October 22, 2024

Odia Express

Here, There and Everywhere

ଇନ୍ଦୋରର ୩୭ ବର୍ଷୀୟ Neha Choudhary ଉଜ୍ଜଳ କରିଥିଲେ ୪ ଜଣଙ୍କ ଜୀବନ, ଦାନରେ ଆଖି, ଲିଭର୍, ତ୍ୱଚା, ଓ ଦୁହେଁ କିଡନୀ

ମଧ୍ୟପ୍ରଦେଶ ଇନ୍ଦୋର ସହର ମାନବ ଅଙ୍ଗଦାନ କ୍ଷେତ୍ରରେ ବହୁତ ଆଗକୁ ବଢିଚାଲିଛି । ଏହି ମଧ୍ୟରେ ଇନ୍ଦୋର ନିବାସୀ ନେହା ଚୌଧୁରୀ ଙ୍କୁ ବ୍ରେନ୍ ଡେଡ୍ ଘୋଷିତ କରାଯିବାପରେ ତାଙ୍କ ଆଖି , ତ୍ୱଚା , ଲିଭର୍, ଓ ଦୁହେଁ କିଡନୀ ଦାନ କରିଦେଇଥିଲେ, ଇନ୍ଦୋରରେ ଚୋଇଥରାମ ରେ ହିଁ ଲିଭର୍ ଟ୍ରାନ୍ସପ୍ଲାଣ୍ଟ କରାଯାଉଛି, ଯେବେ ଏକ କିଡନୀ ସିଏଚଏଲ୍ ମେଡିକାଲ୍ ଓ ଦ୍ୱିତୀୟ ବମ୍ବେ ହସ୍ପିଟାଲ୍ ରେ ଟ୍ରାନ୍ସପ୍ଲାଣ୍ଟ କରିଥିଲେ । ଖବରରୁ ମାନିଲେ ନେହା ଚୌଧୁରୀ ଙ୍କୁ ୧୨ ସେପ୍ଟେମ୍ବର ଦିନ ଚୋଇଥରାମ ମେଡିକାଲ୍ ରେ ଚିକିତ୍ସା ପାଇଁ ଭର୍ତ୍ତି କରାଗଲା, କିନ୍ତୁ ଏହି ମଧ୍ୟରେ ନିଜ ଜୀବନ ହରାଇ ବସିଥିଲେ, ବ୍ରେନ୍ ଡେଡ୍ ହେବା କାରଣରୁ ସ୍ଥିତିରେ ନେହା ଚୌଧୁରୀ ପରିବାର ବାଲା ତାଙ୍କ ଅଙ୍ଗଦାନ କରିବାର ଇଚ୍ଛା ଜତାଇଥିଲେ, ଏହାପରେ ବିଶେଷଜ୍ଞ ଡାକ୍ତରୀ ଟିମ୍ ଏକ କିଡନୀ ସିଏଚଏଲ୍ ମେଡିକାଲ୍ ରେ ଯେବେ କି ଦ୍ୱିତୀୟ କିଡନୀ ବମ୍ବେ ହସ୍ପିଟାଲ୍ ଇନ୍ଦୋରରେ ଦରକାର ରୋଗୀଙ୍କ ପାଇଁ ପଠାଇଥିଲେ, ସେମିତି ଲିଭର୍ ଓ ତ୍ୱଚା ଚୋଇଥରାମ ମେଡିକାଲ୍ ରେ ପଠାଯାଇଥିଲା ।

ନେହା ଚୌଧୁରୀ ଙ୍କ ସ୍ୱାମୀ ପଙ୍କଜଙ୍କ ମୁତାବିକ ନେହା ଏକ ଗୃହଣୀ ଥିଲେ, ଯେବେ ବି ନେହାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥାଏ, ତେବେ ସେ ବହୁତଥର ପରିବାର ବାଲାଙ୍କୁ କହୁଥିଲେ ତେବେ ତାଙ୍କୁ ମରିବା ପରେ କିଡନୀ ଫୁସଫୁସ୍, ତ୍ୱଚା, ଲିଭର୍, ଓ ମୋର ଆଖି କେଉଁ ଦରକାର ଲୋକଙ୍କୁ ଦାନ କରିଦେବ, ଏହା ମୋର ଆତ୍ମାକୁ ଶାନ୍ତି ଲାଗିବ, ନେହା ଙ୍କ ସ୍ୱାମୀ କହିଲେ କି ସେ ଏକ କମ୍ପାନୀରେ କାମକରନ୍ତି, ଓ ତାଙ୍କର ୩ ବର୍ଷର ଝିଅ ଅଛି, ନେହାଙ୍କ ଇଚ୍ଛାକୁ ଧ୍ୟାନରେରଖି ସେ ଅଙ୍ଗଦାନ କରିବାରଫଇସଲା କରିଲେ, ସେ ବହୁତ ଲୋକଙ୍କୁ ଅଙ୍ଗଦାନ କରିବାର ଅପିଲ୍ କରିଥିଲେ ।

