March 17, 2025

Odia Express

Here, There and Everywhere

New ଜୋକ୍ସ : ପପୁ ଏବେ ଛାତକୁ ଯିବାପାଇଁ ୩-୪ ଟି ସିଢି ଚଢୁଥିଲା, ତେବେ Bhauja କହିଲେ- କୁଆଡେ ଯାଉଛ ?ତାପରେ ପପୁ କଥା ଶୁଣିକି ହସି ହସି ଗାଡ଼ିଯିବେ ଆପଣ

1 min read

ଆଜିକାଲିର ଏହି କର୍ମବ୍ୟସ୍ତତା ଭରା ଜୀବନ ଭିତରେ ସବୁ ବ୍ୟକ୍ତି ନିଜ କାମରେ ଏତେ ବିଜି ହୋଈଯାଇଛି କି ସେ ହସିବା ଯେପରି ଭୁଲୀଯାଇଛି, ଯେବେ ଆପଣ କେବଳ କାମ ହିଁ କରିବସିବେ ତେବେ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିପାରେ , ଓ ଆମେ ଚିନ୍ତାଗ୍ରସ୍ତ ହୋଇପଡୁ, ଏଥିପାଇଁ ନିଜ କାମ ମଧ୍ୟରେ ଟିକିଏ ସମୟ ହସିବା ପାଈଁ ବାହାର କରିବା ଉଚିତ୍ , ଓ ଆଜି ଆମେ ଆପଣଙ୍କ ପାଇଁ କିଛି ବହୁତ୍ ମଜାଦାର୍ ଜୋକ୍ସ ନେଇକରି ଆସିଛୁ, ଯାହାକୁ ପଢିବାପରେ ଆପଣ ହସି ହସି ବେଦମ୍ ହୋଇଯିବେ , ତେବେ ଆଉ ଡେରି କଣ ପାଇଁ ଆସନ୍ତୁ ଆରମ୍ଭ କରିବା ହସିବା ହସାଇବାର ମଜାଦାର୍ ସିଲସିଲା ।

୧) ସ୍ତ୍ରୀ- ତୁମେ ମୋର ସାଙ୍ଗରେ ୧୦ ବର୍ଷର ସମୟ କେମିତି ଲାଗିଲା , ସ୍ୱାମୀ- ଗୋଟେ ସେକେଣ୍ତ ବରାବର, ସ୍ତ୍ରୀ- ମୋର ପାଇଁ ୧୦ହଜାର ଟଙ୍କା କେତେ ହୋଇଥାଏ ? ସ୍ୱାମୀ- ଏକ ଟଙ୍କା ବରାବର, ସ୍ତ୍ରୀ- ତେବେ ମୋତେ ଏକ ଟଙ୍କା ଦେଇଦିଅ, ସ୍ୱାମୀ- ଗୋଟେ ସେକେଣ୍ତ ଅପେକ୍ଷା କର ।

୨) ଛୁଆ ପୁରୁଣା ଆଲବମ୍ ଦେଖିକରି, ମା ଏହି ଫଟୋରେ ତୁମ ସହ କିଏ ଅଛି ? ମା- ଇଏ ତୋର ବାପା ଅଛନ୍ତି, ଛୁଆ- ତେବେ ଆମେ ଏହି ଗଞ୍ଜା ଲୋକ ସହ କଣ ପାଇଁ ରହୁଛେ ?

୩) ରୋଗାଗ୍ରସ୍ତ ସ୍ତ୍ରୀର ସାୟରୀ ଦେହ ଖରାପ ଥିଲା ନା କିଛି ମେଡିସିନ୍ କାମରେ ଆସିଲା ନା କିଛି ତାବିଜ୍ କାମରେ ଆସିଲା, ଫୋନ୍ କରି ସ୍ୱାମି ସହ ଲଢିଲି, ତାପରେ ଯାଇ ଟିକିଏ ଆରାମ ଆସିଲା ।

