October 17, 2024

Odia Express

Here, There and Everywhere

ମାର୍କେଟରେ ତିଆରି ହେଉଛି ଗଧର ମଇଳାରୁ Kitchen Masala, ଜାଣନ୍ତୁ କିପରି ବନାଯାଉଛି ଜନତାଙ୍କୁ ବୋକା

ଅଧିକା ପଇସା କମାଇବା ଲୋଭରେ ବହୁତଥର ମିଶ୍ରଣକାରୀ ଲୋକ ସ୍ୱାସ୍ଥ୍ୟକୁ ବିପଦରେ ପକାଇଦିଅନ୍ତି, ଏହା ଖାଇବା ପିଇବା ଜିନିଷରେ ମିଳାମିଶା କରିକି ଅଧିକାଧନ କମାଇବାର ଲୋଭରେ ସେହି ଜିନିଷକୁ ବ୍ୟବହାର କରି ସ୍ୱାସ୍ଥ୍ୟକୁ ଅସୁବିଧାରେ ପକାନ୍ତି, ଯାହାର କାରଣରୁ ଏହି ମିଶ୍ରଣକାରୀ ଲୋକଙ୍କୁ ରୋଗର କାରଣ ହୋଇଥାଏ । ଏମିତି ଏକ ଫ୍ୟାକ୍ଟ୍ରିର ପର୍ଦ୍ଦାଫାଶ ହୋଇଛି ଯାହାକି ନକଲି ମସଲା ବନାଇକରି ଗ୍ରାହକଙ୍କ ସ୍ୱାସ୍ଥ୍ୟର ସହ ଖେଳୁଥିଲା, ଏହି ଫ୍ୟାକ୍ଟ୍ରି ମଧ୍ୟପ୍ରଦେଶର୍ ହାଥରସ ଜିଲ୍ଲାରେ ଅଛି, କିନ୍ତୁ ଏଥିରେ ଲୋକଙ୍କୁ ଝଟକା ଦେଲାଭଳି କଥା ଏହା କି ଏହି ମସଲାକୁ ପ୍ରସ୍ତୁତ କରିବାପାଇଁ

ଏଥିରେ ଗଧର ମଳ, ଓ ଏମିତି ରଙ୍ଗର ପ୍ରୟୋଗ କରାଯାଉଥିଲା ଯାହା ଖାଇବା ଦାୟକ ନୁହେଁ, ଏହି ଫ୍ୟାକ୍ଟ୍ରି ଏହି ନକଲି ମସଲା ପ୍ରସ୍ତୁତି କରି କମ୍ପାନୀର ରାପର୍ ରେ ପକାଇ ବଜାରରେ ସପ୍ଲାଇ କରାଯାଉଥିଲା ।କହିଦେବୁ କି ଗଧର ମଳ ଓ ଏସିଡ୍ ରୁ ନକଲି ମସଲା ତିଆରି କରୁଥିବା ଏହି ଫ୍ୟାକ୍ଟ୍ରି ଖୁଲାସା ହାଥରସ୍ ପୋଲିସ୍ କରିଛନ୍ତି, କହିଦେବୁ କି ହାଥରସ ନବିନପୁରରେ ଚାଲୁଥିବା ଏହି ନକଲି ମସଲା ବନାଉଥିବା ଫ୍ୟାକ୍ଟ୍ରି ଉପରେ ଏଫଡିଏ ଟିମ୍ ଛାପା ମାରିଥିଲେ, ଛାପାମାରାରେ ଏଠାରେ ଭାରି ମାତ୍ରାରେ ନକଲି କିଚେନ୍ ମସଲା ପ୍ରସ୍ତୁତି କରାଯାଊଥିବା ଜିନିଷ ମିଳିଲା

କହିଦେବୁ କି ମିଶ୍ରଣ ହେଉଥିବା ଏହି ମସଲା ଏହି ଫ୍ୟାକ୍ଟ୍ରିର୍ ମାଲିକ ସହ ମଣ୍ତଳ ପ୍ରଭାରି ଅନୁପ ବାର୍ଷ୍ଣୀୟ ଥିଲେ ଯିଏ ଏହି ଛାପା ମାରିବା ସମୟରେ ଫ୍ୟାକ୍ଟ୍ରିରେ ଥିଲେ, ମିଶ୍ରଣବାଲା ବନାଉଥିବା ଜିନିଷ ଜଏଣ୍ଟ ମାଜିଷ୍ଟେଟ୍ ଙ୍କ ଉପସ୍ଥିତିରେ ଏହି ଫ୍ୟାକ୍ଟ୍ରିକୁ ସିଲ୍ କରିଦିଆଯାଇଥିଲା ।ଫ୍ୟାକ୍ଟ୍ରି ଚଲାଉଥିବା ଶାନ୍ତି ଭଙ୍ଗ କରିବା ଆରୋପରେ ତାଙ୍କୁ ହିରାସତରେ ନିଆଯାଇଛି

