October 19, 2024

Odia Express

Here, There and Everywhere

ମା କୁ କୁଅରେ ବୁଡୁଥିବାର ଦେଖି ପୁଅ ବି କୁଅରେ Jumped କରିଲା, କିନ୍ତୁ ତାପରେ ଯାହା ହେଲା ଶୁଣିଲେ ଆଖିରେ ଲୁହ ଆସିଯିବ…

ସମସ୍ତଙ୍କ ଜୀବନରେ ଗୋଟେ ମା ପ୍ରଥମ ସର୍ବଶ୍ରେଷ୍ଠ ଓ ସବୁଠାରୁ ଭଲ ଓ ମହତ୍ତ୍ୱପୁର୍ଣ୍ଣ ମା ହିଁ ହୋଇଥାଏ,  କାରଣ ମା ପରି ବାସ୍ତବିକ କେହି ଆଉ ହେଇ ପାରିବେ ନାହିଁ । ଗୋଟେ ମା ହିଁ ହୋଇଥାଏ ଯିଏ ନିଜ ଛୁଆଙ୍କ ଭଲ ଓ ଖରାପ  ସମୟରେ ସାଥିରେ ରହିଥାଏ, ଛୁଆଙ୍କ ଖୁସି ପାଇଁ ନିଜ ଖୁସିକୁ ତ୍ୟାଗ କରିଦିଏ । କିନ୍ତୁ ନିଜ ଛୁଆଙ୍କୁ କେଉଁ ବି ପ୍ରକାର ଦୁଃଖ ପଡିବାକୁ ଦିଏ ନାହିଁ, ଆମର ଭଲ ଓ ଖରାପ କଥାକୁ ଧ୍ୟାନ ମା ଛଡା ଆଉ କେହି ରଖିପାରିବେ ନାହିଁ । ମା ନିଜ ଛୁଆଙ୍କୁ ବହୁତ ଭଲ ପାଏ, ମାର କ୍ଷୀରର କରଜ ସୁଝିପାରିବା ସମସ୍ତଙ୍କ ପକ୍ଷେ ସଂମ୍ଭବପର ହୋଇପାରେ ନାହିଁ ଏହି ମଧ୍ୟରେ ଏକ ମାମଲା ବାହାରି ଆସିଛି ଯାହାକୁ ଜାଣିଲେ ଆପଣଙ୍କ ଆଖିରୁ ଲୁହ ଚାଲି ଆସିବ, ଏହି ମାମଲା ଜୟପୁର ଜିଲ୍ଲାରୁ ସାମ୍ନାକୁ ଆସିଛି, ଯେଉଁଠି ଗୋଟେ ପୁଅ ନିଜ ମା କ୍ଷୀରର କରଜ ସୁଝିବାକୁ ଯାଇ ନିଜ ଜୀବନ ହାରିବସିଥିଲା, କିନ୍ତୁ ଝିଅ ନିଜ ମାର ଜୀବନ ବଞ୍ଚାଇବାରେ ସଫଳ ହୋଇପାରିଲା ନାହିଁ।

ଏହି ମାମଲା ଜୟପୁର ଚାକସୁ ଇଲାକାର ଅଟେ, ଯେଉଁଠି ଏକ ଭୟାନକ ଘଟଣା ହୋଇଚି, ଯେଉଁଠି ଗୋଟେ ମା ଓ ପୁଅଙ୍କ ଜୀବନ ଚାଲିଯାଇଛି, ପୋଲିସ୍ ଅନୁସାରେ ଏହି ଘଟଣା ଜୟପୁର ଚାକୁସୁ ଥାନା ଇଲାକାରେ ଶକର ଖାବଦା ଗାଁ ପାଖରେ ସ୍ଥିତ ଏକ ଢାଣୀ ରେ ପ୍ରାୟ ୧୦ ଟା ବେଳେ ସକାଳେ ହୋଇଛି ଯେଉଁଠି ଏକ ୨୫ ବର୍ଷୀୟ ଗିରିଜ ନିଜ ମା ସୋନା ଦେବୀ ୪୮ ବର୍ଷଙ୍କ ସହ ନିଜ ଚାଷ ଜମିରେ କାମ କରୁଥିଲା, ଏହି ସମୟରେ ସୋନା ଦେବୀ ପାଣି ନେବାପାଇଁ କ୍ଷେତରେ ଥିବା କୁଅ ପାଖକୁ ଯାଈଥିଲେ, ସେଠାରେ ପାଣି ଭରିବା ସମୟରେ ସୋନା ଦେବୀଙ୍କ ପାଦ ଅଚାନକ ଖସି ପଡିଲା, ଓ ସେ କୁଅରେ ଆସିକରି ପଡିଲେ, ନିଜ ମାକୁ ବୁଡୁଥିବାର ଦେଖି ପୁଅ ବି କୁଅରେ ଡିଆଁ ମାରିଦେଲା, କିନ୍ତୁ ଦୁହେଁ ମୃତ୍ୟୁ ବରଣ କରିନେଲେ, ପୋଲିସ୍ ମା ଓ ପୁଅର ଶବକୁ ପୋଷ୍ଟ ମର୍ଟମ କରି ତାଙ୍କ ପରିଜନଙ୍କୁ ହସ୍ତାନ୍ତର କରିଦେଇଛନ୍ତି, ଗୋଟେ ହିଁ ପୁଅ ଥିଲା ଯିଏ ନିଜ ମା ପାଇଁ ଜୀବନ ଦେଇଦେଲା,  ଏହି ଦୁର୍ଘଟଣା ପରେ ମୃତକଙ୍କ ଗାଁରେ ଶୋକାକୁଳ ହୋଇଚି ।

