October 28, 2024

Odia Express

Here, There and Everywhere

ଅରୁଣିତା କାଞ୍ଜିଲାଲ ୪ ବର୍ଷ ବୟସରେ ସିଖିବାକୁ ଲାଗିଥିଲେ ସଂଙ୍ଗୀତ, ଆଜି ଏତେ ସଂମ୍ପତ୍ତିର ଅଟନ୍ତି Net Worth

ଇଣ୍ତିଆନ୍ ଆଇଡଲ୍ ଟିଭିର ସବୁଠାରୁ ଲୋକପ୍ରିୟ ସିଙ୍ଗିଙ୍ଗ୍ ରିଆଲିଟି ଶୋ ଅଟେ, ଏହା ଦର୍ଶକଙ୍କ ମଧ୍ୟରେ ବହୁତ ଲୋକପ୍ରିୟ ଅଟେ, ଇଣ୍ତିଆନ୍ ଆଇଡଲ୍ ୧୨ ରେ ବହୁତ ରେକର୍ଡ ନିଜ ନାଁରେ କରିଛି ଓ ଏହି ସିଜିନ୍ ରେ ବହୁତ ପ୍ରତିଯୋଗୀ ନିଜ ସ୍ୱପ୍ନକୁ ସାକାର କରିଛନ୍ତି, ଇଣ୍ତିଆନ୍ ଆଇଡଲ୍ ୧୨ ର ସିଜିନ୍ ରେ ସବୁ ପ୍ରତିଯୋଗୀ ନିଜ ସୁମଧୁର ସ୍ୱରରେ ଲୋକଙ୍କ ସହ ଜର୍ଜଙ୍କ ହୃଦୟ ଜିତିପାରିଥିଲେ । ସେମିତି ଇଣ୍ତିଆନ୍ ଆଇଡଲ୍ ୧୨ ଶେଷ ହୋଇସାରିଛି, ଏହି ଶୋର ବିଜେତା ପବନଦୀପ ରାଜନ ଅଟନ୍ତି, ସେମିତି ଅରୁଣିତା କାଞ୍ଜିଲାଲ୍ ଏହି ଶୋରେ ରନସ୍ ଅଫ୍ ରହିଥିଲେ, ଇଣ୍ତିଆନ୍ ଆଇଡଲ୍ ୧୨ ପରେ ଅରୁଣିତା କାଞ୍ଜିଲାଲ ଙ୍କ ଲୋକପ୍ରିୟତା ଭଲ ବଢିଥିଲା

ମହଜୁଦା ସମୟରେ ସେ କେଉଁ ପରିଚୟର ଆବଶ୍ୟକତା କରନ୍ତି ନାହିଁ । ଅରୁଣିତା କାଞ୍ଜିଲାଲ୍ ନିଜ ସୁମଧୁର ସ୍ୱର ଦ୍ୱାରା ସମସ୍ତଙ୍କ ହୃଦୟ ଜିତିପାରିଥିଲେ, ଓ ଏବେ ଅରୁଣିତା ସୋସିଆଲ୍ ମିଡିଆରେ ବହୁତ ସେନ୍ସେସନ୍ ହୋଇସାରିଛନ୍ତି, ଅରୁଣିତା କାଞ୍ଜିଲାଲ୍ ଗୀତର ସମସ୍ତେ ଦିୱାନା ହୋଇଛନ୍ତି ।ଆପଣଙ୍କୁ କହିଦେବୁ କି ଇଣ୍ତିଆନ୍ ଆଇଡଲ୍ ୧୨ ରେ ପବନଦୀପ ରାଜନ ଓ ଅରୁଣିତା ଙ୍କ ଯୋଡିକୁ ଦର୍ଶକ ବହୁତ ପସନ୍ଦ କରିଥିଲେ, ଏହି ଦୁହେଁଙ୍କ କେମେଷ୍ଟ୍ରି ସମସ୍ତଙ୍କ ହୃଦୟ ଜିତିଥିଲା, ଏହି ଶୋ ପରେ ପବନଦୀପ ରାଜନ ଓ ଅରୁଣିତା ଙ୍କ ଲୋକପ୍ରିୟତା ବହୁତ ବୃଦ୍ଧି ହେବାର ଦେଖାଯାଇଥିଲା ।

