January 22, 2025

Odia Express

Here, There and Everywhere

Shatrughan ସିହ୍ନାଙ୍କ ୮ ମହଲା ବଙ୍ଗଳା “ରାମାୟଣା” ଭିତରୁ ଦେଖାଯାଏ ବହୁତ ସୁନ୍ଦର ଓ ଆଲିଶାନ୍, ଦେଖନ୍ତୁ ଘରର ଭିତର ଫଟୋଗୁଡିକ

ହିନ୍ଦୀ ସିନେମା ଜଗତର ଲୋକପ୍ରିୟ ଓ ଦିଗଜ ଅଭିନେତା ଶତ୍ରୁଘ୍ନ ସିହ୍ନା ନିଜ ଦମଦାର୍ ଅଭିନୟ ପାଇଁ ଜଣାଯାଆନ୍ତି, ଫିଲ୍ମ ଇଣ୍ତଷ୍ଟ୍ରିରେ ଶତ୍ରୁଘ୍ନ ସିହ୍ନା ସଟ୍ ଗନ୍ ନାଁରେ ବି ଲୋକପ୍ରିୟତା ପାଇଛନ୍ତି, ଶତ୍ରୁଘ୍ନ ସିହ୍ନା ଏକ ଭଲ ଅଭିନେତା ହେବା ସହ ଏକ ଜଣାଶୁଣା ରାଜନେତା ବି ଅଟନ୍ତି ଓ ଲମ୍ବା ସମୟରୁ ପଲିଟିକ୍ସ ଦୁନିଆଁରୁ ଯୋଡି ହୋଇଛନ୍ତି,  ଏବେକାର ସମୟରେ ଶତ୍ରୁଘ୍ନ ସିହ୍ନା କଂଗ୍ରେସ ପାର୍ଟିର ନେତା ଅଛନ୍ତି ଓ ସେମିତି ଯେବେ କଥା ଆସେ ବିହାରର କିଛି କଳାକାରଙ୍କ ବିଷୟରେ ତେବେ ସେଥିରେ ଶତ୍ରୁଘ୍ନ ସିହ୍ନାଙ୍କ ନାଁ ପ୍ରଥମେ ଆସିଥାଏ । କହିଦେବୁ କି ଶତ୍ରୁଘ୍ନ ସିହ୍ନାଙ୍କ ଜନ୍ମ ବିହାରର ପଟନାରେ ହୋଇଥିଲା ଓ ଏବେ ଶତ୍ରୁଘ୍ନ ସିହ୍ନାଙ୍କ ବୟସ ୭୫ ବର୍ଷ ହୋଇଯାଇଛି ।

ଶତ୍ରୁଘ୍ନ ସିହ୍ନା ଛୁଆବେଳରୁ ଅଭିନୟର ଦୁନିଆଁରେ ନିଜ କ୍ୟାରିୟର ବନାଇବାକୁ ଚାହୁଁଥିଲେ ଏହି କାରଣରୁ ଶତ୍ରୁଘ୍ନ ସିହ୍ନା ବର୍ଷର ପୁର୍ବରୁ ବିହାରରୁ ମୁମ୍ବାଇ ସିଫ୍ଟ ହୋଇଥିଲେ, ଓ ମୁମ୍ବାଇରେ ଏତେ ଲମ୍ବା ସମୟ ବିତାଇବା ପରେ ଶତ୍ରୁଘ୍ନ ସିହ୍ନାଙ୍କ ସଂମ୍ପର୍କ ଆଜି ବି ବିହାର ସହ ଯୋଡି ହୋଇଛି, ଓ ଏହି କାରଣରୁ ଶତ୍ରୁଘ୍ନ ସିହ୍ନାଙ୍କୁ ବିହାରରେ ଲୋକେ ବିହାରି ବାବୁ ନାଁରେ ଜାଣିଛନ୍ତି । ଶତ୍ରୁଘ୍ନ ସିହ୍ନା ମୁମ୍ବାଇରେ ଜୁହୁରେ ନିଜ ବହୁତ ହିଁ ଆଲିଶାନ୍ ଓ ସୁନ୍ଦର ବଙ୍ଗଳାରେ ନିଜ ପରିବାର ସହ ରୁହନ୍ତି, ଓ ଶତ୍ରୁଘ୍ନ ସିହ୍ନା ସୁନ୍ଦର ବଙ୍ଗଳା ନାଁ ରାମାୟଣା ଅଟେ, ଯାହାକି ପୁରା ୮ ମହଲା ବିଶିଷ୍ଟ ଅଟେ

