October 19, 2024

Odia Express

Here, There and Everywhere

୪ JULY ୨୦୨୨ ଆଜିର ରାଶିଫଳ,କେମିତି କାଟିବ ଆଜି ଆପଣଙ୍କ ଦିନ,ଆଜି ଏହି ୨ଟି ରାଶିବାଲାଙ୍କ ହେବ ସବୁଚିନ୍ତା ଗୁଡିକ ଦୂର, ଧନ କମାଇବାର ମିଲିବ ସୁବର୍ଣ୍ଣସୁଯୋଗ

1 min read

୧)ମେଷ ରାଶି-ଆଜି ପୁରା ଦିନ ଭଲରେ କଟିବ । ଦାମ୍ପତ୍ୟ ସଂବନ୍ଧ ଭଲ ରହିବ, କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ଭାଗ୍ୟର ପୁରା ସାଥ୍ ମିଳିବାର ଅଛି, ବେପାର ସହ ଯୋଡି ହୋଇଥିବା ବ୍ୟକ୍ତିଙ୍କୁ ଧନ ଲାଭ ମିଲିବାର ଅଛି, କେଉଁ ଖାସ୍ ବ୍ୟକ୍ତିଙ୍କ ଠାରୁ କାମକାର୍ଯ୍ୟରେ ସାହାଯ୍ୟ ମିଳିପାରିବ । ଆଜି ଆପଣଙ୍କୁ କେଉଁ ବିଷୟ ଉପରେ ନୁଆ ସୁଚନା ମିଳିବାର ସଂମ୍ଭାବନା ଅଛି, ପାରିବାରିକ ଜୀବନରେ ଖୁସି ରହିବ । ମା ବାପାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ । ବହୁତ ଲମ୍ବା ସମୟରୁ ଯେଉଁ କାର୍ଯ୍ୟ କରିବାକୁ ଚାହୁଁଛନ୍ତି ତାହା ଆଜି ପୁରା ହୋଇପାରେ , ରୋଜଗାରର ଦିଗରେ କରାଯାଇଥିବା ପ୍ରୟାସ ସଫଳ ରହିବ । ଛୁଆଙ୍କ ତରଫରୁ ଟେନସନ୍ ଦୁର ହେବ ।

୨) ବୃଷ ରାଶି- ଆଜି ଆପଣଙ୍କ ଦିନ ଉତ୍ତମ ରହିଛି । ବେପାର କରୁଥିବା ବ୍ୟକ୍ତିଙ୍କୁ ଆଜି ନୁଆ କାମରେ ପଇସା ଲଗାଇପାରନ୍ତି, ଯାହା ଆଗକୁ ଯାଇକରି ଭଲ ଫାଇଦା ଦେବ ମାନସିକ ଚିନ୍ତା ଦୁର ହେବ । କୋର୍ଟ କଚେରି ଓ ବିବାଦରେ ସଫଳତା ମିଳିବାର ଯୋଗ ଅଛି । ଯଦି ଆପଣ ପୁର୍ବରୁ କାହାକୁ ପଇସା ଉଧାର ଦେଇଛନ୍ତି ତେବେ ତାହା ଫେରିପାରିବାର ପୁରା ସଂମ୍ଭାବନା ଅଛି । ସ୍ୱାସ୍ଥ୍ୟର ଦୃଷ୍ଟିକୋଣରୁ ଆଜିର ଦିନ ଭଲ ରହିବ । ଖାଦ୍ୟପେୟରେ ରୁଚି ବଢିବ । ପରିବାର ଲୋକଙ୍କ ସହ ମନପସନ୍ଦର ଭୋଜନ ଆନନ୍ଦ ନେଇପାରିବେ । ବନ୍ଧୁଙ୍କ ସହ ମିଶିକରି କେଉଁ ନୁଆ ଜାଗା ବୁଲିଯିବାକୁଯୋଜନାକରିପାରନ୍ତି।

