ଶିଖୁଛନ୍ତି କି କାର୍ ଚଲାଇବା ? ତେବେ ଏହି ୫ ଟି ଟିପ୍ସ ଆପଣଙ୍କୁ କରିଦେବ କାର୍ ଚଲାଇବାରେ ମାଷ୍ଟର୍…
1 min readଯଦି ଆପଣ ଏବେ କିଛି ଦିନ ହେବ କାର୍ ଚଲାଇବା ଆରମ୍ଭ କରିଛନ୍ତି କିମ୍ବା ଆପଣ କାର୍ ଚଲାଇବା ଶିଖୁଛନ୍ତି ତେବେ ଆପଣଙ୍କୁ କିଛି ବେସିକ୍ କଥାକୁ ଧ୍ୟାନ ଦେବାକୁ ହେବ , ଯଦି ଆପଣ ଡ୍ରାଇଭିଙ୍ଗ୍ କରୁଥିବା ସମୟରେ ଏହି ଜିନିଷଗୁଡିକ ମନେ ରଖିବେ ତେବେ ଆପଣଙ୍କ ଏକ୍ସପିରିୟନ୍ସ ଡ୍ରାଇଭର୍ ପରି କାର୍ ଚଲାଇବା ହୋଈଯିବ । ଆଜି ଆମେ ଆପଣଙ୍କୁ କିଛି ଟିପ୍ସ ସେୟାର୍ କରିବାକୁ ଯାଉଛୁ, ଯାହାକି ଆପଣଙ୍କୁ ବହୁତ କାମରେ ଆସିବ ।
ଯେଉଁ କାର୍ ଚଲାଉଛନ୍ତି ଓ ଯେଉଁ କାର୍ ଆପଣଙ୍କ ଆଗରେ ଚାଲୁଛି, ତାହା ମଧ୍ୟରେ ଦୁରତା ତୟ କରନ୍ତୁ, ଏହା ଏକ କମନ୍ ଇଶୁ ଅଟେ, ଯାହା ସବୁ କାର୍ ଚଲାଇବା ଓ ସିଖିବା ବାଲା ସାମ୍ନାକୁ ଆସେ, ତୟ କରିବା ମୁସକିଲ୍ ହୋଇଥାଏ, କି ସଠିକ୍ ଦୁରତା କେତେ ଅଛି । ଯେବେ କେଉଁ କାର୍ ଏକ ସୁରକ୍ଷିତ ଦୁରତାରେ ଆପଣଙ୍କ ଠାରୁ ଆଗରେ ଅଛି ତେବେ ଆପଣ ସଡକର ଷ୍ଟ୍ରିପକୁ ଦେଖିବା ଉଚିତ୍, ସଡକର ଷ୍ଟ୍ରିପ୍ କୁ ଆପଣଙ୍କ କାର୍ ଓ ଆଗ ବାଲା କାର୍ ମଧ୍ୟରେ ରଖନ୍ତୁ।
ଯେବେ ଆପଣଙ୍କ ଆଗ ବାଲା କାର୍ ଅଟକିଯିବ କିମ୍ବା ଧିମା ଗତିରେ ଚାଲୁଥିବ ତେବେ ଏହା ସୁନିଶ୍ଚିତ କରନ୍ତୁ କି ଆପଣଙ୍କ କାର୍ ଓ ଆଗରେ ଥିବା କାର୍ ମଧ୍ୟରେ ମହଜୁଦ୍ ରାସ୍ତା ଷ୍ଟ୍ରିପ୍ ସବୁ ସମୟରେ ଦେଖାଯାଉଥିବ , ଏଥିରେ ଆପଣ ଦୁହେଁଙ୍କ ମଧ୍ୟରେ ଅନ୍ତର ଜାଣିପାରିବେ ।
କାର୍ କୁ ବୁଲାଉଥିବା ବେଳେ ବହୁତଥର ଆପଣଙ୍କୁ ବିଜୁଳି ଖୁମ୍ବ କିମ୍ବା ଟେଲିଫୋନ୍ ପୋଲ୍ କିମ୍ବା ଗଛ ରାସ୍ତାର ସାଇଡ୍ ରେ ଦେଖିବାକୁ ମିଳିଯାଏ , ଯାହା ବିଲକୁଲ୍ କୋଣରେ ୯୦ ଡିଗ୍ରୀ ଟର୍ମ ହୋଇଥାଏ , ବିନା ବାଡେଇ କି ଘସିକି ଆପଣଙ୍କୁ କାର୍ ବୁଲାଇବାର ଅଛି, ଆପଣ ସେ ଗଛ କିମ୍ବା ପୋଲର ଦୁରରୁ ଟିକିଏ ଟର୍ଣ୍ନ କରନ୍ତୁ , ଏହି କଥା ମଲ୍ ,ଅଫର୍ ଆଦି ପାର୍କିଙ୍ଗ୍ ରେ ବି କାମ ଆସିଥାଏ , ଯେଉଁଠାରେ ପିଲାର୍ ଲାଗିଥାଏ ।
