March 20, 2025

Odia Express

Here, There and Everywhere

ଏହି Mahesh Swani ହେଲା ଶତାଧିକ ଅନାଥ ଝିଅମାନଙ୍କର ମସିହା, ଏବେ ପର୍ଯ୍ୟନ୍ତ ୩୦୦ ଝିଅଙ୍କର ବସିସାରିଛି ଘର

ଆମର ଭାରତ ଦେଶରେ ଝିଅଙ୍କର କନ୍ୟା ପୁଜନ କରାଯାଏ , ଏମିତିରେ ଏଠାକାର ମହିଳାଙ୍କୁ ଦେବୀ ସମାନ ବୁଝାଯାଏ, କେଉଁ ବି ବାପା ଏଠାରେ ତେବେ ପର୍ଯ୍ୟନ୍ତ ଅଧୁରା ହୋଇଥାଏ ଯେବେ ପର୍ଯ୍ୟନ୍ତ୍ ସେ ନିଜ ଝିଅର ବାହାଘର କରି କନ୍ୟାଦାନ ନ କରିଥିବ, ହିନ୍ଦୁ ରୀତିନୀତି ଅନୁସାରେ କନ୍ୟାଦାନକୁ ଏଠାରେ ପୁଣ୍ୟର କାମ ମାନାଯାଏ, ଓ ଏହି ମାନ୍ୟତା ଅଛି ଯେଉଁ ବ୍ୟକ୍ତି କନ୍ୟାଦାନ କରିଥାଏ ଦୁନିଆଁରସବୁ ପାପରୁ ମୁକ୍ତି ପାଇଥାଏ, ଯଦି ଆପଣଙ୍କ ଭାଗ୍ୟରେ ବି କନ୍ୟାର ଘର ବସାଇବାର ମଉକା ମିଳେ ତେବେ ଆପଣଙ୍କ ପାଇଁ ଏହା ବହୁତ ସୌଭାଗ୍ୟର କଥା ହେବ, ଆଜି ଏହି ପୋଷ୍ଟରେ ଆମେ ଆପଣଙ୍କୁ ଏମିତି ଏକ ବ୍ୟକ୍ତିଙ୍କୁ ଦେଖାକରାଇବାକୁ ଯାଉଛୁ, ଯିଏ ଏବେ ପର୍ଯ୍ୟନ୍ତ ଶତାଧିକ ଝିଅଙ୍କର ବାହାଘର କରାଇସାରିଛି, ଓ କେତେ ଝିଅଙ୍କର କନ୍ୟାଦାନ କରାଇସାରିଛି ।

କହିଦେବୁ କି ଏହି ବ୍ୟକ୍ତିକୁ ଲୋକେ ଭଗବାନ ମସିହା ଭାବୁଛନ୍ତି ଯିଏକି କନ୍ୟାଦାନ ପାଇଁ ବାପାରୁ ଅଧିକା ପ୍ରମାଣିତ ହୋଇଛି, ସେମିତି ଝିଅ ତାଙ୍କୁ ମସିହା ମାନନ୍ତି, ଆପଣଙ୍କୁ ଏହା ଜାଣିକରି ଆଶ୍ଚର୍ଯ୍ୟ ଲାଗିବ କି ଏହି ବ୍ୟକ୍ତି ଏବେ ପର୍ଯ୍ୟନ୍ତ ୩୦୦ ରୁ ଅଧିକା ଅନାଥ ଝିଅଙ୍କୁ ବିବାହ କରାଇଛନ୍ତି, ଯେଉଁଥିରେ କିଛି ଝିଅ ହିନ୍ଦୁ ଅଛନ୍ତି, କିଛି ମୁସଲିମ୍,କିଛି ଶିଖ, ଓ କିଛି ଇଶାଇ, ମାନେ ଏହି ବ୍ୟକ୍ତି ସବୁ ଧର୍ମକୁ ଏକା ସମାନ ଭାବିକରି ବାହାଘର କରାଈଛନ୍ତି, ତେବେ କିଛି ସିଖ୍ ଓ ଇସାଇ ଧର୍ମ ଅନୁସାରେ ବାହାଘର କରାଯାଈଥିବା ପ୍ରସାଦ ଯାହା ବି ଝିଅ ଜେଉଁ ବି ଧର୍ମର ସଂବନ୍ଧ ରଖୁଥିବ ତାକୁ ସେହି ପ୍ରକାରରେ ବାହାଘର କରାଯାଈଛି, ସୋସିଆଲ୍ ମୀଡିଆରେ ଏହି ବ୍ୟକ୍ତିର ପ୍ରଶଂସା କରାଯାଉଛି, ଓ ଏହି ବ୍ୟକ୍ତି ଯେପରି ହଜାର ଲୋକଙ୍କ ପାଇଁ ଏକ ମିଶାଲ୍ ହୋଇସାରିଛି ।

