March 20, 2025

Odia Express

Here, There and Everywhere

ଏହି Actress ମାନେ ପିନ୍ଧିଛନ୍ତି ଏତେ ମହଙ୍ଗା ମଙ୍ଗଳସୁତ୍ର, ଦାମ୍ ଜାଣିଲେ ଆପଣଙ୍କୁ ବି ହେବନାହିଁ ବିଶ୍ୱାସ

1 min read

ବଲିଉଡ୍ ଇଣ୍ତଷ୍ଟ୍ରିରେ ସବୁ ଅଭିନେତ୍ରୀମାନେ ସବୁ ମାମଲାରେ ଆଗୁଆ ରୁହନ୍ତି । ବହୁତଥର ଦେଖାଯାଇଛି କି ଏହି ଅଭିନେତ୍ରୀ ରହିବା ଚଳିବା ଓ ନିଜ ଫ୍ୟାସନକୁ ନେଇକରି ସବୁବେଳେ ଚର୍ଚ୍ଚାରେ ରୁହନ୍ତି, ବଲିଉଡ୍ ଇଣ୍ତଷ୍ଟ୍ରିର ଅଭିନେତ୍ରୀମାନେ ମହଙ୍ଗା ମହଙ୍ଗା କପଡା ବି ପିନ୍ଧନ୍ତି । ଯାହାର ଦାମ୍ ଜାଣିଲେ ସାଧାରଣ ମଣିଷ ବି ନିଜ ହୋସ୍ ହରାଇବସିବ, ଯଦି ବଲିଉଡ୍ ଇଣ୍ତଷ୍ଟ୍ରିରେ କେଉଁ ଅଭିନେତ୍ରୀର ବିବାହ ହୋଇଥାଏ ତେବେ ଏମିତି ବାହାଘରରେ କୋଟିଏ ଟଙ୍କା ଖର୍ଚ୍ଚ ହୋଇଥାଏ କପଡାକୁ ନେଇକରି ଗହଣା ପର୍ଯ୍ୟନ୍ତ ଓ ବହୁତ ମହଙ୍ଗା ଜିନିଷ ବି ହୋଇଥାଏ , ଆଜି ଆମେ ଏହି ଲେଖ ମାଧ୍ୟମରେ ବଲିଉଡ୍ ର ସେହି ଅଭିନେତ୍ରୀଙ୍କ ବିଷୟରେ କହିବୁ ଯିଏ ନିଜ ବାହାଘରରେ ମହଙ୍ଗା ମଙ୍ଗଳସୁତ୍ର ପିନ୍ଧିଥିଲେ ଯାହାର ଦାମ୍ ଜାଣିଲେ ଆପଣ ବି ଚକିତ ହୋଈଯିବେ  ବିବାହିତ ମହିଳାଙ୍କ ପାଇଁ ମଙ୍ଗଳସୁତ୍ର ତାଙ୍କ ଜୀବନରେ ବହୁତ ଗୁରୁତ୍ୱପୁର୍ଣ୍ଣ ହୋଇଥାଏ, ତେବେ ଆସନ୍ତୁ ଜାଣିବା କେଉଁ ସେହି ଅଭିନେତ୍ରୀମାନେ ଯିଏ ମହଙ୍ଗା ମଙ୍ଗଳସୁତ୍ର ପିନ୍ଧିଥିଲେ ନିଜ ବିବାହ ସମୟରେ ।

୧) ଶିଳ୍ପା ସେଟ୍ଟି- ବଲିଉଡ୍ ଇଣ୍ତଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ଶିଳ୍ପା ସେଟ୍ଟି ଏହି ଦିନରେ ଅସୁବିଧାର ସମୟରେ ଗତି କରୁଛନ୍ତି, ରାଜ କୁନ୍ଦ୍ରାଙ୍କ ଗିରଫଦାରୀ ଯୋଗୁଁ ଶିଳ୍ପା ସେଟ୍ଟିଙ୍କୁ ଭୋଗିବାକୁ ପଡୁଛି, ସୋସିଆଲ୍ ମିଡିଆରେ ରାଜକୁନ୍ଦ୍ରାଙ୍କ ସହ ତାଙ୍କ ସ୍ତ୍ରୀ ଶିଲ୍ପା ସେଟ୍ଟିଙ୍କୁ ନେଇ ବହୁତ ଆଲୋଚନା କରୁଛନ୍ତି, ଯେପରି ଆମେ ସମସ୍ତେ ଜାଣିଛେ କି ଶିଳ୍ପା ସେଟ୍ଟି ସବୁବେଳେ ନିଜ ରହଣି ଚଳଣିକୁ ନେଇ ଚର୍ଚ୍ଚାରେ ଥାନ୍ତି , ଶିଳ୍ପା ସେଟ୍ଟି ନିଜ ବାହାଘରରେ ବହୁତ ସୁନ୍ଦର ଲାଗୁଥିଲେ, ୨୨ ନଭେମ୍ବର୍ ୨୦୧୯ କୁ ଲଣ୍ତନର ବେଷ୍ଟ ବିଜନେସ୍ ମ୍ୟାନ୍ ରାଜ କୁନ୍ଦ୍ରାଙ୍କ ସହ ଶିଳ୍ପା ସେଟ୍ଟି ବିବାହ କରିଥିଲେ, ଶିଳ୍ପା ସେଟ୍ଟି ଆଜି ଯେଉଁ ମଙ୍ଗଳସୁତ୍ର ପିନ୍ଧିଛନ୍ତି ତାହାର ଦାମ୍ ୩୦ ଲକ୍ଷ ଟଙ୍କାର ପାଖାପାଖି ବୋଲି ଜଣାଯାଏ ।