୩) ମିଥୁନ ରାଶି- ଆଜିଆପଣଙ୍କଦିନଭଲନଜର୍ଆସୁଛି , ପାରିବାରିକସ୍ତରରେଖୁସିରବୃଦ୍ଧିହେବ, ଏହିରାଶିରବିଦ୍ୟାର୍ଥୀଙ୍କୁକେଉଁବିପ୍ରତିଯୋଗିତାପରୀକ୍ଷାରେଭଲସଫଳତାମିଳିବାରଯୋଗହେଉଛି, ବନ୍ଧୁଙ୍କସହାୟତାମିଲିବ, କାମକାର୍ଯ୍ୟରେମନମୁତାବିକପରିଣାମମିଳିବାରସଂମ୍ଭାବନାଅଛି, ଆପଣନିଜଜୀବନରେକିଛିନୁଆକରିବାରଚେଷ୍ଟାକରିବେ।ପରିବାରରସବୁସଦସ୍ୟଆପଣଙ୍କସାଥ୍ଦେବେ, କାର୍ଯ୍ୟକ୍ଷେତ୍ରରେନୁଆବ୍ୟକ୍ତିଙ୍କସହସାକ୍ଷାତହେବାରୁଭଲସଂବନ୍ଧସ୍ଥାପନହୋଇପାରେ, ଯେଉଁବ୍ୟକ୍ତିବହୁତଦିନରୁଚାକିରିଅନ୍ୱେଷଣରେଅଛନ୍ତିତାଙ୍କୁଇଣ୍ଟରଭ୍ୟୁପାଇଁଡକରାପଡିପାରେ।

୪) କର୍କଟ ରାଶି- ଆଜିଆପଣଙ୍କଦିନସାଧାରଣଭାବେକଟିବ।କାମକାର୍ଯ୍ୟରେଅଧିକାଧ୍ୟାନଲଗାଇବାକୁହେବ, ଆପଣକେଉଁଜରୁରୀକାମରେଭୁଲ୍କରନ୍ତୁନାହିଁନହେଲେକାମବିଗିଡିପାରେ, ଅଫିସ୍ରେନୁଆଦାୟିତ୍ୱମିଳିବ, ଯାହାଉପରେଧ୍ୟାନଦେବାକୁହେବ, ଘରେକାର୍ଯ୍ୟଭାରବଢିପାରେ , ଘରର୍କେଉଁକାମକରିବାରେଅଧିକାପଇସାଖର୍ଚ୍ଚହୋଇପାରେ, ପ୍ରେମସଂବନ୍ଧରେବୁଝାମଣାଭୁଲ୍ହୋଇପାରେ, ଆଜିପଇସାଉଧାରଲେଣଦେଣକରିବାରେସାବଧାନରୁହନ୍ତୁ।

୫)ସିଂହରାଶି-ଆଜିଆପଣଙ୍କଦିନସାମାନ୍ୟରୁପରେରହିବ , ଆର୍ଥିକସ୍ଥିତିସାମାନ୍ୟରହିବ, ଆପଣଙ୍କୁନିଜଆମଦାନୀଅନୁସାରେଘରୋଇଖର୍ଚ୍ଚକୁନିୟନ୍ତ୍ରଣରଖିବାରଅଛି, ନହେଲେଭବିଷ୍ୟତରେଆର୍ଥିକଅସୁବିଧାରସାମ୍ନାକରିବାକୁପଡିପାରେ , ପ୍ରେମଜୀବନରେସଂମ୍ଭାଳିକରିଚଳିବାରଅଛି, ବନ୍ଧୁଙ୍କସହକେଉଁଧାର୍ମିକତିର୍ଥଯାତ୍ରାରେଯିବାରଯୋଜନାବନାଇପାରନ୍ତି, ଯଦିକିଛିବଡନିବେଶକରିବାକୁଚାହୁଁଛନ୍ତିତେବେଭାବିଚିନ୍ତିନିବେଶକରନ୍ତୁ, ଗୁପ୍ତଶତ୍ରୁଆପଣଙ୍କୁହାନିପହଞ୍ଚାଇପାରନ୍ତି।ଏଥିପାଇଁସତର୍କରୁହନ୍ତୁ।

୬)କନ୍ୟାରାଶି-ଆଜିଆପଣଙ୍କଦିନପୁର୍ବ ଅପେକ୍ଷା ଠିକ୍ ନଜର୍ ଆସୁଛି । ବନ୍ଧୁଙ୍କ ସହ ଭଲ ସମୟ କଟାଇବେ । କେଉଁ ଅଧୁରା କାମରେ ବନ୍ଧୁଙ୍କ ସହ ଯୋଗ ମିଲିବ , ଯାହାଦ୍ୱାରା କାର୍ଯ୍ୟ ପୁରା ହୋଇଯିବ, ପ୍ରେମ ସଂବନ୍ଧରେ ନୁଆ ଭାବେ ଆରମ୍ଭ କରିବେ , ଦାମ୍ପତ୍ୟ ଜୀବନରେ ସୁଖମୟ ରହିବ । ଆପଣଙ୍କ ଜୀବନରେ କିଛି ବଡ ପରିବର୍ତ୍ତନ ଦେଖିବାକୁ ମିଳିପାରେ, ଯେଉଁ କାମରେ ହାତ ଦେବେ ତାହା ସଫଳ ହେବ, କାମର ସିଲସିଲାରେ ବହୁତ ଲୋକଙ୍କ ସହ ସାକ୍ଷାତ ଓ କଥାବାର୍ତ୍ତା ହେବ, କେଉଁ ସାମାଜିକ ସମାରୋହରେ ଆପଣଙ୍କ ମାନ ସମ୍ମାନ ପ୍ରାପ୍ତି ହୋଇପାରେ, ମା ବାପାଙ୍କ ସହ ଭଲ ସମୟ ଅତିବାହିତ କରିବେ , ଛୁଆଙ୍କ ତରଫରୁ ଚିନ୍ତା ଦୁର ହେବ ।