ଯେବେ ଆପଣ କାର୍ ଚଲାଇବା ସିଖୁଛନ୍ତି ତେବେ ଅଧିକାଂଶ ଲୋକ ଆଗ ରାସ୍ତାକୁ ଫୋକସ୍ କରନ୍ତି , କିନ୍ତୁ ଏପଟ ସେପଟ ଦେଖିବାକୁ ଭୁଲିଯାଆନ୍ତି, ଅଚାନକ ଡାହାଣ ବାମକୁ ଆସୁଥିବା ଗାଡିରୁ ସିଖିବା ବାଲାର ଧ୍ୟାନ ଭଟକିଯାଏ, ଓ ସେ ଆକ୍ସିଡେଣ୍ଟ କରିଦିଏ , ଏଥିରୁ ରକ୍ଷାପାଇବାପାଇଁ ଆପଣ ସବୁବେଳେ ଇନର୍ ରିୟର୍ ଭ୍ୟୁ ମିରର୍ ଓ ୱିଙ୍ଗ୍ ମିରର୍ କୁ ଚେକ୍ କରୁଥାନ୍ତୁ, ଏମିତି କେଉଁ ଡ୍ରାଇଭିଙ୍ଗ୍ ସ୍କୁଲ୍ ବାଛନ୍ତୁ, ଯେଉଁଠିନ୍ ବିନା ୱିଙ୍ଗ୍ ମିରରରୁ କାର୍ ଚଲାଇବା ସିଖାଉଛନ୍ତି ।
କାର୍ କୁ ରିଭର୍ସ୍ କରୁଥିବା ସମୟରେ –କାର୍ କୁ ରିଭର୍ସ କରୁଥିବା ସମୟରେ ଆପଣଙ୍କୁ ପଛରେ ଦେଖିବା କିମ୍ବା ମୁଣ୍ତ ବାହାର କରିବା ପରିବର୍ତ୍ତେ ସବୁବେଳେ ମିରର୍ ବ୍ୟବହାର କରିବା ସିଖିବା ଉଚିତ୍ , ଯେଉଁଠି ବହୁତ ପାଖର ମାମଲା ହୋଇଥିବ ସେଠାରେ ଆପଣଙ୍କ ମନରେ କିଛି ସନ୍ଦେହ ଅଛି ତେବେ କାଚକୁ କାଢି ବାହାରକୁ ଦେଖିପାରିବେ, କିଛି ଜିନିଷ କେତେ ଦୁରରେ ଅଛି, ଏଥିରେ କିଛି ଖରାପ ନାହିଁ , ବମ୍ପର୍ କ୍ଷତି ପହଞ୍ଚାଇବାରୁ ଭଲ ଅଟେ କି ଆପଣ ଚେକ୍ କରିନିଅନ୍ତୁ ।
ସଠିକ୍ ବସିବା ଶୈଳୀ ଜାଣିବା ଜରୁରି ହୋଇଥାଏ, ଏକ୍ସପିରିୟନ୍ସ ଡ୍ରାଇଭର୍ ସଠିକ୍ ଢଙ୍ଗରେ ବସନ୍ତି ନାହିଁ , ଓ କମ୍ପଫର୍ଟ ଓ କଣ୍ଟ୍ରୋଲ୍ କମ୍ ରହିବା କାରଣରୁ ଦୁର୍ଘଟଣାର ସମସ୍ୟା ବଢିଯାଏ , ସୁନିଶ୍ଚିତ କରନ୍ତୁ କି ଆପଣଙ୍କ ଅଣ୍ଟାସିଧା ହୋଇଥିବ , ସିଟିଙ୍ଗ୍ ପୋଜିସନ୍ ଏମିତି ହେବା ଜରୁରୀ ଯେଉଁଠି ଆପଣ ସହଜରେ ଆରାମରେ ନ ଦେଖିପାରୁଥିବେ ।
କିଛି ଅନ୍ୟ ଜରୁରୀ ଟିପ୍ସ-
୧) ନିଜ କାର୍ ବିଷୟରେ ସଂପୁର୍ଣ୍ଣ ସୁଚନା ରଖନ୍ତୁ ।
୨) ଡ୍ରାଇଭ୍ କରୁଥିବା ସମୟରେ ନିଜ ଦିମାଗକୁ ଶାନ୍ତ ରଖନ୍ତୁ ।
୩) ଧ୍ୟାନ ନ ଭଟକାନ୍ତୁ , ବିନା ଚିନ୍ତାରେ ଗାଡିକୁ ଚଲାନ୍ତୁ ।
୪) ଷ୍ଟିଅରିଙ୍ଗ୍ ସଠିକ୍ ଭାବେ ଧରନ୍ତୁ ।
୫) ଟର୍ଣ୍ଣିଙ୍ଗ୍ ନେଲା ବେଳକୁ ସିଗନାଲ୍ ଦିଅନ୍ତୁ ।
୬) ଗାଡି ଅଧିକା ବେଗରେ ନ ଚଲାନ୍ତୁ
୭) ସାମ୍ନା ବାଲା ଠାରୁ ଚଲେଇଲା ବେଳେ ସଠିକ୍ ଦୁରତା ନିର୍ଣ୍ଣୟ କରନ୍ତୁ ।
୮) ବିନା ମତଲବରେ ହର୍ଣ୍ଣ ବଜାନ୍ତୁ ନାହିଁ ।