୨) ଅନୁଷ୍କା ଶର୍ମା- ବଲିଉଡ୍ ଇଣ୍ତଷ୍ଟ୍ରିର ସୁନ୍ଦର ଅଭିନେତ୍ରୀ ଅନୁଷ୍କା ଶର୍ମା ୨୦୧୭ ରେ ଭାରତୀୟ କ୍ରିକେଟିୟର ଓ ଅଧିନାୟକ ବିରାଟ କୋହଲିଙ୍କୁ ବିବାହ କରିଥିଲେ , ଏହି ଦୁହେଁ ଇଟାଲିରେ ବିବାହ କରିଥିଲେ, ଏହି ବିବାହରେ କେବଳ କିଛି ଘନିଷ୍ଠ ଲୋକ ହିଁ ସାମିଲ୍ ହୋଇଥିଲେ , ଏମିତି କୁହାଯାଏ କି ଅନୁଷ୍କା ଓ ବିରାଟଙ୍କ ବିବାହରେ ବହୁତ୍ ପଇସା ଖର୍ଚ୍ଚ ହୋଇଥିଲା, ଅନୁଷ୍କା ଶର୍ମାଙ୍କୁ ବିରାଟ କୋହଲି ଯେଉଁ ମଙ୍ଗଳସୁତ୍ର ପିନ୍ଧାଇଥିଲେ ତାହା ବଡ ଏକ ପେଣ୍ତେଟ୍ ଥିଲା ଯାହାକି ହୀରାର ଥିଲା ,ଏହି ମଙ୍ଗଳସୁତ୍ରର ଦାମ୍ ଆନୁମାନିକ ୫୨ ଲକ୍ଷ ଟଙ୍କା ବୋଲି ଜଣାଯାଏ , ଏହି ମଙ୍ଗଳସୁତ୍ର ଦେଖିବାକୁ ବହୁତ ସୁନ୍ଦର ଲାଗେ ।

୩) ଐଶ୍ୱର୍ଯ୍ୟା ରାୟ ବଚ୍ଚନ- ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ଅଭିଷେକ ବଚ୍ଚନଙ୍କ ବାହାଘର ବଲିଉଡ୍ ଇଣ୍ତଷ୍ଟ୍ରିରେ ସବୁଠାରୁ ମହଙ୍ଗା ବାହାଘର ଭାବେ ଜଣାଯାଏ , ଐଶ୍ୱର୍ଯ୍ୟା ରାୟଙ୍କୁ ଅଭିଷେକ ବଚ୍ଚନ ୪୫ ଲକ୍ଷ ଟଙ୍କାର ଏକ ମଙ୍ଗଳସୁତ୍ର ପିନ୍ଧାଇଥିଲେ ଯେଉଥିରେ ତିନି ପିସ୍ ଡାଇମଣ୍ତ ଲାଗିଥିଲା ।

