October 28, 2024

Odia Express

Here, There and Everywhere

କେବେ ବଲିଉଡ୍ ରେ କରୁଥିଲେ ରାଜ୍ , ଆଜି ଚଳୁଛନ୍ତି ଗୁମନାମ୍ ଭରା ଜୀବନ Aftab Shivdasani

ବଲିଉଡ୍ ଏମିତି ଏକ ଦୁନିଆଁ ଅଟେ ଯେଉଁଠାରେ କାହାର ଭାଗ୍ୟ ଚମକିବ ଏହା କେହି ଜାଣିପାରନ୍ତି ନାହିଁ, ଏମିତି ବହୁତ କଲାକାର ଅଛନ୍ତି ଯିଏକି ଫିଲ୍ମରେ କାମ କଲେ ଓ ଲୋକଙ୍କ ହୃଦୟରେଏକ ଖାସ୍ ଜାଗା ବି ବନାଇଲେ, କିନ୍ତୁ ଗୋଟେ ସମୟରେ ସେ ଫିଲ୍ମ ଇଣ୍ତଷ୍ଟ୍ରିରୁ ଦୁରେଇ ଗଲେ, କିଏ ଗ୍ଲାମର୍ସ ଦୁନିଆଁରୁ ଚମକୁଥିବା ଅଭିନେତା ଅଭିନେତ୍ରୀ ହୋଇଯାଏ, ତେବେ କିଏ କିଏ ଫିଲ୍ମରୁ କାମ ପାଇପାରନ୍ତି ନାହିଁ, ଇଣ୍ତଷ୍ଟ୍ରି ସହ ଯୋଡି ହୋଇଥିବା ସବୁ କଳାକାରଙ୍କ ଜୀବନରେ ଉତଥାନ ପତନ ଦେଖିବାକୁ ମିଳିଥାଏ । ଆଜି ଆମେ ଆପଣଙ୍କୁ କହିବାକୁ ଯାଊଛୁ ବଲିଉଡ୍ ର ଏମିତି ଏକ କଳାକାରଙ୍କ ବିଷୟରେ ଯିଏ ଗୋଟେ ସମୟରେ ଦର୍ଶକଙ୍କ ହୃଦୟରେ ରାଜ୍ କରୁଥିଲେ, କିନ୍ତୁ ଗତ୍ କିଛି ବର୍ଷରୁ ସେ ଅଭିନୟର ଦୁନିଆଁରୁ ଦୁରେଇ ଗଲେ, ଓ ଏବେ କିଛି ବଛା ବଛା ଫିଲ୍ମରେ ଦେଖାଯାଉଛନ୍ତି ।

ଆମେ ଆପଣଙ୍କୁ କହିଦେବୁ କି ବଲିଉଡ୍ ର ଜଣାଶୁଣା ଅଭିନେତା ଆଫତାବ୍ ଶିବଦାସାନୀ ଙ୍କ ବିଷୟରେ ୨୫ ଜୁନ୍ ୧୯୭୮ କୁ ମୁମ୍ବାଇରେ ଜନ୍ମନେଇଥିବା ଆଫତାବ୍ ଏମିତି ୧୪ ବର୍ଷ ବୟସରେ ଅଭିନୟର ଦୁନିଆଁରେ ପାଦ ଥାପିଥିଲେ ଏହାପରେ ୧୯ ବର୍ଷ ବୟସରେ ୧୯୯୯ ରେ ରାମ ଗୋପାଳ ବର୍ମାଙ୍କ ଫିଲ୍ମ ମସ୍ତରେ ବଲିଉଡ୍ ରେ ଏଣ୍ଟ୍ରି ନେଲେ, ଖାସ୍ କଥାଏହାକି ଆଫତାବ୍ ଶିବଦାସାନୀ ନିଜ ପ୍ରଥମ ଫିଲ୍ମ ରୁ ବଲିଉଡ୍ ରେ ଜାଗା ବନାଇବାରେ ସଫଲ ହୋଇଥିଲେ, ଓ ସେ ବେଷ୍ଟ ମେଲ୍ ଡେବ୍ୟୁ ଓ ମୋଷ୍ଟ ପ୍ରମିଜିଙ୍ଗ୍ ନ୍ୟୁକମର୍ ପରି ଆୱାର୍ଡ ପାଇଛନ୍ତି ।

