October 24, 2024

Odia Express

Here, There and Everywhere

5 ଜୁଲାଇ ୨୦୨୨ର Rasiphala,ଆଜି ୨ ଟି ରାଶିବାଲାଙ୍କ ଚାକିରିରେ ପ୍ରମୋଶନ୍ ମିଳିବାର ରହିଛି ଯୋଗ,ସେମିତି ଏମାନଙ୍କୁ ହେବ ଧନ ଲାଭ

1 min read

୧)ମେଷ ରାଶି- ଆଜି ଆପଣଙ୍କ ଦିନ ଖୁସିମୟ ରହିବ । ସଂମ୍ପତ୍ତି ସହ ଯୋଡି ହୋଇଥିବା କାମଗୁଡିକରୁ  ଭଲ ଲାଭ ମିଳିବାର ଆଶା ଅଛି । ଦାମ୍ପତ୍ୟ ଜୀବନରେ ସୁଖ ମିଳିବ । ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ  ଭଲ ତାଳମେଳ ରହିବ । କାର୍ଯ୍ୟକ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ । ପ୍ରମୋଶନ୍ ମିଳିବାର ପ୍ରବଳ ଯୋଗ ଅଛି । ବିଦ୍ୟାର୍ଥୀଙ୍କ ମନ ପାଠପଢାରେ ଲାଗିବ । ଆପଣଙ୍କୁ ନିଜ ପ୍ରୋଜେକ୍ଟ ପୁରା କରିବା ସିନିୟର୍ ଙ୍କ ସାହାଯ୍ୟ ମିଳିପାରେ ,ପ୍ରେମ ଜୀବନରେ ବ୍ୟକ୍ତିଙ୍କ ଦିନ ବଢିଆ ନଜର ଆସୁଛି । ଆପଣ ନିଜ ସାଥୀଙ୍କ ସହ କେଉଁ ଭଲ ଜାଗା ବୁଲିବାର ଯୋଜନା କରିପାରନ୍ତି । ସ୍ୱାସ୍ଥ୍ୟ ସଂବନ୍ଧିତ ଅସୁବିଧାରୁ ମୁକ୍ତି ମିଳିବ । ଯଦି ଆପଣ ପୂର୍ବରୁ କେଉଁଠି ନିବେଶ କରିଛନ୍ତି ତେବେ ସେଥିରୁ ଭଲ ଫାଇଦା ମିଲିପାରିବ ।

୨)ବୃଷ ରାଶି- ଆଜି ଆପଣଙ୍କ ଦିନ ପୁର୍ବ ଅପେକ୍ଷା ଭଲ ନଜର୍ ଆସୁଛି । ଆଜି ଆପଣଙ୍କ କେଉଁ ଅଧୁରା ମନୋକାମନା ପୁରା ହେବାର ନଜର ଆସୁଛି । ବଡ ମାତ୍ରାରେ ଧନ ଲାଭ୍ ହାତରେ ଲାଗିପାରେ, ବିବାହିତ ଜୀବନରେ ଚାଲୁଥିବା ଅସୁବିଧାର ସମାଧାନ ହୋଇପାରିବ । କେଉଁ ସଂମ୍ପର୍କୀୟଙ୍କ ଠାରୁ ଖୁସିଖବର ମିଳିବାର ଆଶା ଅଛି, ଯାହାଦ୍ୱାରା ଘରର ମାହୋଲ୍ ଖୁସିମୟ ହେବ , ଆପଣ ନିଜ ପରିଶ୍ରମ ବଳରେ କଠିନରୁ କଠିନ କାର୍ଯ୍ୟ ପୁରା କରିପାରିବେ । ବହୁତ ଜଲଦି ଆପଣଙ୍କ ପ୍ରେମ ବିବାହ ହୋଇପାରେ ।

