March 19, 2025

Odia Express

Here, There and Everywhere

ଫୋଟୋ ଦେଖିକି ଚିହ୍ନନ୍ତୁ କିଏ ଏହି ବଲିଉଡ୍ ର ଅଭିନେତ୍ରୀ, ସେୟାର୍ କରିଥିଲେ ନିଜ ସ୍କୁଲ ଦିନର Photo, ଚିହ୍ନିପାରିବେ ତ ଆପଣ ?ଦାମ ଅଛି ତ ସଠିକ ଉତ୍ତର ଦିଅ

ବଲିଉଡ୍ ଇଣ୍ତଷ୍ଟ୍ରିରେ ଜଣଙ୍କ ଠାରୁ ବଳିକରି ଜଣେ କଳାକାର ଅଛନ୍ତି, ଯିଏକି ନିଜର ବଢିଆ ଅଭିନୟ ଦ୍ୱାରା ଦୁନିଆଁ ସାରା ଲୋକଙ୍କର ହୃଦୟରେ ଏକ ଖାସ୍ ଜାଗା ବନାଇପାରିଛନ୍ତି, ସେମିତି ସମସ୍ତଙ୍କୁ କେହି ନା କେହି ପସନ୍ଦର ଷ୍ଟାର୍ ନିଶ୍ଚିତ ଥାନ୍ତି, ଓ ଫ୍ୟାନ୍ ବହୁତଥର ନିଜ ପସନ୍ଦର କଳାକାରଙ୍କ ସହ ଯୋଡି ହୋଇଥିବା କଥା ଜାଣିବାକୁ ଇଚ୍ଛୁକ ହୋଇଥାନ୍ତି, ଫ୍ୟାନ୍ସଙ୍କୁ ବଡ ପର୍ଦାରେ ଦେଖିବା ବାଲା ନିଜ ଷ୍ଟାରଙ୍କ ସହ ଜୋଡି ହୋଇଥିବା ସବୁ କଥା ଜାଣିବାରବହୁତ ଉତ୍ସୁକତା ରହିଥାଏ, ଫ୍ୟାନ୍ସ ବହୁତଥର ଏହା ଜାଣିବାକୁ ଚେଷ୍ଟା କରନ୍ତି କି ତାଙ୍କ ପସନ୍ଦର ଷ୍ଟାର୍ ଆଗରୁ କିପରି ଦେଖାଯାଉଥିଲେ

ସେମିତି ଦେଖିବାକୁ ଗଲେ ବଲିଉଡ୍ ରେ ଏମିତି ବହୁତ କଳାକାର ଅଛନ୍ତି ଯିଏ ସୋସିଆଳ୍ ମିଡିଆରେ ବହୁତ ସକ୍ରିୟ ଅଛନ୍ତି, ସେ ନିଜ ଫ୍ୟାନ୍ସଙ୍କ ମଧ୍ୟରେ କିଛି ସ୍ମରଣୀୟ ଫଟୋଗୁଡିକ ସେୟାର୍ କରନ୍ତି, ବହୁତ ବଲିଉଡ୍ କଳାକାର ଛୁଆବେଲର ଫଟୋ ବି ସେୟାର୍ କରିଛନ୍ତି, କିଛି ଫଟୋରେ ତାଙ୍କୁ ଚିହ୍ନିବା ବି କଷ୍ଟକର, କିଛି ଫଟୋ ଏମିତି ହୋଇଥାନ୍ତି ଯିଏକି ଧ୍ୟାନରେ ଦେଖିବାପରେ ବି ଜଣାପଡିନଥାନ୍ତିକି ସେ କେଉଁ କଳାକାର ଅଟନ୍ତି ।ଏହି ମଧ୍ୟରେ ବଲିଉଡ୍ ର୍ ଏକ ଲୋକପ୍ରିୟ ଅଭିନେତ୍ରୀ ନିଜ ସ୍କୁଲ ଦିନର ଫଟୋ ନିଜ ଫ୍ୟାନ୍ସଙ୍କ ସହ ସେୟାର୍ କରିଥିଲେ

ଯାହାକୁ ସୋସିଆଲ୍ ମିଡିଆରେ ବହୁତ ପସନ୍ଦ କରାଯାଇଥିଲା, ଏହି ଅଭିନେତ୍ରୀ ବଲିଉଡ୍ ଇଣ୍ତଷ୍ଟ୍ରିର ଖିଲାଡି କୁମାର ମାନେ ଅକ୍ଷୟକୁମାର ସହ ବହୁତ ଫିଲ୍ମରେ କାମ କରିସାରିଛନ୍ତି, ଓ ଏହି ଅଭିନେତ୍ରୀଙ୍କ ନାଁ ସିନେମା ଜଗତରେ ଜଣାଶୁଣା ନାଁ ହୋଇଛି, ହଁ ଆଜ୍ଞା ବଲିଉଡ୍ ସୁନ୍ଦର ଅଭିନେତ୍ରୀ ତାପସୀ ପନ୍ନୁଙ୍କ ଆମେ କଥା କହୁଛୁ, ତାପସୀ ପନ୍ନୁ ସୋସିଆଲ୍ ମିଡିଆରେ ବହୁତ ଆକ୍ଟିଭ୍ ରୁହନ୍ତି, ଓ ତାଙ୍କ ଦ୍ୱାରା ସେୟାର୍ କରାଯାଇଥିବା ପୋଷ୍ଟ ଲୋକଙ୍କ ଦ୍ୱାରା ବହୁତ ପସନ୍ଦ କରାଯାଏ