ଏମିତି କୁହାଯାଉଛି କି ଯେବେ ମାକୁ କୁଅରେ ବୁଡୁଥିବାର ଦେଖି କ୍ଷେତରେ କାମ କରୁଥିବା ପୁଅ ଗିରିଜଙ୍କ ନଜର ପଡିଲା ତେବେ ସେ ତୁରନ୍ତ କୁଅ ଆଡକୁ ଦୌଡିଥିଲେ, ଓ ବିନା ସମୟ କଟାଇ ନିଜ ମାର ଜୀବନ ବଞ୍ଚାଇବାକୁ ଯାଈ କୁଅରେ ସିଧା ଡେଇଁ ପଡିଲେ କିନ୍ତୁ ଭାଗ୍ୟର କିଛି ଅଲଗା ମଞ୍ଜୁର୍ ଥିଲା, ମା ପୁଅ ଦୁହେଁ କୁଅରେ ବୁଡିବା ଯୋଗୁଁ ଜୀବନ ହରାଇ ବସିଲେ ।

ଯେପରି ଏହି ଘଟଣାର ସୁଚନା ଗାଁ ଲୋକଙ୍କୁ ଜଣାପଡିଲା ତେବେ ସେ ତୁରନ୍ତ ମଉକା ସ୍ଥାନରେ ପହଞ୍ଚିଥିଲେ, ଓ ଦୁହେଁ ମା ପୁଅକୁ କୁଅରୁ ବାହାର୍ କରିବାକୁ ଚେଷ୍ଟା କରିଥିଲେ । ଏହି ମଧ୍ୟରେ ଗାଁ ଲୋକେ ସ୍ଥାନୀୟ ପୋଲିସ୍ ଙ୍କୁ ଏହି ବିଷୟରେ ସୁଚନା ଦେଲେ, ଯେପରି ସୁଚନା ପୋଲିସ୍ ପାଖରେ ପହଞ୍ଚିଲା, ତେବେ ପୋଲିସ୍ ସିଭିଲ୍ ଡିଫେନ୍ସ ରେସକ୍ୟୁ ଟିମ୍ କୁ ଡକାଇଦେଲେ, ପରେ ଗାଁ ଲୋକେ ଓ ରେସକ୍ୟୁ ଟିମ୍ ମିଶିକରି ଦୁହେଁ ମା ଓ ପୁଅକୁ ବାହାର କରିଲେ, କିନ୍ତୁ ବହୁତ ବିଳମ୍ବ ହୋଇସାରିଥିଲା, ଦୁହେଁ ଏହି ଦୁନିଆଁକୁ ଛାଡି ଚାଲୀଯାଇଥିଲେ ।

ଯେବେ ମା ପୁଅ କୁଅରୁ ବାହାରିଥିଲେ ତେବେ ତାପରେ ପୋଲିସ୍ ତାଙ୍କୁ ସଙ୍ଗେ ସଙ୍ଗେ ସ୍ଥାନୀୟ ମେଡିକାଲ୍ ନେଇଯାଇଥିଲା, କିନ୍ତୁ ସେଠାକାର ଡାକ୍ତର ତାଙ୍କୁ ମୃତ ଘୋଷିତ କରିଦେଲେ,  ଯେପରି ଗ୍ରାମୀଣ ଲୋକେ ଏହି ଖବର ଶୁଣିଲେ ତେବେ ସମସ୍ତଙ୍କ ଆଖିରୁ ଲୁହ ଚାଲି ଆସିଥିଲା, ଗାଁ ରେ ପୁଅ ଓ ମାର ମୃତ୍ୟୁ ଖବର ଶୁଣିକରି ଗାଁରେ ଶୋକାକୁଳ ପରିବେଶ ହୋଇଯାଇଥିଲା, ସମସ୍ତେ ଏହା କହୁଥିଲେ କି ଗିରିଜା ନିଜ ମାର ଜୀବନ ବଞ୍ଚାଇବାକୁ ଯାଇ ବହୁତ ଚେଷ୍ଟା କରିଥିଲା, ସେ ନିଜ ଜୀବନର ଚିନ୍ତା ନକରି ସିଧା କୁଅରେ ଡେଇଁ ପଡିଥିଲା, କିନ୍ତୁ ତାର ଦ୍ୱାରା କରାଯାଇଥିବା ଚେଷ୍ଟା କାମରେ ଆସିପାରିଲା ନାହିଁ ଓ ଦୁହେଁ ଜୀବନ ହାରି ବସିଲେ ।

Leave a Reply

Your email address will not be published. Required fields are marked *