October 28, 2024

Odia Express

Here, There and Everywhere

ବାହାଘର ପୁର୍ବରୁ Katrina କୈଫ୍ ଓ ବିକି କୌଶଲଙ୍କ ଜୀବନରେ ଆସିଲା ବିପଦ, ଅଭିନେତ୍ରୀଙ୍କ ବିପକ୍ଷରେ ଦର୍ଜ ହେଲା ରିପୋର୍ଟ

ବଲିଉଡ୍ ଜଗତରେ ଏହି ଦିନରେ ବାହାଘର ସିଜିନ୍ ବହୁତ ଧୁମଧାମରେ ପାଳିତ ହେଉଛି, ଆସିବା ଦିନରୁ କେଉଁ ନା କେଉଁ ଅଭିନେତା ଓ ଅଭିନେତ୍ରୀଙ୍କର ବିବାହର ଖବର ସାମ୍ନାକୁ ଆସୁଛି, ଏହି ମଧ୍ୟରେ ଗତ ଲମ୍ବା ସମୟରୁ ଚର୍ଚ୍ଚିତ ହୋଇଥିବା କପଲ୍ ମାନେ କ୍ୟାଟରିନା କୈଫ୍ ଓ ବିକି କୌଶଲ ବି ପରିଶେଷରେ ଏହି ମାସରେ ବିବାହ ବନ୍ଧନରେ ଆବଧ୍ୟ ହେବାକୁ ଯାଉଛନ୍ତି, କିନ୍ତୁ କ୍ୟାଟରିନା କୈଫ୍ ଓ ବିକ୍କି କୌଶଲ ଏପର୍ଯ୍ୟନ୍ତ ନିଜ ତରଫରୁ କିଛି ବି ଅଫିସିଆଲ୍ ଷ୍ଟେଟମେଣ୍ଟ ଜାରିକରିନାହାନ୍ତି, କିନ୍ତୁ ଏହା ସତ୍ତ୍ୱେ ବି ତାଙ୍କ ବାହାଘରକୁ ନେଇକରି ନାନାଦି ଗୁଜବ ଖେଳୁଛି, କୁହାଯାଉଛି କି ଦୁହେଁଙ୍କ ବିବାହ ରାଜସ୍ଥାନର ସିକ୍ସ ସେନ୍ସଜ୍ ଫୋର୍ଟରେ ହେଉଛି, ଯାହାପାଇଁ ସେ ରାଜସ୍ଥାନରେ ପହଞ୍ଚିସାରିଲେଣି, ଓ ସବୁ କିଛି ଆରମ୍ଭ ହୋଇସାରିଛି, ବିବାହର ଚର୍ଚ୍ଚାର ମଧ୍ୟରେ ଏବେ ଅଭିନେତ୍ରୀଙ୍କ ଜୀବନରେ ଏକ ବଡ ଅସୁବିଧା ଆସିଯାଇଛି, ଆସନ୍ତୁ ଜାଣିବା ପୁରା ମାମଲା ।

ଖବର୍ ଅନୁସାରେ କ୍ୟାଟରିନା କୈଫ୍ ଓ ବିକି କୌଶଲଙ୍କ ବାହାଘର ରାଜସ୍ଥାନର ସବାଇ ମାଧୋପୁରର ଚଉଥର ବରୱାଡାରେ ଥିବା ସିକ୍ସ ସେନ୍ସ ହୋଟେଲ୍ ଦୁର୍ଗ ବରୱାଡା ରେ ହେବାକୁ ଅଛି, ତାଙ୍କ ବାହାଘରକୁ ନେଇକରି ବହୁତ ସିକ୍ୟୁରିଟିଜ୍ ନିଯୁକ୍ତ ହୋଇଛନ୍ତି, ଏହା ଛଡା ପୁରା ସହରରେ ଜାଗା ଜାଗାରେ ଚେକିଙ୍ଗ୍ ଓ ନାକାବନ୍ଧି କରିଦିଆଯାଇଛି, ରାସ୍ତା ବନ୍ଦ ହେବା କାରଣରୁ ସେଠାରେ ଯାଉଥିବା ଯାତ୍ରୀଙ୍କୁ ନାନାଦି ହଇରାଣ ହେବାକୁ ପଡୁଛି

ଖାସ୍ କରି ଚୌଥ ମାତାଙ୍କ ମନ୍ଦିର ସାମ୍ନା ରାସ୍ତା ବନ୍ଦ ହେବା କାରାଣରୁ ପୁଜାରୀଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡୁଛି, ଯାହାକୁ ନେଇକରି ଅଧିବକ୍ତା ନେତ୍ର ବିନ୍ଦୁ ସିଂହ ଜାଦୋନ୍ ଏବେ କ୍ୟାଟରିନା କୈଫଙ୍କ ସମେତ ବିକି କୌଶଲ ଓ ହୋଟେଲ୍ ପ୍ରବନ୍ଧନଙ୍କ ଓ କଲେକ୍ଟରଙ୍କ ବିପକ୍ଷରେ ଜିଲ୍ଲା ବିଧିକ ସେବା ପ୍ରାଧିକରଣ ରେ ମାମଲା ରୁଜ୍ଜୁ କରିଦେଇଛନ୍ତି ।

କହିଦେବୁ କି ରାସ୍ତା ବନ୍ଦ ହେବା କାରଣରୁ ବହୁତ ଶ୍ରଦ୍ଧାଳୁ ମନ୍ଦିର ଆସିବା ଓ ଯିବାରେ ହଇରାଣ ହେଉଛନ୍ତି, ଏମିତିରେ ମନ୍ଦିର ରାସ୍ତା ଖୋଲିବାର ଆଗ୍ରହ କରିଛନ୍ତି, ଏହି ମାମଲାରେ କୁହାଯାଇଛି କି କ୍ୟାଟରିନା ଙ୍କ ବିବାହ ବିକି କୌଶଲଙ୍କ ସିକ୍ସ ସେନ୍ସ ଫୋର୍ଟ ବରୱାଡା ରେ ହେଉଛି, ଓ ନା ହିଁ ଏଥିରେ କୌଣସି କାହାକୁ ଆପତ୍ତି ଅଛି, କିନ୍ତୁ ଚୌଥ ବରୱାଡାରେ ବହୁ ବର୍ଷ ପୁରୁଣା ଚୌଥ ମାତାଙ୍କ ମନ୍ଦିର ଏକ ଅଛି, ଯେଉଁଠି ଶତାଧିକ ଶ୍ରଦ୍ଧାଳୁ ସବୁଦିନ ଦର୍ଶନ କରିବାକୁ ଆସୁଛନ୍ତି ଏମିତିରେ ତାଙ୍କୁ ଦର୍ଶନ କରିବାରେ ହଇରାଣ ହେବାକୁ ପଡୁଛି ।

ଯେଉଁଠି କ୍ୟାଟରିନା କୈଫ୍ ଓ ବିକି କୌଶଲଙ୍କ ବିବାହ ହେବାକୁ ଯାଊଛି, ସେହି ରାସ୍ତା ସେହି ମନ୍ଦିର ଆଡକୁ ଯାଉଛି, ଏମିତିରେ ହୋଟେଲ ପ୍ରବନ୍ଧନ ଓ କଲେକ୍ଟରଙ୍କ ଦ୍ୱାରା ବିବାହର ଦେଖାଶୁଣା କୁ ନେଇ ମନ୍ଦିର ଆସିବା ରାସ୍ତା ୬ ରୁ ୧୨ ଡିସେମ୍ବର ପର୍ଯ୍ୟନ୍ତ ପୁରା ବନ୍ଦ କରିଦିଆଯାଇଛି, ଯେଉଁଥିରେ ଶ୍ରଦ୍ଧାଳୁ ଓ ସେଠାକାର ପୁଜାରୀ ଦର୍ଶନ କରିବାକୁ ହଇରାଣ ହେଉଛନ୍ତି, ଓ ସେ ଏହି କଥାରେ ଅଧିକା ରାଗିଛନ୍ତି କି ଏହାକୁ ନେଇ ସେ ଅଭିନେତ୍ରୀ ହୋଟେଲ୍ ପ୍ରବନ୍ଧନ ଓ ବିକି କୌଶଲଙ୍କ ବିପକ୍ଷରେ ରିପୋର୍ଟ ଦର୍ଜ କରାଈଛନ୍ତି ।

Leave a Reply

Your email address will not be published. Required fields are marked *