October 24, 2024

Odia Express

Here, There and Everywhere

ଏହି ଅଭିନେତ୍ରୀମାନେ ନିଜ କାର୍ଯ୍ୟ ଦକ୍ଷତାରୁ ବନାଇଛନ୍ତି ନିଜ Diwana, ଅଧିକା ମୋଟା ହେବାପରେ ବି ସମସ୍ତଙ୍କ ଅଟନ୍ତି ପ୍ରଥମ ପସନ୍ଦ

1 min read

ବଲିଉଡ୍ ସହ ଟେଲିଭିଜନ ଇଣ୍ତଷ୍ଟ୍ରିର ଷ୍ଟାର୍ସ ନିଜ ଫିଟନେସ୍ କୁ ନେଇକରି ଧ୍ୟାନ ରଖନ୍ତି, ଫିଲ୍ମ ଷ୍ଟାର୍ସ ନିଜ ଅଭିନୟ ଦ୍ୱାରା ନୁହେଁ ବରଂ ଓଜନ,ପର୍ସନାଲିଟି ଓ ଫିଗର୍ ଦ୍ୱାରା ସମସ୍ତଙ୍କ ଧ୍ୟାନକୁ ନିଜ ଆଡକୁ ଆକର୍ଷିତ କରାନ୍ତି । ଏମାନେ ନିଜକୁ ଫିଟ୍ ରଖିବା ବହୁତ ଜରୁରି ହୋଇଥାଏ, ଇଣ୍ତଷ୍ଟ୍ରିରେ ଏମିତି ଅଭିନେତ୍ରିମାନେ ମଜଜୁଦ୍ ଅଛନ୍ତି, ଯିଏକି ଅଧିକା ମୋଟା ହେବା ସତ୍ତ୍ୱେ ବି ସମସ୍ତଙ୍କ ପସନ୍ଦର ହୋଇଥାନ୍ତି, ତେବେ ଆସନ୍ତୁ ଜାଣିବା ସେହି ଅଭିନେତ୍ରୀଙ୍କ ବିଷୟରେ ।

ଭାରତୀ ସିଂ- ଏହି ଲିଷ୍ଟରେ ଟପ୍ ରେ କମେଡିଆନ୍ ଭାରତୀ ସିଂଙ୍କ ନାଁ ଆସେ, ଭାରତୀ ସିଂ ନିଜ ଟ୍ୟାଲେଣ୍ଟ ସହ ସମସ୍ତଙ୍କୁ ଦିୱାନା ବନାଇଛନ୍ତି, ଆଜି ତାଙ୍କର ନାଁ ଦୁନିଆଁ ସାରା ଖ୍ୟାତି ହୋଇଛି, ଅଭିନେତ୍ରୀଙ୍କ ଲିଷ୍ଟରେ ଭାରତୀ ସିଂଙ୍କ ଓଜନ ବହୁତ ଅଧିକା ଅଟେ, କିନ୍ତୁ ଏମିତିରେ ତାଙ୍କ ପ୍ରଶଂସକଙ୍କ ସଂଖ୍ୟାରେ କିଛି କମି ଆସିନି, କମେଡି କ୍ୱିନ୍ ଅଧିକା ଓଜନ ହେବା ସହ ନିଜ ଦକ୍ଷତା ଓ ସାହାସ ଓ ଅଭିନୟ ଦ୍ୱାରା ସମସ୍ତଙ୍କ ହୃଦୟରେ ରାଜ୍ କରିଛନ୍ତି, ସେ ନିଜ ଅଧିକା ଓଜନକୁ ନିଜେ ହିଁ ବରଦାନ୍ ମାନନ୍ତି, ଭାରତୀ ସିଂ ନିଜ ୧୫ କିଲୋ ଓଜନ କମାଇଛନ୍ତି, ଏହାପରେ ତାଙ୍କର କ୍ୟୁଟନେସ୍ ରେ କିଛି କମିଦେଖିବାକୁ ମିଳିନି ।

ଅଞ୍ଜଳୀ ଆନନ୍ଦ- ଟେଲିଭିଜନ ଷ୍ଟାର୍ ଅଞ୍ଜଳୀଙ୍କ ନାଁ ଏହି ଲିଷ୍ଟରେ ସାମିଲ୍ ହୋଇଛି, ପପୁଲାର୍ ସିରିଆଲ୍ ଢାଇ କିଲୋ ପ୍ରେମ୍ ସେ ଅଭିନୟ କରି ନିଜ କ୍ୟାରିୟର୍ ଆରମ୍ଭ କରିଥିବା ଅଞ୍ଜଳୀ ବହୁତ ଫେମସ୍ ହୋଇସାରିଛନ୍ତି, ସେ ନିଜ ଅଧିକା ଓଜନ ଓ ପର୍ସନାଲିଟି କାରଣରୁ ବହୁତ୍ ଅଧିକା କନଫିଡେନ୍ସ ରୁହନ୍ତି, ସେ ନିଜ ପ୍ଲସ୍ ସାଇଜ୍ ସହ ସମସ୍ତଙ୍କୁ ଦିୱାନା କରନ୍ତି ।

