October 4, 2024

Odia Express

Here, There and Everywhere

ବୁଦ୍ଧିମତାର ଖେଳ – ୧୦୦ ଟଙ୍କା କୁ ଏପରି ରେଜା କରନ୍ତୁ ଯେପରି ନୋଟ ସଂଖ୍ୟା ୧୦ ହେବ କିନ୍ତୁ ୧୦ ଟଙ୍କିଆ ନୋଟ ତା ଭିତରେ ନଥିବ – ସଠିକ ଉତ୍ତର ଏବେ ଦେଖିନିୟନ୍ତୁ

1 min read

ବନ୍ଧୁଗଣ ଜ୍ଞାନ ଏପରି ଏକ ଜିନିଷ ଯାହା ଯେତେ ବଡ ଲୋକ ହେଉ କିମ୍ବା ଯେତେ ଜ୍ଞାନୀ ଲୋକ ହେଉ ଆହୁରି କିଛି ବାକି ରହିଯାଏ ଶିଖିବା ପାଇଁ |ତେବେ ଆମେ ଅନେକ ବଡ ବଡ ଉତ୍ତର ଦେଇ ପାରୁଥିଲେ ମଧ୍ୟ ଏପରି ଅନେକ ଥର ଦେଖା ଯାଏ ଯେ ସାଧାରଣ କିଛି ପ୍ରଶ୍ନ ରେ ଆମେ ଉତ୍ତର ଖୋଜିବାରେ ବିଫଳ ହେଉ|ତେବେ ଆଜି ଆମେ ଚାଲନ୍ତୁ କିଛି ଚତୁର ସାଧାରଣ ଜ୍ଞାନ ପ୍ରଶ୍ନ ବିଷୟରେ ଆଲୋକପାତ କରିବା | ସାଙ୍ଗମାନେ ଆଜି ମୁଁ ଆପଣ ମାନଙ୍କୁ କିଛି ଇଣ୍ଟରେଷ୍ଟିଂ ଜିକେ ପ୍ରଶ୍ନ ପଚାରିବି।ଯଦି ଆପଣ ତାହାର ଉତ୍ତର ଦେଉଛନ୍ତି ତ ଆପଣ ବହୁତ ବୁଦ୍ଧିମାନ ଅଟନ୍ତି।

ପ୍ରଶ୍ନ ୧- ବିଶ୍ଵର ସବୁଠୁ ଛୋଟ ମହାଦ୍ଵିପ କିଏ?

ଉ:- ଅଷ୍ଟ୍ରେଲିଆ

ପ୍ରଶ୍ନ ୨- କେଉଁ ପକ୍ଷୀ ନିଜ କାନ ଦ୍ଵାରା ଦେଖିପାରେ?

ଉ:- ବାଦୁଡ଼ି

ପ୍ରଶ୍ନ ୩- କେଉଁ ପକ୍ଷୀ କେବେବି ଭୂମି ଉପରେ ବସେ ନାହିଁ?

ଉ:- ହରୀୟଲ ପକ୍ଷୀ

ପ୍ରଶ୍ନ ୪- ଟେବୁଲ ଟେନିସ କେଉଁ ଦେଶର ଜାତୀୟ ଖେଳ?

ଉ:- ଚିନ

ପ୍ରଶ୍ନ ୫- ଭଗବାନଙ୍କ ପୂଜା କେଉଁ ଦେଶରେ ସବୁଠୁ ଅଧିକ କରାଯାଏ?

ଉ:- ଭାରତ

ପ୍ରଶ୍ନ ୬- ରାମଚରିତ ମାନସ କିଏ ଲେଖିଛନ୍ତି?

ଉ-: ତୁଳସୀ ଦାସ

ପ୍ରଶ୍ନ ୭- ଭାରତର ପ୍ରଥମ କ୍ରିକେଟ କ୍ୟାପଟେନଙ୍କ ନାମ କଣ ଥିଲା?

ଉ-: ସି.କେ ନାଇଡୁ

ପ୍ରଶ୍ନ ୮-: ଲାଲ ଓ ସବୁଜ ରଙ୍ଗର ଆଲୋକ ମିଶିଲେ କେଉଁ ରଙ୍ଗର ଆଲୋକ ହୁଏ?

ଉ-: ହଳଦିଆ

ପ୍ରଶ୍ନ ୯-: ପରିବାହିରେ ଚୁମ୍ବକୀୟ ବଳରେଖାର ସଂଖ୍ୟା ପରିବର୍ତ୍ତନ କଲେ,ପରିବାହୀର ବିଦ୍ୟୁତ ସ୍ରୋତ ଉତ୍ପନ ହୋଇଥାଏ ଏହା କେଉଁ ବୈଜ୍ଞାନିକ କହିଥିଲେ?

