October 24, 2024

Odia Express

Here, There and Everywhere

ଭାରତୀୟ କ୍ରିକେଟିୟର୍ Hitman ରୋହିତ ଶର୍ମା ଚଳନ୍ତି ନିଜ ଲାଇଫ୍ ପୁରା ଅଲଗା Style ରେ, ତାଙ୍କ ୩୦ କୋଟି ଟଙ୍କା ଘରର୍ ଏକ ଝଲକ

ଭାରତୀୟ କ୍ରିକେଟ୍ ଟିମ୍ ର ସଲାମି ବ୍ୟାଟ୍ସମ୍ୟାନ୍ ଓ ମୁମ୍ବାଇ ଇଣ୍ତିଆନ୍ସର ଅଧିନାୟକ ରୋହିତ୍ ଶର୍ମା ୩୦ ଅପ୍ରେଲ୍ କୁ ନିଜ ୩୪ ତମ ଜନ୍ମଦିନ ପାଳିଛନ୍ତି, କ୍ରିକେଟ୍ ଦୁନିଆଁରେ ହିଟ୍ ମ୍ୟାନ୍ ଭାବେ ଜଣାଶୁଣା ରୋହିତ୍ ଶର୍ମା ନିଜ ଖେଳ ପାଇଁ ଲୋକପ୍ରିୟତା ପାଇଛନ୍ତି, ସେତିକି ନୁହେଁ ନିଜ ଲାଇଫ୍ ଷ୍ଟାଇଲ୍ କାରଣରୁ ବି ସେ ଚର୍ଚ୍ଚାରେ ରୁହନ୍ତି, କଣ ଖାଉଛନ୍ତି, କିପରି ଲାଇଫଷ୍ଟାଇଲ୍ ରେ ଚଳନ୍ତି, କ୍ରିକେଟ୍ ଖେଳିବାବାଲା ଖେଳାଳିଙ୍କ ପାଖରେ ପଇସାର କିଛି ବି କମିନଥାଏ, ଏହି ଖେଳାଳୀ ନିଜ ଜୀବନକୁ ବହୁତ ଶାହୀ ଢଙ୍ଗରେ ବଞ୍ଚନ୍ତି

ଏମିତିରେ ଟିମ୍ ଇଣ୍ତିଆ ଷ୍ଟାର୍ ଓପନର୍ ରୋହିତ୍ ଶର୍ମା କ୍ରିକେଟ୍ ମଇଦାନରେ ବଡ ବଡ ରେକର୍ଡ୍ସ କରିଛନ୍ତି ରୋହିତ୍ ଶର୍ମାଙ୍କ କ୍ୟାରିୟର ଯେତେ ଉଜ୍ଜଳ ତାଙ୍କର ସେଭଳି ତାଙ୍କ ଲାଇଫ୍ ଷ୍ଟାଇଲ୍ ବି , ତାଙ୍କ ଆଲିଶାନ୍ ବଙ୍ଗଳାକୁ ଦେଖିକରି ସମସ୍ତେ ଏହି ସ୍ୱପ୍ନ କରନ୍ତି କି ଭଗବାନ ତାଙ୍କୁ ବି ଏମିତି ଘର ଦେଇଥାନ୍ତେ , ଆସନ୍ତୁ ଜାଣିବା ରୋହିତ୍ ଶର୍ମାଙ୍କ ନୁଆ ବଙ୍ଗଳାର କିଛି ବଛା ବଛା ଫଟୋଗୁଡିକ ବିଷୟରେ ।ରୋହିତ୍ ଶର୍ମା ଏହି ଘର ନିଜ ନିର୍ବନ୍ଧ ପରେ ୨୦୧୫ ରେ ୩୦ କୋଟିରେ କିଣିଥିଲେ, ବିବାହପରେ ରୋହିତ୍ ଓ ରିତିକା ଏହି ଘରେ ରହୁଛନ୍ତି

ଏହି ଘରର ବାଲୋକୋନି ଆରବ ସାଗରର ସୁନ୍ଦର ନଜାରା ଦେଖାଇଥାଏ । ରୋହିତ୍ ଶର୍ମାଙ୍କ ଏହି ବଙ୍ଗଳା ମୁମ୍ବାଇର ବର୍ଲି ସ୍ଥିତ ଆହୁଜା ଆପାର୍ଟସମେଣ୍ଟରେ ଅଛି, ୬୦୦୦ ସ୍କେୟାର୍ ଫିଟ୍ ରେ ତିଆରି ଆପାର୍ଟମେଣ୍ଟରେ ସେ ସବୁ ସୁଖ ସୁବିଧା ଓ ଲକଜୁରୀ ବ୍ୟବସ୍ଥା ଅଛି, ରୋହିତ୍ ଙ୍କ ଘର ବିଲଡିଙ୍ଗର ୨୯ ତମ ଫ୍ଲୋରରେ ଅଛି, ଏଥିରେ ୪ ଟି କିଙ୍ଗ୍ ସାଇଜ୍ ବେଡ୍ ରୁମ୍ ଓ ହଲ୍ ଓ କିଚେନ୍ ବି ଅଛି ।