ଇଣ୍ତିଆନ୍ ଆଇଡଲ୍ ସିଜିନ୍ ୧୨ ରେ ପବନଦିପ ରାଜନଙ୍କ ସହ ଅରୁଣିତା କାଞ୍ଜିଲାଲ୍ ଙ୍କ ଯୋଡି ବହୁତ ଭଲ ଥିଲା । ଶୋ ଶେଷ ହେବାପରେ ପବନଦୀପ ରାଜନ ଓ ଅରୁଣିତା କାଞ୍ଜିଲାଲ୍ ଏକା ସହ ବହୁତ ପ୍ରୋଜେକ୍ଟରେ କାମ କରିଥିଲେ, ବହୁତଥର ଏହି ଦୁହେଁ ଙ୍କ ଲିଙ୍କ୍ ଅଫ୍ ଖବର ଚର୍ଚ୍ଚା ଧରିଥିଲା, କିନ୍ତୁ ଏହା ଏବେପର୍ଯ୍ୟନ୍ତ ଏକ ମିଥ୍ୟାପ୍ରଚାର ବୋଲି ଜଣାଯାଏ, ଅରୁଣିତା କାଞ୍ଜିଲାଲ ବି ଏହା ଉପରେ କହିଛନ୍ତି ଦୁହେଁଙ୍କ ମଧ୍ୟରେ କେବଳ ଗୋଟେ ଭଲ ବନ୍ଧୁତା ଅଛି ।ମହଜୁଦା ସମୟରେ ଅରୁଣିତା କାଞ୍ଜିଲାଲ୍ ସିଙ୍ଗିଙ୍ଗ୍ ଦୁନିଆଁରେ ଜଣାଶୁଣା ନାଁ କରିସାରିଛନ୍ତି, ସେ ଏବେ ପର୍ଯ୍ୟନ୍ତ ବହୁତ୍ ପ୍ରୋଜେକ୍ଟସ୍ କରିଛନ୍ତି

ଯାହାର ମାଧ୍ୟମରେ ସେ ଭଲ ଆୟ କରିଛନ୍ତି, ଆଜି ଆମେ ଆପଣଙ୍କୁ ଏହି ଲେଖ ମାଧ୍ୟମରେ ତାଙ୍କ ସହ ଯୋଡୀ ହୋଇଥିବା କିଛି ମହତ୍ତ୍ୱପୁର୍ଣ୍ଣ କଥା କହିବାକୁ ଯାଊଛୁ, ଏହା ସହ ଆମେ କହିବୁ କି ଅରୁଣିତା କାଞ୍ଜିଲାଲ୍ କେତେ ସଂମ୍ପତ୍ତିର ମାଲିକାଣୀ ଅଟନ୍ତି । ୧୮ ଜାନୁୟାରୀ ୨୦୦୩ କୁ ବନଗାଁଓ କୋଲକାତା ପଶ୍ଚିମ ବଙ୍ଗଳାରେ ଜନ୍ମ ନେଇଥିବା ଅରୁଣିତା କାଞ୍ଜିଲାଲ୍ ସ୍କୁଲର ପାଠପଢା ସେଣ୍ଟ ଜାଭିୟର୍ ସ୍କୁଲ କୋଲକାତାରୁ କରିଥିଲେ, ସେମିତି ବନଗାଁଓ କୁମୁଦିନି ଉଚ୍ଚ ବାଳିକା ବିଦ୍ୟାଳୟରୁ ସେ ହାୟର ସେକେଣ୍ତାରୀ ପାସ୍ କରିଥିଲେ, ଅରୁଣୀତା କାଞ୍ଜିଲାଲ୍ ସଂଙ୍ଗୀତର୍ ଟ୍ୟାଲେଣ୍ଟ ପରିବାରରୁ ଆସିଛି

