October 23, 2024

Odia Express

Here, There and Everywhere

୯ Year ପରେ ଶିଖର ଧବନ ନିଜ ସ୍ତ୍ରୀଙ୍କୁ ଦେଲେ ଛାଡପତ୍ର,Aayesha ମୁଖାର୍ଜୀ ଅଟନ୍ତି ପୁର୍ବରୁ ଛାଡପତ୍ରଧାରୀ କଣ ଥିଲା କାରଣ ଜାଣିରଖନ୍ତୁ

ଭାରତୀୟ କ୍ରିକେଟ୍ ଟିମ୍ ର ଜଣାଶୁଣା ଖେଳାଳୀ ଶିଖର ଧବନ ପରିଶେଷରେ ନିଜ ସ୍ତ୍ରି ଆୟଶା ଙ୍କୁ ଛାଡପତ୍ର ଦେଇଛନ୍ତି, କହିଦେବୁ କି ଏହି ଦୁହେଁ ୨୦୧୨ ରେ ବିବାହ କରିଥିଲେ, ଆୟଶା ମୁର୍ଖାଜୀ ଏହା ଦ୍ୱିତୀୟ ବିବାହ କରିଥିଲେ ଯାହା ଏବେ ଭାଙ୍ଗିଯାଈଛି, ବହୁତ ଦିନ ହେବ ଦୁହେଁଙ୍କ ମଧ୍ୟରେ କିଛି ସାମାନ୍ୟ୍ ଯୁକ୍ତି ତର୍କ ହେଉଥିଲା, କୁହାଯାଉଛି କି ସୋସିଆଲ୍ ମିଡିଆରେ ଏହି ଦୁହେଁ ଅନ୍ୟ ଜଣଙ୍କୁ ଅନଫଲୋ ବି କରିଦେଇଛନ୍ତି, ସେମିତି ଛାଡପତ୍ରକୁ ନେଇକରି ଆୟଶା ମୁର୍ଖାଜୀ ରାଜି ହୋଇଯାଇଛନ୍ତି

ଏହା ବିଷୟରେ ଆୟଶା ଗତ ଦିନରେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରିଥିଲେ ଯାହାକି ଅଧିକା ଚର୍ଚ୍ଚା ହୋଇଥିଲା, ଏହି କପଲଙ୍କ ଏକ ୭ ବର୍ଷର ପୁଅ ବି ଅଛି ଯାହାଙ୍କ ନାଁ ଜୋରାବର୍ ଅଟେ, ଯେବେ କି ପ୍ରଥମ ସ୍ୱାମୀ ଆୟଶାଙ୍କ ଦୁଇଟି ଝିଅ ଅଛନ୍ତି ।ସୁଚନାପାଇଁ କହିଦେବୁ କି ଆୟଶା ନିଜ ଛାଡପତ୍ରକୁ ନେଇକରି ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଲେଖିଥିଲେ, ସେ ଲେଖିଥିଲେ କି ମୋର ଆଉଥରେ ଛାଡପତ୍ର ହୋଇସାରିଛି

ଦ୍ୱିତୀୟ ଥର ବି ସବୁ କିଛି ସେପରି ହୋଇଛି, ମୋତେ କିଛି ପ୍ରମାଣିତ କରିବାର ଥିଲା ଯେବେ ମୋର ଦ୍ୱିତୀୟଥର ଛାଡପତ୍ର ହୋଇଗଲା, ମୋର ପାଇଁ ଏହା ଭୟଭୀତ ଭଳି ଅଟେ, ମୁଁ ସବୁବେଳେ ଏହା ଭାବୁଥିଲି କି ଛାଡପତ୍ର ଏକ ଅସଭ୍ୟ ଶବ୍ଦ ଅଟେ, କିନ୍ତୁ ମୋତେ ବିଶ୍ୱାସ ହେଉନି କି ମୋର ଆଉଥରେ ଛାଡପତ୍ର ହୋଇଯିବ, ଏବେ ମୋତେ ଲାଗୁଛି କି ଯେପରି ମୁଁ ଅସଫଳ ହୋଇଯାଈଛି