ତାପସୀ ପନ୍ନୁ ବହୁତଥର ନିଜ ସୋସିଆଲ୍ ମିଡୀଆରେ ଫଟୋ ସେୟାର୍ କରନ୍ତି, ଖାସ୍ କଥା ଏହା କି ଏହି ଫଟୋରେ ତାପସୀ ପନ୍ନୁ ଏକ ସ୍କୁଲ ଡ୍ରେସ୍ ରେ ନଜର ଆସୁଛନ୍ତି, ଅଭିନେତ୍ରୀଙ୍କ ଫ୍ୟାନ୍ସ ତାଙ୍କ ଫଟୋକୁ ବହୁତ ପସନ୍ଦ କରୁଛନ୍ତି, ଓ ସୋସିଆଲ୍ ମିଡିଆରେ ଏହି ଫଟୋ ବହୁତ ଭାଇରାଲ୍ ହେଉଛି।ଆପଣଙ୍କୁ କହିଦେବୁ କି ବଲିଉଡ୍ ର ସୁନ୍ଦର ଓ ଲୋକପ୍ରିୟ ଅଭିନେତ୍ରୀ ତାପସୀ ପନ୍ନୁ ନିଜ ଇନଷ୍ଟାଗ୍ରାମ୍ ଏକାଉଣ୍ଟରେ ନିଜ ସ୍କୁଲ ସମୟର ଫଟୋକୁ ସେୟାର୍ କରିଛନ୍ତି, ଏହି ଫଟୋରେ ଦେଖାଯାଇପାରିବ କି ତାପସୀ ପନୁ ସ୍କୁଲ ଡ୍ରେସ୍ ରେ ନଜର ଆସୁଛନ୍ତି

ସେମିତି ତାପସୀ ପନ୍ନୁଙ୍କ ସୁନ୍ଦରତାରେ ଲୋକେ ବହୁତ ପସନ୍ଦ କରୁଛନ୍ତି, ଏହି ଫଟୋରେ ତାପସୀ ପନ୍ନୁ ଏକ ପ୍ରାଇଜ୍ ନେଇ ଠିଆ ହୋଇଛନ୍ତି, ଓ ତାଙ୍କ ଚେହେରାରେ ହାଲକା ହସ ଦେଖାଯାଉଚି, ସେ ଏହି ଫଟୋକୁ ସେୟାର୍ କରି ଲେଖିଥିଲେ କି ମୋତେ ବହୁତ ଅଧିକା ବେଗରେ ଦୌଡିବାର ଇଛା ଥିଲା, ଛୁଆବେଳରୁ ,ଏହି ଫଟୋରେ ଫ୍ୟାନ୍ସଙ୍କ୍ ଠାରୁ ନେଇକରି ବଲିଉଡ୍ ସେଲିବ୍ରେଟିଜ୍ ନିଜ ନିଜ ପ୍ରତିକ୍ରିୟାଦେଇଛନ୍ତି

ତାପସୀ ପନ୍ନୁ ଏହି ଫଟୋରେ କମେଣ୍ଟ କରି ଲେଖିଥିଲେ କି ଆୟୁସମାନ୍ ଖୁରାନାଙ୍କ ସ୍ତ୍ରୀ ତାହିରା କଶ୍ୟପ ଲେଖନ୍ତି କି ସୋ ସ୍ୱିଟ୍, ସେମିତି ତାଙ୍କୁ ବି ଫ୍ୟାନ୍ସ କ୍ୟୁଟ୍ କହୁଛନ୍ତି ଏହି ଫଟୋରେ ୫ ଲକ୍ଷରୁ ଅଧିକା ଲାଇକ୍ସ ମିଳିସାରିଛି, ଯଦି ଆମେ ତାପସୀ ପନ୍ନୁଙ୍କ ୱାର୍କଫ୍ରଣ୍ତ ବିଷୟରେ କଥା ହେବା ତେବେ ତାପସି ହସିନ୍ ଦିଲରୁବା ରେ ନଜର ଆସିଥିଲେ, ସେ ବହୁତ ଜଲଦି ଅଭିନେତ୍ରୀ ଶାବାସ୍ ମିଠୁ , ଲୁପ ଲପେଟା, ଓ ରଶ୍ମୀ ରକେଟ୍ ପରି ଫିଲ୍ମରେ ନଜର ଆସିପାରନ୍ତି ।

Leave a Reply

Your email address will not be published. Required fields are marked *