October 21, 2024

Odia Express

Here, There and Everywhere

ହେମା ମାଳିନୀଙ୍କ ବିବାହ କୁ ହୋଇସାରିଛି ପୁରା 41 ବର୍ଷ, କିନ୍ତୁ ଆଜି ପର୍ଯ୍ୟନ୍ତ ନିଜ Sasughara ମୁହଁ ଦେଖିନାହାନ୍ତି ସେ, ଶାଶୁଙ୍କ ସହ କିଛି ଏମିତି ଥିଲା ସଂମ୍ପର୍କ

ବଲିଉଡ୍ ର ଡ୍ରିମ୍ ଗାର୍ଲ ହେମା ମାଳିନୀ ନିଜ ସୁନ୍ଦରତା ଓ ବଢିଆ ଅଭିନୟରୁ ଜଣାଯାଆନ୍ତି, ଓ ନିଜ ଜମାନାରେ ହେମା ମାଳିନୀ ଙ୍କ ନାଁ ବଲିଉଡ୍ ର ଟପ୍ ଅଭିନେତ୍ରୀଙ୍କ ଲିଷ୍ଟରେ ଜଣାଯାଏ, ଓ ସେ ନିଜ ବଢିଆ ଅଭିନୟର ବଳରେ ଲକ୍ଷାଧିକ ଲୋକଙ୍କ ହୃଦୟରେ ଏକ ଖାସ୍ ଜାଗା ବନାଇଥିଲେ ।ସେମିତି ହେମା ମାଳିନୀ ନିଜ ଲଭ୍ ଲାଇଫ୍ କୁ ନେଇକରି ବହୁତ ଅଧିକା ଚର୍ଚ୍ଚାରେ ଥିଲେ, ତାଙ୍କ ନାଁ ବଲିଉଡ୍ ର ଦିଗଜ୍ଜ ଅଭିନେତାଙ୍କ ସହ ଯୋଡା ଯାଇଛି, ୧୯୮୦ ରେ ହେମାମାଳିନୀ ବଲିଉଡ୍ ର ହି ମ୍ୟାନ୍ କୁହାଯାଉଥିବା ଧର୍ମେନ୍ଦ୍ରଙ୍କୁ ନିଜ ଜୀବନସାଥୀ ରୁପରେ ବାଛିଥିଲେ, ଓ ତାଙ୍କୁ ବିବାହ କରି ନିଜ ଘର ବସାଇଦେଇଥିଲେ, ଓ ଆଜି ହେମା ମାଳିନୀ ଓ ଧର୍ମେନ୍ଦ୍ରଙ୍କ ବିବାହର ୪୧ ବର୍ଷ ପୁର୍ଣ୍ଣ ହୋଇସାରିଛି, କିନ୍ତୁ ଏହି ଦୁହେଁଙ୍କ ମଧ୍ୟରେ ସଂମ୍ପର୍କ ବଢିଆ ଦେଖିବାକୁ ମିଳେ ।

ଆପଣଙ୍କୁ କହିଦେବୁ କି ହେମା ମାଳିନୀ ବଲିଉଡ୍ ଅଭିନେତା ଧର୍ମେନ୍ଦ୍ରଙ୍କ ଦ୍ୱିତୀୟ ସ୍ତ୍ରୀ ଅଟନ୍ତି ଓ ହେମା ମାଳିନୀଙ୍କୁ ବିବାହ କରିବା ପୁର୍ବରୁ ଧର୍ମେନ୍ଦ୍ର କେବଳ ୧୯ ବର୍ଷ ବୟସରେ ୧୯୫୪ ରେ ପ୍ରକାଶ କୌରଙ୍କୁ ବିବାହ କରିଥିଲେ, ଓ ବିବାହିତ ହେବାପରେ ବି ଧର୍ମେନ୍ଦ୍ର ହେମା ମାଳିନୀଙ୍କୁ ଭଲ ପାଇବସିଥିଲେ, ଓ ହେମା ମାଳିନୀ ଧର୍ମେନ୍ଦ୍ରଙ୍କୁ ଭଲ ପାଇବସିଲେ,  ଯେବେ ଦୁହେଁ ଉଭୟ ଉଭୟଙ୍କୁ ଭଲ ପାଇବସିଲେ ତେବେ ପ୍ରଥମ ସ୍ତ୍ରୀ ଥାଉ ଥାଉ ସେ ହେମା ମାଳିନୀଙ୍କୁ ବିବାହ କରିଦେଇଥିଲେ ।

ଆପଣଙ୍କୁ କହିଦେବୁ କି ହେମା ମାଳିନୀ ଓ ଧର୍ମେନ୍ଦ୍ରଙ୍କ ମଧ୍ୟରେ କେବଳ ୧୩ ବର୍ଷର ବୟସ ଅନ୍ତର୍ ଅଛି, ଏତେ ବଡ ଫଇସଲା ନେବା ପରେ ବି ଏହି ଦୁହେଁ ନିଜ ନିଜର ଜୀବନସାଥୀ ଭାବେ ବାଛିନେଇଥିଲେ, ବର୍ତ୍ତମାନ ସମୟରେ ହେମା ଓ ଧର୍ମେନ୍ଦ୍ର ଙ୍କ ଯୋଡି ବଲିଉଡ୍ ର ସବୁଠାରୁ ପପୁଲାର୍ ଓ ଲୋକପ୍ରିୟ ଯୋଡି ହୋଇଛି, ହେମାଙ୍କୁ ବିବାହକରିବାପରେ ବି ଧର୍ମେନ୍ଦ୍ର ନିଜ ପ୍ରଥମ ସ୍ତ୍ରୀ ପ୍ରକାଶ କୌରଙ୍କୁ ଛାଡପତ୍ର ଦେଇନଥିଲେ, ଓ ସେ ଧର୍ମ ପରିବର୍ତ୍ତନ କରି ହେମାଙ୍କ ସହ ବିବାହ କରିଥିଲେ, ଓ ମହଜୁଦା ସମୟରେ ଧର୍ମେନ୍ଦ୍ର ଓ ନିଜ ଦୁହେଁ ସ୍ତ୍ରୀଙ୍କ ବହୁତ ଯତ୍ନ ରଖୁଛନ୍ତି ।

