December 22, 2024

Odia Express

Here, There and Everywhere

ମଜାଦାର ହସକଥା : ଗୋଟେ ଛୁଆ ନିଜ ପାଖରେ ଥିବା ପଡୋଶୀକୁ ଯାଇ କହିଲା- ମାଉସୀ, ମୋତେ ଗୋଟେ ଗିନା ଚିନି ଦରକାର ମମ୍ମି କହିଛନ୍ତି ଆଉ ତାପରେ ଛୁଆ ତା ଯାହା କହିଲା ମହିଳା ଶୁଣିକି ବେହୋସ ହେଇଗଲେ..

1 min read

କହନ୍ତି କି ହସିବା ହେଉଛି ସବୁଠାରୁ ଭଲ ମେଡିସିନ୍ ଓ ହସିବା ହସାଇବା ଜୀବନରେ ଖୁସି ରହିବା ଆମ ସ୍ୱାସ୍ଥ୍ୟ ପାଇଁ ସବୁଠାରୁ ଉତ୍ତମ ମାନାଯାଏ , ଓ ସେମିତି ଆପଣ ନିଜକୁ ଖୁସି ରଖିବା ପାଇଁ ଜୋକ୍ସ କେଉଁ ମେଡିସିନ୍ ରୁ କମ୍ ନୁହେଁ ଓ ଆଜି ଆମେ ଆପଣଙ୍କ ପାଇଁ ଆଉଥରେ କିଛି ମଜାଦାର୍ ଜୋକ୍ସ ନେଇକରି ଆସୁଛୁ, ଯାହାକୁ ପଢିବା ପରେ ଆପଣ ହସି ହସି ବେଦମ୍ ହୋଇଯିବେ । ତେବେ ଆଉ ଡେରି କଣ ପାଇଁ ଆସନ୍ତୁ ଆରମ୍ଭ କରିବା ହସିବା ହସାଇବାର ମଜାଦାର୍ ସିଲସିଲା ।

୧) ସାନ୍ତା ଡ୍ରାଇଭର୍ ହୋଇଗଲା , ଜଣେ ବ୍ୟକ୍ତି ଟ୍ୟାକ୍ସିରେ ବସିଲା , ଓ ସାନ୍ତା ଅଧିକା ସ୍ପିଡ୍ ରେ ଗାଡି ଚଲାଇବାକୁ ଲାଗିଲା , ବ୍ୟକ୍ତି- ଭାଇ ସ୍ପିଡ୍ କମ୍ କର, ମୋର ୪ ଜଣ ସ୍ତ୍ରୀ ଓ ୧୩ ଟି ଛୁଆ ଅଛନ୍ତି , ସାନ୍ତା- ଶଳା ତୁ ତ ନିଜ ସ୍ପିଡ୍ ଦେଖିଲୁ କଣ କହୁଛୁ

୨) ଇଣ୍ଟରଭାଲ୍ ପରେ ଅନ୍ଧକାରରେ ନିଜ ସିଟ୍ କଲା ଓ ଫେରୁଥିବା ମହିଳା କୋଣରେ ବସିଥିବା ବ୍ୟକ୍ତିକୁ ପଚାରିଲା- ଭାଇ, କଣ ବାହାରକୁ ଯିବାବେଳେ ମୁଁ ତୁମ ପାଦକୁ ଚକଟିଦେଲି ? ଦର୍ଶକ- ହଁ ଚକଟିଦେଲ୍, କିନ୍ତୁ ଏବେ କଣପାଇଁ କ୍ଷମା ମାଗୁଛ ? ମହିଳା- ଆରେ କ୍ଷମା ନାହିଁ ଭାଇ, ଏହାର ମତଲବ କି ମୋର ସିଟ୍ ଏହି ଲାଇନ୍ ରେ ଅଛି ।

୩) ହସ ପାଇଁ ଦୁଃଖ କୁରବାନ୍, ଖୁସି ପାଇଁ ଲୁହ କୁରବାନ୍, ବନ୍ଧୁ ପାଈଁ ଜୀବନ ବି କୁରବାନ୍ ଓ ଯଦି ସାଙ୍ଗର ଗାର୍ଲଫ୍ରେଣ୍ତ ମିଳିଯାଏ ତେବେ ଶଳା ସାଙ୍ଗ ବି କୁରବାନ୍ ।

୪) ଜଣେ ଅଳସୁଆ ବ୍ୟକ୍ତି କହୁଥିଲା କି ଜଣା ନାହିଂ ସମାଜରେ ଆଳସୀ ଲୋକଙ୍କୁ ଘୃଣା କଣପାଇଁ କରନ୍ତି ? ଯେବେ କି ସେ ତ ବିଚରା କିଛି ବି କରନ୍ତି ନାହିଁ ।