ଏହି ଘର ମୁମ୍ବାଇର ସବୁଠାରୁ ଆଲିଶାନ ଘରରୁ ଗୋଟେ ବୋଲି ଜଣାଯାଏ, ଓ ଶତ୍ରୁଘ୍ନ ସିହ୍ନା ନିଜ ଘର ପ୍ରବେଶ ଦ୍ୱାରରେ ବଡ ବଡ ଅକ୍ଷରରେ ନିଜ ଘରର ନାଁ ରାମାୟଣା ଲେଖିଛନ୍ତି, ଯାହାକି ଦେଖିବାକୁ ବହୁତ ସୁନ୍ଦର ଲାଗୁଛି । କହିଦେବୁ କି ଶତ୍ରୁଘ୍ନ ସିହ୍ନା ନିଜ ଘରର ନାଁ ରାମାୟଣା ବହୁତ ହିଁ ଖାସ୍ କାରଣରୁ ରଖିଛନ୍ତି, ଓ ଅଭିନେତାଙ୍କ ଘରର ଅଧିକାଂଶ ସଦସ୍ୟଙ୍କ ନାଁ ରାମାୟଣ ଭୁମିକାଙ୍କ ଉପରେ ରଖାଯାଇଛି, ଓ ଆପଣଙ୍କୁ କହିଦେବୁ କି ଶତ୍ରୁଘ୍ନ ସିହ୍ନା ଙ୍କ ଭାଇ ଅଛନ୍ତି ଯିଏକି ଶତ୍ରୁଘ୍ନ ସିହ୍ନାଙ୍କ ଠାରୁ ଛୋଟ ଅଛନ୍ତି ଓ ତାଙ୍କ ତିନି ବଡ ଭାଇଙ୍କ ନାଁ ରାମ,ଲକ୍ଷ୍ମଣ, ଓ  ଶତ୍ରୁଘ୍ନ ସବୁଠାରୁ ଛୋଟ ସେ ଅଟନ୍ତି

ଓ ସେମିତି ଶତ୍ରୁଘ୍ନ୍ ସିହ୍ନା ବି ନିଜ ପୁଅଙ୍କ ନାଁ ଲବ୍ ଓ କୁସ୍ ରଖିଛନ୍ତି, ଓ ଶତ୍ରୁଘ୍ନ ସିହ୍ନାଙ୍କ ଝିଅଙ୍କ ନାଁ ସୋନାକ୍ଷୀ ସିହ୍ନା ଅଟେ ଯିଏକି ବଲିଉଡ୍ ରେ ବହୁତ ସୁନ୍ଦର ଅଭିନେତ୍ରୀ ବୋଲି ଜଣାଯାଆନ୍ତି । ଶତ୍ରୁଘ୍ନ ସିହ୍ନା ଏକ ପାରିବାରିକ ବ୍ୟକ୍ତି ଅଟନ୍ତି, ସେ ନିଜ ପରିବାର ସହ ଏହି ପରିବାରରେ ରୁହନ୍ତି, ସେମିତି ସୋନାକ୍ଷୀ ସିହ୍ନା ସୋସିଆଲ୍ ମିଡିଆରେ ବହୁତ ଅଧିକା ଆକ୍ଟିଭ୍ ରୁହନ୍ତି

ଆସିବା ଦିନରୁ ସୋନାକ୍ଷୀ ସିହ୍ନାଙ୍କ ସୁନ୍ଦର ଓ ଗ୍ଲାମରସ୍ ଫଟୋ ନିଜ ପ୍ରଶଂସକଙ୍କ ସହ ସେୟାର୍ କରନ୍ତି, ଓ ସୋନାକ୍ଷୀ ସିହ୍ନାଙ୍କ ଏହି ଫଟୋରେ ତାଙ୍କ ଆଲିଶାନ୍ ଘରର୍ ଶାନଦାର୍ ଝଲକ ଦେଖିବାକୁ ମିଳିଯାଏ । ଆପଣଙ୍କୁ କହିଦେବୁ କି ଶତ୍ରୁଘ୍ନ ସିହ୍ନା ନିଜ ପୁରା ଘରକୁ ୱୁଡେନ୍ ଫ୍ଲୋରିଙ୍ଗ୍ କରିଛନ୍ତି, ଯାହାକି ଭିତରୁ ବହୁତ ସୁନ୍ଦର୍ ଓ ରୋୟାଲ୍ ଲୁକ୍ ଦେଉଛି, ଓ ତାଙ୍କ ଘରେ ସବୁ ସୁଖ ସୁବିଧାର ଜିନିଷ ମହଜୁଦ୍ ଅଛି ।

ସୋନାକ୍ଷୀ ସିହ୍ନାଙ୍କ ଅଫିସ୍ ବି ଏହି ବିଲଡିଙ୍ଗ୍ ରେ ଅଛି, ଓ ସୋନାକ୍ଷୀ ସିହ୍ନାଙ୍କ ଅଫିସ୍ ଇଣ୍ଟେରିୟର୍ ବି ନିଜେ ମା ପୁନମ୍ ସିହ୍ନା କରିଛନ୍ତି, ଓ ନିଜ ଝିଅର ୱାର୍କପ୍ଲେସ୍ ବି ସୁନ୍ଦର୍ ବନାଇବାପାଇଁ ପୁନମ୍ ସିହ୍ନା ବହୁତ୍ ପରିଶ୍ରମ କରିଛନ୍ତି, ଓ ସୋନାକ୍ଷୀ ସିହ୍ନା ମ୍ୟୁଜିକ୍ ଓ ଡ୍ୟାନ୍ସ ବି ବହୁତ ସଉକ ରଖନ୍ତି, ଏହି କାରଣରୁ ସେ ନିଜ ଅଫିସ୍ ରେ ବହୁତ ମ୍ୟୁଜିକାଲ୍ ଇନଷ୍ଟ୍ରୁମେଣ୍ଟ ବି ରଖିଛନ୍ତି, ଓ ସୋନାକ୍ଷୀ ସିହ୍ନାଙ୍କ ଘର ଓ ଅଫିସ୍ ଦୁହେଁ ଦେଖିବାକୁ ବହୁତ ସୁନ୍ଦର ଓ ଆଲିଶାନ୍ ନଜର ଆସୁଛି ।

Leave a Reply

Your email address will not be published. Required fields are marked *