୩)ମିଥୁନ ରାଶି- ଆଜି ଆପଣଙ୍କ ଦିନ ଶାନଦାର୍ ରହିବ । ବିଦ୍ୟାର୍ଥୀଙ୍କୁ ନିଜ୍ କ୍ୟାରିୟର୍ ବାଛିବାର ଭଲ ସମୟ ଅଛି, ଦାମ୍ପତ୍ୟ ଜିବନରେ ଚାଲୁଥିବା ଛୋଟ ମୋଟ ମତାନ୍ତର ଆଜି ଶେଷ ହୋଇପାରେ । ଜୀବନସାଥୀଙ୍କ ଠାରୁ ଭଲ ବ୍ୟବହାର ପାଇବା ପରେ ଆପଣଙ୍କ ମନ ବହୁତ ଖୁସି ରହିବ , କପଡା ବେପାର କରୁଥିବା ବ୍ୟକ୍ତିଙ୍କୁ ଧନ ଲାଭ ହେବାର ଆଶା ଅଛି, ସ୍ୱାସ୍ଥ୍ୟ ସହ ଯୋଡି ହୋଇଥିବା ସମସ୍ୟାରୁ ଆଜି ଆପଣଙ୍କୁ ଆରାମ ମିଳିବ, ସରକାରୀ ଚାକିରି କରୁଥିବା ବ୍ୟକ୍ତିଙ୍କୁ ମନ ମୁତାବିକ ଜାଗାକୁ ଟ୍ରାନ୍ସଫର୍ ମିଳିପାରିବ ,ବହୁତ ଲମ୍ବା ସମୟରୁ ଅଟକିଥିବା କାମ ପୁରା ହେବ, ବନ୍ଧୁଙ୍କ ପୁରା ସହଯୋଗ ମିଳିବ, ରାଜନୀତି ସହ ଯୋଡି ହୋଇଥିବା ବ୍ୟକ୍ତିଙ୍କ ରାଜକାର୍ଯ୍ୟରେ ପ୍ରଶଂସା ହେବ , ଅବିବାହିତ ଲୋକଙ୍କୁ ଭଲ ପ୍ରସ୍ତାବ ମିଳିପାରିବ । ମା ବାପାଙ୍କ ସହ ଅଧିକାରୁ ଅଧିକା ସମୟ ବ୍ୟତିତ କରିବାରେ ଚେଷ୍ଟା କରିବେ ।

୪)କର୍କଟ ରାଶି-ଆଜି ଆପଣଙ୍କ ଦିନ ସାମାନ୍ୟ ରହିବ । ଆପଣ କେଉଁ କାମରେ ଭୁଲ୍ କରନ୍ତୁ ନାହିଁ ନହେଲେ କାର୍ଯ୍ୟ ବିଗିଡିପାରେ, ଘରେ ଧାର୍ମିକ କାର୍ଯ୍ୟର ଆୟୋଜନ ଉପରେ ଚର୍ଚ୍ଚା ହୋଇପାରେ, ଘରର ବଡ ବୟସ୍କଙ୍କ ଆଶିର୍ବାଦ ଆପଣଙ୍କ ଉପରେ ରହିବ । ମା ବାପାଙ୍କ ଆଶିର୍ବାଦ ନେଇକରି ଯାହା ବି କାମ କରିବେ ସେଥିରେ ସଫଳତା ନିଶ୍ଚିତ ମିଳିବ । ନୁଆ ନୁଆ ବ୍ୟକ୍ତିଙ୍କ ସହ ବନ୍ଧୁତା ହୋଇପାରେ, କିନ୍ତୁ ଆପଣ କେଉଁ ଅଚିହ୍ନା ଲୋକ ଉପରେ ଆଖି ବନ୍ଦ କରି ବିଶ୍ୱାସ କରନ୍ତୁ ନାହିଁ । ବିଦ୍ୟାର୍ଥୀଙ୍କୁ ପାଠପଢାରେ ଧ୍ୟାନ ଦେବାକୁ ହେବ । କେଉଁ ବି ପ୍ରତିଯୋଗିତା ପରିକ୍ଷାରେ ସଫଳତା ପାଇବାକୁ ହେଲେ କଡା ପରିଶ୍ରମ କରିବାକୁ ହେବ । ଆଜି ଲମ୍ବା ଯାତ୍ରା କରିବାରୁ ଦୁରେଇ ରହିବାକୁ ହେବ । ବାହାନ ପ୍ରୟୋଗ କରନ୍ତୁ ନାହିଁ, ଦୁର୍ଘଟଣା ହେବାର ଆଶଙ୍କା ଅଛି ।

