October 19, 2024

Odia Express

Here, There and Everywhere

ବବିତା ଜୀଙ୍କୁ ଡେଟ୍ କରୁଛି ତାରକ୍ ମେହେଟ୍ଟା କା ଉଲଟା ଚଷମାର ଟପୁ, ଶୁଣିକରି Jethalaal ଙ୍କୁ ଲାଗିବ ଝଟକା

ଯଦି ଆମେ ଆଜିର ସମୟର କଥା ହେବା ତେବେ ଲୋକେ ଫିଲ୍ମରୁ ଅଧିକା ଟିଭିରେ ସିରିଆଲ୍ ଦେଖିବା ଅଧିକା ପସନ୍ଦ କରୁଛନ୍ତି, ଟେଲିଭିଜନରେ ଏମିତି ବହୁତ ଧାରାବାହିକଅଛି ଯାହା ଲୋକଙ୍କର ପସନ୍ଦ ହୋଇସାରିଛି, ବହୁତ ଲୋକ ନିଜ ମନ ପସନ୍ଦର ସିରିଆଲ୍ ଦେଖିବାପାଇଁ ଟିଭି ଅନ୍ କରି ଟିଭିପାଖରେ ବସିପଡନ୍ତି, ସେଥିରୁ ଲୋକପ୍ରିୟ ଟିଭି ଶୋ ରୁ ଗୋଟେ ହେଲା ତାରକ୍ ମେହେଟ୍ଟା କା ଉଲଟା ଚଷମା ଯାହା ଦର୍ଶକଙ୍କୁ ବହୁତ ପସନ୍ଦ ଆସିଛି । ତାରକ୍ ମେହେଟା କା ଉଲଟା ଚଷମାର ସବୁ ଏପିସୋଡ୍ ନିଜ ମଧ୍ୟରେ ଖାସ୍ ଅଟେ, ଏହି ଶୋର ସବୁ କଲାକାରଙ୍କୁ ଲୋକେ ବହୁତ ପସନ୍ଦ କରନ୍ତି, ଏତିକି ନୁହେଁ ଏହି ଶୋରେ ସବୁ କଲାକାରଙ୍କ ଅସଲି ନାଁ ଶୋର ନାଁରୁ ଅଧିକା ଜାଣିଥାନ୍ତି, ଏହି ସିରିଆଲ୍ ରେ ଏକ ଗୋକୁଳଧାମ ସୋସାଇଟି ଅଛି , ଯେଉଁଠି ଜେଠାଲାଲ୍, ତାରକ୍ ମେହେଟା, ଭିଣ୍ତେ, ଡାକ୍ତର ହାତି, ଓ ବବିତାଜୀ ନିଜ ପରିବାର ସହ ରୁହନ୍ତି ।

ଏହି ଶୋର ଷ୍ଟାର୍ କାଷ୍ଟ ବହୁତ ବଡ ଅଟେ, ଏତିକି ନୁହେଁ ବରଂ ସବୁ ସମସ୍ତେ ସୋସିଆଲ୍ ମିଡିଆରେ ସକ୍ରିୟ ରୁହନ୍ତି, ଖାସକରି ବବିତା ଜୀ ନିଜ ସୋସିଆଲ୍ ମିଡିଆ ଏକାଉଣ୍ଟରେ ଗ୍ଲାମରସ୍ ଫଟୋ ଫ୍ୟାନ୍ସଙ୍କ ସହ ସେୟାର୍ କରିଥାନ୍ତି, ଯାହାକୁ ଫ୍ୟାନ୍ସ ବହୁତ ପସନ୍ଦ କରନ୍ତି ।

