October 20, 2024

Odia Express

Here, There and Everywhere

30 ଜୁନ୍ ୨୦୨୨ ର ରାଶିଫଳ : ଆଜି ଏହି ୭ ଟି ରାଶିବାଲାଙ୍କ ଖୋଲିପାରେ ଉନ୍ନତିର ରାସ୍ତା, ଭାଗ୍ୟ ରହିବ ମେହେରବାନ୍

1 min read

୧)ମେଷ ରାଶି-ଆଜି ଆପଣଙ୍କ ଦିନ ଆତ୍ମବିଶ୍ୱାସରେ ଭରି ରହିବ, ପୁଜା ପାଠରେ ଆପଣଙ୍କ ଅଧିକା ମନ ଲାଗିବ, ଆପଣ ନିଜ ମନକୁ ଶାନ୍ତ ରଖିକରି ବିବାଦକୁ ସମାଧାନ କରିବାରେ ପ୍ରୟାସ କରିବେ । ବେପାର ସହ ଯୋଡି ହୋଇଥିବା ବ୍ୟକ୍ତିଙ୍କୁ ନିଜ କ୍ଷେତ୍ରରେ ଧନ ଲାଭ ମିଳିବାର ଯୋଗ ହେଉଛି, ଦୈନିକ କାର୍ଯ୍ୟରେ ସଫଳତା ମିଳିବାର ନଜର ଆସୁଛି, ଜୀବନସାଥୀଙ୍କ ସହ ଆପଣଙ୍କ ସଂବନ୍ଧ ମଧୁର ହେବ , ପରିବାର ଲୋକଙ୍କ ସହ ନିଜ ହୃଦୟର କଥା ସେୟାର୍ କରିବେ, ରୋଜଗାରର ଦିଗରେ କରାଯାଇଥିବା ପ୍ରୟାସ ସଫଳ ହେବ, ଆଜି ଆପଣଙ୍କ ସବୁ ମନୋକାମନା ପୁରା ହେବାର ସଂମ୍ଭାବନା ଅଛି ।

୨) ବୃଷ ରାଶି-  ଆଜି ଆପଣଙ୍କ ଦିନ ଖୁସିରେ ଭରପୁର୍ ରହିବ । କେଉଁ ସଂମ୍ପର୍କୀୟଙ୍କ ଠାରୁ ଖୁସିଖବର ଶୁଣିବାକୁ ମିଳିପାରେ । ଯାହାଦ୍ୱାରା ଘରର ମାହୋଲ୍ ଭଲ ରହିବ । ଧନ ପ୍ରାପ୍ତିର ନୁଆ ସ୍ରୋତ ମିଳିବ, ଏହି ରାଶିର ବିଦ୍ୟାର୍ଥୀଙ୍କୁ ମନ ପୁରା ପାଠପଢାରେ ଲାଗିବ । କେଉଁ ପ୍ରତିଯୋଗିତା ପରୀକ୍ଷାରେ ଭଲ ରେଜଲ୍ଟ ମିଳିବ । ସ୍ୱାସ୍ଥ୍ୟର ଦୃଷ୍ଟିରୁ ଆଜିର ଦିନ ଭଲ ରହିବ, ଆପଣ ନିଜକୁ ଉର୍ଜାବାନ ଅନୁଭବ କରିବେ । ଆଜି ମନପସନ୍ଦର ଭୋଜନ ଆନନ୍ଦ ନେଇପାରନ୍ତି । ଆର୍ଥିକ ସ୍ଥିତିରେ ସୁଧାର ହେବ । ବହୁତ ଦିନରୁ ଅଟକିଥିବା ପଇସା ଫେରିପାରିବେ ।