ସୁଚନା ପାଇଁ କହିଦେବୁ କି ଯେଉଁ ବ୍ୟକ୍ତି ଆଜି ଆମେ କଥା ହେଉଛେ ସେ ଅସଲରେ ଗୁଜୁରାଟର ସୁରଟ ସହରର ମହେଶ ସାବନୀ ଅଟନ୍ତି, ଯିଏକି ପେଶାରେ ହିରା ବେପାରୀ ଅଟନ୍ତି, ମହେଶ ସାବନୀ ବହୁତ ବଡ ବେପାରୀଙ୍କ ସୁଚୀରେ ଆସନ୍ତି, ଯାହାଙ୍କର କାରୋବାର କୋଟିଏ ଟଙ୍କା ଉପରେ ଚାଲେ, ଏତେ ଧନୀ ବ୍ୟକ୍ତି ହେବା ପରେ ବି ମହେଶ କେଉଁ ପ୍ରକାରର୍ ଅହଂକାର ନାହିଁ, ଓ ସେ ନିଜ ସଂସ୍କୃତି ସହ ଯୋଡି ହୋଇଛନ୍ତି, ସେ ସେହି ଝିଅମାନଙ୍କର ବାହାଘର କରାଇବାରେ ସାହାଯ୍ୟ କରନ୍ତି, ଯାହାଙ୍କର ମାବାପାଙ୍କର ଛତ୍ରଛାୟା ନାହିଁ, ଏବେ ପର୍ଯ୍ୟନ୍ତ ବାପା ହୋଇକରି ୩୦୦ ରୁ ଅଧିକା କନ୍ୟାଙ୍କ ବାହାଘର କରାଈଛନ୍ତି । ଓ ତାଙ୍କୁ ଆଶିର୍ବାଦ ଦେଇଛନ୍ତି ।

ମହେଶଙ୍କ ଦ୍ୱାରା କରାଯାଈଥିବା ଏହି ସବୁ ବାହାଘର ପଡେ ପରିସରରେ ସଂପନ୍ନ ହୋଇଛି, ଯେଉଁ ବର କନ୍ୟା ପାଇଁ ସବୁ ଜିନିଷର ବ୍ୟବସ୍ଥା ନିଜେ ପୁରା କରିଛନ୍ତି, ଏହି ପରିସରରେ ସବୁ ପ୍ରକାରର ରିତିନୀତି ନିଭାଯାଇଥାଏ, ସେ ମେହେନ୍ଦୀ ରୀତିନିତି ରେ ଏକ ହଜାରରୁ ଅଧିକା ମହିଳା ଭାଗ ନେଇଥିଲେ, କହିଦେବୁ କି ମହେଶ ସାବନୀ ଗୁଜୁରାଟର ବେପାରୀ ଅଟନ୍ତି, ଓ ଝିଅଙ୍କର ଦସ୍ତକ ବାପା ପ୍ରମାଣିତ୍ ହୋଇଛନ୍ତି, ତାଙ୍କର ନାଁ ପ୍ରତି ବର୍ଷ ଶତାଧିକ ଝିଅଙ୍କର୍ ବାହାଘର୍ କରାଇବାରେ ରେକର୍ଡ ହୋଇସାରିଛି, ବିବାହରେ କେଉଁ ପ୍ରକାରର ଅଭାବ ନଦେଖାଯାଉ,

ଏହାପାଇଁ ସାମୁହିକ ବିବାହ ସମାରୋହର ବ୍ୟବସ୍ଥା ସବୁ ବର୍ଷ କରାନ୍ତି, ଓ ଭଲରେ ଯାଞ୍ଚ କରନ୍ତି, ବର କନ୍ୟାଙ୍କୁ କେଉଁ ପ୍ରକାରର ଅସୁବିଧା ନହେଉ, ଏହା ଛଡା ସେ କନ୍ୟାଦାନ କରି ବାହାଘରରେ ନବବିବାହିତ ଯୋଡାଙ୍କୁ ଆଶିର୍ବାଦ ଦିଅନ୍ତି, ସୋସିଆଲ୍ ମୀଡିଆରେ ଏବେ ଲୋକେ ତାଙ୍କୁ ମସିହା କହୁଛନ୍ତି, ମହେଶ ସବୁ ଧର୍ମକୁ ବରାବର ଇଜତ କରନ୍ତି, ଓ ସେ ଯେଉଁ ଝିଅର ବାହାଘର୍ କରାନ୍ତି ସେହି ଧର୍ମକୁ ପାଳିବାକୁ ବୁଝାନ୍ତି, ଓ ସେହି ହିସାବରେ ବାହାଘର କରାନ୍ତି ।

Leave a Reply

Your email address will not be published. Required fields are marked *