October 17, 2024

Odia Express

Here, There and Everywhere

ୟେ ରିସ୍ତା କ୍ୟା କେହେଲାତା ହୈ ରେ ଅକ୍ଷରାଙ୍କ ଶାଶୁ ହୋଇଥିବା ଗାୟତ୍ରୀ ସିଂଘାନିଆ ରିୟଲ୍ ଲାଇଫ୍ ରେ ଅଟନ୍ତି ବହୁତ ଷ୍ଟାଇଲିଷ୍ଟ୍ ,ଦେଖନ୍ତୁ Sonali Verma ଅଭିନେତ୍ରୀଙ୍କ କିଛି ଗ୍ଲାମରସ୍ ଫଟୋଗୁଡିକ

ଷ୍ଟାର୍ ପ୍ଲସର୍ ଲୋକପ୍ରିୟ ସିରିଆଲ୍ ୟେ ରିସ୍ତା କ୍ୟା କେହେଲାତା ହୈ ଲମ୍ବା ସମୟରୁ ଦର୍ଶକଙ୍କ ମନୋରଞ୍ଜନ କରିଛି, ଓ ଏହି ସିରିଆଲ୍ ରେ ନଜର ଆସୁଥିବା ପ୍ରାୟ ସବୁ କଳାକାର ବି ଦର୍ଶକଙ୍କ ମଧ୍ୟରେ ବହୁତ ପପୁଲାର୍ ହୋଇସାରିଛନ୍ତି, ଓ ସିରିଆଲ୍ ୟେ ରିସ୍ତା କ୍ୟା କେହେଲାତା ହୈ ସବୁ କଳାକାର ନିଜ ବଢିଆ ଅଭିନୟ ଦ୍ୱାରା ଦର୍ଶକଙ୍କ ହୃଦୟ ଜିଣିବାରେ ସଫଳ ହୋଇଛନ୍ତି, ଓ ମହଜୁଦା ସମୟରେ ଧାରାବାହିକ ଟିଭିର ସବୁଠାରୁ ସଫଳ ଧାରାବାହିକ ଲିଷ୍ଟରେ ସାମିଲ୍ ହୋଇଛି  ।

ସେମିତି ସିରିଆଲ୍ ୟେ ରିସ୍ତା କ୍ୟା କେହେଲାତା ହୈ ରେ ଅକ୍ଷରା ସିଂଘାନିଆ ଭୁମିକା ନିଭାଉଥିବା ଅଭିନେତ୍ରୀ ହିନା ସିରିଆଲ୍ ରେ ଲୋକପ୍ରିୟତା ହାସିଲ୍ କରିଥିଲେ, ଆଜି ହିନା ଖାନ୍ ବଲିଉଡ୍ ଟିଭି ଇଣ୍ତଷ୍ଟ୍ରିରେ ଏକ ଲୋକପ୍ରିୟ ଅଭିନେତ୍ରୀ ହୋଇସାରିଛନ୍ତି, ଆଜି ଆମେ ଆପଣଙ୍କୁ ଏହି ସିରିଆଲ୍ ର ଅକ୍ଷରାଙ୍କ ଶାଶୁ ମାନେ ଗାୟତ୍ରୀ ସିଂଘାନିଆଙ୍କ ଭୁମିକା ନିଭାଉଥିବା ଅଭିନେତ୍ରୀଙ୍କ ବିଷୟରେ କିଛି ମଜାଦାର୍ କଥା କହିବାକୁ ଯାଉଛୁ ।

କହିଦେବୁ କି ଏହି ସିରିଆଲ୍ ରେ ନୈତିକଙ୍କ୍ ମା ଓ ଅକ୍ଷରାଙ୍କ ଶାଶୁ ଗାୟତ୍ରୀ ସିଂଘାନିଆଙ୍କ ଅଭିନୟ ଟିଭି ଇଣ୍ତଷ୍ଟ୍ରିରେ ଜଣାଶୁଣା ଅଭିନେତ୍ରୀ ସୋନାଲି ବର୍ମା ନିଭାଇଥିଲେ, ଓ ସୋନାଲି ବର୍ମା ନିଜ ଏହି ଭୁମିକା କାରଣରୁ ଅଧିକା ପପୁଲାର୍ ହୋଇଯାଇଥିଲେ, ଓ ସେମିତି ସିରିଆଲ୍ ରେ ଅକ୍ଷରାଙ୍କ ସହ ତାଙ୍କ ବଣ୍ତିଙ୍ଗ୍ ଦର୍ଶକମାନେ ବହୁତ ପସନ୍ଦ କରିଥିଲେ ।ସେମିତି ସିରିଆଲ୍ ରେ ଅଭିନେତ୍ରୀ ସୋନାଲି ବର୍ମା ଗାୟତ୍ରୀ ସିଂଘାନିଆଙ୍କ ଭୁମିକା ନିଭାଇଥିଲେ, ଓ ଏହି ଭୁମିକାରେ ସେ ବହୁତ ଟ୍ରାଡିସନାଲ୍ ଲୁକ୍ ଓ ସିଧା ସାଧା ସ୍ୱଭାବର ନଜର ଆସିଥିଲେ, କିନ୍ତୁ ଅସଲ ଜୀବନରେ ସୋନାଲି ବର୍ମା ନିଜ ଭୁମିକାରୁ ବିଲକୁଲ୍ ବିପରିତ ଅଟନ୍ତି, ସେ ଦେଖିବାକୁ ବହୁତ ଷ୍ଟାଇଲିଷ୍ଟ ଓ ଗ୍ଲାମରର୍ସ ନଜର ଆସନ୍ତି, ଓ ସୋନାଲି ନିଜ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ବହୁତ ଆକ୍ଟିଭ୍  ରୁହନ୍ତି, ଓ ବହୁତଥର ନିଜ ସୁନ୍ଦର ଓ ଗ୍ଲାମରର୍ସ ଫଟୋକୁ ସେୟାର୍ କରନ୍ତି ।