୩) ମିଥୁନ ରାଶି- ଆଜି ଆପଣଙ୍କ ଦିନ ପୁର୍ବ ଅପେକ୍ଷା ଭଲ ନଜର୍ ଆସୁଛି । ଆପଣ ନିଜ ସବୁ ଅଧୁରା କାମ ପୁରା କରିପାରିବେ । ବନ୍ଧୁଙ୍କ ପୁରା ସହଯୋଗ ମିଳିପାରିବ । ଅଫିସ୍ ରେ ମାନ ସମ୍ମାନ ପ୍ରାପ୍ତି ହେବ । ବଡ ଅଧିକାରୀଙ୍କ କୃପା ଦୃଷ୍ଟି ରହିବ , ଆଜି ଆପଣ ସାମ୍ନାରେ ଆସୁଥିବା ସବୁ ଚ୍ୟାଲେଞ୍ଜକୁ ଆରାମରେ ମୁକାବଲା କରିପାରିବେ । କିଛି ମହତ୍ତ୍ୱପୁର୍ଣ୍ଣ ଫଇସଲା ନେବା ସମୟରେ ଭାବିଚିନ୍ତି କାର୍ଯ୍ୟ କରନ୍ତୁ ।

୪) କର୍କଟ ରାଶି- ଆଜି ଆପଣଙ୍କ ଦିନ ସାମାନ୍ୟ ରୁପରେ କଟିବ । ପରିବାର ଲୋକଙ୍କ ସହ ଅଧିକା ସମୟ କଟାଇବାକୁ ଚେଷ୍ଟା କରିବେ । ବନ୍ଧୁଙ୍କସହ କେଉଁଠିକୁ ପିକନିକ୍ ରେ ଯିବାର ଯୋଜନା ହୋଇପାରେ, ଏହି ରାଶିର ବିଦ୍ୟାର୍ଥୀଙ୍କୁ କଠିନ ବିଷୟ ଉପରେ ଧ୍ୟାନ ଦେବାର ଆବଶ୍ୟକତା ଅଛି, ଆପଣଙ୍କ ପଢାରେ ମନ ଭଟକିପାରେ । ଜୀବନସାଥୀଙ୍କ ସହ ଉତଥାନ ପତନ ସ୍ଥିତି ରହିଛି, ଯାହାର କାରଣରୁ ଆପଣ ଚିନ୍ତିତ ହୋଇପାରନ୍ତି । ଅଫିସ୍ କାମରେ ଅଧିକା ପ୍ରେସର୍ ହେବା କାରଣରୁ ଆପଣ ଚିନ୍ତିତ ରହିବେ , ଆପଣ ସବୁ କାର୍ଯ୍ୟକୁ ସମୟରେ ପୁରା କରିବାରେ ଚେଷ୍ଟା କରିବେ ।

୫)ସିଂହରାଶି-ଆଜି ଆପଣଙ୍କ ମଧ୍ୟରେ ଉତ୍ସାହ ର୍ନଜର ଆସୁଛି, ଘର୍ପ ରିବାର ରମା ହୋଲ୍ଖୁସି ମୟରହିବ, ଆପଣସବୁକାର୍ଯ୍ୟନିଜପରିଶ୍ରମ୍ବଳରେକରିବେ, ଜୀବନସାଥୀଙ୍କସହଡିନରରପ୍ଲାନ୍କରିପାରନ୍ତି, କିଛିପୁରୁଣାବନ୍ଧୁଙ୍କସହ୍ସାକ୍ଷାତହୋଇପାରେ, ଯାହାଦ୍ୱାରାପୁରୁଣାସ୍ମୃତିଉଜାଗରହେବ, ବାହାନକିଣିବାରେମନବଳାଇବେ।ଆପଣଙ୍କୁଜରୁରୀକାମରେପରିବାରରପୁରାସହଯୋଗମିଲିପାରିବ।

୬)କନ୍ୟାରାଶି-ଆଜିକାରୋବାରରେଯୋଡିହୋଇଥିବାବ୍ୟକ୍ତିଙ୍କପାଇଁବହୁତଦିନଟିଭଲଅଛି, ଅଫିସ୍ରେସହକର୍ମୀଆପଣଙ୍କୁପୁରାସହଯୋଗକରିବେ, ଆପଣନିଜକୁଉର୍ଜାବାନଅନୁଭବ୍କରିବେ, ଆପଣସବୁଜରୁରୀକାମକୁପୁରାକରିପରିବାରସହଅଧିକାସମୟକଟାଇବାକୁଚେଷ୍ଟାକରିବେ, ଆପଣଙ୍କୁପରିଶ୍ରମରଫଳମିଳିବ, ଆପଣଙ୍କବିଚାରସକରାତ୍ମକ୍ରହିବ।