ଉ-: ମାଇକେଲ ଫାରାଡ଼େ

ପ୍ରଶ୍ନ ୧୦-: ଜଣେ ସୁସ୍ଥ ଓ ସ୍ଵାଭାବିକ ଦୃଷ୍ଟି ସମ୍ପନ୍ନ ବ୍ୟକ୍ତିର ସ୍ପଷ୍ଟ ଦର୍ଶନର ସର୍ବନିମ୍ନ ଦୂରତା କେତେ?

ଉ-: ୨୫ ସେମି

ପ୍ରଶ୍ନ ୧୨-: ୧୮୩୮ ମସିହାରେ ବ୍ରିଟିଶ ସେନାର କେଉଁ କ୍ୟାପଟେନ ଖଜୋରାହୋର ମନ୍ଦିର ଗୁଡ଼ିକୁ ପୁଣିଥରେ ଖୋଜିଥିଲେ?

ଉ-: ଟି.ଏସ.ବର୍ଟ

ପ୍ରଶ୍ନ ୧୩-: ଭାରତୀୟ ରିଜର୍ଭ ବ୍ୟାଙ୍କର କେଉଁ ପୂର୍ବତନ ଗଭର୍ଣ୍ଣରଙ୍କୁ ପ୍ରଥମ ପି.ସି ମହାଲନୋବିସ ରାଷ୍ଟ୍ରୀୟ ପୁରସ୍କାରରେ ସମ୍ମାନିତ କରାଯାଇଛି?

ଉ-: ସି. ରଙ୍ଗରାଜନ

ପ୍ରଶ୍ନ ୧୪-: ଏଗୁଡ଼ିକ ମଧ୍ୟରୁ ଯେଉଁ ଦେଶ ଗ୍ରୀଷ୍ମ କାଳୀନ ଓ ଶୀତ କାଳୀନ ଦୁଇଟି ଯାକ ଅଲିମ୍ପିକ ଖେଳ ଆୟୋଜନ କରିନାହିଁ।?

ଉ-: ଅଷ୍ଟ୍ରେଲିଆ

ପ୍ରଶ୍ନ ୧୫-: କେଉଁ ବିଶ୍ଵ ନେତା ସାହିତ୍ୟରେ ନୋବେଲ ପୁରସ୍କାର ପାଇଛନ୍ତି?

ଉ-: ଉଇନଷ୍ଟନ ଚର୍ଚ୍ଚିଲ

ପ୍ରଶ୍ନ ୧୬-: ଏଗୁଡ଼ିକ ମଧ୍ୟରୁ କେଉଁ ଦେଶ ଦ୍ୱୟର ସୀମା ପରସ୍ପରକୁ ଲାଗି ନାହିଁ?

ଉ-: ନେପାଳ- ଭୁଟାନ

ପ୍ରଶ୍ନ ୧୭-: ବିକ୍ରମ ବାତ୍ରା,ମନୋଜ କୁମାର ପାଣ୍ଡେ,ଯୋଗେନ୍ଦ୍ର ସିଂ ଯାଦବ,ଏବଂ ସଞ୍ଜୟ କୁମାର ଏ ସମସ୍ତଙ୍କର କେଉଁ ଯୁଦ୍ଧ ସହିତ ସମ୍ବନ୍ଧ ରହିଛି?

ଉ-: ୧୯୯୯ କାରଗିଲ ଯୁଦ୍ଧ

ପ୍ରଶ୍ନ – ୧୦୦ ଟଙ୍କା କୁ ଏପରି ରେଜା କରନ୍ତୁ ଯେପରି ନୋଟ ସଂଖ୍ୟା ୧୦ ହେବ କିନ୍ତୁ ୧୦ ଟଙ୍କିଆ ନୋଟ ତା ଭିତରେ ନଥିବ

ଉତ୍ତର – ୫୦ ଟଙ୍କିଆ ଗୋଟିଏ ନୋଟ ,୨୦ ଟଙ୍କିଆ ୨ଟି ନୋଟ ,୫ ଟଙ୍କିଆ ୫ଟି ନୋଟ,୨ ଟଙ୍କିଆ ୨ଟି ନୋଟ ଓ ୧ ଟଙ୍କିଆ ଗୋଟିଏ ନୋଟ ହେବ

Leave a Reply

Your email address will not be published. Required fields are marked *