୪) ପ୍ରିୟଙ୍କା ଚୋପ୍ରା ଜୋନ୍ସ- ବଲିଉଡ୍ ଇଣ୍ତଷ୍ଟ୍ରିରୁ ନେଇକରି ହଲିଉଡ୍ ପର୍ଯ୍ୟନ୍ତ ନିଜ ଅଭିନୟ ଦ୍ୱାରା ସମସ୍ତଙ୍କୁ ମତୁଆଲା କରିଥିବା ପ୍ରିୟଙ୍କା ଚୋପ୍ରା ୨୦୧୮ ରେ ନିକ୍ ଜୋନ୍ସଙ୍କୁ ବିବାହ କରିଥିଲେ, ଏହି ଦୁହେଁଙ୍କ ବିବାହ ଉଦୟପୁରରେ ହୋଇଥିଲା, ବିବାହର ସମୟରେ ନିକ୍ ଜୋନ୍ସ ପ୍ରିୟଙ୍କାଙ୍କୁ ୨୧ ଲକ୍ଷର ଏକ ମଙ୍ଗଳସୁତ୍ର ପିନ୍ଧାଇଥିଲେ ସେମିତି ପ୍ରିୟଙ୍କା ଚୋପ୍ରା ଗହଣାରୁ ନେଇକରି କପଡା ପର୍ଯ୍ୟନ୍ତ ସବୁ ଜିନିଷ ଲକ୍ଷାଧିକ ଦାମର ହୋଇଥାଏ ।

୫) ଦୀପିକା ପାଦୁକୋଣ- ଦୀପିକା ପାଦୁକୋଣ ଓ ରଣବୀର ସିଂଙ୍କ ବିବାହ ଇଟାଲିରେ ହୋଇଥିଲା, ତାଙ୍କ ବିବାହରେ ବଲିଉଡ୍ ଇଣ୍ତଷ୍ଟ୍ରିର ବହୁତ କମ୍ ଲୋକ ସାମିଲ୍ ହୋଇଥିଲେ, ଖବର ଅନୁସାରେ ରଣବୀର ସିଂ ଦିପିକାପାଦୁକୋଣଙ୍କୁ ଯେଉଁ ମଙ୍ଗଳସୁତ୍ର ପିନ୍ଧାଇଥିଲେ ତାହାର ଦାମ୍ ୨୦ ଲକ୍ଷ ଟଙ୍କା ବୋଲି ଜଣାଯାଏ ।

୬) କରିସ୍ମା କାପୁର୍- ୨୦୦୩ ମସିହାରେ କରିସ୍ମା କାପୁର୍ ବିଜନେସ୍ ମ୍ୟାନ୍ ସଞ୍ଜୟ କାପୁରଙ୍କୁ ବିବାହ କରିଥିଲେ, ବିବାହ ସମୟରେ ସଞ୍ଜୟ କପୁର୍ କରିସ୍ମା କାପୁରଙ୍କୁ ଯେଉଁ ମଙ୍ଗଳସୁତ୍ର ପିନ୍ଧାଇଥିଲେ ତାହାର ଦାମ୍ ୧୭ ଲକ୍ଷ ଟଙ୍କା ବୋଲି କୁହାଯାଉଛି

୭)ସୋନମ୍ କାପୁର୍- ଅଭିନେତ୍ରୀ ସୋନମ୍ କାପୁର୍ ୮ ମଇ ୨୦୧୮ କୁ ନିଜ ବୟଫ୍ରେଣ୍ତ ଆନନ୍ଦ ଆହୁଜାଙ୍କୁ ମୁମ୍ବାଇରେ ବିବାହ କରିଥିଲେ, ୯୦ ଲକ୍ଷର ସୁନ୍ଦର ଲେହେଙ୍ଗା ପିନ୍ଧିକରି ସୋନମ୍ କାପୁର୍ ସାତଫେରା ନେଇଥିଲେ, ସୋନମ୍ କାପୁର୍ ଙ୍କୁ ଆନନ୍ଦ ଆହୁଜା ଯେଉଁ ମଙ୍ଗଳସୁତ୍ର୍ ପିନ୍ଧାଇଥିଲେ ତାହାର ଦାମ୍ ୫୦ ହଜାର ଟଙ୍କା ବୋଲି କୁହାଯାଏ ।

୮) ମାଧୁରୀ ଦୀକ୍ଷିତ-ବଲିଉଡ୍ ଇଣ୍ତଷ୍ଟ୍ରିର ଧକ୍ ଧକ୍ ଗାର୍ଲ ମାଧୁରୀ ଦୀକ୍ଷିତ ଡାକ୍ତର ନେନେଙ୍କୁ ବହୁତ ଧୁମ୍ ଧାମ୍ ରେ ବିବାହ କରିଥିଲେ, ଖବର ଅନୁସାରେ ଏମିତି କୁହାଯାଏ କି ବିବାହ ସମୟରେ ୮ ଲକ୍ଷ ଟଙ୍କାର ମଙ୍ଗଳସୁତ୍ର ଡାକ୍ତର ନେନେ ମାଧୁରୀ ଦିକ୍ଷିତଙ୍କୁ ପିନ୍ଧାଇଥିଲେ

Leave a Reply

Your email address will not be published. Required fields are marked *