ଆପଣଙ୍କୁ କହିଦେବୁ କି ତାରକ୍ ମେହେଟ୍ଟା କା ଉଲଟା ଚଷମାରେ ବବିତାଜୀଙ୍କ ଭୁମିକା ଗୁନଗୁନ୍ ଦତ୍ତା ନିଭାଇଛନ୍ତି, ଏହି ଶୋରେ ଗୁନଗୁନ୍ ଦତ୍ତାଙ୍କ ଅଭିନୟକୁ ଲୋକେ ବହୁତ ପସନ୍ଦ କରନ୍ତି, ଏହି ମଧ୍ୟରେ ଖବର ଆସୁଛି କି ତାରକ୍ ମେହେଟା ଓଲଟା ଚଷମାରେ ଅଭିନେତା ରାଜ୍ ଅନାଦକଟଓ ମୁନମୁନ୍ ଦତ୍ତା ଭଲ ସାଙ୍ଗ ଅଛନ୍ତି, ଓ ଦୁହେଁ ଶୋରେ ଟପୁ ଓ ବବିତାଜୀଙ୍କ ଭୁମିକା ନିଭାଉଛନ୍ତି, ଏତିକି ନୁହେଁ ବରଂ ଖବର ଆସୁଛି କି ବବିତାଜୀ ଓ ଟପୁ ଦୁହେଁ ଜଣେ ଅନ୍ୟଙ୍କୁ ଡେଟ୍ କରୁଛନ୍ତି ।

ଅଭିନେତ୍ରୀ ମୁନମୁନ୍ ଦତ୍ତା ଅଭିନେତା ରାଜ ଅନାଦକଟଓଙ୍କ ଠାରୁ ବୟସରେ ୯ ବର୍ଷ ବଡ ଅଟନ୍ତି, ରାଜ ଅନାଦକଟ ଓ ମୁନମୁନ ଦତ୍ତା ଜଣେ ଅନ୍ୟଙ୍କୁ ଡେଟ୍ କରୁଛନ୍ତି ଯାହାର ଖବର ଏବେ ଚର୍ଚ୍ଚିତ ହୋଇଛି, କିନ୍ତୁ ଦୁହେଁ ଏବେ ନିଜ ରିଲେସନସିପ୍ କୁ ନେଇ କିଛି ବି କହିନାହାନ୍ତି, ସୁଟିଙ୍ଗ୍ ସମୟରେ ସେଟ୍ ରେ ରାଜ୍ ଓ ମୁନମୁନ୍ ଦୁହେଁ ଜଣେ ଅନ୍ୟଙ୍କ ସହ ବେଶୀ ସମୟ ଅତିବାହିତ କରୁଛନ୍ତି । ରାଜ ଓ ମୁନମୁନ୍ ଦୁହେଁ ସୋସିଆଲ୍ ମିଡିଆରେ ସକ୍ରିୟ ଅଛନ୍ତି, ଓ ରାଜ୍ ବବିତାଜୀଙ୍କ ଫଟୋରେ କମେଣ୍ଟ କରୁଛନ୍ତି, ସୋସିଆଲ୍ ମିଡିଆରେ ୟୁଜର୍ସ ମୁନମୁନ୍ ଦତ୍ତାଙ୍କ ଫଟୋ ଉପରେ ରାଜ୍ କମେଣ୍ଟ ଦେଖିବାପରେ ଏହି ପ୍ରଶ୍ନ ପଚାରାଯାଉଛି କି ଦୁହେଁଙ୍କ ମଧ୍ୟରେ କଣ ଚାଲିଛି, କିନ୍ତୁ ଏବେ ଲାଗୁଛି କି ଦୁହେଁଙ୍କ ମଧ୍ୟରେ ବନ୍ଧୁତାରୁ ଅଧିକା କିଛି ହେଉଛି ।

କିଛି ଖବର ମୁତାବିକ ଏମିତି କୁହାଯାଉଛି କି ତାରକ୍ ମେହେଟା କା ଉଲଟା ଚଷମାର ଟିମ୍ ଦୁହେଁ ଙ୍କ ସଂମ୍ପର୍କକୁ ସମ୍ମାନ ଦେଉଛି, କେହି ବି ଦୁହେଁଙ୍କ ମଜାକ୍ କରୁନାହାନ୍ତି, ଏମିତି କୁହାଯାଉଛି କି ରାଜ୍ ଓ ମୁନମୁନ୍ ଦୁହେଁଙ୍କ ମଧ୍ୟରେ ବହୁ ଦିନରୁ ପ୍ରେମ ରହିଛି, ଓ ସେଥିପାଇଁ ଦୁହେଁ ପରସ୍ପରକୁ ଡେଟ୍ କରୁଛନ୍ତି, କିନ୍ତୁ ଏଥିରେ କେତେ ସତ୍ୟତାଅଛି, ଏହା କେବଳ ବବିତାଜୀ ଓ ଟପୁ ଜାଣିଛନ୍ତି ।

Leave a Reply

Your email address will not be published. Required fields are marked *