୪) ସ୍ତ୍ରୀ ସ୍ୱାମୀକୁ ମେସେଜ୍ କଲା- ଅଫିସ୍ ଫେରିବା ସମୟରେ ପରିବା ନେଇକରି ଆସିବ, ଓ ହଁ ସବିତା ତୁମକୁ ହ୍ୟାଲୋ କହିଛି, ସ୍ୱାମି- କିଏ ସବିତା ? ସ୍ତ୍ରୀ- କେହି ନୁହେଁ ମୁଁ କେବଳ ଏଥିପାଇଁ ମେସେଜ୍ ଲାଷ୍ଟରେ ଏକ ନାଁ ଲେଖିଛି କି ଯାହାଦ୍ୱାରା ମୁଁ ନିଶ୍ଚିତ ହୋଇଯିବି କି ତୁମେ ମୋର ପୁରା ମେସେଜ୍ ପଢିଛ ।

୫) ପପୁ ପ୍ରଥମଥର ଉଡାଜାହାଜରେ ବସିଲା , ଯେପରି ଉଡାଜାହାଜର ଟାୟାର ଉପରକୁ ଉଠିଲା, ପପୁ ପାଇଲଟ୍ କୁ ଜୋର୍ ଜୋର୍ ରେ ମାରିବାକୁ ଲାଗିଲା, ଓ କହିଲା, ମୁଁ ପୁର୍ବରୁ ଡରିକି ଅଛି ଓ ତୁ ଷ୍ଟଣ୍ଟ୍ କରୁଛୁ ।

୬) ସ୍ତ୍ରୀ ଫୋନରେ- ଘରକୁ ଜଲଦି ଆସ, ମୁର୍ଗା ବନାଇବି, ସ୍ୱାମୀ ମନେ ମନେ- ଜଣାନାହିଁ ଖାଇବାର କଥା ହେଉଛି ନା ସ୍କୁଲରେ ସେଇ ମୁର୍ଗା ବନାଇବାର କଥା ହେଉଛି ।

୭) ସ୍ତ୍ରୀ- ବାହାଘର ପୁର୍ବରୁ ତୁମେ ମୋତେ ହୋଟେଲ୍ , ସିନେମା, ଓ କେତେ କୁଆଡେ ବୁଲାଉଥିଲ,  ବାହାଘର ହୋଇଗଲା ତ ଘରର ବାହାରକୁ ବି ନେଇକରି ଯାଉନ, ସ୍ୱାମୀ ନିରିହ ଆଖିରେ ଚାହିଁ- କେବେ ନିର୍ବାଚନ ସରିଲା ପରେ ପ୍ରଚାର ଦେଖିଛ ?

୮) ସ୍ତ୍ରୀ ପ୍ଲାଜୋ ପାଇଁ ଜିଦ୍ କଲା ତେବେ ସ୍ୱାମୀ ବାପାଙ୍କର ୩୬ ଇଞ୍ଚର ମୋହରି ପାଇଜାମା ରଙ୍ଗେଇଦେଲା, ସ୍ତ୍ରୀ-ଖୁସି ହୋଇ ଥକୁ ନଥିଲା, ସେପଟେ ବାପା ପାଇଜାମା ଖୋଜିଖୋଜି ଥକୁ ନଥିଲେ, ଓ ସ୍ୱାମୀ ଗୋଟେ କୋଣରେ ବସି ହସି ହସି ଥକୁ ନଥିଲା ।

୯) ସ୍ତ୍ରୀ- ଶୁଣ ହୋ, ଆପଣଙ୍କୁ ଆରତି ମନେ ଅଛି ନା ? ସ୍ୱାମୀ- ହଁ ସେଇ ପତଳି ତ କଳା ଆଖି ବାଲି ସୁନ୍ଦରୀ ସେ ନା ? ତାପରେ ପ୍ରଥମେ ସ୍ୱାମୀର ପୁଜା ହେଲା, ସତ୍ୟନାରାୟଣ ଭଗବାନ ପରେ ପୁଜା ହେଲେ ।

୧୦) ପପୁ ଏବେ ଛାତର ୩-୪ ଟି ସିଢି ଚଢୁଥିଲା ତେବେ ପଛରୁ ଭାଉଜ କହିଲେ କେଉଁଆଡେ ଯାଉଛ ? ପପୁ- ଚଢେଇକୁ ଦାନା ଖୁଆଇ, ଭାଉଜ- ତୁମର ଚଢେଇ ୭ ଦିନ ପାଇଁ ତା ଆଇ ଘରକୁ ଯାଇଛି, ଏବେ ତଳକୁ ଆସିଯାଅ ।

Leave a Reply

Your email address will not be published. Required fields are marked *