ସେମିତି ପ୍ରାରମ୍ଭିକର ଦିନରେ ଧର୍ମେନ୍ଦ୍ରଙ୍କ ପ୍ରଥମ ସ୍ତ୍ରୀ ତାଙ୍କ ଦ୍ୱିତୀୟ ବିବାହର କାରଣରୁ ନାରାଜ୍ ଥିଲେ, ସେ ହେମାଙ୍କୁ ବହୁତ କିଛି କହିଥିଲେ, କିନ୍ତୁ ସମୟର ସହ ଏହି ଦୁହେଁ ଙ୍କ ସଂମ୍ପର୍କ ସୁଧୁରିଗଲା, ଓ ଏବେ ଦୁହେଁ କେହି କାହାକୁ ନାରାଜ୍ ନାହାନ୍ତି, ସେମିତି ଯେବେ କେଉଁ ଝିଅର ବାହାଘର ହୋଇଥାଏ ତେବେ ସେ ନିଜ ମା ବାପାଙ୍କୁ ଛାଡିକରି ନିଜ ସ୍ୱାମୀର ସହ ନିଜ ଶଶୁରଘରକୁ ଆସେ,କିନ୍ତୁ ହେମାମାଳିନୀ ଙ୍କ ସହ ଏମିତି ହେଲା ନାହିଁ, ଓ ଯେବେ ହେମା ମାଳିନୀ ଧର୍ମେନ୍ଦ୍ରଙ୍କ ସହ ବିବାହ କରିଥିଲେ ତେବେ ସେ ନିଜ ଶଶୁରଘର ଆସିନଥିଲେ ।

ସେମିତି ଆଜି ହେମା ଓ ଧର୍ମେନ୍ଦ୍ରଙ୍କ ବିବାହର ୪୧ ବର୍ଷ ହୋଇସାରିଛି, କିନ୍ତୁ ଆଜି ପର୍ଯ୍ୟନ୍ତ ବି ହେମା ମାଳିନୀ ନିଜ ଶାଶୁଘରକୁ ଆସିନାହାନ୍ତି, ଓ ଖାସ୍ କଥା ଏହା କି ମହଜୁଦା ସମୟରେ ଯେଉଁଠି ହେମା ମାଳିନୀ ରହନ୍ତି, ସେଠାରେ କେବଳ ୧୦ ମିନିଟ୍ ଦୁରତାରେ ତାଙ୍କ ଶଶୁରଘର ଅଛି,କିନ୍ତୁ ଏହାସତ୍ତ୍ୱେ ବି ହେମା ମାଳିନୀ ନିଜ ଶାଶୁଘର ଯାଇପାରିନାହାନ୍ତି, ଏହାରପଛରେ କାରଣ ବିଷୟରେ ହେମା ମାଳିନୀ ଏକ ଇଣ୍ଟରଭ୍ୟୁରେ କହିଥିଲେ ।

ସେ କହିଲେ କି ସେ କେବେ ବି ଧର୍ମେନ୍ଦ୍ରଙ୍କ ପ୍ରଥମ ସ୍ତ୍ରି ଓ ତାଙ୍କ ଛୁଆଙ୍କ ଜୀବନରେ ଆସିବାକୁ ଚାହଁନ୍ତି ନାହିଁ, ଓ ଏହି କାରଣ ଥିଲା ସେ ଏହା ଫଇସଲା ନେଲେ କି ସେ କେବେ ନିଜ ଶାଶୁଘର ଯିବେ ନାହିଁ ହେମା ମାଳିନୀ ନିଜ ଶାଶୁ ସତବଂତ କୌରଙ୍କୁ ଥରେ ଦେଖାକରିଛନ୍ତି, ଏହାର ବିଷୟରେ ହେମା ମାଳିନୀ ନିଜ ବାୟୋଗ୍ରାଫିରେ କହିଥିଲେ ।

କହିଦେବୁ କି ହେମା ମାଳିନୀ ଙ୍କ ଶାଶୁ ସତବଂନ୍ତ କୌର ଆଜି ଏହି ଦୁନିଆଁରେ ନାହାନ୍ତି, କିନ୍ତୁ ହେମା ମାଳିନୀ ନିଜ ଶାଶୁ ମାଙ୍କ ସହ ସଂମ୍ପର୍କ ସବୁବେଳେ ଭଲ ରଖିଥିଲେ, ଓ ନିଜ ଏକ ଇଣ୍ଟରଭ୍ୟୁରେ ହେମା ମାଳିନୀକହିଥିଲେ କି ତାଙ୍କ ଗର୍ଭାବସ୍ଥା ସମୟରେ ତାଙ୍କ ଶାଶୁ ସତବନ୍ତ କୌର ତାଙ୍କୁ ଆଶିର୍ବାଦ ଦେବାକୁ ଆସିଥିଲେ, ଓ ଯେଉଁଠି ହେମା ମାଳିନୀ ବହୁତ ଖୁସି ହୋଇଥିଲେ ।

Leave a Reply

Your email address will not be published. Required fields are marked *