ଫ୍ୟାକ୍ଟ୍ରିରେ ମହଜୁଦ୍ ଜିନିଷ ୨୭ ରୁ ଅଧିକା ସାମ୍ପଲ୍ ନେଇକରି ଟେଷ୍ଟ୍ ପାଇଁ ଲ୍ୟାବ୍ ପଠାଯାଇଛି, ଏବେ ପୋଲିସ୍ ଲ୍ୟାବର ରିପୋର୍ଟ ଆସିବାର ଅପେକ୍ଷା କରିଛନ୍ତି, କହିଦେବୁ କି ରିପୋର୍ଟ ଆସିବାପରେ ଖାଦ୍ୟ ସୁରକ୍ଷା ଅଧିନିୟମ ଦ୍ୱାରା ଆଇ ଆର୍ ଦର୍ଜ କରାଯିବ, ଜଏଣ୍ଟ ମାଜିଷ୍ଟେଟ୍ ପ୍ରେମ ପ୍ରକାଶ ମିଣା କହିଲେ କି ସ୍ଥାନୀୟ ବ୍ରାଣ୍ତ ନାମରେ ୩୦୦ କିଲୋ ଅଧିକା ମିଶ୍ରଣ ମସଲା ଜବତ କରାଯାଇଛି, ଏହି କଥାର ଖୁଲାସା କରାଯାଇଚି ଛାପାମାରିବା ସମୟରେ ସେ ଭାରି ମାତ୍ରାରେ ନକଲି ମସଲା ଜବତ କରିଛନ୍ତି, ଏହି ସାମଗ୍ରୀରେ ଗଧର ମଳ, ଭୁଷା, ଓ ଏସିଡ୍ ଡ୍ରମ୍ ସାମିଲ୍ ଅଛି ।

ସେମିତି ଏହି ଛାପାମାରା ସମୟରେ ଭାରି ମାତ୍ରାରେ ନକଲି ମସଲା ଯେପରି ଧନିଆଁ, ଲାଲ୍ ଲଙ୍କାଗୁଣ୍ତ, ହଳଦି, ଗରମ ମସଲା, ଜବତ ହୋଇଛି, ଖାଦ୍ୟ ବିଭାଗ ଅନୁସାରେ ଏହି ଅପମିଶ୍ରଣ ମସଲା ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇପାରେ ଖାସ୍ କରି ଯଦି କେଉଁ ବ୍ୟକ୍ତି ବହୁତ୍ ଦିନରୁ ଏହି ମସଲାର୍ ପ୍ରୟୋଗ କରିବେ ତେବେ ଏହା ସ୍ୱାସ୍ଥ୍ୟ ପ୍ରତି ବିପଦ ଆଣିପାରେ, ଅଧିକାରିକ ମୁତାବିକ ଏହି ଛାପାମାରା ସମୟରେ ସେଠାରେ ଅଲଗା ଅଲଗା ବ୍ରାଣ୍ତର ୩୦୦୦ ଖାଲି ପ୍ୟାକେଟ୍ ଓ ୧୦୦ ପ୍ୟାକେଟ୍ ଭୁରା ଜବତ ହୋଇଛି, ଯେବେ ଏହି ଫ୍ୟାକ୍ଟ୍ରିର ମାଲିକ ଅନୁପ ବାଷ୍ଣିୟ ବିଭିନ୍ନ ବ୍ରାଣ୍ତର ଲାଇସେନ୍ସ ସଂମ୍ପନ୍ଧି କାଗଜପତ୍ର ମାଗିବାରୁ ସେ କିଛି କାଗଜପତ୍ର ଘଟଣାସ୍ଥଳରେ ଦେଇପାରିନଥିଲେ ।

Leave a Reply

Your email address will not be published. Required fields are marked *