୫)ସିଂହ ରାଶି- ଆଜି ଆପଣଙ୍କ ଦିନ ଭଲ ପରିଣାମ ନେଇକରି ଆସିଛି, ଚାକିରି କରୁଥିବା ବ୍ୟକ୍ତିଙ୍କୁ ବଡ ଅଧିକାରୀଙ୍କ ପୁରା ସହଯୋଗ ମିଳିବ, ଆପଣ ନିଜ ଅଧୁରା କାମକୁ ପୁରା କରିପାରିବେ । ସହକର୍ମୀଙ୍କ ସହ ଭଲ ତାଳମେଳ ରହିବ । ଅଚାନକ ଘରେ ଅତିଥିଙ୍କ ଆଗମନ ହେବ । ଯେଉଁଥିରେ ଘରର ମାହୋଲ୍ ଖୁସିମୟ ହେବ । ଛୁଆଙ୍କ ତରଫରୁ ଚିନ୍ତା ଦୂର ହେବ , ଘରର ବଡ ବୟସ୍କଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ । ଦାମ୍ପତ୍ୟ ଜୀବନରେ ପରସ୍ପରଙ୍କ ମଧ୍ୟରେ ଭଲ ତାଳମେଳ ରହିବ । ବାସନ କାରୋବାର କରୁଥିବା ବ୍ୟକ୍ତିଙ୍କୁ ଭଲ ଲାଭ ମିଲିପାରିବ, ଆପଣ ନିଜ ମଧୁର ବାଣି ଦ୍ୱାରା ଅନ୍ୟଙ୍କୁ ପ୍ରଭାବିତ କରିବେ ।

୬)କନ୍ୟା ରାଶି- ଆଜି ଆପଣଙ୍କୁ ଭାଗ୍ୟର ପୁରା ସାଥ୍ ମିଲିବ, ଘରର ମାହୋଲ୍ ଖୁସିମୟ ରହିବ, ଅସହାୟ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଚେଷ୍ଟା କରିବେ । ସ୍ୱାସ୍ଥ୍ୟ ଠିକ୍ ରହିବ । ଖାଦ୍ୟପେୟରେ ରୁଚି ବଢିବ । ଆପଣଙ୍କୁ ନିଜ ବଡ ବୟସ୍କଙ୍କ ଆଶିର୍ବାଦ ମିଳିବ, ସ୍ୱାସ୍ଥ୍ୟ ଭଲ ରହିବ, ଅଫିସ୍ ରେ ଅଧୁରା କାମ ସହକର୍ମୀଙ୍କ ଦ୍ୱାରା ପୁରା ହେବ । ବଡ ଅଧିକାରିଙ୍କ ପୁରା ସାଥ୍ ମିଳିବ, ପ୍ରେମ ଜୀବନରେ ସୁଧାର ଆସିବ, ରାଜନୀତି କ୍ଷେତ୍ରରେ ଭଲ ସଫଳତା ପାଇବେ ।

