October 19, 2024

Odia Express

Here, There and Everywhere

ଫେସବୁକ୍ ଫ୍ରେଣ୍ତରୁ ଦେଖାକରିବାକୁ ରୁଷ୍ ରୁ Rajastan ପହଞ୍ଚିଲେ ଏହି ଝିଅ, ନିଜେ ବନାଇକରି ଖୁଆଇଲେ ମକାରେ ତିଆରି ରୁଟି

ସେମିତି ସୋସିଆଲ୍ ମିଡିଆରେ ବହୁତ ଲୋକଙ୍କ ଜୀବନକୁ ବଦଳାଇ ରଖିଦେଉଛି, କିନ୍ତୁ ଏବେ ସେହି ଲୋକଙ୍କର ମଧ୍ୟରେ କହ୍ନେୟା କୁମାରଙ୍କ ନାଁ ବି ଯୋଡା ଯାଇସାରିଛି, ଏବେ ଆପଣ ଭାବୁଥିବେ କି ଏହି କହ୍ନେୟା ଲାଲ୍ କିଏ? ତେବେ ଆମେ ଆପଣଙ୍କୁ କହିଦେବୁ କି କହ୍ନେୟା ଲାଲ୍ ଅନାସ୍ତାର ଫ୍ରେଣ୍ତ ଅଟେ, ଆପଣଙ୍କୁ ଅଧିକା କନଫ୍ୟୁଜ୍ ହେବା ଦରକାର ନାହିଁ । କାରଣ ଯେବେ ଆପଣ ପୁରା କାହାଣୀ ପଢିବେ ତେବେ ଆପଣଙ୍କୁ ସବୁ କଥା ଆରାମରେ ବୁଝାପଡିଯିବ, ଏବେ ଆପଣ କେବଳ ଏତିକି ଜାଣିନିଅନ୍ତୁ କି ନିଜ ଫେସବୁକ୍ ଫ୍ରେଣ୍ତକୁ ଦେଖାକରିବାକୁ ଆସିଥିବା ଅନାସ୍ତା ରାଜସ୍ଥାନରେ ପହଞ୍ଚିଗଲା, ଓ ନିଜେ ମକାର ରୁଟି ତିଆରି କରି ଖୁଆଇଲା, ଏହି କଥା ଅନାସ୍ତା ନାମକ ଏକ ଝିଅର ଅଟେ ଯିଏକି ରୁଷ୍ ର ବାସିନ୍ଦା ଅଟେ, ସେ ନିଜ ବନ୍ଧୁ ଫେସବୁକ୍ ଦ୍ୱାରା ରାଜସ୍ଥାନରେ ରହୁଥିବା ପୁଅ କହ୍ନେୟା ଲାଲ୍ ସହ ବନ୍ଧୁତା ହେଲା ।

ଏଠାରେ ଧ୍ୟାନ ଦେବା ବାଲା କଥା ଏହା କି ଯେ ଏହି ଦୁହେଁ ଭଲ ବନ୍ଧୁ ହୋଇଗଲେ, ଅନାସ୍ତା ୪୬୦୦ କିଲୋମିଟର ରାସ୍ତା କରି ନିଜ ବନ୍ଧୁ କହ୍ନେୟା ଲାଲ୍ ଙ୍କ ଘରେ ପହଞ୍ଚିଗଲେ, ଶନିବାର ରାତିକୁ ଅନାସ୍ତା ଓ ତାର ନେଦର ଲ୍ୟାଣ୍ତର ଆଠଜଣ ସାଙ୍ଗ ଭାରତ ଯାତ୍ରାରେ ବାହାରିଥିଲେ, ଏହି ସମୟରେ ସବୁ ଲୋକ କହ୍ନେୟା ଲାଲ୍ ଘରେ ପହଞ୍ଚିଗଲେ, କହିଦେବୁ କି କହ୍ନେୟା ସହ ଦେଖାକରିବାକୁ ଅନାସ୍ତା ଗାଡିରେ ନିଜ ସାଙ୍ଗଙ୍କ ସହ ପ୍ରଥମେ ଚିତୋଡଗଡ ଜିଲ୍ଲାର ମୁଖ୍ୟାଳୟରେ ପହଞ୍ଚିଲେ, ଓ ସେଠାରୁ ୧୦ କିମି ରାସ୍ତା ଅତିକ୍ରମ କରି ସେହି ଗାଁରେ ପହଞ୍ଚିଲେ, ଯେଉଁଠି କହ୍ନେୟା ଲାଲ୍ ଥିଲେ, କହ୍ନେୟା ଓ ତାଙ୍କ ଗାଁର ଲୋକେ ବହୁତ ଆଦର ସହ ତାଙ୍କୁ ସ୍ୱାଗତକଲେ, ଏହା ସହ ସବୁ ବିଦେଶୀ ଅତିଥି ମିଶିକରି କହ୍ନେୟାଙ୍କ ଘରର ଚୁହ୍ଲାରୁ ମକାର ରୁଟି ଖାଇଲେ ।

ଏହାପରେ ଆଗାମୀ ଦିନ ସବୁ ମିଶିକରି ପୁରା ଗାଁକୁ ବୁଲିକରି ଦେଖିଲେ , ଓ କ୍ଷେତ ଜଙ୍ଗଲ ସବୁ ବୁଲିଲେ, ହଁ ସବୁ ବିଦେଶୀ ଅତିଥି ମାନେ ଗାଁର ଛୁଆଙ୍କ ସହ କଥାବାର୍ତ୍ତା ବି ହେଲେ, ମାନେ ଯଦି ଆମେ ସିଧା ଶବ୍ଦରେ କହିବା ତେବେ ଅନାସ୍ତା ଓ ତାଙ୍କ ସାଙ୍ଗ କହ୍ନେୟା ଲାଲ୍ ପରିବାର ଲୋକେ ମିଶିକରି ସେ ବହୁତ ଖୁସି ଅଛନ୍ତି, ଏହା ସହ ରୁଷ୍ ର ଝିଅ ଗାଁର ମହିଳାଙ୍କ ସହ ମିଶିକରି ମକାର ରୁଟି ବି ବନାଇଲେ, କହିଦେବୁ କି କହ୍ନେୟା ଫେସବୁକ୍ ରେ ଅନାସ୍ତା ପରିବାର ଓ ବନ୍ଧୁଙ୍କ ବିଷୟରେ ସବୁ କିଛି କହିଥିଲେ, ଯାହାର କାରଣରୁ ଅନାସ୍ତା ଏହି ସମସ୍ତଙ୍କ ସହ ଦେଖାକରିବାକୁ ବହୁତ ଆଗ୍ରହ କରୁଥିଲେ ।

ଏହି ବିଷୟରେ କଥାବାର୍ତ୍ତାରେ କହ୍ନେୟା କହିଲେ କି ସବୁ ବହୁତ ଖୁସି ଅଛୁ, ଏଠାରେ ସେ ଆସିଗଲେ, ସେ ଗାଁର ବାତାବରଣକ୍ ବହୁତ ପସନ୍ଦ ବି କଲେ, ଏବେ ନିଜ ଫେସବୁକ୍ ଫ୍ରେଣ୍ତ ସହ୍ ଦେଖାକରିବାରେ କହ୍ନେୟା ଲାଲ୍ ଖୁସି ଅଛନ୍ତି ।

Leave a Reply

Your email address will not be published. Required fields are marked *