October 19, 2024

Odia Express

Here, There and Everywhere

ଯେବେ Arbaaz Khan ଙ୍କ ପୁଅ କରିଥିଲେ ସଲମାନ୍ ଖାନ୍ ଙ୍କ ଜୋରଦାର୍ ମାଡ, ଭାଇଜାନ୍ ନିଜେ କରିଥିଲେ ଏହାର ଖୁଲାସା

ସଲମାନ୍ ଖାନ୍ ବଲିଉଡ୍ ଇଣ୍ତଷ୍ଟ୍ରିର ଏମିତି ଜଣାଶୁଣା ବ୍ୟକ୍ତିତ୍ୱ ଅଟନ୍ତି ଯାହାଙ୍କୁ ସମସ୍ତେ ଭଲରେ ଜାଣନ୍ତି, ସେ ନିଜ ଫିଲ୍ମ୍ କ୍ୟାରିୟରରେ ବହୁତ ସାରା ଫିଲ୍ମରେ କାମ କରିଛନ୍ତି, ଓ ନିଜ ଦମଦାର୍ ଅଭିନୟର ବଳରେ ଫ୍ୟାନ୍ସଙ୍କ ହୃଦୟ ଜିତିଥିଲେ, ସଲମାନ୍ ଖାନ୍ ବଲିଉଡ୍ ର ଦବଙ୍ଗ ଖାନ୍ ଭାବେ ଜଣାଯାଆନ୍ତି, ସେମିତି ସେ ଉପରୁ କଠୋର ନଜର ଆସନ୍ତି କିନ୍ତୁ ତାଙ୍କ ହୃଦୟ ବହୁତ କୋମଳ ଅଟେ, ସେ ନିଜ ବଢିଆ ଅଭିନୟର ସହ ନିଜ ଦରିଆଦିଲି ପାଇଁ ଲୋକପ୍ରିୟ ଅଛନ୍ତି । ସେମିତି ସଲମାନ୍ ଖାନ୍ ବହୁତ ମଜାଳିଆ ବ୍ୟକ୍ତି ଅଟନ୍ତି କିନ୍ତୁ ଯେବେ ତାଙ୍କୁ ରାଗ ଆସିଯାଏ, ତେବେ ତାଙ୍କ ଆଗରେ କେହି ରହିପାରନ୍ତି ନାହିଁ, ଏମିତି ମାନାଯାଏ କି ସଲମାନ୍ ଖାନ୍ ଙ୍କ ପହଞ୍ଚ  ଏମିତି କି ତାଙ୍କୁ କିଏ ବି ପଙ୍ଗା ନେବାକୁ ଚାହେଁନାହିଁ

କିନ୍ତୁ ବୋଧେ କାହାକୁ ଏହି କଥା ଜଣାନଥିବ କି ଥରେ ସଲମାନ୍ ଖାନ୍ ଙ୍କୁ ବହୁତ ମାଡ ହୋଇଥିଲା । ହଁ ଆଜ୍ଞା, ବୋଧେ ଆପଣ ଏହି କଥା ଶୁଣିକି ଚକିତ ହୋଇଯାଇଥିବେ ଓ ମନରେ ପ୍ରଶ୍ନ ଆସୁଥିବ କି ସଲମାନ୍ ଖାନ୍ ଙ୍କ ସହ କିଏ ପଙ୍ଗା ନେଇଥିଲେ, ଓ କେଉଁ ବ୍ୟକ୍ତି ଦବଙ୍ଗ ଖାନ୍ ଙ୍କୁ ମାଡ ଦେଇଥିଲା, କହିଦେବୁ କି ସେ ଛୋଟ ଖାନ୍ ସାହେବ ଥିଲେ, ଯିଏକି ସଲମାନ୍ ଖାନ୍ ଙ୍କୁ ପଙ୍ଗା ନେଇଥିଲେ, ଓ ତାଙ୍କର ଜୋରଦାର୍ ଧୁଲାଇ ହୋଇଥିଲା, ଆମେ ଯେଉଁ ଛୋଟ ଖାନ୍ ସାହେବଙ୍କ ବିଷୟରେ କହୁଛୁ ସେ ଆଉ କେହି ନୁହେଁ ସଲମାନଙ୍କ ଭାଇ ଅରବାଜ୍ ଖାନ୍ ଓ ତାଙ୍କ ଏକ୍ସ ୱାଇଫ୍ ମଲାଇକା ଅରୋରାଙ୍କ ପୁଅ ଅରହାନ୍ ଖାନ୍ ଅଟନ୍ତି ।ତେବେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ ।

ଆପଣଙ୍କୁ କହିଦେବୁ କି ଏବେ ସଲମାନ୍ ଖାନ୍ ଫିଲ୍ମ ଅନ୍ତିମ୍ ରିଲିଜ୍ ହୋଇଛି, ଏହି ଫିଲ୍ମରେ ସଲମାନ୍ ଖାନ୍ ଏକ ସିଖ୍ ପୋଲିସ୍ ବାଲା ରୋଲରେ ନଜର୍ ଆସୁଛନ୍ତି, ତେବେ ସେମିତି ତାଙ୍କ ଭିଣେଇ ଓ ଅଭିନେତା ଆୟୁଶ୍ ଶର୍ମା ଏକ ଗ୍ୟାଙ୍ଗଷ୍ଟର୍ ଭୁମିକାରେ ଦେଖାଯାଉଛନ୍ତି, ଦର୍ଶକଙ୍କ ଦ୍ୱାରା ସଲମାନ୍ ଓ ଆୟୁଶଙ୍କ ଯୋଡୀକୁ ବହୁତ୍ ପସନ୍ଦ କରାଯାଈଛି, ସଲମାନ୍ ଖାନ୍ ଫିଲ୍ମ ଅନ୍ତିମର ପ୍ରୋମଶନ୍ ସମୟରେ ଏହି କଥାକୁ କହିଥିଲେ ।