୭)ତୁଳାରାଶି- ଆଜିଆପଣନିଜପରିଶ୍ରମରୁଧନଲାଭକରିପାରିବେ, ସନ୍ତାନଙ୍କସହସମୟକଟାଇଆପଣଖୁସିଅନୁଭବକରିବେ, ଆପଣନିଜପରିବାରରଦାୟିତ୍ୱକୁଭଲଢଙ୍ଗରେନିଭାଇବେ, ମାନସିକଚିନ୍ତାଦୁର୍ହେବ, ବିଦ୍ୟାର୍ଥିଙ୍କୁ କେଉଁ ବଡ କଲେଜରେ ପଢିବାକୁ ଚାହୁଁଥିଲେତେବେତାଙ୍କସ୍ୱପ୍ନପୁରାହୋଇପାରେ, ଆଜିଆପଣଙ୍କୁକେଉଁପ୍ରୋପଟିପ୍ଲାନ୍କରିବାରମନବଳାଇପାରନ୍ତି, ଅବିବାହିତବ୍ୟକ୍ତିଙ୍କୁବିବାହର୍ପ୍ରସ୍ତାବମିଳିବ।

୮)ବିଛାରାଶି-ଆଜିଆପଣଙ୍କଦିନଉତଥାନପତନଭରାରହିବ, କେଉଁଖାସ୍ବନ୍ଧୁଙ୍କସହଯୁକ୍ତିତର୍କହୋଇପାରେଯାହାରକାରଣରୁମନବହୁତଚିନ୍ତିତରହିବ, ଆପଣନିଜବାଣୀଓକ୍ରୋଧଉପରେନିୟନ୍ତ୍ରଣରଖିବାର୍ଅଛି, ନହେଲେବଡ୍ଅଧିକାରୀଙ୍କଠାରୁଆପଣକିଛିଶୁଣିପାରନ୍ତି, ଜୀବନସାଥୀଙ୍କସହଆପଣଙ୍କସଂମ୍ପର୍କରେମଧୁରତାଆସିବ।ଆପଣକିଛିନୁଆକରିବାରଭାବିପାରନ୍ତି, ଏଥିରେଆପଣଙ୍କୁସଫଳତାମିଲିବ, କେଉଁଅନୁଭବିବ୍ୟକ୍ତିଙ୍କସହ୍ସାକ୍ଷାତହୋଇପାରେ, ଯାହାଭବିଷ୍ୟତପାଇଁଫାଇଦାଦାୟକରହିବ।

୯)ଧନୁରାଶି-ଆଜିବନ୍ଧୁଙ୍କସହମିଶିକରିଫିଲ୍ମଦେଖିବାରପ୍ଲାନ୍କରିପାରନ୍ତି, କାର୍ଯ୍ୟରେଜୀବନସାଥୀଙ୍କସହଯୋଗପ୍ରାପ୍ତିହେବ, ଯାହାଦ୍ୱାରାଆପଣଙ୍କମନକୁଖୁସିମିଳିବ, ଏହିରାଶିରବ୍ୟକ୍ତିଯିଏକିସରକାରୀଚାକିରିକରୁଛନ୍ତିତାଙ୍କୁପ୍ରମୋଶନମିଳିବାରପ୍ରବଳଯୋଗଅଛି, ଶିକ୍ଷାକ୍ଷେତ୍ରରେଯୋଡିହୋଇଥିବାବିଦ୍ୟାର୍ଥୀଙ୍କମନପାଠପଢାରେଲାଗିବ।ଆର୍ଥିକସ୍ଥିତିମଜବୁତ୍ରହିବ, ଆୟରଜରିଆବଢିବ, ସାମାଜିକମାନସମ୍ମାନପ୍ରତିଷ୍ଠାଲାଭକରିବେ