ତାଙ୍କ ମା ସଂଙ୍ଗୀତରେ ବହୁତ ଇଚ୍ଛା ରଖନ୍ତି, ସେ ଏକ ସିଙ୍ଗର୍ ବି ଅଟନ୍ତି, ଛୁଆବେଳରୁ ଅରୁଣିତାଙ୍କ ରୁଜ୍ଞାନ ସଂଙ୍ଗୀତ ଆଡକୁ ବଢିବାକୁ ଲାଗିଥିଲା, କେବଳ ୪ ବର୍ଷ ବୟସରେ ଅରୁଣିତା ଶାସ୍ତ୍ରୀୟ ସଂଙ୍ଗୀତରେ ପ୍ରଶିକ୍ଷଣ ନେଇଥିଲେ । ଆପଣଙ୍କୁ କହିଦେବୁ କି ଟିଭି ରିୟାଲିଟି ଶୋ ଅରୁଣିତାକାଞ୍ଜିଲାଲ୍ ଙ୍କ ପାଈଁ ନୁଆ ନୁହେଁ, ହଁ ଆଜ୍ଞା, ଟିଭିରେ ପ୍ରଥମଥର ଅରୁଣୀତା ଜି ବାଙ୍ଗଲାର ଟେଲିଭିଜନ ଶୋ ସାରେଗାମାପା ଲିଟିଲ୍ ଚ୍ୟାମ୍ପ୍ସରେ ୨୦୧୩ରେ ଭାଗ ନେଇଥିଲେ, ସେମିତି ସେ ସେଥିରେ ୱିନର୍ ରହିଥିଲେ, ଏହି ଶୋକୁ ଜିତିବାପରେ ଅରୁଣିତା କାଞ୍ଜିଲାଲ୍ ପ୍ରଥମଥର ପ୍ଲେବ୍ୟାକ୍ ସିଙ୍ଗିଙ୍ଗ୍ ରଅବସର ମିଳିଛି, ସେ ଏକ ବଙ୍ଗଳୀ ଗୀତ ଗାଇଥିଲେ, ଯେଉଁଥିରେ କୁମାରସାନୁ ଥିଲେ, ଫିଲ୍ମର ନାଁ ଅପରଚିତ୍ ଥିଲା ।

ଅରୁଣିତା ନିଜ କ୍ୟାରିୟରର ଆରମ୍ଭ କେବଳ ୧୦ ବର୍ଷ ବୟସରୁ କରିଥିଲେ, ସେ ୨୦୧୪ ରେ ଜି ଟିଭିର ସିଙ୍ଗିଙ୍ଗ୍ ରିୟାଲିଟି ଶୋ ସାରେଗାମାପାର ଲିଟିଲ୍ ଚ୍ୟାମ୍ପ୍ସରେ ନଜର ଆସିଥିଲେ, ଏହି ଶୋକୁ ଜିତିବାପରେ ସେ ଟପ୍ ୫ ରେ ଜାଗା ବନାଇଥିଲେ, ଏହାପରେ ଅରୁଣୀତା କାଞ୍ଜିଲାଲ୍ ପାଦ ଆଗକୁ ବଢାଇଲେ, ଓ ଧୀରେ ଧୀରେ ଦେଶ ସାରା ଲୋକପ୍ରିୟ ହୋଇଗଲେ, ଏହାପରେ ସେ ପଛକୁ ବୁଲିଦେଖିନାହାନ୍ତି । ଅରୁଣିତା କାଞ୍ଜିଲାଲ୍ ଇଣ୍ତିଆନ୍ ଆଇଡଲ୍ ୧୨ ରୁ ଚର୍ଚ୍ଚାରେ ଆସିଥିଲେ, ମହଜୁଦା ସମୟରେ ଅରୁଣୀତା କାଞ୍ଜିଲାଲ୍ କେଉଁ ପରିଚୟର ଆବଶ୍ୟକତା ପଡେନାହିଁ

ଓ ସେ ଏକ ଭଲ ଜୀବନଶୈଳୀକୁ ନେଇ ଚଳନ୍ତି, ଯଦି ଆମେ ଅରୁଣିତା କାଞ୍ଜିଲାଲଙ୍କ ସଂମ୍ପତ୍ତି ବିଷୟରେ କହିବା ତେବେ ସେ ଦୁଇ କୋଟିର ସଂମ୍ପତ୍ତିର ମାଲିକାଣୀ ଅଟନ୍ତି । ଏକ ଅନ୍ୟ ରିପୋର୍ଟ ମୁତାବିକ ଅରୁଣିତା କାଞ୍ଜିଲାଲ୍ ଗୋଟେ ଗୀତ୍ ପାଇଁ ୧ ଲକ୍ଷ ଫିସ୍ ନିଅନ୍ତି, ଯଦି ସେ କେଉଁ ଲାଇଭ୍ ଶୋ କରନ୍ତି , ତେବେ ସେ ୩ ଲକ୍ଷ ଟଙ୍କା ନିଅନ୍ତି, ଅରୁଣିତା କାଞ୍ଜିଲାଲ୍ କୋଲକାତାର ଏକ ଆଲିଶାନ ଘରରେ ରହନ୍ତି ତାଙ୍କ ପାଖରେ ବହୁତ ଗାଡିଗୁଡିକ ଅଛି, ଯେଉଁଥିରେ ଟାଟା ସୁମୋ, ଟାଟା ନେକ୍ସନ୍, ପରି ଗାଡି ସାମିଲ୍ ଅଛି ।

Leave a Reply

Your email address will not be published. Required fields are marked *