October 22, 2024

Odia Express

Here, There and Everywhere

କଣ ପାଇଁ ଝିଅମାନେ ଜଲଦି Answer ଦିଅନ୍ତି ନାହିଁ ପୁଅମାନଙ୍କୁ, କଣ ଆପଣ ଜାଣିଛନ୍ତି ଏହାର୍ ପଛରେ କାରଣ

1 min read

ଆଜିକାଲିର ଡିଜିଟାଲ୍ ସମୟରେ ଲୋକେ ଜଣେ ଅନ୍ୟଙ୍କୁ ଦେଖାକରି କଥାବାର୍ତ୍ତା କରିବାକୁ ସମୟ ହୁଏ ନାହିଁ, ଯାହାର କାରଣରୁ ସୋସିଆଲ୍ ମିଡିଆ ଦ୍ୱାରା ଜଣେ ଅନ୍ୟଙ୍କ ସହ ସଂମ୍ପର୍କରେ ରୁହନ୍ତି । ଏମିତିରେ ଯୁବା ପୁଅ ଓ ଝିଅ ସୋସିଆଲ୍ ମିଡିଆର କ୍ରେଜ୍ ଅଧିକା ଦେଖିବାକୁ ମିଳିଯାଏ , ସେମିତି ସେ ଫେସବୁକ୍ ହେଉ କିମ୍ବା ଇନଷ୍ଟାଗ୍ରାମ,ହ୍ୱାଟ୍ସଆପ୍ କିନ୍ତୁ ଆଜିର ଯୁବାପିଢିସବୁ କଥାକୁ ସେୟାର୍ କରିବାକୁ ସୋସିଆଲ୍ ମିଡିଆ ପ୍ଲାଟଫର୍ମର ହିଁ ସାହାରା ନିଅନ୍ତି । ଏହି ସମୟରେ ପୁଅ କିମ୍ବା ଝିଅ ଦୁହେଁ କାହାକୁ ରିପ୍ଲାଇ କରିବାରେ ଡେରି ହେଲେ ଜଣେ ନିଶ୍ଚିତ ରାଗିପାରେ ଝିଅମାନେ ପୁଅମାନଙ୍କୁ ଉତ୍ତର ସାଙ୍ଗେ ସାଙ୍ଗେ କଣପାଇଁ ଦିଅନ୍ତି ନାହିଁ , ଏହାର କାରଣ ତ ସମସ୍ତେ ଜାଣିବାକୁ ଇଚ୍ଛା କରନ୍ତି । ଜଣେଇଦେବୁ କି ଝିଅମାନେ ଯେବେ କେଉଁ ପୁଅର ମେସେଜ୍ ପାଇଥାନ୍ତି ତେବେ ସେ ଜଲଦି ଜଲଦି ତାଙ୍କ ମେସେଜର ଜବାନ୍ ଦିଅନ୍ତି ନାହିଁ ଓ ତାଙ୍କୁ ବହୁତ୍ ଅପେକ୍ଷା କରାନ୍ତି, ଯାହାର କାରାଣରୁ ପୁଅଙ୍କୁ ବହୁତ ରାଗ ବି ଆସେ ,କିନ୍ତୁ ଝିଅମାନେ ଏପରି କରିବାର ପଛରେ ବହୁତ କାରଣ ଅଛି ଯାହାର ବିଷୟରେ ଆଜି ଆମେ ଆପଣଙ୍କୁ ବିସ୍ତାରରେ କହିବାକୁ ଯାଉଛୁ,

୧) ଅଚିହ୍ନା- କହିଦେବୁ କି ଯଦି ଆପଣ ଝିଅକୁ ଜାଣିନାହାନ୍ତି ଓ ତାପରେ ତାକୁ ମେସେଜ୍ କରି ଅପେକ୍ଷା କରନ୍ତି ତେବେ ଏମିତି ଆଶା ଲଗାଇବା ବେକାର୍ ଅଟେ, ହଁ ଆଜ୍ଞା ଯଦି ଆପଣଙ୍କ ମେସେଜ୍ କରିବାର ବହୁତ ସମୟ ପରେ ବି ଝିଅ ଆପଣଙ୍କ ମେସେଜ୍ ର ଜବାବ୍ ଦିଅନ୍ତି ନାହିଁ ।ତେବେ ଏହାର ମତଲବ ଏହା କି ସେ ଆପଣଙ୍କୁ କଥା ହେବାକୁ ଇଚ୍ଛା କରୁନାହାନ୍ତି ।

୨) କମିଟେଡ୍ : ଏହାର ମତଲବ କି ଯଦି ଝିଅ ପୁର୍ବରୁ କାହାସହ ରିଲେସନସିପ୍ ରେ ଅଛି ତେବେ ସେ ଅଲଗା ପୁଅଙ୍କ ସହ କଥାବାର୍ତ୍ତା କରେ ନାହିଁ, ଏହା ଛଡା ହୋଇପାରେ କି ଝିଅ କେଉଁ ଅନ୍ୟ ପୁଅ ସହ କଥାବାର୍ତ୍ତା କରିବାରେ ଇଚ୍ଛା ପ୍ରକାଶ କରୁନଥିବ

୩) କଥା ହେବାରେ ମନ ନଥିବ- ଯଦି ଝିଅ ଆପଣଙ୍କୁ କଥାବାର୍ତ୍ତା ହେବାର ମନ ନଥିବ ତେବେ ସେ ଆପଣଙ୍କୁ ଭାଓ ଦେବନାହିଁ, କିମ୍ବା ଆପଣଙ୍କ ମେସେଜ୍ ର ରିପ୍ଲାଇ ବିଲକୁଲ୍ କରିବ ନାହିଁ।

୪) ରାଗିଯାଇଥିଲେ- କହିଦେବୁ କି ଯେବେ ଝିଅମାନେ ନିଜ ବୟଫ୍ରେଣ୍ତକୁ କିମ୍ବା କେଉଁ ସାଙ୍ଗକୁ ରାଗିଥାନ୍ତି ତେବେ ତାଙ୍କୁ କଥାବାର୍ତ୍ତା କରିବା ବନ୍ଦ କରିଦିଅନ୍ତି, ଓ ଏହା ସହ ସେ ତାଙ୍କ ମେସେଜ୍ ର ରିପ୍ଲାଇ ବି ଦିଅନ୍ତି ନାହିଁ, ତେବେ ଏହି କାରଣରୁ ଝିଅମାନେ ପୁଅଙ୍କୁ ଜଲଦି ରିପ୍ଲାଇ ଦିଅନ୍ତି ନାହିଁ, ଓ ତାଙ୍କୁ ଅପେକ୍ଷା କରାନ୍ତି ।

Leave a Reply

Your email address will not be published. Required fields are marked *