୭) ତୁଳା ରାଶି-ଆଜି ଆପଣଙ୍କ ଦିନ ନିଶ୍ଚିତ ରୁପରେ ଫଳଦାୟକ ହେବ, ବେପାର କରୁଥିବା ବ୍ୟକ୍ତିଙ୍କୁ ବରିଷ୍ଠ ବ୍ୟକ୍ତିଙ୍କ ମାର୍ଗଦର୍ଶନ ପ୍ରାପ୍ତି ହେବ, ଯଦି ଧନ ପ୍ରାତ୍ପି ମାର୍ଗରେ କିଛି ବାଧା ଉତ୍ପନ୍ନ ହେଉଛି, ତେବେ ତାହା ଶେଷ ହୋଇଯିବ, ଶଶୁରଘର ପକ୍ଷରୁ ମାନ ସମ୍ମାନ ମିଳିବ, ସାମାଜିକ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତିଙ୍କ ଦ୍ୱାରା କରାଯାଇଥିବା କାମକୁ ପ୍ରଶଂସା ମିଳିବ, ଯାହାଦ୍ୱାରା ଆତ୍ମବିଶ୍ୱାସରେ ବୃଦ୍ଧି ହେବ, ମାନସିକ ଚିନ୍ତାଗୁଡିକ ଦୁର ହେବ  ।ଜରୁରୀ ମାମଲାରେ ଫଇସଲା ନେବାରେ ସକ୍ଷମ ହେବେ

୮) ବିଛା ରାଶି- ଆଜି ଆପଣଙ୍କ ଦିନ ଉତ୍ସାହରେ ଭରପୁର୍ ରହିବାର ଅଛି । କାରଣ ପରିବାର ସଦସ୍ୟଙ୍କ ସହ ଶଶୁରଘରଙ୍କ ପକ୍ଷରୁ କେଉଁ ମାଙ୍ଗଳିକ ଉତ୍ସବରେ ସମ୍ମିଳିତ ହୋଇପାରନ୍ତି । ଆପଣ ନିଜ ମଧୁର ବାଣୀରୁ ଅନ୍ୟଙ୍କୁ ପ୍ରଭାବିତ କରିବେ। ଅଧୁରା କାମ ପୁରା ହେବ, କାର୍ଯ୍ୟକ୍ଷେତ୍ରରେ ବଡ ଅଧିକାରୀଙ୍କ କୃପା ଦୃଷ୍ଟି ରହିବ । ଆପଣଙ୍କୁ କେଉଁ ଅଧୁରା ମନୋକାମନା ପୁରା ହୋଇପାରେ, ଯେଉଁ ବ୍ୟକ୍ତି ବହୁତ ଲମ୍ବା ସମୟରୁ ଚାକିରିର ଅନ୍ୱେଷଣରେ ଅଛନ୍ତି ତାଙ୍କୁ ଭଲ ଅବସର ପ୍ରାପ୍ତି ହେବ, ବିବାହ ଯୋଗ୍ୟ ବ୍ୟକ୍ତିଙ୍କୁ ବିବାହର ଭଲ ପ୍ରସ୍ତାବ ମିଳିପାରେ । ବିଦେଶରେ ଚାକିରି କରୁଥିବା ବ୍ୟକ୍ତିଙ୍କ ପାଇଁ ଦିନଟି ଭଲ ଫାଇଦା ଦାୟକ ରହିବ ।