ଖବରରୁ ଜଣାଯାଏ କି ନେହାଙ୍କ ଲିଭର୍ ଚୋଇଥରାମ ମେଡିକାଲ୍ ରେ ଆଡମିଟ୍ ଖାତିବାଲା ଟ୍ୟାଙ୍କ୍ ନିବାସୀ ୫୬ ବର୍ଷିୟ ବ୍ୟକ୍ତିଙ୍କୁ ଟ୍ରାନ୍ସପ୍ଲାଣ୍ଟ କରାଗଲା, ସେମିତି ନେହାଙ୍କ କିଡନୀ ସିଏଚଏଲ୍ ମେଡିକାଲ୍ ରେ ଭର୍ତ୍ତି ମାନିକ ବାଗଙ୍କ ଶ୍ୟାମ ନଗର ନିବାସୀ ୩୫ ବର୍ଷୀୟ ମହିଳାଙ୍କୁ ଟ୍ରାନ୍ସପ୍ଲାଣ୍ଟ କରାଯାଇଥିଲା, ଯେବେ କି ଦ୍ୱିତୀୟ କିଡନୀ ସ୍କିମ୍ ୧୧୪ ମୁମ୍ବାଇ ମେଡିକାଲ୍ ନିବାସୀ ମହିଳାଙ୍କୁ ଟ୍ରାନ୍ସପ୍ଲାଣ୍ଟ କରାଯାଇଥିଲା, ଏହା ଛଡା ନେହା ଚୌଧୁରୀଙ୍କ ଆଖି ଓ ତ୍ୱଚା ଚୋଇଥରାମ ମେଡିକାଲ୍ କୁ ଦିଆଯାଇଥିଲା ।

ଆପଣଙ୍କୁ ଜଣେଇଦେବୁ କି ଏହା ପୁର୍ବରୁ ୧୬ ସେପ୍ଟେମ୍ବରକୁ ଇନ୍ଦୋରର ଡେଣ୍ଟାଲ୍ ସର୍ଜନ ଡାକ୍ତର ସଙ୍ଗୀତା ପାଟିଲ୍ ଙ୍କ ଏକ କିଡନୀ ଚୋଇଥରାମ ମେଡିକାଲ୍ ରେ ଡିଂଡୋରି ଶାହପୁରା ଯୁବକଙ୍କୁ ଲଗାଯାଈଥିଲା, ଯୁବକଙ୍କ ମା କହନ୍ତି କି ୩୨ ବର୍ଷୀୟ ଯୁବକ ପ୍ରାୟ ୧୩ ରୁ ୧୪ ବର୍ଷ ଡାଇଲିସିସ୍ ରେ ଅଛନ୍ତି , ଦେଢ ବର୍ଷରୁ ତାଙ୍କ ଭଉଣୀ ଏକ କିଡନୀ ଡୋନେଟ୍ କରିଥିଲେ, କିନ୍ତୁ ଟ୍ରାନ୍ସପ୍ଲାଣ୍ଟ ସଫଳ ହୋଇପାରିନଥିଲା, ଏମିତିରେ ପୁଅକୁ ଆଉଥରେ ଡାଇଲିସିସ୍ ଦରକାର ପଡିଲା, ଯୁବକଙ୍କ ମା କହିଲେ କି ଡାକ୍ତର ସଙ୍ଗୀତା କିଡନୀ ମିଳିବାପରେ ସେ ପୁଅ ଏବେ ଭଲରେ ଜୀବନର ଆଶାରେ ଅଛନ୍ତି ।

କହିଦେବୁ କି ଅଙ୍ଗଦାନ ମାମଲାରେ ଦେଶର ଇନ୍ଦୋର ସହର୍ ସବୁଠାରୁ ଆଗରେ ଅଛି, ଇନ୍ଦୋରରେ ଲିଭର୍ ଟ୍ରାନ୍ସପ୍ଲାଣ୍ଟ ପ୍ରଥମ ପ୍ରୟୋଗ ସଫଳ ରହିଥିଲା, ୨୦୧୫ ର ଏକ ରିପୋର୍ଟ ମୁତାବିକ ଇନ୍ଦୋର ସହରରେ ଦେଢ ବର୍ଷ ଭିତରେ ପ୍ରାୟ ୧୫ଥର ଅଙ୍ଗଦାନ କରାଯାଇଛି, ଅଙ୍ଗଦାନ୍ ମାମଲାରେ ତାମିଲନାଡୁ ରାଜ୍ୟ ସବୁଠାରୁ ଆଗୁଆ ଅଛି, କିନ୍ତୁ ଇନ୍ଦୋର ସହର ଏହି ସୁଚିରେ ପ୍ରଥମ ସ୍ଥାନରେ ଅଛି ।

Leave a Reply

Your email address will not be published. Required fields are marked *