ରୋହିତ୍ ଓ ରିତିକାଙ୍କ ଘର ବହୁତ ଲକଜୁରିଅସ୍ ଅଟେ, ଘରର ଚାରୋଟି ରୁମ୍ ଅଛି, ରୁମରେ ଖାସ୍ ପ୍ରକାରର ଡିଜାଇନ୍ କରାଯାଇଛି, ରୋହିତ୍ ଶର୍ମା ଘର ରୁମରେ ସୁନ୍ଦର ସୁନ୍ଦର ଜୁମର୍ ଲାଗିଛି, ସେମିତି ବଡ କାଚର ଝରକାରୁ ସମୁଦ୍ର ପୁରା ଦେଖାଯାଊଛି । ଆହୁଜା ଆପାର୍ଟସମେଣ୍ଟ ଲକଜୁରୀ ସୁବିଧା ସହ୍ ଏକ କ୍ଲବ୍ ହାଉସ୍ ଓ ଏଣ୍ଟରଟେଣ୍ଟମେଣ୍ଟ ଏରିଆ ସାମିଲ୍ ଅଛି, ଏହା ଛଡା ସ୍ପା, ଜକୁଜି, ମିନିଥିଏଟର, ଯୋଗା ରୁମ୍, ସିଗାର୍ ରୁମ୍, ୱାଇନ୍ ସେଲର୍, ଓ ଏକ ବିଜନେସ୍ ଏରିଆ ବି ଅଛି ।

ରୋହିତ୍ ଶର୍ମା ତାଙ୍କ ଝିଅ ସମାୟରା ଓ ସ୍ତ୍ରୀ ରିତିକା ଙ୍କୁ ବହୁତଥର ତାଙ୍କ ବାଲକୋନୀରେ ଦେଖାଯାଏ, ସେ ନିଜ ପରିବାର ସହ ଏହି ଜାଗାରେ ଭଲ ସମୟ ଅତିବାହିତ୍ କରନ୍ତି, ସେ କହନ୍ତି କି ସମାୟରାଙ୍କୁ ଏହି ଜାଗା ବହୁତ ପସନ୍ଦ ଲାଗେ । କ୍ରିକେଟିୟର୍ ହେବା କାରଣରୁ ରୋହିତ୍ ନିଜକୁ ଫିଟ୍ ରଖନ୍ତି, ଯାହାର କାରଣରୁ ତାଙ୍କ ଘରେ ଏକ ଜିମ୍ ବି ଅଛି, ଜିମ୍ ରେ ରୋହିତ୍ ୱାର୍କଆଉଟ୍ କରନ୍ତି, ତାହା ସହ ରୋହିତ୍ ଙ୍କ ଫ୍ଲାଟରେ ୱାସରୁମ୍ ବହୁତ ସୁନ୍ଦର ତରିକାରେ ଡିଜାଇନ୍ କରାଯାଈଛି, ବାଥ ଟବ୍ ରୁ ନେଇକରି ସବୁ ଜିନିଷ ଲକଜୁରିଅସ୍ ଅଛି ।

ରୋହିତ୍ ଶର୍ମାଙ୍କ ଏହି ଘରର ଇଣ୍ଟେରିୟର୍ ବହୁତ କ୍ଲାସିକ୍ ଅଛି ସେ ସିଙ୍ଗାପୁରର ପାଲମର୍ ଆଣ୍ତ ଟର୍ଣ୍ଣର ଆର୍କିଟେକ୍ସରୁ ନିଜ ଫ୍ଲାଟ୍ ଡିଜାଇନ୍ କରାଇଥିଲେ, ଏହି ଘରର ସମସ୍ତଙ୍କୁ ବରାବର ଦର୍ଜା ମିଳେ, ଏଥିପାଇଁ ଘରର ନେମ୍ ପ୍ଲେଟ୍ ରେ କେବଳ ରୋହିତ୍ ଶର୍ମା ନୁହେଁ ବରଂ ତାଙ୍କ ସ୍ତ୍ରୀ ରିତିକା ଓ ଝିଅ ସମାୟରାର ନାଁ ଲେଖାଯାଏ ।ବହୁତଥର ରୋହିତ୍ ଶର୍ମା ସୋସିଆଲ୍ ମିଡୀଆର ପୋଷ୍ଟରେ ତାଙ୍କ ଆଲିଶାନ୍ ଘର ଭିତର ନଜାରା ଦେଖାନ୍ତି, ଏକ ଦିବସୀୟ ମ୍ୟାଚରେ ଦୁଇଥର ଦୋହରା ଶତକ ଲଗାଇଥିବା ରୋହିତ୍ ଶର୍ମା ଆଜି ଆରବ ଟଙ୍କାର ମାଲିକ ହୋଇସାରିଛନ୍ତି, ସେ ମୁମ୍ବାଇର ଶାନଦାର୍ ଘରେ ରହୁଛନ୍ତି ।

Leave a Reply

Your email address will not be published. Required fields are marked *