ଡେଲନାଜ୍ ଇରାନୀ- ବଲିଉଡ୍ ଫିଲ୍ମ ସହ ଟେଲିଭିଜନ ଇଣ୍ତଷ୍ଟ୍ରିରେ ନିଜ ନାଁ କମାଇଥିବା ଅଭିନେତ୍ରୀ ଡେଲନାଜ୍ ଇରାନୀଙ୍କ ନାଁ ଏହି ଲିଷ୍ଟରେ ସାମିଲ୍ ହୋଇଛି, ପ୍ଲସ୍ ସାଇଜ୍ ସହ ଟିଭି ଇଣ୍ତଷ୍ଟ୍ରିରେ ରାଜ୍ କରିଥିବା ଡେଲନାଜ୍ ଆଜି ସମସ୍ତଙ୍କ ପସନ୍ଦର ଅଭିନେତ୍ରୀ ହୋଇସାରିଛନ୍ତି, ସେ ବହୁତ ଫିଲ୍ମ ଓ ଟିଭି ସିରିଆଲ୍ସରେ ନିଜ ଦମଦାର୍ ଅଭିନୟ ଦେଖାଇସାରିଛନ୍ତି ।

ରୀତାଶା ରାଠୋର୍- ଚାନ୍ଦନୀ ଭଗବନାନୀ- ଏହା ଛଡା ଛୋଟ ପର୍ଦାରେ ଲୋକପ୍ରିୟ ଅଭିନେତ୍ରୀ ରିତାଶା ରାଠୋର୍ ଓ ଚାନ୍ଦନୀ ଭଗବନାନୀ ଙ୍କ ନାଁ ଏହି ଲିଷ୍ଟରେ ସାମିଲ୍ ହୋଇଛି, ରିତାଶାଙ୍କ କଥା କହିଲେ ସେ ବଡୋ ବୋହୁ ସିରିଆଲ୍ ରୁ ନାଁ କମାଇସାରିଛନ୍ତି, ରିତାଶାଙ୍କ ନାଁ ଟିଭିରେ ପ୍ଲସ୍ ସାଇଜ୍ ଅଭିନେତ୍ରୀଙ୍କ ଲିଷ୍ଟରେ ଲୋକପ୍ରିୟ ଅଛି, ରିତାଶା ନିଜ ପ୍ଲସ୍ ସାଇଜ୍ କୁ ନେଇ ବହୁତ ଖୁସିରେ ଅଛନ୍ତି ।

ସେମିତି ଚାନ୍ଦନୀ ଭଗବନାନୀ ନିଜ ଅଧିକା ଓଜନ ଓ ଗ୍ଲାମରସ୍ ଅନ୍ଦାଜ ପାଇଁ ସମସ୍ତଙ୍କ ଧ୍ୟାନ ନିଜ ଆଡକୁ କେନ୍ଦ୍ରିତ କରନ୍ତି, ଚାନ୍ଦନୀ ନିଜ ଓଜନ ବହୁତପରିମାଣ କମ୍ କରିନେଇଛନ୍ତି, ସେ ବହୁତଥର ସୋସିଆଲ୍ ମିଡିଆରେ ନିଜ ଶାନଦାର୍ ଫଟୋ ସେୟାର୍ କରନ୍ତି, ଯାହାକୁ ଫ୍ୟାନ୍ସଙ୍କ ଦ୍ୱାରା ବହୁତ ପସନ୍ଦ କରାଯାଏ ।

ବାହାବିଜ୍ ଦୋରାବଜୀ- ଲୋକପ୍ରିୟ ଅଭିନେତ୍ରୀ ବାହାବିଜ୍ ଦୋରାବଜୀ ନାଁ ଆପଣମାନେ ଭଲ ଭାବରେ ଜାଣିଥିବେ, ସେ ପ୍ୟାର୍ କି ଏକ କାହାଣୀ ଓ ଆମର ବୋହୁ ରଜନିକାନ୍ତ ଧାରାବାହିକରେ ସମସ୍ତଙ୍କ ମଧ୍ୟରେ ଲୋକପ୍ରିୟ ହୋଇଥିଲେ, ବାହାନିଜ୍ ନିଜ ପ୍ଲସ୍ ସାଇଜ୍ କାରଣରୁ ବହୁତଥର ଟ୍ରୋଲିଙ୍ଗ୍ ଶିକାର ହୋଇସାରିଛନ୍ତି, ଏବେ ବାହାନିଜ୍ ନିଜ ଓଜନ କମ୍ କରିସାରିଛନ୍ତି, ଏବେ ସେ ବହୁତ ସୁନ୍ଦର ଓ ଗ୍ଲାମରର୍ସ ନଜର ଆସନ୍ତି ।

Leave a Reply

Your email address will not be published. Required fields are marked *