଆମ ଶରୀରର ଅନୈତିକ କାର୍ଯ୍ୟକୁ ନିୟନ୍ତ୍ରିତକରିଥାଏ ।

୪) ହାଇୱେ ଓ ଏକ୍ସପ୍ରେସ୍ ରେ କଣ ଅନ୍ତର ଅଛି ? ଉତ୍ତର- ହାଇୱେ ଓ ଏକ୍ସପ୍ରେସ୍ ରେ ବହୁତ ଅନ୍ତର ଅଛି, ହାଇୱେ ରେ ୧୦୦ କିମି ପ୍ରତିଘଣ୍ଟାର ସ୍ପିଡ୍ ଅଛି, ଏକ୍ସପ୍ରେସ୍ ରେ ୧୨୦ ପର୍ଯ୍ୟନ୍ତ ସ୍ପିଡ୍ ହୋଇଥାଏ, ହାଇୱେରେ ବହୁତ୍ ରାଜ୍ୟ ଯୋଡି ହୋଇଥାଏ, କିନ୍ତୁ ଯେବେ କି ଏକ୍ସପ୍ରେସ୍ ଦୁଇଟି ସ୍ଥାନକୁ ଯୋଡିଥାଏ ।

୫) ସୁର୍ଯ୍ୟଙ୍କ ପ୍ରକାଶ ସହାୟତାରେ ଶରୀରରେ କେଉଁ ଭିଟାମିନ୍ ନିର୍ମାଣ ହୋଇଥାଏ ? ଉତ୍ତର- ଭିଟାମିନ୍ ଏ

୬) କେଉଁ ସାଗରରେ ଗୋଟେ ବି ମାଛ ମିଳେ ନାହିଁ ? ଉତ୍ତର- ମୃତସାଗରରେ ଏହା ଜୋର୍ଡାନ୍ ଓ ଇଜରାଇଲ୍ ମଧ୍ୟରେ ଅଛି ।

୭) ଭାରତର ସ୍ୱଦେଶ ନିର୍ମିତ ଦ୍ୱିତୀୟ ପିଢିର ପ୍ରଥମ ଉପଗ୍ରହ କେଉଁଟାଅଟେ ? ଉତ୍ତର- ଇନସେଟ୍ -୨ଏ

୮) ଭାରତୀୟ ନୋଟ୍ ରେ ଗାନ୍ଧୀଜୀଙ୍କ ଫଟୋ କେଉଁ ବର୍ଷରୁ ଆସିଥିଲା ? ଉତ୍ତର୍- ୧୯୯୬ ରେ

୯) ରଣଜୀତ୍ ସାଗର ବନ୍ଧ କେଉଁ ନଦୀରେ ଅଛି ?ଉତ୍ତର- ରାବି ନଦୀରେ

୧୦) ଭାରତର ସ୍ୱତନ୍ତ୍ରତା ସମୟରେ କଂଗ୍ରେସର ଅଧ୍ୟକ୍ଷ୍ୟ କିଏ ଥିଲେ ? ଉତ୍ତର- ଜେବି କୃପଲାନି

୧୧) କେଉଁ ଦେଶକୁ ସୁନାର ଓ ହିରାର ଦେଶ କୁହାଯାଏ ? ଉତ୍ତର- ଦକ୍ଷିଣ ଆଫ୍ରିକାକୁ

୧୨) ରବିବାରର ଛୁଟି କେବେ ଆରମ୍ଭ ହୋଇଥିଲା ? ଉତ୍ତର- ୧୮୪୩ ରେ

୧୩) ସବୁଠାରୁ ଅଧିକା ବେଗରେ ବଢୁଥିବା ଗଛ୍ କେଉଁଟା ଅଟେ ? ଉତ୍ତର- ବାଉଁଶର ଗଛ

୧୪) କେଉଁ ଦେଶରେ ଲିଖିତ ସଂବିଧାନ ନାହିଁ ? ଉତ୍ତର- ବ୍ରିଟେନ୍

୧୫) କେଉଁ ମୋଗଲ୍ ବାଦଶାହ ଇଂରେଜଙ୍କୁ ଇଷ୍ଟ ଇଣ୍ତିଆ କମ୍ପାନୀ ସୁରତରେ କାରାଖାନା ଲଗାଇବାର ଅନୁମତି ଦେଇଥିଲେ ? ଉତ୍ତର- ମୋଗଲ୍ ବାଦଶାହ୍ ଜାହାଙ୍ଗୀର ଏହାର ଅନୁମତି ୧୬୧୩ ଇସବିରେ ଇଂରେଜଙ୍କୁ ଦେଇଥିଲେ ।

୧୬) ଇଣ୍ଟରନେଟ୍ ରେ ଜନଗଣନା କରୁଥିବା ବିଶ୍ୱର ପ୍ରଥମ ଦେଶ କିଏ ? ଉତ୍ତର- ସିଙ୍ଗାପୁର ସେଠାକାର ଲୋକ, ଇଣ୍ଟରନେଟ୍, ଟେଲିଫୋନ୍ କିମ୍ବା ଆମ୍ନାସାମ୍ନାରେ ସାକ୍ଷାତକାର କରି ନିଜ ଜନଗଣନା ରିଟର୍ଣ୍ଣ ଜମା କରିବାର ବିକଳ୍ପ ଦିଆଯାଏ

୧୭) ଭାରତକୁ ଆସୁଥିବା ସାଗରିୟ ମାର୍ଗ ଖୋଜ୍ କିଏ କରିଥିଲେ ? ଉତ୍ତର- ବାସ୍କୋଡାଗାମା

୧୮) ସ୍ୱେଜ ସହର ଖୋଲିବାରୁ କେଉଁ ଦୁଇଟି ମହାଦ୍ୱିପ ଙ୍କ ମଧ୍ୟରେ ମାର୍ଗ ଛୋଟହୋଇଗଲା ? ଉତ୍ତର –ୟୁରୋପରୁ ଏଇସିଆ ଓ ପୁର୍ବ ଆଫ୍ରିକାମହାଦ୍ୱିପ ।

୧୯) ଭାରତୀୟ ବାୟୁସେନାରେ କମିଶନଡ୍ ଅଧିକାରୀ ସବୁଠାରୁ ଛୋଟପଦ କେଉଁଟା ହୋଇଥାଏ ? ଉତ୍ତର- ପାଇଲଟ୍ ଅଫିସର୍

୨୦) ଏମିତି କେଉଁ ପକ୍ଷୀ ଅଛି ଯିଏ ମାଟିରେ କେବେ ପାଦ ରଖେ ନାହିଁ ଓ କେଉଁଠି ତାହା ମିଳିଥାଏ ?ଉତ୍ତର –ହରିୟଲ୍ ନାମକ ଏକ ପକ୍ଷୀ ଅଛି ଯିଏ ଭାରତରେ ଦେଖିବାକୁ ମିଳେ ।

Leave a Reply

Your email address will not be published. Required fields are marked *