ଆଫତାବ୍ ନିଜ କ୍ୟାରିୟରରେ ଆଡଲଡ୍ ଫିଲ୍ମରେ କାମ କରିଥିଲେ ଯେପରି ମସ୍ତି, ଗ୍ରାଣ୍ତ ମସ୍ତି, ଓ ଗ୍ରେଟ୍ ଗ୍ରାଣ୍ତ ମସ୍ତି ପରି ଫିଲ୍ମ ସାମିଲ୍ ଅଛି, ଆଫତାବ୍ ନିଜ ଫିଲ୍ମ କ୍ୟାରିୟର୍ ରେ ଅଧିକାଂଶ ସାଇଡ୍ ରୋଲ୍ ନିଭାଇଥିଲେ, ସେ ନିଜ ଭୁମିକାରୁ ଲୋକଙ୍କ ହୃଦୟରେ ଏକ ଖାସ୍ ଜାଗା ବନାଇଥିଲେ, ଓ ସେ ଆଜି ବି ବଲିଉଡ୍ ରେ ଆକ୍ଟିଭ୍ ଅଛନ୍ତି, ସେମିତି ଏବେ କେଉଁ ବଡ୍ ଫିଲ୍ମରେ ସେ ଆଉ ଦେଖାଯାଉନାହାନ୍ତି । କହିଦେବୁ କି ଆଫତାବ୍ ଅନିଲ୍ କାପୁର୍ ଙ୍କ ସୁପରହିଟ୍ ଫିଲ୍ମ ମିଷ୍ଟର ଇଣ୍ତିଆରେ ଜଣେ ଶିଶୁ କଲାକାର ରୁପେ କାମ କରିଛନ୍ତି, ସେ ଏହାପରେ ଫିଲ୍ମ ଶେହନଶାହ୍, ରେ ଅମିତାଭଙ୍କ ଛୁଆବେଳର ରୋଲ୍ ନିଭାଇଥିଲେ, ଏତିକି ନୁହେଁ ନିଜ ଛୁଆବେଳରେ ଅବଲ୍ ନମ୍ବର, ଚାଲବାଜ୍, ଓ ଇନସାନିୟତ୍, ପରି ଫିଲ୍ମରେ ଅଭିନୟକରିଥିଲେ, ଏହାପରେ ଆଫତାବ୍ ନିଜ କ୍ୟାରିୟରରେ କସୁର୍, ହଂଙ୍ଗାମା, ପ୍ୟାର୍ ଇସ୍କ୍ ମୋହାବତ୍, କୋଇ ମେରେ ଦିଲ୍ ସେ ପୁଛେ, କ୍ୟା ୟହି ପ୍ୟାର୍ ହେ, ପ୍ୟାଶା, ଆବାର୍ ପାଗଲ ଦିୱାନା ପରି ଫିଲ୍ମରେ କାମ କଲେ ।

ଏମିତି ଆଫତାବ ବହୁତ କମ୍ ଫିଲ୍ମରେ ଦେଖାଦିଅନ୍ତି କିନ୍ତୁ ନିଜ ପରିବାର ସହ ବହୁତ ଶାନଦାର୍ ଜୀବନ କଟାନ୍ତି, ଫିଲ୍ମଜରିଆରେ ନହେଲେ କିନ୍ତୁ ପ୍ରଡକ୍ସନ୍ ହାଉସ୍ ଓ ଦ୍ୱିତୀୟ ଇଭେଣ୍ଟ ଜରିଆରେ ଆଫତାବ୍ ଶିବଦାଶାନୀଙ୍କ ଆୟ ଭଲ ହେଉଛି, ଏତିକି ନୁହେଁ ମୁମ୍ବାଇରେ ତାଙ୍କର ନିଜର୍ ଆଲିଶାନ୍ ବଙ୍ଗଳା ଅଛି, ଓ ତାଙ୍କ ପାଖରେ ଲକଜୁରି କାର୍ ଅଛି ।

ଫିଲ୍ମରୁ ସଫଳତା ପାଇବାପରେ ଆଫତାବ୍ ଶିବଦାଶାନୀ ୨୦୧୪ ରେ ନିନ ଦୁସଞ୍ଜଙ୍କୁ ବିବାହ କରିଥିଲେ, ଏହାପରେ ୨୦୧୭ ରେ ଆଫତାବଙ୍କ ଦ୍ୱିତୀୟଥର୍ ନିଜ ସ୍ତ୍ରୀଙ୍କୁ ରୋୟାଲ୍ ଅନ୍ଦାଜରେ ବାହାହୋଇଥିଲେ, ଯାହା ବହୁତ ଚର୍ଚ୍ଚାରେ ରହିଥିଲା, ଏହି କପଲଙ୍କ ଏକ ଝିଅ ଅଛି, ଏକ ରିପୋର୍ଟରୁ ମାନିଲେ ଆଫତାବ୍ ଶିବଦାଶିନି ୫୧ କୋଟିର ସଂମ୍ପତ୍ତିର ମାଲିକ ଅଟନ୍ତି

Leave a Reply

Your email address will not be published. Required fields are marked *