October 27, 2024

Odia Express

Here, There and Everywhere

ଯଦି ଆଉଥରେ Ramayan ହେଲେ ତେବେ ଏହି ଭୁମିକା ହେବାକୁ ଚାହଁନ୍ତି ଲକ୍ଷ୍ମଣ ଓ ସୀତା, ରାମାନନ୍ଦ ସାଗର ପାଇଁ ଭାରତ ରତ୍ନର ଦାବି

ଏମିତି ଦୁରଦର୍ଶନରେ ରାମାୟଣ କୁ ଶେଷ ହେବାର ବହୁତ ଦିନ ହୋଇସାରିଛି, କିନ୍ତୁ ଏମିତି ଲାଗୁଛି କି ଆଉଥରେ ଦୁରଦର୍ଶନରେ ଦେଖିବାପରେ ଲୋକ ଏହାକୁ ଭୁଲାଇପାରିବେ ନାହିଁ, ହଁ ଆଜ୍ଞା ତେବେ ତ ଷ୍ଟାର୍ ପ୍ଲସରେ ରାମାୟଣର ଆଉଥରେ ପ୍ରସାରଣ ଦେଖାଯାଉଛି, ମାନେ ଯଦି ଆମେ ସିଧା ଶବ୍ଦରେ କହିବା ତେବେ ଆଜି ୩୦ ବର୍ଷ ପରେ ରାମାୟଣର ଜାଦୁ ଲୋକଙ୍କର ଉପରେ ରହିଛି, ସେମିତି ରାମାୟଣ ବିଷୟରେ କଥାବାର୍ତ୍ତା କରିବା ବେଳେ ସୁନିଲ୍ ଲେହେରି ଓ ଦିପିକା ଚିଖଲିୟା ମାନେ ସୀତା ଓ ଲକ୍ଷ୍ମଣଜୀଙ୍କ କହିବା କଥା କି ଏବେ ଯଦି ଆଉଥରେ ରାମାୟଣ ହେଲା ତେବେ ଦୁହେଁ କେଉଁ ବି ଭୁମିକା କରିବାକୁ ପସନ୍ଦ କରିବେ ।

ଏହା ଛଡା ରାମାୟଣର କଥାବାର୍ତ୍ତା କରୁଥିବା ସମୟରେ ରାମାନନ୍ଦ ସାଗରଙ୍କ ପୁଅ ପ୍ରେମ ସାଗର କହିଲେ କି ଯେବେ ସେ ଉମର ଗାଁରେ ଏହି ଶୋର ସୁଟିଙ୍ଗ୍ କରୁଥିଲେ ତେବେ କେତେ ହିଁ ଲୋକ ଭଗବାନଙ୍କ ଦର୍ଶନ କରିବାପାଇଁ ସେଠାରେ ପହଞ୍ଚିଯାଉଥିଲେ,  ହଁ ଆଜ୍ଞା କେବଳ ସାଧାରଣ ଲୋକ ନୁହେଁ ବରଂ ବହୁତ ଲୋକ ତ ଭିଆଇପି ବି ସେଠାରେ ପହଞ୍ଚିଯାଉଥିଲେ ଓ ସବୁ କଳାକାରଙ୍କ ପାଇଁ ରହିବାକୁ ନେଇକରି ଖାଇବା ପର୍ଯ୍ୟନ୍ତ ପୁରା ବ୍ୟବସ୍ଥା କରାଯାଉଥିଲା, ଏହା ସହ ପ୍ରେମ ସାଗର ଜୀ କହିଲେ କି ସୁଟିଙ୍ଗ୍ କରିବା ସମୟରେ କିଛି ତୟ ସମୟ ନଥିଲା, ଏହା ସହ ସୁଟିଙ୍ଗ୍ ସକାଳୁ ନେଇକରି ରାତି ଅଧ ଯାଏଁ ମାନେ ତିନି ଟା ଯାଏଁ ହେଉଥିଲା ।

ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ହନୁମାନ ହୋଇଥିବା ଦାରା ସିଂ ଜୀଙ୍କୁ ଅଧା ରାତିରେ ମେକ୍ ଅପ୍ କରିବାକୁ ପଡୁଥିଲା, ଓ ତାଙ୍କ ମେକ୍ ଅପ୍ କରିବାରେ ପ୍ରାୟ ଦୁଇ ତିନି ଘଣ୍ଟା ସମୟ ଲାଗୁଥିଲା, ଏହା ଛଡା ଶୋରେ ବହୁତ ଜୁନିୟର୍ ଆର୍ଟିଷ୍ତ ବି ଦରକାର ପଡୁଥିଲା, ତେବେ ଏମିତିରେ ବହୁତ ସୈନିକ ଏକାଠି କରିବା ସତରେ ମୁସକିଲ୍ ହେଉଥିଲା, କହିଦେବୁ କି ଏହି କାମ କୁ କରିବାପାଇଁ ଆଖପାଖ ଗାଁ ଲୋକଙ୍କୁ ଗାଁରେ ଢୋଲ ବଜାଇକରି ଡକାହେଉଥିଲା, ଓ ସେଥିରେ କୁହାଯାଉଥିଲା କି ଯିଏ କାମ କରିବ ତାଙ୍କୁ ଫ୍ରୀ ରେ ଖାଇବା ଓ ଦଶ ଟଙ୍କା ଦିଆଯିବ ।