ସଲମାନ୍ ଖାନ୍ ଙ୍କୁ ନେଇକରି ଏକ ବହୁତ ପୁରୁଣା କାହାଣୀ ଏହି ଦିନ ସୋସିଆଲ୍ ମିଡିଆରେ ଚର୍ଚ୍ଚା ଧରିଥିଲା, ଏହି କଥା ୨୦୧୦ ର ଅଟେ, ଯେବେ ସଲମାନ୍ ଖାନ୍ ସୁପରହ୍ଟ୍ ଫିଲ୍ମ ଦବଙ୍ଗ ରିଲିଜ୍ ହୋଇଥିଲା, ଏହି ଫିଲ୍ମରେ ସଲମାନ୍ ଖାନ୍ ଙ୍କ ସହ ତାଙ୍କ ଭାଇ ଓ ଡାଇରେକ୍ଟର ଅରବାଜ୍ ଖାନ୍ ଦେଖାଯାଇଥିଲେ, ଏହି ଫିଲ୍ମରେ ଅରବାଜ୍ ଖାନ୍ ମଖି ଭୁମିକାନିଭାଇଥିଲେ, ସେମିତି ସୋନାକ୍ଷୀ ସିହ୍ନା ଏହି ଫିଲ୍ମ୍ ମାଧ୍ୟମରେ ବଲିଉଡ୍ ରେ ନିଜ କ୍ୟାରିୟର୍ ଆରମ୍ଭ କରିଥିଲେ ।

ସଲମାନ୍ ଖାନ୍ ଓ ଅରବାଜ୍ ଖାନ୍ ଦୁହେଁ ଏହି ଫିଲ୍ମରେ ଭାଇର ରୋଲ୍ ନିଭାଉଥିଲେ, ଏହି ଫିଲ୍ମର୍ ଗୋଟେ ସିନ୍ ଅଛି ଯେଉଁଥିରେ ଚୁଲବୁଲ୍ ପାଣ୍ତେ ମାନେ ସଲମାନ୍ ଖାନ୍ ମଖି ମାନେ ଅରବାଜ୍ ଖାନ୍ ଙ୍କ ହରକତରୁ ବହୁତ ଚିନ୍ତିତ ହୋଇଯାଆନ୍ତି, ଯାହାକୁ ନେଇ ତାଙ୍କର ବହୁତ ପିଟାଇ ହୋଇଯାଏ, ଯେବେଏହି ଫିଲ୍ମ ରିଲିଜ୍ ହୋଇଥିଲା, ତେବେ ସେହି ସମୟରେ ଅରହାନ୍ ଖାନ୍ ଙ୍କ ବୟସ ୮ ବର୍ଷର ପାଖାପାଖି ବୋଲି ଜଣାଯାଏ ।

ଏକ ଇଣ୍ଟରଭ୍ୟୁ ସମୟରେ ସଲମାନ୍ ଖାନ୍ ଏହା କହିଲେ ଏହି ସିନ୍ କୁ ଦେଖିବାପରେ ଅରହାନ୍ ଙ୍କୁ ଲାଗିଲା ମୁଁ ସତରେ ଅରବାଜ୍ ଙ୍କୁ ବାଡେଇଥିଲି, ଯାହାକୁ ନେଇ ଅରହାନ୍ ଙ୍କୁବହୁତ ରାଗ ଆସିଲା, ଓ ସୁଟୀଙ୍ଗ୍ ଶେଷ ହେବାପରେ ଅରହାନ୍ କାନ୍ଦିକରି ମୋତେ ମାରିବା ଆରମ୍ଭ କରିଦେଲେ, ସଲମାନ୍ ଖାନ୍ ଇଣ୍ଟରଭ୍ୟୁରେ ଆଗକୁ କହିଲେ କି ଯେବେ ମୁଁ ତାକୁ ପଚାରିଲି କି କଣ ହେଲା , ସେ କହିଲା ମୋ ବାପାଙ୍କୁ କାହିଁକି ମାରିଲ, ଏହା କହିକରି ସେ ଏତେ ଜୋରରେ ମୋତେ ମାରିଲା କି ମୋତେ ତାକୁ କୁଣ୍ଢାଇବାକୁପଡିଲା, ସଲମାନ୍ ଖାନ୍ ଇଣ୍ଟରଭ୍ୟୁରେ କହିଲେ କି ଅରହାନ୍ ଙ୍କୁ କାବୁ କରିବାକୁ ଅରବାଜ୍ ଙ୍କୁ ଡକାହୋଇଥିଲା

Leave a Reply

Your email address will not be published. Required fields are marked *