ମୋର ଛାଡପତ୍ର ହୋଇଛି ମୋର ମନରେ ଏହା ଭାବନା ଆସିଛି କି ନିଜ ମା ବାପାଙ୍କୁ ନିରାଶ କରୁଛି, ଓ ନିଜ ଛୁଆଙ୍କୁ ନିଚା ଦେଖାଉଚି, କିଛି ପର୍ଯ୍ୟନ୍ତ ମୋତେ ଏହା ଲାଗିଥିଲା କି ମୁଁ ଭଗବାନଙ୍କୁ ଅପମାନ କରିଛି, ଛାଡପତ୍ର ପ୍ରକୃତରେ ଏକ ଅସଭ୍ୟ ଶବ୍ଦ ଥିଲା । ଜଣାଇଦେବୁ କି ଯେପରି ତାଙ୍କ ଏକ୍ସ ୱାଇଫ୍ ଙ୍କ ସୋସିଆଲ୍ ମିଡିଆରେ ପୋଷ୍ଟ ଭାଇରାଳ୍ ହେଲା ସେମିତି ଶିଖର ଧବନ ପଛରେ ନଥିଲେ ସେ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର୍ କରିଦେଇଥିଲେ

ସେହି ଏହି ପୋଷ୍ଟରେ ଛାଡପତ୍ରକୁ ନେଇକରି କିଛି କହିନଥିଲେ କିନ୍ତୁ ସେ ଆଇପିଏଲ ଜର୍ସି ରେ ନିଜ ସାଙ୍ଗଙ୍କୁ ମୋଟିଭେଟ୍ କରୁଥିବାର ନଜର ଆସିଲେ, କିନ୍ତୁ ତାଙ୍କ ଏହି ପୋଷ୍ଟ ଉପରେ ଫ୍ୟାନ୍ସ କମେଣ୍ଟ ବକ୍ସରେ ଛାଡପତ୍ର ସହ ଯୌଡି ହୋଇଥିବା ପ୍ରଶ୍ନଗୁଡିକ କରୁଛନ୍ତି ।ଆୟଶାଙ୍କ କଥା କହିଲେ ସେ ଅଷ୍ଟ୍ରେଲିଆରେ ପଢିଛନ୍ତି ଓ ସେଠାରେ ବଢିଛନ୍ତି, ଯେବେ କି ତାଙ୍କ ମା ବଙ୍ଗଳି ଓ ବାପା ଅଷ୍ଟ୍ରେଲିଆୟାନ୍ ଅଟନ୍ତି , ଶିଖର ଧବନଙ୍କ ଏକ୍ସ ୱାଇଫ୍ ଆୟଶା ଖେଳରେ ବହୁତ ରୁଚି ରଖନ୍ତି , ଗୋଟେ ସମୟରେ ସେ ବକ୍ସର୍ ରହିସାରିଛନ୍ତି, ଆୟଶା ପୁର୍ବରୁ ଛାଡପତ୍ର ନେଇଥିଲେ

ତାଙ୍କ ଉପରେ ସେ ୧୦ ବର୍ଷ ଶିଖର ଧବନଙ୍କ ଠାରୁ ବଡ ଥିଲେ, ଯାହାଙ୍କ ଦୁଇଟି ଛୁଆ ପୁର୍ବରୁ ଥିଲେ, ଏମିତିରେ ଶିଖର ଧବନ ପରିବାର୍ ଲୋକେ ତାଙ୍କ ସହ ସଂମ୍ପର୍କ ମଞ୍ଜୁର୍ ନଥିଲା, କିନ୍ତୁ ଯେପରି ଦୁହେଁ ଘର ଲୋକ ମନାକରିଦେଲେ, ତେବେ ପରିଶେଷରେ ୨୦୧୨ ମସିହାରେ ଦୁହେଁ ସିଖ ପରମ୍ପରା ମୁତାବିକ ବିବାହ କରିନେଲେ, ଏହି ବିବାହ ସେହି ବର୍ଷର ଚର୍ଚ୍ଚିତ ବିବାହ ହୋଇଥିଲା ଯେଉଁଥିରେ ବିରାଟ କୋହଲିଙ୍କ ସମେତ ଅନ୍ୟ କ୍ରିକେଟିୟର୍ ବହୁତ ନାଚିଥିଲେ ।

Leave a Reply

Your email address will not be published. Required fields are marked *