୭)ତୁଳା ରାଶି- ଆଜି ଆପଣ ନିଜ ପରିଶ୍ରମରୁ ଧନ ଲାଭ କରିପାରିବେ, ସନ୍ତାନଙ୍କ ସହ ସମୟ କଟାଇ ଆପଣ ଖୁସି ଅନୁଭବ କରିବେ, ଆପଣ ନିଜ ପରିବାରର ଦାୟିତ୍ୱକୁ ଭଲ ଢଙ୍ଗରେ ନିଭାଇବେ, ମାନସିକ ଚିନ୍ତା ଦୁର୍ ହେବ, ବିଦ୍ୟାର୍ଥିଙ୍କୁ କେଉଁ ବଡ କଲେଜରେ ପଢିବାକୁ ଚାହୁଁଥିଲେ ତେବେ ତାଙ୍କ ସ୍ୱପ୍ନ ପୁରା ହୋଇପାରେ, ଆଜି ଆପଣଙ୍କୁ କେଉଁ ପ୍ରୋପଟି ପ୍ଲାନ୍ କରିବାର ମନ ବଳାଇପାରନ୍ତି, ଅବିବାହିତ ବ୍ୟକ୍ତିଙ୍କୁ ବିବାହର୍ ପ୍ରସ୍ତାବ ମିଳିବ ।

୮)ବିଛା ରାଶି- ଆଜି ଆପଣଙ୍କ ଦିନ ଉତଥାନ ପତନଭରା ରହିବ, କେଉଁ ଖାସ୍ ବନ୍ଧୁଙ୍କ ସହ ଯୁକ୍ତିତର୍କ ହୋଇପାରେ ଯାହାର କାରଣରୁ ମନ ବହୁତ ଚିନ୍ତିତ ରହିବ, ଆପଣ ନିଜ ବାଣୀ ଓ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବାର୍ ଅଛି, ନହେଲେ ବଡ୍ ଅଧିକାରୀଙ୍କ ଠାରୁ ଆପଣ କିଛି ଶୁଣିପାରନ୍ତି, ଜୀବନସାଥୀଙ୍କ ସହ ଆପଣଙ୍କ ସଂମ୍ପର୍କରେ ମଧୁରତା ଆସିବ । ଆପଣ କିଛି ନୁଆ କରିବାର ଭାବିପାରନ୍ତି, ଏଥିରେ ଆପଣଙ୍କୁ ସଫଳତା ମିଲିବ, କେଉଁ ଅନୁଭବି ବ୍ୟକ୍ତିଙ୍କ ସହ୍ ସାକ୍ଷାତ ହୋଇପାରେ, ଯାହା ଭବିଷ୍ୟତ ପାଇଁ ଫାଇଦା ଦାୟକ ରହିବ ।

୯)ଧନୁ ରାଶି-ଆଜି ବନ୍ଧୁଙ୍କ ସହ ମିଶିକରି ଫିଲ୍ମ ଦେଖିବାର ପ୍ଲାନ୍ କରିପାରନ୍ତି, କାର୍ଯ୍ୟରେ ଜୀବନସାଥୀଙ୍କ ସହଯୋଗ ପ୍ରାପ୍ତି ହେବ, ଯାହାଦ୍ୱାରା ଆପଣଙ୍କ ମନକୁ ଖୁସି ମିଳିବ, ଏହି ରାଶିର ବ୍ୟକ୍ତି ଯିଏକି ସରକାରୀ ଚାକିରି କରୁଛନ୍ତି ତାଙ୍କୁ ପ୍ରମୋଶନ ମିଳିବାର ପ୍ରବଳ ଯୋଗଅଛି, ଶିକ୍ଷା କ୍ଷେତ୍ରରେ ଯୋଡି ହୋଇଥିବା ବିଦ୍ୟାର୍ଥୀଙ୍କ ମନ ପାଠପଢାରେ ଲାଗିବ । ଆର୍ଥିକ ସ୍ଥିତି ମଜବୁତ୍ ରହିବ, ଆୟରଜରିଆ ବଢିବ, ସାମାଜିକ ମାନ ସମ୍ମାନ ପ୍ରତିଷ୍ଠା ଲାଭ କରିବେ

