October 17, 2024

Odia Express

Here, There and Everywhere

ମଜାଦାର୍ ଜୋକ୍ସ : ପପୁର ସ୍ତ୍ରୀ ନିଜ ଇଚ୍ଛା ବିଷୟରେ ଜାହିର୍ କରି କହିଲା କି ଆଜି Night ରେ ମୋତେ ସେହି ପରି treat କରିବ ଯେପରି ବାହାଘର୍ ପୁର୍ବରୁ କରୁଥିଲ ତାପରେ ପପୁ ଯାହା କରିଲେ..

1 min read

ଆଜିକାଲିର ଏହି କର୍ମବ୍ୟସ୍ତତା ଭରା ଜୀବନ ଭିତରେ ସବୁ ବ୍ୟକ୍ତି ନିଜ କାମରେ ଏତେ ବିଜି ହୋଈଯାଇଛି କି ସେ ହସିବା ଯେପରି ଭୁଲୀଯାଇଛି, ଯେବେ ଆପଣ କେବଳ କାମ ହିଁ କରିବସିବେ ତେବେ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିପାରେ , ଓ ଆମେ ଚିନ୍ତାଗ୍ରସ୍ତ ହୋଇପଡୁ, ଏଥିପାଇଁ ନିଜ କାମ ମଧ୍ୟରେ ଟିକିଏ ସମୟ ହସିବା ପାଈଁ ବାହାର କରିବା ଉଚିତ୍ , ଓ ଆଜି ଆମେ ଆପଣଙ୍କ ପାଇଁ କିଛି ବହୁତ୍ ମଜାଦାର୍ ଜୋକ୍ସ ନେଇକରି ଆସିଛୁ, ଯାହାକୁ ପଢିବାପରେ ଆପଣ ହସି ହସି ବେଦମ୍ ହୋଇଯିବେ , ତେବେ ଆଉ ଡେରି କଣ ପାଇଁ ଆସନ୍ତୁ ଆରମ୍ଭ କରିବା ହସିବା ହସାଇବାର ମଜାଦାର୍ ସିଲସିଲା ।

୧) ଗୋଟେ ଦଶ ବର୍ଷର ଛୁଆ ବହୁତ ଧ୍ୟାନରେ ଏକ ବହି ପଢୁଥିଲା, ଯାହାର ଟାଇଟଲ୍ ଥିଲା ଛୁଆଙ୍କ ପାଳନପୋଷଣ କିପରି କରିବେ ? ମା- ତୁମେ ଏହି ବହି କଣପାଇଁ ପଢୁନ ? ଛୁଆ- ମୁଁ ଏହା ଦେଖିବାକୁ ଚାହୁଁଛି କି ମୋର ପାଳନପୋଷଣ ଠିକ୍ ଭାବେ ହେଉଛି କି ନାହିଁ ?

୨) ଏହି ମୁହାବରାକୁ ବାକ୍ୟ ଗଠନ କର, ମୁହଁରୁ ପାଣି ଆସିବା, ଛାତ୍ର- ଯେପରି ମୁଁ ଟ୍ୟାପ୍ ର ପାଣି ନିଜ ଥୋଡିରେ ଲଗାଇଲି ମୋର ମୁହଁରେ ପାଣି ଆସିଗଲା, ଶିକ୍ଷକ- ପଳା ଏଠୁ ।

୩) ସ୍ୱାମୀ ସାବିତ୍ରୀ ବ୍ରତ ଦିନ ରାତିରେ ସ୍ତ୍ରୀକୁ- ପୁରା ବର୍ଷ ଝଗଡା କରୁଛ, ଯେବେ ମୁଁ ଏତେ ଖରାପ ଅଟେ, ତେବେ ଭଗବାନଙ୍କୁ ଆଗାମୀ ଜନ୍ମପାଇଁ କଣପାଇଁ ମାଗୁଛ ? ସ୍ତ୍ରୀ କହିଲା- ଭଲ ବଡ ଚାଲାକ୍ ଅଛ, ଏତେ ସୁଧାରିବାପରେ ବି ମୁଁ ଆଉ କାହାର ହେବାକୁ ଦେବି ନା କଣ ?