୧୦)ମକରରାଶି-ଆଜିଆପଣଙ୍କଆତ୍ମବିଶ୍ୱାସବଢିଥିବାରନଜରଆସୁଛି, କାରୋବାରରେଧନଲାଭହେବାରଯୋଗ ଅଛି, ଆଜିଆପଣନିଜପରିବାରସଦସ୍ୟଙ୍କସହଖୁସିରମୁହୁର୍ତ୍ତଅତିବାହିତକରିବେ, ଅଧ୍ୟାମପ୍ରତିଆପଣଙ୍କରୁଚିବଢିବ, ଆପଣଙ୍କସ୍ୱାସ୍ଥ୍ୟଭଲରହିବ, ଚାକିରିକ୍ଷେତ୍ରରେସହଯୋଗିସାହାଯ୍ୟକରିବେ, ଅପିସ୍କାମରେଦୁରସହରଯାତ୍ରାକରିପାରନ୍ତି, ବାହାନପ୍ରୟୋଗରେସାବଧାନରୁହନ୍ତୁ, ଦାମ୍ପତ୍ୟଜୀବନରେମଧୁରତାଆସିବ।

୧୧) କୁମ୍ଭ ରାଶି- ଆଜି ଆପଣଙ୍କ ଦିନ ଉତ୍ତମ ରହିବ, ସାମାଜିକ କାର୍ଯ୍ୟରେ ଯୋଗଦାନ ଦେବେ, କାର୍ଯ୍ୟକ୍ଷେତ୍ରରେ ଆଶାନୁସାରେ ସଫଳତା ମିଲିବ, ପାରିବାରିକ ଜୀବନରେ ଚାଲୁଥିବା ଅସୁବିଧାର ସମାଧାନ ମିଳିପାରେ, ଜୀବନସାଥୀ ଆପଣଙ୍କ ଭାବନାକୁ ବୁଝିବେ, ଆଜି ଅଫିସ୍ କାମରେ ଯାତ୍ରା କରିବାକୁ ପଡିପାରେ, ଆପଣଙ୍କ ଦ୍ୱାରା କରାଯାଇଥିବା ଯାତ୍ରା ସୁଖଦ ରହିବ, ସ୍ୱାସ୍ଥ୍ୟ ଭଲ ଉନ୍ନତ ରହିବ । ଅଚାନକ ଘରେ ଅତିଥିଙ୍କ ଆଗମନ ହୋଇପାରେ ।

୧୨) ମୀନ ରାଶି- ଆଜି ଆପଣଙ୍କ ଦିନ ଭଲ ରହିବ, ବନ୍ଧୁଙ୍କ ସହ ମିଶିକରି ନୁଆ କାମର ଆରମ୍ଭ କରିବେ, ସନ୍ତାନଙ୍କ କ୍ୟାରିୟର ଭଲ ଦିଗରେ ନେବାପାଇଁ ଅନୁଭବୀ ବ୍ୟକ୍ତିଙ୍କ ଉପଦେଶ ନେଇପାରନ୍ତି,  ସରକାରୀ ଚାକିରି କରୁଥିବା ଲୋକଙ୍କୁ ବଡ ଅଧିକାରୀଙ୍କ ପ୍ରଶଂସା ମିଳିବ, ଯଦି ଆପଣ ପୁର୍ବରୁ କେଉଁଟି ପଇସା ନିବେଶ କରିଛନ୍ତି ତେବେ ଭଲ ଫାଇଦା ପାଇପାରିବେ, ପ୍ରେମ ଜୀବନରେ ଚାଲିଆସୁଥିବା ଅସୁବିଧାଗୁଡିକ ଦୁର ହୋଇଯିବ, ବହୁତ ଜଲଦି ଆପଣଙ୍କ ପ୍ରେମ ବିବାହ ହୋଇପାରେ,  ଅସହାୟ ଲୋକଙ୍କୁ ସାହାଯ୍ୟ କରିବାର ମଉକା ମିଳିବ ।

Leave a Reply

Your email address will not be published. Required fields are marked *