ଏହା ବିଷୟରେ କଥାବାର୍ତ୍ତା କରିବାବେଳେ ପ୍ରେମ ସାଗରଜୀ କହିଲେ କି ବହୁତ କଳାକାର ସେ ମାସର ହିସାବରେ ରଖୁଥିଲେ, ଓ ଏହି କାରଣରୁ ଶୋରେ ବହୁତ ଭୁମିକା ଗୋଟେ ହିଁ କଳାକାର ଦ୍ୱାରା ନିଭାଯାଇଥିଲା, ଏହା ତାଙ୍କର ପ୍ରଥମ ଅନୁଭବ ଥିଲା, କାରଣ ଏହା ପ୍ରଥମ ଏମିତି ଶୋ କେବେ ନୁହେଁ ବନାଯାଇଥିଲା, ବୋଧେ ଏଥିପାଇଁ ଶୋର ଏକ ଟ୍ରେଣ୍ତ ସେଣ୍ଟର୍ ହୋଇଗଲା, ନିଜ ରାମାୟଣର ଯାତ୍ରା ବିଷୟରେ କଥାବାର୍ତ୍ତା କରୁଥିବା ସମୟରେ ସୀତା ମାନେ ଦିପିକା କହିଲେ କି ଏହି ଭୁମିକା ନିଭାଇବା ତାଙ୍କ ପାଇଁ ବହୁ ପରିମାଣରେ ରୁଢିବାଦ ରହିଥିଲା

ଏହା ସହ ଦିପିକା କହିଲେ କି ଯେବେ ଲୋକେ ଗତ ଥର ସେ ରାମାୟଣରେ ଦେଖିଥିଲେ, ତେବେ ତାଙ୍କ ସୁନ୍ଦରତାର ବହୁତ୍ ପ୍ରଶଂସା କରିଥିଲେ, ଯେବେ ଏହି ଥର ଲୋକେ ତାଙ୍କୁ ଏକ କଳାକାର ରୁପରେ ଚିହ୍ନନ୍ତି ତେବେ ଏହା ତାଙ୍କ ପାଇଁ ଏକ ବଡ କଥା ଅଟେ ।ସେମିତି ଏହି ବିଷୟରେ ଲକ୍ଷ୍ମଣ ମାନେ ସୁନିଲ୍ ଲହରି କହିଲେ କି ଏତେ ଭଲ କାମ କରିବାପରେ ଯଦି ତାଙ୍କୁ ଓ ବାକି କଳାକାରଙ୍କୁ କିଛି ଆୱାର୍ଡ ନ ମିଳେ ତେବେ ଏହାର ପଛରେ କିଛି ନା କିଛି କାରାଣ ଥିବ , କିନ୍ତୁ ଆମେ ଦର୍ଶକଙ୍କ ଠାରୁ ଏତେ ଭଲ ପାଇବା ପାଇଲୁ ଏହା ବହୁତ ବଡ୍ କଥା ଅଟେ

କିନ୍ତୁ ଏହି ବିଷୟକୁ ନେଇକରି ପ୍ରେମ ସାଗର ଏକ ଦୁଃଖ ଜାହିର୍ କରିଥିଲେ, ହଁ ଆଜ୍ଞା ତାଙ୍କର କହିବା କଥା କି ରାମାୟଣ ପରି ପ୍ରସିଦ୍ଧ ଓ ଭଲ ଧାରାବାହିକ ହେବାପାଇଁ ରାମାନନ୍ଦ ସାଗରଙ୍କୁ ଭାରତ ରତ୍ନ ମିଳିବା ଜରୁରୀ, ଏଠାରେ ଗୁରୁତ୍ୱ୍ ଦେଲାଭଳି କଥା ଏହାକି ଯେ ନିଜ ଭୁମିକାକୁ ନେଇକରି ଦିପିକା ଓ ସୁନିଲ୍ ଲେହରୀ କହିଲେ କି ଏବେ ଯଦି ଆଉଥରେ ରାମାୟଣ ହେଲା ତେବେ ଲକ୍ଷ୍ମଣ ଏହି ଥର ରାବଣ ଓ ଦିପିକା ଚିଖଲିୟା ବି ସିତାଙ୍କ ପରିବର୍ତ୍ତେ କୈକୟୀ ଅଭିନୟ ହେବାକୁ ପସନ୍ଦ କରିବେ ।ସେମିତି ଆପଣଙ୍କୁ କଣ ଲାଗୁଛି ରାମାନନ୍ଦ ସାଗରଙ୍କୁ ଭାରତ ରତ୍ନ ମିଳିବା ଉଚିତ୍ କି ନୁହେଁ, ଏହି ବିଷୟରେ ନିଜ ରାୟ କମେଣ୍ଟ୍ ବକ୍ସରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *