October 23, 2024

Odia Express

Here, There and Everywhere

ମଜାଳିଆ ଜୋକ୍ସ – ବାପା ରାଗରେ- ମୁର୍ଖ ତୁ ପଢିବୁନି ତ କଣ କରିବୁ, ପୁଅ- ମୁଁ ଭଡାରେ Bus କିଣିବି, ତାକୁ ନିଜେ ଚଲାଇବି ଆଉତାପରେ ଯାହା କହିଲେ ହସି ହସି ବେଦମ ହେଇଯିବେ ଆପଣ..

1 min read

ହସିବା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ହିତକାରୀ ହୋଇଥାଏ, ଏଥିପାଇଁ ଆମେ ହସିବାର କୌଣସି ମଉକା ଛାଡିବା ଉଚିତ୍ ନୁହେଁ । ଏହି କଥାକୁ ଧ୍ୟାନରେ ରଖି ଆଜି ଏହି ପୋଷ୍ଟରେ ଆମେ ଆପଣଙ୍କ ପାଇଁ କିଛି ମଜାଦାର୍ ଚୁଟକୁଲା ନେଇକରି ଆସିଛୁ, ଯାହା ଆଜିକାଲି ସୋସିଆଲ୍ ମିଡିଆରେ ବହୁତ ଭାଇରାଲ୍ ହୋଇଛି, ଆମେ ଆଶା କରୁଛୁ କି ଏହି ଜୋକ୍ସକୁ ପଢିବାପରେ ଆପଣଙ୍କ ହସ ଅଟକିବ ନାହିଁ । ତେବେ ଆଉ ବିଳମ୍ବ କଣପାଇଁ ଆସନ୍ତୁ ଆରମ୍ଭ କରିବା ହସିବା ଓ ହସାଇବାର ମଜାଦାର୍ ସିଲସିଲା ।

୧) ସ୍ତ୍ରୀ- ଉଠ ସକାଳ ହୋଇଗଲାଣି, ସ୍ୱାମୀ- ଆଖି ଖୋଲୁନି ମୋର ଏମିତି କିଛି କହିଦିଅ କି ମୋର ନିଦ ହଜିଯାଉ, ସ୍ତ୍ରୀ-ରାତିରେ ଯେଉଁ ଜାନୁ ସହ ଚ୍ୟାଟ୍ କରୁଥିଲ ତାହା ମୋର ଆଉଗୋଟେ ଫେକ୍ ଆଇଡି ଥିଲା, ଏବେ ବିଚରା ସ୍ୱାମୀ ତିନିଦିନ ଯାଏଁ ଶୋଇପାରିବନି ।

୨) ନୁଆ ନୁଆ ବାହାଘର ପରେ ସ୍ତ୍ରୀର ହାତ ତିଆରି ଖାଦ୍ୟ, ସ୍ୱାମୀ ପ୍ରଥମଥର ଖାଉଥିଲା, ଲଙ୍କା ଅଧିକା ଥିଲା ସେ କିନ୍ତୁ କଥାକୁ ଓଲଟା କରିବାକୁ ଚାହୁଁନଥିଲା, ସ୍ୱାମୀ- ଖାଇବା ବହୁତ ବଢିଆ ହୋଇଛି, ସ୍ତ୍ରୀ- କିନ୍ତୁ ତୁମେ ତ୍ କାନ୍ଦୁଛ, ସ୍ୱାମୀ- ହଁ ତାହା ଖୁସିରେ ସ୍ତ୍ରୀ- ଆଉ ଟିକିଏ ଦେବି କି ? ସ୍ୱାମୀ- ନା ଏତେ ଖୁସି ଆଉ ସହିପାରିବିନି ।

୩) ସ୍ତ୍ରୀ ସ୍ୱାମୀକୁ ଏକ ଜୋରଦାର୍ ଚାପୁଡା ମାରିଲା, ସ୍ୱାମୀ ଚିଲ୍ଲାଇ ଉଠିଲା- ମୁଁ କଣ ଭୁଲ୍ କରିଥିଲି କି , ସ୍ୱାମୀ-ତୁମେ କିଛି ବି ଭୁଲ୍ କର, ତାହାପାଇଁ ମୁଁ ସେମିତି କିଛି ଅପେକ୍ଷା ଥୋଡି ନା କରିବି ।

୪) ଟ୍ରେନରେ ଲେଖା ହୋଇଥିଲା କି ବିନା ଟିକେଟ୍ ରେ ଯାତ୍ରା କରୁଥିବା ଲୋକ ହୋସିଆର୍, ସେହି ଟ୍ରେନରେ ଚିଣ୍ଟୁ ଯାଉଛି, ସେଥିରୁ ଲାଇନ୍ ପଢିଲା- ବାହ୍ଃ ଯିଏ ଟିକେଟ୍ କିଣିବ ସିଏ ହୋସିଆର୍, ଆମେ ଯେଉଁ କିଣିଛୁ ତାହା ମୁର୍ଖ କି ?

୫) ବାପା- ପରୀକ୍ଷା କେମିତି ହୋଇଛି ? ପୁଅ- ପ୍ରଥମ ପ୍ରଶ୍ନ ଛାଡିଦେଇଛି । ତୃତୀୟ ମୋତେ ଆସୁନଥିଲା, ଚତୁର୍ଥ ପ୍ରଶ୍ନ କରିବା ଭୁଲି ଗଲି, ପଞ୍ଚମ ପ୍ରଶ୍ନ ନଜର ଆସିଲା ନାହିଁ, ବାପା- ଆଉ ଦୁଇଟି ପ୍ରଶ୍ନ ? ପୁଅ- ଖାଲି ସେଇଟା ହିଁ ଭୁଲ୍ ହୋଇଗଲା ।

୬) ଚିଣ୍ଟୁ ଜଙ୍ଗଲ ଦେଇଯାଉଥିଲା, ଅଚାନକ ସାମ୍ନାରେ ଭାଲୁ ଆସିଲା, ଭାଲୁ ଦେଖିକରି ଚିଣ୍ଟୁ ନିଶ୍ୱାସ ରୋକିକରି ତଳେ ଶୋଇପଡିଲା, ଭାଲୁ ମୋତେ ଏବେ ଭୋକ ଲାଗୁନି, ନହେଲେ ସବୁ ଚାଲାକି ଛଡେଇଦେଇଥାନ୍ତି ।

୭) ରମେଶ- ତୁମକୁ ମୋର ଭିତରେ କେଉଁ କଥା ଭଲ ଲାଗେ ? ପିଙ୍କି- ଲୋକେ ସମୟର ସହ ବଦଳିଯାଆନ୍ତି, କିନ୍ତୁ ତୁମେ ବଦଳିନାହଁ , ରମେଶ୍-କେମିତି ? ଝିଅ- ଯେବେ ତୁମକୁ ଦେଖାକରିଥିଲି ତେବେ ତୁମେ ବେରୋଜଗାର ଥିଲ ଆଜି ବି ବେରୋଜଗାର ଅଛ ।

୮) ଶିକ୍ଷକ- ଏହି କଥାର ଅର୍ଥ କୁହ, ସାପର ଲାଞ୍ଜରେ ପାଦ ରଖିବା, ଛାତ୍ର- ସ୍ତ୍ରୀକୁ ବାପଘରକୁ ଯିବାରେ ରୋକିବା, ଶିକ୍ଷକ ବୁଝାପଡୁନି କି ଏତେ ଗଭୀର ଜ୍ଞାନ ମିଳିଲା କେଉଁଠୁ ?

୯) ଶିକ୍ଷକ- ତୁମେ ହୋମ ୱାର୍କ କଣପାଈଂ କରିନ ? ପପୁ- ମୁଁ ହଷ୍ଟେଲରେ ରହୁଛି ନା, ଶିକ୍ଷକ-ତେବେ କଣ ହେଲା ସେଠୁ ? ପପୁ- ହଷ୍ଟେଲରେ ହୋମ୍ ୱାର୍କ କିପରି କରିପାରିବି, ହଷ୍ଟେଲରେ ୱାର୍କ ଦେବା ଉଚିତ୍ ନା, ତାପରେ ପପୁରହେଲା ଜୋରଦାର୍ ମାଡ ।

୧୦) ବାପା- ତୁ ପଢିବୁନି ତ କଣ କରିବୁ ? ପୁଅ –ଭଡାରେ ବସ କିଣିବି, ଓ ତାକୁ ନିଜେ ଚଲାଇବି, ତାପରେ ଫ୍ୟାକ୍ଟ୍ରି ଖୋଲିବି ତାପରେ ମୋର ସ୍ତ୍ରୀକୁ କଲେକ୍ଟର କରିବି, ବାପା- ଆଜି ତୁ ଆଉଥରେ ସୁର୍ଯ୍ୟବଂଶମ ଫିଲ୍ମ ଦେଖିଛୁ ନା ।

Leave a Reply

Your email address will not be published. Required fields are marked *