୧୦)ମକର ରାଶି- ଆଜି ଆପଣଙ୍କ ଆତ୍ମବିଶ୍ୱାସ ବଢିଥିବାରନଜର ଆସୁଛି, କାରୋବାରରେ ଧନଲାଭ ହେବାର ଯୋଗ ଅଛି, ଆଜି ଆପଣ ନିଜ ପରିବାର ସଦସ୍ୟଙ୍କ ସହ ଖୁସିର ମୁହୁର୍ତ୍ତ ଅତିବାହିତ କରିବେ, ଅଧ୍ୟାମ ପ୍ରତି ଆପଣଙ୍କ ରୁଚି ବଢିବ, ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ, ଚାକିରି କ୍ଷେତ୍ରରେ ସହଯୋଗି ସାହାଯ୍ୟ କରିବେ, ଅପିସ୍ କାମରେ ଦୁର ସହର ଯାତ୍ରା କରିପାରନ୍ତି, ବାହାନ ପ୍ରୟୋଗରେ ସାବଧାନ ରୁହନ୍ତୁ, ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ ।

୧୧) କୁମ୍ଭ ରାଶି- ଆଜି ଆପଣଙ୍କ ଦିନ ଉତ୍ତମ ରହିବ, ସାମାଜିକ କାର୍ଯ୍ୟରେ ଯୋଗଦାନ ଦେବେ, କାର୍ଯ୍ୟକ୍ଷେତ୍ରରେ ଆଶାନୁସାରେ ସଫଳତା ମିଲିବ, ପାରିବାରିକ ଜୀବନରେ ଚାଲୁଥିବା ଅସୁବିଧାର ସମାଧାନ ମିଳିପାରେ, ଜୀବନସାଥୀ ଆପଣଙ୍କ ଭାବନାକୁ ବୁଝିବେ, ଆଜି ଅଫିସ୍ କାମରେ ଯାତ୍ରା କରିବାକୁ ପଡିପାରେ, ଆପଣଙ୍କ ଦ୍ୱାରା କରାଯାଇଥିବା ଯାତ୍ରା ସୁଖଦ ରହିବ, ସ୍ୱାସ୍ଥ୍ୟ ଭଲ ଉନ୍ନତ ରହିବ । ଅଚାନକ ଘରେ ଅତିଥିଙ୍କ ଆଗମନ ହୋଇପାରେ ।

୧୨) ମୀନ ରାଶି-ଆଜି ଆପଣଙ୍କ ଦିନ ଭଲ ରହିବ । ମା ବାପାଙ୍କ ଆଶିର୍ବାଦ ଆପଣଙ୍କ ସହ ରହିବ । ଅଫିସ୍ ରେ ସବୁ କାର୍ଯ୍ୟ ଭଲ ଢଙ୍ଗରେ ପୁରା କରିପାରିବେ, ସ୍ୱାସ୍ଥ୍ୟ ବି ଠିକ୍ ରହିବ । କମ୍ ପରିଶ୍ରମରେ ଆପଣଙ୍କୁ ଅଧିକା ଲାଭ ମିଳିବାର ଆଶା ଅଛି, ଅସହାୟ ଲୋକଙ୍କୁ ସାହାଯ୍ୟ କରିବାରେ ମଉକା ମିଳିବ, ସୋସିଆଲ୍ ମୀଡିଆରେ ଆପଣଙ୍କ ବହୁତ ଗୁଡିଏ ଭିଡିଓ ଲୋକଙ୍କୁ ପସନ୍ଦ ଆସିବ, ଦାମ୍ପତ୍ୟ ଜୀବନରେ ପରସ୍ପର ତାଳମେଳ ରହିବ, ବିଦ୍ୟାର୍ଥୀଙ୍କ ପାଇଁ ଆଜିର ଦିନ ସାମାନ୍ୟ ନଜର ଆସୁଛି, ଦୁର୍ବଳ ବିଷୟ ପ୍ରତି ଅଧିକା ଧ୍ୟାନ ଦେବାକୁ ହେବ ।

Leave a Reply

Your email address will not be published. Required fields are marked *