୫) ଶାଶୁ ନିଜ ବୋହୁକୁ ପଚାରିଲା, ତୁମର ଘରରେ ଏତେ ମହିଳାଙ୍କ ଭିଡ କଣ ପାଇଁ ହୋଇଛି, ବୋହୁ- ଆମର ଗଧର ଗୋଇଁଠା ମାରିବା କାରଣରୁ ମୋର ଶାଶୁ ଚାଳିଗଲେ,ଏବେ ସେହି ଗଧକୁ କିଣିବାପାଇଁ ମହୀଳାଙ୍କ ଭିଡ ଲାଗିଛି ।

୬) ନାସାରେ ୩ ସର୍ଦାର୍ ଙ୍କୁ ଚନ୍ଦ୍ରରେ ପଠାଗଲା, ରକେଟ୍ ଉଡିଲା, କିନ୍ତୁ ଅଧା ରାସ୍ତାରୁ ଫେରିଆସିଲା,  ତାଙ୍କୁ କାରଣ ପଚାରିବାରୁ ସେ କହିଲେ କି – ଆଜି ଅମାବାସ୍ୟା ଅଟେ, ଚନ୍ଦ୍ର ତ ନଥିବ ସେଥିପାଇଁ ଫେରି ଆସିଲୁ ।

୭) ଡାକ୍ତର ରୋଗୀର ପଛରେ ଦୌଡୁଥିଲା, ଲୋକେ ପଚାରିଲେ- କଣ ହେଲା ? ଡାକ୍ତର କହିଲା- ଚାରିଥର ଏମିତି ହୋଇସାରିଛି, ତାର ଦିମାଗର ଅପରେସନ୍ କରିବାକୁ ଆସେ ଓ ସବୁବେଳେ ବାଳ କଟାଇକରି ପଳାଏ ।

୮) ଜଣେ କବି ର ବାହାଘର ହେଲା, ପ୍ରଥମ ଦେଖାରେ ବର ନିଜ ସାହିତିକ ଭାଷାରେ ନିଜ ସ୍ତ୍ରୀକୁ- କହିଲା- ପ୍ରିୟ ଆଜି ଠାରୁ ତୁମେ ମୋର କବିତା ଅଟ, ଅଭିଳାଷା ଅଟ, ଭାବନା ଅଟ, କାମନା ଅଟ, କନ୍ୟା ଏହା ଶୁଣିକରି କହିଲା- ମୋର ପାଇଁ ଆଜି ଠାରୁ ତୁମେ ମୁକେଶ ଅଟ, ମିତେଶ ଅଟ, ରାଜେଶ ଅଟ, ଓ ରମେଶ ବି ଅଟ ।

୯) ବାପା- ପୁଅ ତୋର କେହି ଗାର୍ଲଫ୍ରେଣ୍ତ ଅଛନ୍ତି କି ? ପୁଅ ନା ବାପା- ପୁଅ ଆଜିକାଲି ତ ସମସ୍ତଙ୍କ କେହି ନା କେହି ଗାର୍ଲଫ୍ରେଣ୍ତ ନିଶ୍ଚିତ ଥାନ୍ତି , ଟିକିଏ ସୋସିଆଲ୍ ହେ , ପୁଅ ଲାଜେଇକରି- ହଁ ବାପା ଜଣେ ଅଛି, ତାପରେ ବାପା ଭଲକି କୁଟିଲେ କହିଲେ –ହାରାମ୍ ଖୋର୍ ସେଥିପାଇଁ ତୁ ଫେଲ୍ ହଉଛୁ ।

୧୦) ଗୋଟେ ଛୁଆ ନିଜ ପାଖରେ ଥିବା ପଡୋଶୀ ଘରକୁ ଗଲା, ଛୁଆ-ମାଉସୀ, ଏକ ଗିନା ଚିନି ଦିଅ ମମ୍ମି କହିଛନ୍ତି, ମାଉସୀ-ହସିକରି ହଁ ଦେଉଛି, ଆଉ କଣ କହିଲେ ତମ ମମ୍ମି ? ଛୁଆ କହିଲା- ମୋର ମମ୍ମି କହିଲା କି ଯଦି ପାଖରେ ଥିବା ସେଇ ରାକ୍ଷାଶୁଣୀ ନଦେଲା ତେବେ ସାମ୍ନାବାଲା ଡାହାଣୀ ଠୁ ମାଗିକି ଆଣିବୁ |ଏହା ଶୁଣିକି ମହିଳା ବେହୋସ

Leave a Reply

Your email address will not be published. Required fields are marked *