କଥା ହେବା ଅଭିନେତ୍ରୀ ସୋନାଲି ବର୍ମାଙ୍କ ବ୍ୟକ୍ତିଗତ ଜୀବନୀ ବିଷୟରେ ତେବେ ସୋନାଲିଙ୍କ ଜନ୍ମ ୧୬ ମାର୍ଚ୍ଚ ୧୯୭୫କୁ ମୁମ୍ବାଇରେ ହୋଇଥିଲା, ସେ ନିଜ ସ୍କୁଲର ପାଠପଢା ମୁମ୍ବାଇରୁ ପୁରା କରିଥିଲେ, ଓ ନିଜ ସ୍ନାତକ ଶେଷ କରିବାପରେ ସୋନାଲୀ ଅଭିନୟ ଜଗତରେ ନିଜ କ୍ୟାରିୟର୍ ବନାଇବା ଆରମ୍ଭ କରିଦେଲେ, ଓ ବହୁତ ବର୍ଷ ସିରିଆଲ୍ ପାଇଁ ସେ ଅଡିସନ୍ ଦେଇଛନ୍ତି, ତାପରେ ତାଙ୍କୁ ୟେ ରିସ୍ତା କ୍ୟା କେହେଲାତା ହୈ ପାଇଁ ଅଫର୍ ଆସିଲା, ସୋନାଲି ଙ୍କୁ ପ୍ରଥମ ଶୋରୁ ବଢିଆ ଲୋକପ୍ରିୟତା ମିଳିଲା, ଓ ଛୋଟ ପର୍ଦାରେ ନିଜର ଏକ ଅଲଗା ପରିଚୟ ଗଢି ତୋଳିଲେ ।

କହିଦେବୁ କି ସିରିଆଲ୍ ୟେ ରିସ୍ତା କ୍ୟା କେହେଲାତା ହୈ ରେ କାମ କରିବାପରେ ତାଙ୍କୁ କୁମକୁମ୍ ଭାଗ୍ୟ, ତାରକ୍ ମେହେଟ୍ଟା କା ଉଲଟା ଚଷମା, ଦିୟା ଔର ବାତି ହମ୍ ଓ ନାଗିନ୍ ପରି ସୁପରହିଟ୍ ଶୋରେ କାମ କରିବାକୁ ମିଳିଲା, ଓ ସୋନାଲି ବର୍ମା ଟିଭି ଦୁନିଆଁରେ ବହୁତ ନାଁ କମାଇଲେ ।

ସୋନାଲି ବର୍ମାଙ୍କ ବୟସ ଏବେ ୪୬ ବର୍ଷ ହୋଇସାରିଛି, ଓ ୪୦ ବର୍ଷ୍ ପାର୍ କରିବାପରେ ସୋନାଲି ନିଜକୁ ବହୁତଫିଟ୍ ଓ ଷ୍ଟାଇଲିଷ୍ଟ ରଖିଛନ୍ତି, ସୋନାଲି ବର୍ମା ୨୦୧୩ ରେ ସଚିନ୍ ସଚଦେବାଙ୍କୁ ବାହା ହୋଇଥିଲେ ଓ ଏହି କପଲ୍ ଦୁଇଟି ଛୁଆଙ୍କ ମା ବାପା ହୋଇସାରିଛନ୍ତି, ଓ ସୋନାଲି ବର୍ମା ନିଜ ସ୍ୱାମୀ ଓ ଛୁଆଙ୍କ ସହ ବହୁତ ଖୁସିମୟ ଜୀବନ ଅତିବାହିତ କରୁଛନ୍ତି ।

Leave a Reply

Your email address will not be published. Required fields are marked *