୯)ଧନୁ ରାଶି- ଆଜି ବେପାର ସହ ଯୋଡି ହୋଇଥିବା ବ୍ୟକ୍ତି ନୁଆ ଯୋଜନାର ସହ କାମ କରିପାରନ୍ତି । ଯାହାଦ୍ୱାରା ଆପଣଙ୍କୁ ଭଲ ଫାଇଦା ଦେଖିବାକୁ ମିଳିବ । ଘରର ଛୋଟ ଛୁଆଙ୍କ ସହ ହସଖୁସି ସମୟ ବ୍ୟତିତ କରିବେ । ପରିବାରବାଲାଙ୍କ ସହ କେଉଁ ଭଲ ଜାଗା ବୁଲିବାକୁ ଯୋଜନା କରିପାରନ୍ତି  ।ଘରର କେଉଁ ବଡ ବୟସ୍କଙ୍କ ଉପଦେଶ ଆପଣଙ୍କ ପାଇଁ ଫାଈଦାଦାୟକ ହେବ । ପ୍ରେମ ସଂବନ୍ଧରେ ମଜବୁତି ଆସିବ । ଦାମ୍ପତ୍ୟ ଜୀବନରେ ଭଲ ତାଳମେଳ ରହିବ । ଆପଣ ନିଜ ଜୀବନସାଥୀଙ୍କ ସହ ନିଜ ହୃଦୟର କଥା ସେୟାର୍ କରିବେ । ଦୁର ସଂଚାର ମାଧ୍ୟମରେ କିଛି ଖୁସିଖବର ଶୁଣିବାକୁ ମିଳିପାରେ ।

୧୦)ମକର ରାଶି- ଆଜି ଆପଣ ନିଜ ଜରୁରୀ କାମକୁ ପୁରା କରିବାରେ ବ୍ୟସ୍ତରହିବେ । ଯେଉଁଥିରେ ସଫଳତା ମିଲିବାର ଯୋଗ ହେଉଛି, ଘର ପରିବାର ସହ ଯୋଡି ହୋଇଥିବା ଚିନ୍ତାଗୁଡିକ ଦୁର ହେବ, ମାନସିକ ରୁପରେ ହାଲକା ଅନୁଭବ କରିବେ । କାମକାର୍ଯ୍ୟରେ ଜରୁରି କାମରେ ଧ୍ୟାନ କେନ୍ଦ୍ରିତ କରିବାର ଆବଶ୍ୟକତା ଅଛି,

୧୧)କୁମ୍ଭ ରାଶି- ଆଜି ଆପଣଙ୍କ ଦିନ ପୁର୍ବ ଅପେକ୍ଷା ଭଲ ନଜର ଆସୁଛି, ଜୀବନସାଥୀଙ୍କ ସାହାଯ୍ୟରେ କାମ ପୁରା ହୋଇଯିବ, ଏହା ସହ ତାଙ୍କ ଉପଦେଶରେ ଆପଣଙ୍କୁ ପଇସା କମାଇବାର ଜରିଆ ମିଲିପାରିବ ,, ଶିକ୍ଷକଙ୍କ ପାଇଁ ଦିନ ଭଲ ନଜର ଆସୁଛି, କେଉଁ କାମରେ ସଫଳତା ପ୍ରାପ୍ତି ହୋଇପାରେ, ଆପଣ ନିଜକୁ ଉର୍ଜାବାନ ଅନୁଭବ କରିବେ । କେଉଁ ପୁରୁଣା ରୋଗରୁ ମୁକ୍ତି ମିଳିପାରିବ ।

୧୨) ଆଜି ଆପଣଙ୍କ ଦିନ ଟିକିଏ କଠିନ ନଜର ଆସୁଛି , ମାନସିକ ଚିନ୍ତା ଅଧିକା ହେବା କାରଣରୁ କାମକାର୍ଯ୍ୟରେ ଧ୍ୟାନ କେନ୍ଦ୍ରିତ କରିବା ମୁସକିଲ୍ ହୋଇପାରେ, ମନରେ ନାନା ପ୍ରକାରର ବିଚାର ଉତ୍ପନ୍ନ ହୋଇପାରେ, ଆପଣ ନିଜ ଉପରେ ନକରାତ୍ମକ ଚିନ୍ତାଗୁଡିକ ଆଣନ୍ତୁ ନାହିଁ, ବେପାରରେ ଆଗକୁ ବଢିବାରେ ଯୋଜନା ହୋଇପାରେ, ସଠିକ୍ ଦିଗରେ ଲଗାଇଥିବା ପଇସା ଭଲ ଲାଭ ଦେଇପାରେ, ଯଦି ଆପଣ କେଉଁଠି ନିବେଶ କରିବାର ଯୋଜନା କରୁଛନ୍ତି ତେବେ ଅନୁଭବି ବ୍ୟକ୍ତିଙ୍କୁ ଉପଦେଶ ନିଅନ୍ତୁ, ଏହା ଆପଣଙ୍କ ପାଇଁ ଭଲ ହେବ, ଲମ୍ବା ଯାତ୍ରା ଯିବାରୁ ନିବୃତ ରହିବାକୁ ହେବ ।

Leave a Reply

Your email address will not be published. Required fields are marked *