୪) ସ୍ତ୍ରୀ- ମୋର ଏହା ବୁଝାପଡୁନି କି ବହୁତ ବର୍ଷରୁ ସାବିତ୍ରୀ ବ୍ରତ ରଖିନାହିଁ, ତାପରେ ତୁମେ ପୁଣ୍ୟ ସ୍ୱାସ୍ଥ୍ୟ କିପରି ପାଉଛ, ଥଣ୍ତା ବି ହେଉନି, ସ୍ୱାମୀ- ମୁଁ ବହୁତ ନିୟମ ରଖିଛି ଏଥିପାଇଁ, ସ୍ତ୍ରୀ- ମୋତେ ବୋକା ଭାବୁଛ ନା କଣ ? ସତ ସତ କୁହ ସେ କିଏ ? ଯିଏ ତୁମ ପାଇଁ ସାବିତ୍ରୀ ବ୍ରତ୍ କରୁଛି ।

୫) ବିମା କମ୍ପାନୀ ଏକ ଏଜେଣ୍ଟ୍ ସହ ସାହେବ ପଚାରିଲେ- ଯଦି ମୁଁ ନିଜ ସ୍ତ୍ରୀର ବୀମା କରିବି ଓ କାଲି ସେ ମରିଯାଏ ତେବେ ମୋତେ କଣ ମିଳିବ ? ବିମା ଏଜେଣ୍ଟ- ଲମ୍ବା ନିଶ୍ୱାସ ନେଇକଇ ଜେଲ୍ କିମ୍ବା ଫାସୀ ।

୬) ମୋର ଜଣେ ଶୁଭଚିନ୍ତକ ମୋତେ ଉପଦେଶ ଦେଲେ କି ସ୍ତ୍ରୀ ସହ ଯୁକ୍ତିରେ ଜିତିପାରିବ ନାହିଁ । ବରଂ ହସିକରି ହରାଅ, ମୁଁ ପ୍ରୟାସ କଲି ସ୍ତ୍ରୀ କହିଲା- ବହୁତ ହସ ଆସୁଛି ତୁମକୁ ଆଜିକାଲି ଲାଗୁଛି କି ତୁମର ଭୁତ ବାହାର କରିବାକୁ ପଡିବ ।

୭) ଶିକ୍ଷ୍ୟ- ଗୁରୁଜୀ ଏମିତି ସ୍ତ୍ରୀକୁ କଣ କହନ୍ତି ? ଯିଏ ଗୋରୀ ହୋଇଥିବ ସୁନ୍ଦର ହୋଇଥିବ, ହୋସିଆର୍ ହୋଇଥିବ, ସ୍ୱାମୀକୁ ବୁଝାଉଥିବ, କେବେ ଝଗଡାକରୁନଥିବ, ଗୁରୁଜୀ- ତାକୁ ମନର ଭ୍ରମ କହନ୍ତି, ପୁଅ- ମନର ଭ୍ରମ ?

୮) ଡାକ୍ତର –ତୁମରକାନ କିପରି ଜଳିଲା ? ପପୁ- ମୁଁ ସାର୍ଟ ଆଇରନ୍ କରୁଥିଲି ଫୋନ୍ ଆସିଲା ମୁଁ ଜଲଦି ଜଲଦି ଫୋନ୍ କାରଣରୁ ଆଇରନ୍ କାନରେ ଲଗାଇଦେଲି, ଡାକ୍ତର- ଦ୍ୱିତୀୟକାନ କିପରି ଜଳିଲା ? ପପୁ- ଏବେ ଆମ୍ବୁଲାନ୍ସକୁ ତ ଫୋନ୍ କରିବାର ଥିଲା ।

୯) ଶିକ୍ଷକ ଛାତ୍ରକୁ- ଛୁଆ ଯଦି ମହିଳା ବିବାହିତ ହୋଇଥିବ ତେବେ ତାହାର ଚିହ୍ନଟ କଣ ଅଛି ? ଛାତ୍ର- ମଥାରେ ସିନ୍ଦୁର, ଶିକ୍ଷକ-ଓ ପୁରୁଷ ଯଦି ବିବାହିତ ହୋଇଥିବେ ତେବେ କେମିତି ଜାଣିବ ? ଛାତ୍ର-ତାହାର ଚିନ୍ତିତ ଚେହେରା ଦେଖିକରି ।

୧୦)ସ୍ତ୍ରୀର ଇଚ୍ଛା- ଦିନେ ରାତିରେ ପପୁ ସ୍ତ୍ରୀ କହିଲା- ଆଯି ମୋତେ ବିଲକୁଲ୍ ସେପରି କହିବ ଯେପରି ବାହା ହେବାପୁର୍ବରୁ କରୁଥିଲ, ପପୁ ଗାଡି ବାହାରକଲା, ଡିନର୍ କରାଇଲା, ଆଇସକ୍ରିମ୍ ଖୁଆଇଲା ଓ ତାପରେ ରାତିରେ ସ୍ତ୍ରୀକୁ ତାହାର ଘର୍ ବାହାରେ ଛାଡି ଆସିଲା, ତେବେ ଶଶୁରଜୀ ଫୋନ୍ ଉପରେ ଫୋନ୍ ଆସୁଥିଲା ।

Leave a Reply

Your email address will not be published. Required fields are marked *